ପିଲାଙ୍କର ପଢ଼ାରେ ଜମା ମନ ଲାଗୁନାହିଁ କି? ଆପଣାନ୍ତୁ ଏଭଳି କିଛି ଉପାୟ …
କିଛି ପିଲାଙ୍କର ପାଠରେ ବେଶ୍ ଆଗ୍ରହ ଥାଏ ତ ଆଉ କିଛି ପିଲାଙ୍କର ପଢ଼ାରେ ଜମା ମନ ଲାଗେନି। ପାଠ ନାଁ ଶୁଣିଲେ ସେମାନେ ମୁହଁ ଶୁଖାଇ ଦିଅନ୍ତି। ବହି ଖୋଲି ବସିଲେ ବି ଧ୍ୟାନ ସେମାନଙ୍କର ଅନ୍ୟତ୍ର ଥାଏ। ହେଲେ…
Uttam Mohanty : ଚିତ୍ରକଳାରେ ଉତ୍ତମ ମହାନ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମନୋଜ
କଟକ,୨୮ା୨(ଶିଳ୍ପା ପ୍ରିୟଦର୍ଶିନୀ)- ଓଡ଼ିଆ ଚଳଚ୍ଚିତ୍ର ଜଗତର ବର୍ଷିୟାନ ଅଭିନେତା ଉତ୍ତମ ମହାନ୍ତିଙ୍କର ଗୁରୁବାର ବିଳମ୍ବିତ ରାତିରେ ପରଲୋକେ ହୋଇଯାଇଛି। ଭୁବନେଶ୍ୱର ସତ୍ୟନଗରସ୍ଥିତ ଶ୍ମଶାନରେ ଶୁକ୍ରବାର ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତେବେ ଉତ୍ତମଙ୍କୁ ଚିତ୍ରକଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି କଟକ ସିଡ଼ିଏ…
IPS Reshuffle: କମିଶନରେଟ୍ ପୋଲିସରେ ୩ ଯୁବ IPS
ଭୁବନେଶ୍ୱର,୨୮।୨: ଶୁକ୍ରବାର ଆଇପିଏସ ସ୍ତରରେ ବଡ ଧରଣର ଅଦଳ ବଦଳ ଦେଖିବାକୁ ମିଳିଛି। ଟ୍ବିନ ସିଟି କଟକ ଓ ଭୁବନେଶ୍ବରର ଡିସିପିଙ୍କୁ ବଦଳି କରାଯାଇଛି। ଜଗମୋହନ ମୀନାଙ୍କୁ ଭୁବନେଶ୍ବର DCP ଭାବେ ନିଯୁକ୍ତି ମିଳିଥିବା ବେଳେ ଖିଲାରୀ ରିଷିକେଶ କଟକର ଡିସିପି…
ଶନିବାରଠୁ ଛାଡ଼ ହେବ ପ୍ରାଣିସମ୍ପଦର ଚିକିତ୍ସା ଓ ଟିକାକରଣ ବାବଦ ‘ୟୁଜର୍ସ ଫି’
ଭୁବନେଶ୍ୱର, ୨୮ା୨(ସୁନିତ୍ ମିଶ୍ର): ପ୍ରାଣିସମ୍ପଦର ଚିକିତ୍ସା ଓ ଟିକାକରଣ ବାବଦ ‘ୟୁଜର୍ସ ଫି’କୁ ରାଜ୍ୟ ସରକାର ଛାଡ଼ କରିବା ନେଇ ଘୋଷଣା କରିଛନ୍ତି। ଫଳରେ ଗାଈ, ବଳଦ, ମଇଁଷି, ଛେଳି, ମେଣ୍ଢା ଆଦିଙ୍କ ଚିକିତ୍ସା ଓ ଟିକାକରଣ ବାବଦରେ ଜନସାଧାରଣଙ୍କୁ ଫି…
ଏକାସହ କୋଟିଏ ମହିଳା ପାଇବେ ଦ୍ୱିତୀୟ କିସ୍ତି ସୁଭଦ୍ରା ଟଙ୍କା, ବାଦ୍ ପଡ଼ିଥିବା ହିତାଧିକାରୀଙ୍କୁ…
ଭୁବନେଶ୍ୱର,୨୮ା୨(ସୁନିତ୍ ମିଶ୍ର): ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ଅର୍ଥ ଅନ୍ତର୍ଜାତୀୟ ମହିଳା ଦିବସ ତଥା ଆସନ୍ତା ୮ ତାରିଖରେ ରାଜ୍ୟ ସରକାର ପ୍ରଦାନ କରିବେ। ରାଜ୍ୟର ପ୍ରାୟ ୧ କୋଟି ମହିଳାଙ୍କ ଆକାଉଣ୍ଟକୁ ଏକାସଙ୍ଗେ ସୁଭଦ୍ରା ଦ୍ୱିତୀୟ କିସ୍ତି ଅର୍ଥ ପ୍ରଦାନ…
ଏବର୍ଷ ଅଧିକ ଦିନ ଗ୍ରୀଷ୍ମ ଲହରି
ଭୁବନେଶ୍ୱର,୨୮ା୨ (ଅନୁରାଧା ମହାରଣା)- ରାଜ୍ୟରେ ପୁଣି ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ମାର୍ଚ୍ଚ ପୂର୍ବରୁ ଡହ ଡହ ଖରା ଡରାଉଛି। ଶୁକ୍ରବାର ୭ ସହରର ତାପମାତ୍ରା ୩୭ ଡିଗ୍ରୀ ଉପରେ ରହିଥିଲା। ସେହିଭଳି ୯ ସହରର ତାପମାତ୍ରା ୩୫ରୁ ୩୬ ଡିଗ୍ରୀ…
ମେ’ ୫ରୁ ବନ୍ଦ ହୋଇଯିବ ଭିଡିଓ କଲିଂ ପ୍ଲାଟଫର୍ମ Skype, ୨୨ ବର୍ଷ ପୂର୍ବେ ହୋଇଥିଲା ଆରମ୍ଭ
ନୂଆଦିଲ୍ଲୀ,୨୮।୨: Microsoft ଦୁଇ ଦଶନ୍ଧି ପୁରୁଣା ଇଣ୍ଟରନେଟ କଲିଂ ସେବା Skypeକୁ ବନ୍ଦ କରିବାକୁ ଯାଉଛି। ମେ’ ୫ ତାରିଖ ଯାଏ ଏହା କାର୍ଯ୍ୟକ୍ଷମ ରହିବ। ତେବେ Skype ବନ୍ଦ କରିବା ଦ୍ୱାରା କମ୍ପାନୀ ଏହାର ଯୋଗାଯୋଗ ପ୍ରସ୍ତାବକୁ ସରଳ କରି…
ବେଦାନ୍ତ ଲାଞ୍ଜିଗଡ଼ର ଦକ୍ଷତା ବିକାଶ କାର୍ଯ୍ୟକ୍ର୍ରମ: କଳାହାଣ୍ଡିର ଗ୍ରାମାଞ୍ଚଳ ଯୁବକମାନଙ୍କୁ କୁଶଳୀ ବନାଇବା ସହିତ ରୋଜଗାର ଯୋଗାଉଛି
ଲାଞ୍ଜିଗଡ଼, ୨୮/୨(ରମେଶ ଚନ୍ଦ୍ର ନାୟକ) : କଳାହାଣ୍ଡି ଜିଲା ଲାଞ୍ଜିଗଡ ବେଦାନ୍ତ ଲିମିଟେଡ଼ ତରଫରୁ ଦକ୍ଷତା ବିକାଶ କାର୍ଯ୍ୟକ୍ର୍ରମ (ଏସଡିପି) ଅନୁଷ୍ଠିତ ହୋଇଯାଇଛି । ବ୍ୟାପକ ତାଲିମ ଏବଂ ବର୍ଦ୍ଧିତ ନିଯୁକ୍ତି ସୁଯୋଗ ସହିତ ନିଯୁକ୍ତି ସାମର୍ଥ୍ୟ ବୃଦ୍ଧି କରି ବେଦାନ୍ତ…
ରୋହିତ-ବିରାଟଙ୍କଠାରୁ ଅଧିକ ରନ୍, ଶାମିଙ୍କଠାରୁ ଅଧିକ ଉଇକେଟ; ଚାମ୍ପିଅନ୍ସ ଟ୍ରଫିରେ ବିପର୍ଯ୍ୟୟ ସୃଷ୍ଟି କରୁଛନ୍ତି ଏହି ଖେଳାଳି
ନୂଆଦିଲ୍ଲୀ,୨୮।୨: ଗୋଟିଏ ପଟେ ଚାମ୍ପିଅନ୍ସ ଟ୍ରଫିରେ ଇଂଲଣ୍ଡ ଏବଂ ପାକିସ୍ତାନ ଭଳି ବଡ଼ ଦଳ ପ୍ରଥମ ରାଉଣ୍ଡରେ ହିଁ ବାଦ ପଡ଼ିଥିବା ବେଳେ ବାଂଲାଦେଶ ମଧ୍ୟ ପୁଣି ଥରେ ପ୍ରଭାବିତ କରିବାରେ ବିଫଳ ହୋଇଛି। ହେଲେ ସେମାନଙ୍କ ତୁଳନାରେ ଅନଭିଜ୍ଞ ଆଫଗାନିସ୍ତାନ…
ଜୁନାଗଡ଼ ବିଇଓଙ୍କ କାର୍ଯ୍ୟାଳୟ ବିଳମ୍ବରେ ଆସୁଛନ୍ତି କର୍ମଚାରୀ
ଭବାନୀପାଟଣା/ଜୁନାଗଡ଼,୨୮ା୨(ଉତ୍ତମ କୁମାର ଦାଶ/ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଶିକ୍ଷାଧିକାରୀ (ବିଇଓ)ଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କେତେଜଣ କର୍ମଚାରୀ ମନଇଚ୍ଛା ଅଫିସ ଆସୁଥିବା ଜଣାପଡିଛି। ଅଫିସ ସମୟ ଆରମ୍ଭ ପୂର୍ବାହ୍ନ ୧୦ଟା ହୋଇଥିବାବେଳେ ଏହି କର୍ମଚାରୀମାନେ ୧୧ଟା ପରେ ଅଫିସକୁ ଆସିଥାନ୍ତି।…
ଶେଷ ହୋଇଗଲାକି କଂଗ୍ରେସ ସହ ମତଭେଦ?ଖାର୍ଗେ-ରାହୁଲଙ୍କ ସହ ଫଟୋରେ ନଜର ଆସିଲେ ଶଶି ଥରୁର
ନୂଆଦିଲ୍ଲୀ,୨୮।୨: ଗତ କିଛି ଦିନ ଧରି ବରିଷ୍ଠ କଂଗ୍ରେସ ନେତା ତଥା ତିରୁବନନ୍ତପୁରମ୍ ଏମ୍ପି ଶଶି ଥରୁର୍ ଦଳ ଉପରେ କ୍ଷୁବ୍ଧ ନଜର ଆସୁଥିଲେ। ଦଳରେ ତାଙ୍କୁ ଅଣଦେଖା କରୁଥିବା ସେ ଅନୁଭବ କରୁଥିବା କହିଥିଲେ। ହେଲେ ଏବେ ଏଭଳି ଏକ…
ବିକଶିତ ଭାରତକୁ ବିଜ୍ଞାନର ଅବଦାନ
ଦିଗପହଣ୍ଡି,୨୮|୨(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶୁକ୍ରବାର ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି। ପ୍ରଧାନାଆଚାର୍ଯ୍ୟ ଷଷ୍ଠି ପ୍ରସାଦ ବିଷୋୟୀ ଏବଂ ଭଗବତୀ ପ୍ରସାଦ ମିଶ୍ରଙ୍କ ମିଳିତ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜ୍ଞାନ ଶିକ୍ଷକ ଶ୍ରୀକାନ୍ତ…

