ଅଗଷ୍ଟରେ ୧.୭୫ ଲକ୍ଷ କୋଟିର ଜିଏସ୍ଟି ସଂଗ୍ରହ
ନୂଆଦିଲ୍ଲୀ,୨।୯ (ଅଭୟ ଦାଶ): ଚଳିତ ଆର୍ଥିକ ବର୍ଷର ପଞ୍ଚମ ମାସରେ ମଧ୍ୟ ରେକର୍ଡ ପରିମାଣର ସାମଗ୍ରୀ ଏବଂ ସେବା ଟିକସ (ଗୁଡ୍ସ ଆଣ୍ଡ ସର୍ଭିସ ଟ୍ୟାକ୍ସ ବା ଜିଏସ୍ଟି) ସଂଗ୍ରହ ହୋଇଛି ବୋଲି ଗୁରୁବାର କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବିସ୍ତୃତ ଭାବେ…
ଚା’ ପିଉଛନ୍ତି କି? ରୁହନ୍ତୁ ସତର୍କ ନଚେତ୍ ଭୋଗିବେ ଏସବୁ ସମସ୍ୟା
କ୍ଳାନ୍ତ ମନକୁ ହାଲୁକା କରିବା ପାଇଁ ଅନେକେ ଚା’ କିମ୍ବା କଫି ପିଇଥାଆନ୍ତି। ହେଲେ ଯଦି ଆପଣ ଅଧିକ ସମୟ ଚା’ ପିଉଛନ୍ତି ତେବେ ଏପରି ଅଭ୍ୟାସଠାରୁ ନିଜକୁ ଯଥାସମ୍ଭବ ଦୂରେଇ ରଖନ୍ତୁ। ଏଭଳିି ମତବ୍ୟକ୍ତ କରିଛନ୍ତି ୱାଶିଂଟନ୍ ୟୁନିଭର୍ସିଟିର ବିଶେଷଜ୍ଞମାନେ।…
ମନ୍ଦିରରେ ବିବାହ କରିବେ ଆଦିତି
ହାଇଦ୍ରାବାଦ: ଅଭିନେତ୍ରୀ ଆଦିତି ରାଓ ହାଇଦରି ଖୁବ୍ଶୀଘ୍ର ନିଜ ଦୀର୍ଘ ଦିନର ପ୍ରେମିକ ତଥା ଅଭିନେତା ସିଦ୍ଧାର୍ଥଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏହି ଯୋଡ଼ି ଚଳିତ ବର୍ଷ ମାର୍ଚ୍ଚରେ ଗୁପ୍ତ ଭାବରେ ନିର୍ବନ୍ଧ କରିଥିଲେ। ପରିବାର ସଦସ୍ୟ ଓ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ…
ରାଜକୁମାରଙ୍କ ପରବର୍ତ୍ତୀ ପ୍ରୋଜେକ୍ଟ ‘ମାଲିକ୍’
ମୁମ୍ବାଇ: ବଲିଉଡ୍ ଅଭିନେତା ରାଜକୁମାର ରାଓ ଶନିବାର ତାଙ୍କର ୪୦ ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ସେ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ରର ନାମ ‘ମାଲିକ’ ହୋଇଥିବା ଘୋଷଣା କରି ନିଜ ପ୍ରଶଂସକଙ୍କୁ ଜନ୍ମଦିନର ଉପହାର ଦେଇଛନ୍ତି। ରାଜକୁମାର ନିଜ ଇନଷ୍ଟାଗ୍ରାମ…
ଭାଲୁ ସହ ଫଟୋ ଶୁଟ୍
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି ଯାହା ଦେଖି ଅଧିକାଂଶ ୟୁଜର୍ସ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଉକ୍ତ ଭିଡିଓରେ ଜଣେ ମହିଳା ଏକ ବିଶାଳ ଭାଲୁ ସହ ଆଲିଙ୍ଗନ କରି ଫଟୋ ଶୁଟ୍ କରୁଥିବା ନଜରକୁ ଆସିଛନ୍ତି। ଭିଡିଓରେ…
ମାଲୟାଲମ ଚଳଚ୍ଚିତ୍ରରେ ପାଓ୍ବାର ସେଣ୍ଟର ନାହିଁ: ମାମୁଥି
ନୂଆଦିଲ୍ଲୀ,୨ା୯: ମାଲୟାଲମ ଫିଲ୍ମ ଇଣ୍ଡଷ୍ଟ୍ରିଜ୍ର କେତେଜଣ ଶୀର୍ଷ ଅଭିନେତା ଏବଂ ନିର୍ଦ୍ଦେଶକଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗକୁ ନେଇ ଝଡ଼ ଦେଖାଦେଇଥିବାବେଳେ ଚଳଚ୍ଚିତ୍ର ଶିଳ୍ପରେ କୌଣସି ପାଓ୍ବାର ସେଣ୍ଟର ନ ଥିଲା ବୋଲି ଅଭିନେତା ମାମୁଥି କହିଛନ୍ତି। ପୋଲିସ ଅଭିଯୋଗର ତଦନ୍ତ ସାଧୁତାର…
ଗ୍ରହ ଶାନ୍ତି ନାଁରେ ବନ୍ୟପ୍ରାଣୀ ଅଙ୍ଗ ଚାଲାଣ, ଓଡ଼ିଶାରୁ ଦକ୍ଷିଣ ଏସିଆକୁ ଲମ୍ବିଛି ଚେର
ଭୁବନେଶ୍ୱର,୨ା୯(ସତ୍ୟଜିତ୍ ରାଉତ): ଗ୍ରହ ଶାନ୍ତି ନାଁରେ ବିରଳ ବନ୍ୟପ୍ରାଣୀ ଅଙ୍ଗ ବିଦେଶକୁ ଚୋରା ଚାଲାଣ ହେଉଛି। ଏଥିପାଇଁ ଓଡ଼ିଶା ସମେତ ଦେଶର ବିଭିନ୍ନ ଜଙ୍ଗଲରୁ ସଂରକ୍ଷିତ ବନ୍ୟପ୍ରାଣୀ ବଜ୍ରକାପ୍ତା, ହରିଣ, ମନିଟର ଲିଜାର୍ଡ ସହ ବହୁ ସାମୁଦ୍ରିକ ଜୀବଙ୍କୁ ଶିକାର କରାଯାଉଛି।…
ଲେହରୁ ସୋନମ୍ଙ୍କ ଦିଲ୍ଲୀ ଚଲୋ ପଦଯାତ୍ରା
ଲେହ,୨ା୯: ଖ୍ୟାତନାମା ଜଳବାୟୁ କର୍ମୀ ସୋନମ୍ ଓ୍ବାଙ୍ଗଚୁକ୍ ରବିବାର ଲେହରୁ ଦିଲ୍ଲୀ ଅଭିମୁଖେ ପଦଯାତ୍ରାରେ ବାହାରିଛନ୍ତି। ତାଙ୍କ ସହ ଶତାଧିକ ସ୍ବେଚ୍ଛାସେବୀ ସାମିଲ ହୋଇଛନ୍ତି। ସେମାନଙ୍କର ୪ ସୂତ୍ରୀ ଦାବି ଉପରେ ଲଦାଖର ନେତୃବୃନ୍ଦଙ୍କ ସହ ଅଟକି ରହିଥିବା ଆଲୋଚନା ପୁଣିଥରେ ଆରମ୍ଭ…
ଏଇ ଭାରତରେ
ଏଲ୍ଆଇସି ପଲିସିରେ ସମସ୍ତେ ନିଜ ନିଜ ଆତ୍ମୀୟମାନଙ୍କୁ ନୋମିନି ରଖନ୍ତି। କିନ୍ତୁ ଏମିତି ବି ଲୋକ ଅଛନ୍ତି ଯିଏ ତାଙ୍କ ସବୁ ପଲିସିର ନୋମିନି ରଖିଛନ୍ତି ଭଗବାନ ମହାଦେବଙ୍କୁ। କଥାଟା ଶୁଣିଲେ ହୁଏତ ଅନେକେ ବିଶ୍ୱାସ କରିପାରିବେ ନାହିଁ। କିନ୍ତୁ ଏଭଳି…
ଜନ ଅଭିଯୋଗ ଶୁଣାଣି
ସାଧାରଣ ଲୋକେ ସେମାନଙ୍କ ସମସ୍ୟା ନେଇ ଆପତ୍ତି ଅଭିଯୋଗ କରିବା ଏକ ନିତିଦିନିଆ ଘଟଣା। କେବଳ ସାଧାରଣ ଲୋକ ନୁହନ୍ତି, ବରଂ ବିଭିନ୍ନ ସରକାରୀ ଓ ବେସରକାରୀ କର୍ମସଂସ୍ଥାନରେ କାର୍ଯ୍ୟରତ ଓ କାର୍ଯ୍ୟନିବୃତ୍ତ କର୍ମଚାରୀମାନେ ବି ସେମାନଙ୍କ ସମସ୍ୟା ନେଇ ଉପରିସ୍ଥ…
ସରଳରେଖା
ହରିୟାଣାର କେତେଜଣ ଗୋରକ୍ଷକ ୨୭ ଅଗଷ୍ଟରେ ଚର୍ଖି ଦାଦ୍ରି ଜିଲାରେ ଗୋମାଂସ ଖାଉଥିବା ସନ୍ଦେହରେ ସବୀର ମଲିକ ନାମକ ଜଣେ ଯୁବକଙ୍କୁ ପିଟି ହତ୍ୟା କରିଛନ୍ତି। ସବୀରଙ୍କ ଘର ପଶ୍ଚିମବଙ୍ଗରେ ହୋଇଥିବା ବେଳେ ସେ ଜଣେ ବୋତଲ ଗୋଟାଳି। ଏହି ଘଟଣାରେ…
‘ଆରମ୍ଭରୁ ସ୍ମାର୍ଟ ଫିଡ୍’
ପ୍ରତିବର୍ଷ ସେପ୍ଟେମ୍ବର ୧ରୁ ୭ ତାରିଖ ଜାତୀୟ ପୁଷ୍ଟି ସପ୍ତାହ ପାଳିତ ହୋଇଥାଏ। କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ସହ ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଏହି ସପ୍ତାହରେ ବିଭିନ୍ନ ସଚେତନଧର୍ମୀ ଓ ସହାୟତାଭିତ୍ତିକ କାର୍ଯ୍ୟକ୍ରମ ହାତକୁ…
Archives


