ନୂଆପଡ଼ାରେ ପୁଣି ବାଘ ଆତଙ୍କ: ୪ ଛେଳି ମାରିଖାଇଲା
ନୂଆପଡ଼ା,୨୫।୧ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ପୁଣି ବାଘ ଆତଙ୍କ ଦେଖାଦେଇଛି। ଶୁକ୍ରବାର ରାତିରେ ଏକ କଲରାପତରିଆ ବାଘ ନୂଆପଡ଼ା ସଦର ବ୍ଲକ ଧରମବନ୍ଧା ସେକ୍ସନ ଚୂଳାଭାଟ ପଞ୍ଚାୟତ ଭାଲୁପାଣି ଗାଁର ପିତ ମାଝିଙ୍କ ଗୁହାଳରେ ପଶି ୪ ଛେଳିକୁ ମାରି…
ଏଇ ଭାରତରେ
ତାମିଲନାଡୁର କୋଏମ୍ବାଟୁରରେ ଜଳସଙ୍କଟ ଦୂର କରିବାରେ ମଣିକନ୍ଦନ ଆର୍ଙ୍କ ପଦକ୍ଷେପ ପ୍ରଶଂସନୀୟ। ସେଠାରେ ଥିବା ହ୍ରଦ ଓ ଅନ୍ୟ ଜଳଉତ୍ସଗୁଡ଼ିକର ଜଳଧାରଣ କ୍ଷମତା ହ୍ରାସ ପାଇବା ସହ ଅତ୍ୟଧିକ ପ୍ରଦୂଷଣ ଯୋଗୁ ଜଳ ବ୍ୟବହାରଯୋଗ୍ୟ ହୋଇପାରୁ ନ ଥିଲା। ଏହାର ସମାଧାନ…
ଭୂଗର୍ଭ ଫଙ୍ଗାଇ ବିଶ୍ଳେଷିକା
ଜଳବାୟୁ ପରିବର୍ତ୍ତନଜନିତ ବିପଦକୁ ବିଶ୍ୱବାସୀ ଭଲ ଭାବେ ଅନୁଭବ କଲେଣି। ସେଥିରୁ ରକ୍ଷା ପାଇବା ପାଇଁ ସଚେତନ ମଣିଷ ପଦକ୍ଷେପ ମଧ୍ୟ ନେଉଛି। ପ୍ରକୃତିକୁ ବିଗାଡ଼ି ଦେଉଥିବାରୁ ତା’ର କୁପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ୁଛି। ଏହାସତ୍ତ୍ୱେ ପ୍ରକୃତି ନିଜକୁ…
ନଜର ଲାଗିଗଲା କି
ନିକଟରେ ଓଡ଼ିଶା ବିଧାନସଭାରେ ସଭ୍ୟମାନଙ୍କର ମାସିକ ଦରମା, ଭତ୍ତା ଓ ପେନ୍ସନ୍ ଆଦି ବୃଦ୍ଧି କରି ଏକ ବିଲ୍ ସର୍ବସମ୍ମତି କ୍ରମେ ପାସ୍ ହୋଇଗଲା। ବିଧାୟକମାନେ ଜନମତ ନିର୍ବିଶେଷରେ ତା’ ସପକ୍ଷରେ ନାନାଦି ଯୁକ୍ତି ଉପସ୍ଥାପନ କରି ତାକୁ ଯଥାର୍ଥ ବୋଲି…
ବିଭାଜନକାରୀ ଆଇନ
ଚଳିତ ସପ୍ତାହରେ ଗୁଜରାଟ ଭଳି ରାଜସ୍ଥାନ ଏକ ପୃଥକୀକରଣ ବା ବିଭାଜନକାରୀ ଆଇନ ପାସ୍ କରିବାକୁ ଯାଉଛି। ଅଧିକାଂଶ ଭାରତୀୟ ଏହାର ଅସ୍ତିତ୍ୱ ବିଷୟରେ ଜାଣିପାରିବେ ନାହିଁ, କାରଣ ଗଣମାଧ୍ୟମ ଏହାକୁ ରିପୋର୍ଟ କରିବାର ସମ୍ଭାବନା କମ୍। ଆସନ୍ତୁ ଦେଖିବା ଏହା…
ଜନଗଣନାବେଳେ ମାତୃଭାଷା ସମ୍ବଲପୁରୀ ଲେଖିବାକୁ ଆହ୍ବାନ
ବରଗଡ଼,୨୫।୧(ପ୍ରେମାନନ୍ଦ ଖମାରୀ): ଚଳିତବର୍ଷ ଜନଗଣନା ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ପଶ୍ଚିମ ଓଡିଶା ତଥା ନିକଟବର୍ତ୍ତୀ ଅଞ୍ଚଳର ଅଧିବାସୀ ଜନଗଣନା ସମୟରେ ଉଦ୍ଦିଷ୍ଟ କାଗଜପତ୍ରରେ ନିଜ ମାତୃଭାଷା ସମ୍ବଲପୁରୀ ବୋଲି ଉଲ୍ଲେଖ କରିବାକୁ ହେବ। ଏହାଦ୍ୱାରା ସରକାରଙ୍କ ନିକଟରେ ନିର୍ଭୁଲ ଓ ନିର୍ଦ୍ଧିଷ୍ଟ…
ପ୍ଲାଷ୍ଟିକ୍ମୁକ୍ତ ବଣଭୋଜିକୁ ଗୁରୁତ୍ୱ
ବରଗଡ଼,୨୫।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ବ୍ଲକ ଅନ୍ତର୍ଗତ ବୈଷ୍ଣୋଦେବୀ ମନ୍ଦିର ପୀଠ ତୁରୁଙ୍ଗାରେ ଶନିବାର ପ୍ଲାଷ୍ଟିକମୁକ୍ତ ବଣଭୋଜି ଆୟୋଜନ ଉପରେ ଏକ ସଭା ହୋଇଥିଲା। ବନାଞ୍ଚଳ ଅଧିକାରୀ ରଞ୍ଜିତ ସିଂହ ବାବୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବରଗଡ଼ ବନଖଣ୍ଡ ଅଧିକାରୀ ସରୋଜ କୁମାର ପଣ୍ଡା…
କଚରାଗଦା ଉପରେ କଂକ୍ରିଟ ରାସ୍ତା
ଭବାନୀପାଟଣା, ୨୫ା୧ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ଉପକଣ୍ଠ ଭଙ୍ଗାବାରି ରାସ୍ତା ନିର୍ମାଣ ହେଉଥିବାବେଳେ କଚରାଗଦାରେ ନିମ୍ନମାନର ରାସ୍ତା ଯୋଗୁ ଏହାର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଭବାନୀପାଟଣା ସହର ନିକଟ…
ମିଲ୍ରେ ସ୍ଥାନାଭାବରୁ ମଣ୍ଡିରେ ବାଧକ ଧାନ ଉଠାଣ
ଭବାନୀପାଟଣା, ୨୫ା୧(ଉତ୍ତମ କୁମାର ଦାଶ): ଚଳିତ ଖରିଫରେ ଚାଷୀ ମଣ୍ଡିରେ ଧାନ ବିକ୍ରି କରି ନ ପାରି ହୀନସ୍ଥା ହେଉଛି। ଟୋକନ ଠିକ୍ ମିଳୁନାହିଁ। ଯେଉଁ ଟୋକନ ଆସୁଛି ତାହାର ସମୟ ଅବଧିକୁ ଜାଣିଶୁଣି ବୃଦ୍ଧି କରାଯାଉଛି। ମିଲର୍ସ ଆସୋସିଏଶନର ରାଜ୍ୟ ସଭାପତି…
T20 World Cup 2026 ରୁ ବାହାରି ଯିବ ପାକିସ୍ତାନ? ବାଂଲାଦେଶ ବାହାରି ଯିବା ପରେ କ’ଣ କହିଲେ ମୋହସିନ ନକଭି ଜାଣନ୍ତୁ
ନୂଆଦିଲ୍ଲୀ,୨୪।୧: ପାକିସ୍ତାନ କ୍ରିକେଟ ବୋର୍ଡ ଅଧ୍ୟକ୍ଷ ମୋହସିନ ନକଭି ବାଂଲାଦେଶ ପ୍ରତି ଆଇସିସିର ବ୍ୟବହାରକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପରେ ପାକିସ୍ତାନର ଅଂଶଗ୍ରହଣ ସରକାରଙ୍କ ନିଷ୍ପତ୍ତି ଉପରେ ନିର୍ଭର କରିବ। ମୁସ୍ତାଫିଜୁର ରହମାନଙ୍କୁ ଆଇପିଏଲ…
ଗୁଡ଼ି ଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା କରି ହାତଗୋଡ଼ ବାନ୍ଧି ନଦୀରେ ଫିଙ୍ଗିଥିଲେ, ୬ ଜଣଙ୍କୁ ବାନ୍ଧିଲା…
ରାୟଗଡ଼ା,୨୪।୧(ଆଶିଷ ରଞ୍ଜନ ପଣ୍ଡା/ପ୍ରଫୁଲ କୁମାର ବେହେରା)- ବକ୍ସାଇଟ ପାଇଁ ବିଶ୍ୱ ପ୍ରସିଦ୍ଧ ରାୟଗଡ଼ା ଜିଲାର କାଶୀପୁର ବ୍ଲକ । ହେଲେ ଆଜିବି ସେଠାକାର ବାସିନ୍ଦା ଗୁଣିଗାରେଡି ଭଳି ଅନ୍ଧବିଶ୍ୱାସରେ ପଡ଼ି ହତ୍ୟା କରିବାକୁ ପଛାଉ ନାହାନ୍ତି । ଏଭଳି ଏକ ଘଟଣାକ୍ରମରେ…
T20 World Cup 2026: ସ୍କଟଲାଣ୍ଡର ଏଣ୍ଟ୍ରି ପରେ ବଦଳିଗଲା ସେଡ୍ୟୁଲ, ଜାଣନ୍ତୁ କେବେ ଭାରତକୁ ଭେଟିବ ପାକସ୍ତାନ
ନୂଆଦିଲ୍ଲୀ,୨୪।୧: ବାଂଲାଦେଶ ଏବେ ୨୦୨୬ ଟି୨୦ ବିଶ୍ୱକପରୁ ବାଦ ପଡ଼ିଛି। ସ୍କଟଲାଣ୍ଡ ଏହାର ସ୍ଥାନ ନେଇଛି। ଯଦି ବାଂଲାଦେଶୀ ଖେଳାଳିମାନେ ଭାରତ ଯାତ୍ରା କରନ୍ତି ତେବେ ICC BCB ଅଧିକାରୀମାନଙ୍କୁ ସେମାନଙ୍କର ସୁରକ୍ଷାର ପ୍ରତିଶ୍ରୁତି ଦେଇଥିଲା, କିନ୍ତୁ ଦଳ ସେମାନଙ୍କ ମ୍ୟାଚ…
Archives


