ପିଏମ୍ କିଷାନରେ ଓଡ଼ିଶାରୁ ୩୪ ଲକ୍ଷ ୯୫ ହଜାର ୧୪୭ ଚାଷୀ ସାମିଲ: ସଚିବ
ଭୁବନେଶ୍ୱର,୨୪।୨: କୃଷି ସଚିବ ଅରବିନ୍ଦ ପାଢ଼ୀ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ପିଏମ୍ କିଷାନ ଯୋଜନାରେ ଓଡ଼ିଶାରୁ ୩୪ ଲକ୍ଷ ୯୫ ହଜାର ୧୪୭ ଚାଷୀଙ୍କୁ ସାମିଲ କରାଯାଇଥିବା କୃଷି ସଚିବ ପାଢ଼ୀ କହିଛନ୍ତି। ସ୍ବତନ୍ତ୍ର ଡ୍ରାଇଭ ମାଧ୍ୟମରେ କୃଷି…
ପ୍ରୋସେଶନ ବେଳେ ବରଙ୍କୁ ଆକ୍ରମଣ ଉଦ୍ୟମ, ସୁପାରି କିଲରଙ୍କୁ ନିର୍ଧୂମ ଛେଚି ପୋଲିସ ଜିମାଦେଲେ ଗାଁ ଲୋକେ
ବଲାଙ୍ଗୀର,୨୪ା୨(ସୁନୀଲ ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବାବେଜୁରୀ ଗାଁରେ ବାହାଘର ହେବାର ଥିଲା। ଗାଈବାହାଲ ଗାଁର ରାଜକୁମାର ପ୍ରଧାନ ବର ସାଜି ବାବେଜୁରୀ ଗାଁକୁ ବରଯାତ୍ରୀରେ ଯାଇଥିଲେ। ଏହି ସମୟରେ ୧୦ ଜଣ ଯୁବକ ନିଶାସକ୍ତ ଅବସ୍ଥାରେ ମରଣାସ୍ତ୍ର ଧରି…
ଚମକାଇ ଦେଲା ଚାଇନା, ନିୟୋଜିତ କଲା ୭୦ AI- ସିଭଲ ଅଧିକାରୀ
ବେଜିଂ, ୨୪।୨: ଚାଇନା ଏହାର ସରକାରୀ କାର୍ଯ୍ୟାଳୟରେ ୭୦ ଜଣ କୃତ୍ରିମ ବୁଦ୍ଧିମତ୍ତା (AI) ଅଧିକାରୀଙ୍କୁ ନିୟୋଜିତ କରିଛି। ଚାଇନାର ଏହି କାର୍ଯ୍ୟ ସବୁଠି ଆତଙ୍କ ସୃଷ୍ଟି କରିଛି। ସରକାରୀ କାର୍ଯ୍ୟାଳୟରେ ଏହି ୭୦ଜଣ AI ଅଧିକାରୀଙ୍କୁ ଯୋଜନା ପ୍ରସ୍ତୁତ କରିବା,…
ମହାରାଷ୍ଟ୍ରରେ ପୌରନିର୍ବାଚନ ପୂର୍ବରୁ ସାକ୍ଷାତ କଲେ ଏହି ଦୁଇ ବଡ଼ ନେତା: ହେବକି ମେଣ୍ଟ!
ମୁମ୍ବାଇ,୨୪।୨: ଆଗକୁ ମହାରାଷ୍ଟ୍ର ପୌରନିର୍ବାଚନ। ନିର୍ବାଚନ ପୂର୍ବରୁ ସାକ୍ଷାତ କରିଛନ୍ତି ମହାରାଷ୍ଟ୍ରର ଏହି ଦୁଇ ବଡ଼ ନେତା। ଏହି ଦୁଇ ନେତାଙ୍କ ସାକ୍ଷାତ ପରେ ମହାରାଷ୍ଟ୍ରରେ ରାଜନୈତିକ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ଶିବସେନା ୟୁବିଟି ମୁଖ୍ୟ ଉଦ୍ଧବ ଠାକରେ ଏବଂ ଏମ୍ଏନ୍ଏସ୍…
ପାକିସ୍ତାନରେ ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ: ବଡ଼ ଷଡ଼ଯନ୍ତ୍ର ଚାଲିଥିବା ସତର୍କ କଲା ପାକ୍ ଇଣ୍ଟେଲିଜେନ୍ସ
ପାକିସ୍ତାନ, ୨୪ା୨: ପାକିସ୍ତାନର ଗୋଇନ୍ଦା ବିଭାଗ ଇସଲାମିକ୍ ଷ୍ଟେଟ୍ ଖୋରାସାନ୍ ପ୍ରଦେଶ (ISKP)ରୁ ଏକ ସମ୍ଭାବ୍ୟ ବିପଦ ବିଷୟରେ ଏକ ଚେତାବନୀ ଜାରି କରିଛି। ଯାହା ରିପୋର୍ଟ ଅନୁଯାୟୀ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ରେ ଯୋଗଦେବା ପାଇଁ ବିଦେଶୀମାନଙ୍କୁ ଅପହରଣ…
Bad Cholesterol କେମିତି ହୋଇଥାଏ ପ୍ରାଣଘାତୀ
କୋଲେଷ୍ଟ୍ରଲ ଶରୀର ପାଇଁ ଏକ ଅତ୍ୟାବଶ୍ୟକୀୟ ଉପାଦାନ ଯାହା ସୁସ୍ଥ କୋଷ ଗଠନ, ହରମୋନ ଉତ୍ପାଦନ ଏବଂ ଭିଟାମିନ-ଡି ସଂଶ୍ଳେଷଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। କିନ୍ତୁ, ଯେତେବେଳେ କୋଲେଷ୍ଟ୍ରଲ ସ୍ତର ଅସନ୍ତୁଳିତ ହୋଇଯାଏ, ଏହା ହୃଦରୋଗ ସୃଷ୍ଟି କରିପାରେ। ‘ଖରାପ…
ଏକତରଫା ପ୍ରେମରେ ବିଫଳ ପିଶାଚ ପ୍ରେମିକର ବର୍ବର କାଣ୍ଡ
ସୋର, ୨୪ା୨(ଜନ୍ମେଜୟ ମିଶ୍ର): ଏକତରଫା ପ୍ରେମରୁ ବୀଭତ୍ସ ହତ୍ୟା। ସୋର ଥାନା ଲିଙ୍ଗାପଡ଼ା ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି।ଯୁବତୀ ଜଣଙ୍କ ନାମ ହେଉଛି ଜ୍ୟୋତିର୍ମୟୀ ରଣା (୨୫)। ଜ୍ୟୋତିର୍ମୟୀ ଭୁବନେଶ୍ୱରରେ ଏକ ଘରୋଇ ସଂସ୍ଥାରେ କାମ କରୁଥିବା ବେଳେ ଦୁଇମାସ ତଳେ…
ସ୍ବାସ୍ଥ୍ୟକେନ୍ଦ୍ର ସୁପରିଟେଣ୍ଡେଣ୍ଟଙ୍କୁ ସେବାରତ୍ନ ସମ୍ମାନ
ଛତ୍ରପୁର,୨୪ା୨(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧୀନ ମୁନିସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସୁପରିଟେଣ୍ଡେଣ୍ଟ ଡାକ୍ତର ସ୍ବାଧୀନ ରଥଙ୍କୁ ସେବାରତ୍ନ ସମ୍ମାନ ମିଳିଛି। ବ୍ରହ୍ମପୁରରେ ଆୟୋଜିତ ଦ୍ୱିତୀୟ ଗଞ୍ଜାମ ଜିଲା ସ୍ବାସ୍ଥ୍ୟ ମହୋତ୍ସବରେ ଏହି ଆଓ୍ବାର୍ଡ ରାଜ୍ୟ ବାଣିଜ୍ୟ ପରିବହନ, ଇସ୍ପାତ…
ବଜ୍ରପାତ ନେଇ ସତର୍କ କଲା ପାଣିପାଗ ବିଭାଗ: ଏହି ୩ ଜିଲାକୁ ଅରେଞ୍ଜ ଆଲର୍ଟ
ଭୁବନେଶ୍ୱର,୨୪।୨: ରାଜ୍ୟରେ କିଛିଦିନ ହେଲା ବର୍ଷା ସାଙ୍ଗକୁ ବିଜୁଳି, ଘଡ଼ଘଡ଼ି ସହ ବଜ୍ରପାତ ହେଉଛି। ତେବେ ଆସନ୍ତା ୨ଦିନ ଜିଲାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଥିବା ବେଳେ ଘଡ଼ଘଡ଼ି ଓ ବିଜୁଳି ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ…
ମହିଳାଙ୍କ ଉପରେ ଚଢ଼ିଗଲା ଟ୍ରକ୍; ସ୍ତ୍ରୀ ମୃତ, ସ୍ବାମୀ, ପୁଅ ଆହତ
କେନ୍ଦ୍ରାପଡା,୨୪ା୨ (ଜଗନ୍ନାଥ ଧଳ): କଟକ ଚାନ୍ଦବାଲି ରାଜ୍ୟ ରାଜପଥ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ତିନିମୁହାଣୀ ନିକଟସୁ ଚଟିପୋଲ ଠାରେ ସୋମବାର ଏକ ସଡକ ଦୁର୍ଘଟଣା ହୋଇଛି। ସ୍କୁଟିରେ ଯାଉଥିବା ଜଣେ ମହିଳାଙ୍କ ଉପରେ ହାଇୱା ଚଢ଼ିଯିବା ପରେ ଘଟଣାସ୍ଥଳରେ ତାଙ୍କର…
କେବଳ IAS-IPS ନୁହେଁ, UPSC ପରୀକ୍ଷା ପାସ୍ ପରେ ଏହି ବିଭାଗରେ ବି ହୋଇପାରିବେ ଅଧିକାରୀ
ନୂଆଦିଲ୍ଲୀ,୨୪ା୨: ୟୁନିଅନ ପବ୍ଲିକ ସର୍ଭିସ କମିଶନ ବିଭିନ୍ନ ପ୍ରତିଷ୍ଠିତ ସରକାରୀ ସେବା ଏବଂ ପଦବୀ ପାଇଁ ନିଯୁକ୍ତି ପରୀକ୍ଷା ପରିଚାଳନା କରେ। ପ୍ରତିବର୍ଷ ଲକ୍ଷଲକ୍ଷ ଯୁବତୀ ଯୁବକ UPSC ପରୀକ୍ଷା ଦିଅନ୍ତି। UPSC ମାଧ୍ୟମରେ ଉପଲବ୍ଧ ସରକାରୀ ଚାକିରିଗୁଡ଼ିକ ମୁଖ୍ୟତଃ ସିଭିଲ…
ଦିଲ୍ଲୀ ବିଧାନସଭାର ୩ ଦିନିଆ ଅଧିବେଶନ ଆରମ୍ଭ: ଶପଥ ନେଲେ କାମଚଳା ବାଚସ୍ପତି
ନୂଆଦିଲ୍ଲୀ,୨୪।୨: ଦିଲ୍ଲୀରେ ଭାଜପାର ନୂଆ ସରକାର ଗଠନ ପରେ ପ୍ରଥମ ବିଧାନସଭା ଅଧିବେଶନ ସୋମବାର ଆରମ୍ଭ ହୋଇଛି। ଏହି ଅଧିବେଶନ ୩ ଦିନ ଧରି ଚାଲିବ। ଅଧିବେଶନର ପ୍ରଥମ ଦିନରେ କାମଚଳା ବାଚସ୍ପତି ଭାବେ ଅରବିନ୍ଦର ସିଂ ଲଭଲି ଶପଥ ନେଇଛନ୍ତି।…

