ଆରଜି କର ହତ୍ୟାକାଣ୍ଡ: ପୁଣି ଆମରଣ ଅନଶନରେ ଜୁନିଅର ଡାକ୍ତର
କୋଲକାତା,୬।୧୦: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ଆର.ଜି କର ହସ୍ପିଟାଲରେ ଜଣେ ଜୁନିଅର ମହିଳା ଡାକ୍ତରଙ୍କ ବଳାତ୍କାର ଓ ହତ୍ୟାକୁ ବିରୋଧ କରି ଜୁନିଅର ଡାକ୍ତରମାନେ ଶନିବାର ସାରେ ପୁଣିଥରେ ଆମରଣ ଅନଶନରେ ବସିଛନ୍ତି। ପଶ୍ଚିମବଙ୍ଗ ସରକାର ସେମାନଙ୍କ ଦାବି ପୂରଣ କରିନାହାଁନ୍ତି…
ଭାଜପା ସରକାର ଏକ କପି ପେଷ୍ଟ ସରକାର, ଏମିତି କହି ବର୍ଷିଲେ…
ଭୁବନେଶ୍ୱର,୬।୧୦(ଅନିଲ ଦାସ): ରାଜ୍ୟ ଭାଜପା ସରକାରଙ୍କ ଦ୍ୱାରା ୧୬,୦୦୯ କନିଷ୍ଠଶିକ୍ଷକ (ସ୍କିମାଟିକ) ଭାବେ ଆଜି ପ୍ରଦାନ କରାଯାଉଥିବା ନିଯୁକ୍ତି ବିଜେଡି ସରକାରଙ୍କ ସମୟରେ ସମସ୍ତ କାର୍ଯ୍ୟ ଚୂଡାନ୍ତ ହୋଇଥିବା ବିଜୁ ଜନତା ଦଳ ଦାବି କରିଛି। ଏହି ନିଯୁକ୍ତି ମଲାହରିଣ ଉପରେ…
ତିରୁପତିଙ୍କ ପ୍ରସାଦରେ ପୋକ!: ପୋକଠାରୁ ଅଧିକ ଆଶ୍ଚର୍ଯ୍ୟଜନକ ଥିଲା…
ନୂଆଦିଲ୍ଲୀ,୬।୧୦: ତିରୁପତି ମନ୍ଦିରର ପ୍ରସାଦ ତିଆରି କରିବା ପାଇଁ ବ୍ୟବହୃତ ଘିଅରେ ପଶୁ ଚର୍ବିର ବ୍ୟବହାରକୁ ନେଇ ବିବାଦ ଥମି ନ ଥିବା ବେଳେ ଆଉ ଜଣେ ଭକ୍ତ ଏକ ନୂଆ ଅଭିଯୋଗ ଆଣିଛନ୍ତି। ଜଣେ ଭକ୍ତ ଏବେ ଦାବି କରିଛନ୍ତି…
ଢିଙ୍କିଆ ପଞ୍ଚାୟତ ନିର୍ବାଚନରେ ସ୍ବାଭିମାନ ମଞ୍ଚ ପ୍ରାର୍ଥିନୀ ପିଙ୍କି ଦାସ ବିଜୟୀ
କୁଜଙ୍ଗ,୬।୧୦(ମନୋଜ ପ୍ରଧାନ): ଜଗତ୍ସିଂହପୁର ଜିଲା ଏରସମା ବ୍ଲକର ବହୁଚର୍ଚ୍ଚିତ ଢିଙ୍କିଆ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଶନିବାର କଡା ସୁରକ୍ଷା ବଳୟ ମଧ୍ୟରେ ବ୍ଲକ କାର୍ଯ୍ୟାଳୟରେ ଶେଷହୋଇଛି। ସରପଞ୍ଚ ପଦରେ ଶିଳ୍ପ ବିରୋଧୀ ଓ କଂଗ୍ରେସ ସମର୍ଥିତ ସ୍ବାଭିମାନ ମଞ୍ଚ ପ୍ରାର୍ଥିନୀ…
ଆପଣଙ୍କ ବିଧାୟକଙ୍କୁ ଜାଣନ୍ତୁ…
ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ସିତାଂଶୁ ଶେଖର ମହାପାତ୍ର। ୨୦୨୪ ନିର୍ବାଚନରେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କୁ ୧୬,୦୬୮ ଖଣ୍ଡ ଭୋଟ୍ରେ ହରାଇ ପ୍ରଥମଥର ବିଧାୟକ ହୋଇଛନ୍ତି। ନିର୍ବାଚନମଣ୍ଡଳୀର କୁଆଁସରେ ୧୯୮୨ ଜୁନ୍ ୨୦ରେ…
ମଣିଷଖିଆ ଗଧିଆକୁ ମାରିଦେଲେ…..
ଉତ୍ତରପ୍ରଦେଶ,୬।୧୦: ଶେଷରେ ଗ୍ରାମବାସୀଙ୍କ ହାତେରେ ଗଲା ମଣିଷଖିଆ ଗଧିଆ ଜୀବନ। ମଣିଷଖିଆ ଗଧିଆକୁ ପିଟିପିଟି ମାରିଦେଲେ ଗ୍ରାମବାସୀ ଉତ୍ତରପ୍ରଦେଶର ବାହରିଚ୍ରେ ଆତଙ୍କ ଖେଳାଇଥିବା ଗଧିଆକୁ ଗ୍ରାମବାସୀ ପିଟିପିଟି ମାରିଥିବା ବେଳେ ବନ ବିଭାଗ ମୃତଦେହ ଜବତ କରିଛି। ୬ଷ୍ଠ ତଥା ଶେଷ…
ଆଜିଠାରୁ ହବିଷ୍ୟାଳି ଯୋଜନାରେ ପଞ୍ଜୀକରଣ ଆରମ୍ଭ,ଶୀଘ୍ର କରନ୍ତୁ ….
ଭୁବନେଶ୍ୱର,୬।୧୦: ହବିଷ୍ୟାଳି ଯୋଜନାରେ ଆଜିଠାରୁ ପଞ୍ଜୀକରଣ ଆରମ୍ଭ ହେବ । ପୁରୀରେ ରହି ହବିଷ୍ୟ ବ୍ରତ ପାଇଁ ବ୍ରତଧାରୀ ମାନଙ୍କ ପାଇଁ ଆଜି ଠାରୁ ପଞ୍ଜୀକରଣ ଆରମ୍ଭ ହୋଇ ଏହା ଅକ୍ଟୋବର ୧୧ ତାରିଖ ଅଥବା ଧାର୍ଯ୍ୟ ଲକ୍ଷ ପୂରଣ ପର୍ଯ୍ୟନ୍ତ…
ହରିୟାଣାରେ କିଏ ହେବେ ମୁଖ୍ୟମନ୍ତ୍ରୀ, ରେସ୍ରେ ରହିଛି ଏହିମାନଙ୍କ ନାମ…
ଚଣ୍ଡିଗଡ଼,୬ା୧୦: ହରିୟାଣାର ୯୦ଟି ବିଧାନସଭା ଆସନ ପାଇଁ ମତଦାନ ହୋଇଛି। ରାଜ୍ୟରେ କିଏ ସରକାର ଗଠନ କରିବ ସେନେଇ ଏକଜିଟ୍ ପୋଲ୍ ମଧ୍ୟ ଆସିଛି। ପ୍ରାୟ ସମସ୍ତ ଏକଜିଟ୍ ପୋଲ୍ରେ କଂଗ୍ରେସ ଆଗରେ ରହିଛି। ଇଣ୍ଡିଆ ଟୁଡେ ଆକ୍ସି ମାଇ ଇଣ୍ଡିଆର…
ଆଜିଠୁ ବିଗ୍ବସ୍ ୧୮
ମୁମ୍ବାଇ: ରିୟଲିଟି ଶୋ’ ବିଗ୍ବସ୍ର ୧୮ତମ ସିଜନ୍ ରବିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ରାତି ୯ଟାରେ କଲର୍ସ ଟିଭିରେ ପ୍ରିମିୟର୍ ହେବାସହ ଜିଓ ସିନେମାରେ ମଧ୍ୟ ଷ୍ଟ୍ରିମିଂ ହେବ। ଚଳିତ ସିଜନ୍ରେ ମଧ୍ୟ ଅଭିନେତା ସଲମାନ ଖାନ୍ ଏହି ଶୋ’କୁ…
ସବୁଜ ହେଉଛି ଆଣ୍ଟାର୍କଟିକା
ଲଣ୍ଡନ, ୬।୧୦: ଆଣ୍ଟାର୍କଟିକା ନାଟକୀୟ ଭାବେ ସବୁଜ ହେବାରେ ଲାଗିଛି। ଗତ ୩ ଦଶନ୍ଧି ତୁଳନାରେ ବିଗତ କିଛିବର୍ଷ ମଧ୍ୟରେ ଏହି ଧାରା ୩୦%ରୁ ଅଧିକ ବୃଦ୍ଧି ପାଇଛି। ୧୯୮୬ରୁ ୨୦୨୧ ମଧ୍ୟରେ ଆଣ୍ଟାର୍କଟିକା ଉପଦ୍ୱୀପରେ ସବୁଜ ଆବରଣ ୧୦ ଗୁଣାରୁ…
ଓଡ଼ିଶା ପୋଲିସରେ ଡ୍ରାଇଭର ନିଯୁକ୍ତି: ୧୦ମ ପାସ୍ କରିଥିଲେ ଶୀଘ୍ର କରନ୍ତୁ ଆବେଦନ, ଦରମା…
ଭୁବନେଶ୍ୱର,୬।୧୦: ସରକାରୀ ଚାକିରି କରିବାକୁ ଇଚ୍ଛୁକ ଆଶାୟୀଙ୍କ ପାଇଁ ଆସିଛି ଖୁସି ଖବର । ଓଡ଼ିଶା ପୋଲିସ ପକ୍ଷରୁ ଡ୍ରାଇଭର ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ମୋଟ ୪୦୫ଟି ପଦ ପୂରଣ ହେବ । ଅକ୍ଟୋବର ୧୧ରୁ…
କୁଷ୍ମାଣ୍ଡା ବେଶରେ ମା’ ସମଲେଶ୍ୱରୀ
ବରଗଡ଼,୬ା୧୦: ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ମନ୍ଦିରରେ ଶାରଦୀୟ ନବରାତ୍ର ପୂଜା ଚାଲିଛି। ଏହି କ୍ରମରେ ରବିବାର ମା’ ସମଲେଶ୍ବରୀ କୁଷ୍ମାଣ୍ଡା ବେଶରେ ଦର୍ଶନ ଦେଇଛନ୍ତି। ଦେବୀଙ୍କୁ ଏହି ବେଶରେ ଦର୍ଶନ ପାଇଁ ସକାଳୁ ମନ୍ଦିର ପରିସରରେ ଶ୍ରଦ୍ଧାଳୁଙ୍କ ସମାଗମ…
Archives


