‘ବାବର ଆଜମଙ୍କ ବାପା ହେଉଛନ୍ତି ବିରାଟ କୋହଲି’ , ଏମିତି କହି ଚର୍ଚ୍ଚାକୁ ଆସିଲେ…
ନୂଆଦିଲ୍ଲୀ,୨୮।୨: ପ୍ରାୟ ୨୯ ବର୍ଷ ପରେ, ପାକିସ୍ତାନକୁ କୌଣସି ଆଇସିସି ଟୁର୍ନାମେଣ୍ଟର ଆୟୋଜନ ମିଳିଥିଲା। ପାକିସ୍ତାନ ୨୦୨୫ ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରୁଛି। କିନ୍ତୁ ଟୁର୍ନାମେଣ୍ଟ ଆରମ୍ଭ ହେବାର ମାତ୍ର ୫ ଦିନ ପରେ ପାକିସ୍ତାନର ଯାତ୍ରା ଶେଷ ହୋଇଗଲା।…
Bangladeshକୁ କବଜା କରିବ ଆମେରିକା? ଜାଣନ୍ତୁ ଟ୍ରମ୍ପଙ୍କ ବଡ଼ ପ୍ଲାନ!
ଢାକା,୨୮।୨: ବିପ୍ଳବ ପରଠାରୁ Bangladesh ରାଜନୈତିକ ଅସ୍ଥିରତା ମଧ୍ୟରେ ରହିଛି। ଆପଣଙ୍କୁ କହି ରଖୁଛୁ ଯେ ମହମ୍ମଦ ୟୁନୁସଙ୍କ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ପରାମର୍ଶଦାତା ନାହିଦ ଇସଲାମ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। କିନ୍ତୁ ପ୍ରଶ୍ନ ହେଉଛି, ଆମେରିକା କ’ଣ ବାଂଲାଦେଶକୁ କବଜା…
ଦଶମ ପାସ୍ କରିଥିଲେ ରେଲଓ୍ବେରେ ଚାକିରି କରିବା ପାଇଁ ସୁବର୍ଣ୍ଣ ସୁଯୋଗ, ପାଖେଇ ଆସିଲା ଶେଷ ତାରିଖ, ଶୀଘ୍ର କରନ୍ତୁ ଆବେଦନ
ନୂଆଦିଲ୍ଲୀ,୨୮।୨: ରେଳବାଇରେ ୩୨୪୩୮ ପଦବୀରେ ଗ୍ରୁପ ଡି ନିଯୁକ୍ତି ପାଇଁ ଆବେଦନ ଜାରି ରହିଛି। ଯେଉଁ ପ୍ରାର୍ଥୀମାନେ ଏଥିପାଇଁ ଆବେଦନ କରିପାରି ନାହାଁନ୍ତି, ସେମାନେ RRBର ସରକାରୀ ୱେବସାଇଟ www.rrbapply.gov.in ରେ ଶୀଘ୍ର ଅନଲାଇନରେ ଆବେଦନ ପ୍ରକ୍ରିୟା ସମାପ୍ତ କରନ୍ତୁ। ରେଳବାଇ…
ଟିଏମ୍ସିରେ ଫାଟ ନେଇ ହେଉଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଲେ ଅଭିଷେକ
କୋଲକାତା,୨୮।୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ (ଟିଏମ୍ସି)ରେ ଫାଟ ସୃଷ୍ଟି ହୋଇଥିବା ନେଇ ଚର୍ଚ୍ଚା ଭଟ୍ଟା ପକାଇଛନ୍ତି ତାଙ୍କ ପୁତୁରା ଅଭିଷେକ ବାନାର୍ଜୀ। କୋଲକାତାସ୍ଥିତ ଇନ୍ଡୋର ଷ୍ଟାଡିୟମରେ ଦଳୀୟ ନେତାଙ୍କୁ ସମ୍ବୋଧିତ କରି ଟିଏମ୍ସି ସାଧାରଣ ସମ୍ପାଦକ…
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଉଡାଇ ଦେବାକୁ ଧମକ
ମୁମ୍ବାଇ,୨୮।୨: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉପରେ ଆକ୍ରମଣ କରିବାକୁ ଧମକ ଦିଆଯାଇଛି। ମୁମ୍ବାଇ ପୋଲିସକୁ ଏକ ପାକିସ୍ତାନୀ ନମ୍ବରରୁ ଏକ ଧମକପୂର୍ଣ୍ଣ ମେସେଜ ମିଳିଛି। ଅଧିକାରୀମାନେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉପରେ ଆକ୍ରମଣ କରିବାକୁ ଧମକପୂର୍ଣ୍ଣ ବାର୍ତ୍ତା ଏକ ପାକିସ୍ତାନୀ…
ଲାଞ୍ଚ ନେଇ ଧରାପଡ଼ିଲେ ଲ୍ୟାମ୍ପସ୍ ମ୍ୟାନେଜର
କୋରାପୁଟ,୨୮ା୨(ଅମିତାଭ ବେହେରା): ମାଣ୍ଡିଆ ଚାଷୀଙ୍କ ପାଖରୁ ୩ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଜୟପୁର ଭିଜିଲାନ୍ସ ହାତରେ ଧରାପଡ଼ିଲେ କୁନ୍ଦୁଲି ଲ୍ୟାମ୍ପସ ମ୍ୟାନେଜର ସତ୍ୟରଞ୍ଜନ ଚାଲାଣ ହୋଇଛନ୍ତି। ଶୁକ୍ରବାର କୋରାପୁଟ ଜିଲା ସେମିଳିଗୁଡ଼ା ବ୍ଲକ କୁନ୍ଦୁଲି ଲ୍ୟାମ୍ପର ଦାୟିତ୍ୱରେ ଥିବା ସତ୍ୟରଞ୍ଜନ…
ରାଜଧାନୀର ସୁରକ୍ଷାକୁ ନେଇ ମୁଖ୍ୟମନ୍ତ୍ରୀ, ଦିଲ୍ଲୀ ପୋଲିସଙ୍କୁ ବଡ଼ ବାର୍ତ୍ତା ଦେଲେ ଶାହା
ନୂଆଦିଲ୍ଲୀ,୨୮।୨: ଶୁକ୍ରବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା, ରାଜ୍ୟ ଗୃହମନ୍ତ୍ରୀ ଆଶିଷ ସୁଦ, ଦିଲ୍ଲୀ ପୋଲିସ କମିଶନର ସଞ୍ଜୟ ଆରୋରା ଏବଂ…
ମାର୍ଚ୍ଚରେ ୧୪ ଦିନ ବନ୍ଦ ରହିବ BANK: ଦେଖିନିଅନ୍ତୁ ପୂରା ଲିଷ୍ଟ, କେଉଁଦିନ ଖୋଲିବନି
ନୂଆଦିଲ୍ଲୀ,୨୮।୨: ମାର୍ଚ୍ଚରେ ବିଭିନ୍ନ ରାଜ୍ୟ ଏବଂ ସହରରେ ବ୍ୟାଙ୍କଗୁଡ଼ିକ ମୋଟ ୧୪ ଦିନ ପାଇଁ ବନ୍ଦ ରହିବ। ଏଥିରେ ୫ଟି ରବିବାର ଏବଂ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ବ୍ୟତୀତ, ବ୍ୟାଙ୍କ କାର୍ଯ୍ୟ ସାତ ଦିନ ପାଇଁ ବନ୍ଦ ରହିବ। ଆପଣଙ୍କୁ…
ପାକିସ୍ତାନର କୋଟିପତି ଭିକାରୀ ପରିବାର! MBBS ବୋହୂ ଖୋଲିଦେଲେ ଶାଶୁ-ଶ୍ୱଶୁରଙ୍କ ‘କଳା ଧନ୍ଦା’ର ରାଜ୍, ସତ ଜାଣିଲେ…
ଇସଲାମାବାଦ,୨୮।୨: ରାସ୍ତାରେ ଭିକ୍ଷା ମାଗୁଥିବା ଲୋକଙ୍କୁ ଦେଖିଲେ ସେମାନଙ୍କ ପ୍ରତି ଦୟା ମନୋଭାବ ଆସିଥାଏ। ସେଥିପାଇଁ ଆମେ କେତେବେଳେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଟଙ୍କା କିମ୍ବା କେତେବେଳେ କିଛି ଖାଦ୍ୟ ସାମଗ୍ରୀ ଦେଇଥାଉ। ଅଧିକାଂଶ ଭିକାରୀ ଦିନକୁ ଦୁଇଥର ଖାଦ୍ୟ…
୨୧ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ବଲାଙ୍ଗୀର, ୩ ଗିରଫ
ବଲାଙ୍ଗୀର,୨୮ା୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଅବକାରୀ ଟିମ୍ ଶୁକ୍ରବାର ୨ କୁଇଣ୍ଟାଲ ୧୦ କେଜି ଓଜନର ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୧ ଲକ୍ଷରୁ ଊଦ୍ଧର୍ବ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏକ ଇନୋଭା ଗାଡ଼ିରେ ଏହି…
ସମୁଦ୍ର ମଝିରେ ଲାଗିଲା ନିଆଁ, ଦେବଦୂତ ଭାବେ ପହଞ୍ଚିଲା ନୌସେନା, ଦେଖନ୍ତୁ ଭିଡିଓ
ରାୟଗଡ଼,୨୮।୨: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏଠାରେ ଅକ୍ଷୟ ଆଲିବାଗରେ, ରାକେଶ ଗାନଙ୍କ ଏକ ମାଛ ଧରିବା ଡଙ୍ଗାରେ ଭୋର ପ୍ରାୟ ୩-୪ଟା ସମୟରେ, ଉପକୂଳରୁ ୬-୭ ନଟିକାଲ ମାଇଲ ଦୂରରେ ନିଆଁ ଲାଗିଯାଇଥିଲା। ଏହି ଘଟଣା…
ଶେଷରେ ଜାଭେଦ ଅଖତରଙ୍କୁ କ୍ଷମା ମାଗିଲେ କଙ୍ଗନା; କୋର୍ଟ ବାହାରେ ହେଲା ସମାଧାନ:ଫଟୋ ପୋଷ୍ଟ କରି କହିଲେ ଏମିତି…
ବହୁ ବର୍ଷ ଧରି କୋର୍ଟରେ ଚାଲିଥିବା ମାମଲାରେ ଜାଭେଦ ଅଖତରଙ୍କୁ ଏକ ବଡ଼ ବିଜୟ ମିଳିଛି। ଜାଭେଦଙ୍କୁ ହୋଇଥିବା ଅସୁବିଧା ପାଇଁ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ କ୍ଷମା ପ୍ରାର୍ଥନା କରିଛନ୍ତି। ୫ ବର୍ଷର ଆଇନଗତ ଲଢ଼େଇ ପରେ, କଙ୍ଗନା ଏବଂ ଜାଭେଦ…

