ଟ୍ରମ୍ପଙ୍କ ପାଇଁ କ୍ୟାମେରା ଆଗରେ କାନ୍ଦି ପକାଇଲେ ଜଷ୍ଟିନ ଟ୍ରୁଡୋ, ଦେଖନ୍ତୁ ଭାଇରାଲ ଭିଡିଓ
ଓଟାଓ୍ବା,୭।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡା ଉପରେ ଟାରିଫ୍ ଘୋଷଣା କରିଛନ୍ତି। ଯାହା ପରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ଭାବପ୍ରବଣ କରିଦେଇଛି ଏବଂ ସେ କ୍ୟାମେରା ସାମ୍ନାରେ କାନ୍ଦୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି। କାନାଡାର ପ୍ରଧାନମନ୍ତ୍ରୀ ଭାବରେ…
ଶିକ୍ଷକଙ୍କ ସହାୟତା ପାଣ୍ଠି ବଢ଼ାଇଲେ ସରକାର, ଜାଣନ୍ତୁ କେତେ ବଢ଼ାଇଲେ…
ଲକ୍ଷ୍ନୌ,୭ା୩: ଉତ୍ତର ପ୍ରଦେଶର ଶିକ୍ଷକମାନଙ୍କ ପାଇଁ ଆଶ୍ୱସ୍ତିର ଖବର ଆସିଛି। ରାଜ୍ୟର ଯୋଗୀ ଆଦିତ୍ୟନାଥ ସରକାର ଜାତୀୟ ଶିକ୍ଷକ କଲ୍ୟାଣ ପ୍ରତିଷ୍ଠାନର ନିୟମ ଏବଂ ନିୟମାବଳୀରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି। ସରକାର ଶିକ୍ଷକ ସହାୟତା ପାଣ୍ଠି ବୃଦ୍ଧି କରିଛନ୍ତି। ଏହି…
ଅବସରରୁ ଫେରିଲେ ଫୁଟ୍ବଲ ଆଇକନ ସୁନୀଲ ଛେତ୍ରୀ
ନୂଆଦିଲ୍ଲୀ,୭ା୩: ଚଳିତ ମାସରେ ହେବାକୁଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ଭାରତୀୟ ଦଳକୁ ସାହାଯ୍ୟ କରିବା ଲାଗି ଭାରତୀୟ ଫୁଟ୍ବଲ ଆଇକନ ସୁନୀଲ ଛେତ୍ରୀ ଅନ୍ତର୍ଜାତୀୟ ଅବସରରୁ ପ୍ରତ୍ୟାବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ସର୍ବଭାରତୀୟ ପୁଟ୍ବଲ ମହାସଂଘ(ଏଆଇଏଫ୍ଏଫ୍) ପକ୍ଷରୁ ଅବଗତ କରାଯାଇଛି।…
ମାତ୍ର ୫୫ ଟଙ୍କା ଦେଇ ପ୍ରତି ମାସରେ ପାଆନ୍ତୁ ୩,୦୦୦ ଟଙ୍କା ପେନସନ, କେନ୍ଦ୍ର ସରକାରଙ୍କ ଏହି ଯୋଜନାରେ ଲାଭ ପାଇବା ପାଇଁ ଏମିତି କରନ୍ତୁ
ନୂଆଦିଲ୍ଲୀ,୭।୩: ଭାରତ ସରକାର ଦେଶର ଲୋକଙ୍କ ପାଇଁ ଅନେକ ଯୋଜନା ଚଳାନ୍ତି। ଦେଶର କୋଟି କୋଟି ଲୋକ ଏହି ସରକାରୀ ଯୋଜନାଗୁଡ଼ିକରୁ ଲାଭ ପାଆନ୍ତି। ସରକାର ବିଭିନ୍ନ ଲୋକଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି ଏହି ଯୋଜନାଗୁଡ଼ିକ ପ୍ରଣୟନ କରନ୍ତି। ଯେଉଁଠାରେ ସରକାର…
ଜଳିଗଲା ଦୁଇ ମହଲା କୋଠା: ଯୁବତୀ, ଯୁବକ ଗୁରୁତର
କଟକ,୭।୩: କଟକ ସିଡିଏ ସେକ୍ଟର-୭ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଏକ ଦୁଇ ମହଲା କୋଠା ଜଳି ଯାଇଛି। ନିଆଁରେ ପୋଡ଼ିହୋଇ ୨ଜଣ ଯୁବତୀ, ଯୁବକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।…
ଓଜନ କମାଇବା ପାଇଁ ସକାଳେ ନା ସନ୍ଧ୍ୟାରେ ଚାଲିବା ହିତକର, ଜାଣନ୍ତୁ କ’ଣ କୁହନ୍ତି ଏକ୍ସପର୍ଟ…
ଆଜିକାଲି ଚାକିରି କିମ୍ବା ବ୍ୟସ୍ତ କାର୍ଯ୍ୟସୂଚୀ ଯୋଗୁ ଲୋକମାନେ ନିଜ ପ୍ରତି ଧ୍ୟାନ ଦେଇ ପାରୁନାହାନ୍ତି, ଯେଉଁଥିପାଇଁ ଲୋକମାନେ ବହୁତ କମ୍ ବୟସରେ ମାରାତ୍ମକ ରୋଗର ଶିକାର ହେଉଛନ୍ତି। ତଥାପି ଲୋକମାନେ ଓଜନ ହ୍ରାସ କରିବା ପାଇଁ ସବୁଠାରୁ ଅଧିକ ଚିନ୍ତିତ…
ପ୍ରଫୁଲ୍ଲଙ୍କ ଘର ଉପରେ ଚଢ଼ାଉ: ଚିରା କାଠ ଜବତ
କେନ୍ଦୁଝର,୭।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): ଅତିରିକ୍ତ ବନ ସଂରକ୍ଷକ ନାଗାରାଜୁ କୋଣ୍ଡେନାଙ୍କ ନେତୃତ୍ୱରେ ବନ ବିଭାଗ ଭୂୟାଁ ଓ ଜୁଆଙ୍ଗ ପିଢ଼ ରେଞ୍ଜ ବାଂଶପାଳ ବ୍ଲକ ଉପର ରାଇଗୋଡା ପଞ୍ଚାୟତ ଦୁଧପଶି ଗ୍ରାମର ପ୍ରଫୁଲ୍ଲ ବାରିକ ଙ୍କ ଘର୍ ଉପରେ ଚଢ଼ାଉ…
ଗ୍ରାମ ପଞ୍ଚାୟତରେ ଅନେକ ଉନ୍ନୟନମୂଳକ କାର୍ଯ୍ୟ କରାଯିବ: ଆକ୍ସନ ମୋଡରେ କେସିଙ୍ଗା ବ୍ଲକର ନୂଆ ବିଡ଼ିଓ
କେସିଙ୍ଗା,୭।୩ (ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ନୂତନ ବିଡ଼ିଓ ଭାବେ ଜନ୍ମେଜୟ ସ୍ବାଇଁ ଗୁରୁବାର ଦାୟିତ୍ୱ ନେଇଛନ୍ତି। ସେ ଭାରପ୍ରାପ୍ତ ବିଡ଼ିଓ ସିଦ୍ଧେଶ୍ୱର ମେହେରଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ଜନ୍ମେଜୟ ସ୍ବାଇଁ ନୂଆପଡ଼ା ଜିଲା…
IND vs NZ Final: ଗୋଲଡେନ୍ ବ୍ୟାଟ-ବଲ୍ ରେସ୍ରେ ଅଛନ୍ତି ଏହି ଖେଳାଳି
ଦୁବାଇ,୭।୩: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ମାର୍ଚ୍ଚ ୯ରେ ଖେଳାଯିବ। ଏହା ପୂର୍ବରୁ ଗୋଲଡେନ୍ ବ୍ୟାଟ ଏବଂ ବଲ ଜିତିବା ରେସ୍ରେ ଥିବା ଖେଳାଳିଙ୍କୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି। ଚାମ୍ପିଅନ୍ସ ଟ୍ରଫିରେ ଯେଉଁ ବ୍ୟାଟସମ୍ୟାନ ସର୍ବାଧିକ…
ଟାରିଫ୍କୁ ନେଇ ଆମେରିକା-ଚାଇନା ମୁହାଁମୁହିଁ: ଟ୍ରମ୍ପଙ୍କୁ ଧମକ ଦେଲେ…
ଓ୍ବାଶିଂଟନ୍,୭।୩: ଆମେରିକା ଏବଂ ଚାଇନା ବର୍ତ୍ତମାନ ଟାରିଫ୍କୁ ନେଇ ମୁହାଁମୁହିଁ ହୋଇଛନ୍ତି। ଚାଇନା ଏଥିପାଇଁ ପ୍ରସ୍ତୁତ ଥିବା ନେଇ ଚେତାବନୀ ଦେଇଥିବାବେଳେ ଆମେରିକା ମଧ୍ୟ ପଲଟା ଜବାବ ଦେଇନାହିଁ। ଏହି ସମୟରେ, ଚାଇନା ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଶୁକ୍ରବାର କହିଛନ୍ତି…
ଚାମ୍ପିୟନ୍ସ ଟ୍ରଫି ପରେ ରୋହିତ ଶର୍ମାଙ୍କ ଭବିଷ୍ୟତ ସମ୍ପର୍କରେ ନିଆଯାଇପାରେ ବଡ଼ ନିଷ୍ପତ୍ତି! ସାମ୍ନାକୁ ଆସିଲା ଚକିତ କଲା ଭଳି ରିପୋର୍ଟ
ନୂଆଦିଲ୍ଲୀ,୭।୩: ୨୦୨୫ ଆଇସିସି ଚାମ୍ପିୟନ୍ସ ଟ୍ରଫି ପରେ ରୋହିତ ଶର୍ମାଙ୍କ ଭବିଷ୍ୟତ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନିଆଯାଇପାରେ। ICC ଚାମ୍ପୟନ୍ସ ଟ୍ରଫି ୨୦୨୫ପରେ ବିସିସିଆଇ ୨୦୨୭ ଦିନିକିଆ ବିଶ୍ୱକପ ଏବଂ ୨୦୨୭ ବିଶ୍ୱ ଟେଷ୍ଟ ଚାମ୍ପିୟନସିପକୁ ଆଖି ଆଗରେ ରଖି…
୩ ଦିନ ହେଲା ଜଳୁଛି ପାହାଡ଼: ଲୋକେ ଭୟଭୀତ
ଆସିକା,୭।୩(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା ବୁଗୁଡ଼ା ବନଖଣ୍ଡ ଅଧିନସ୍ତ ଆସିକା ବ୍ଲକର ଭେଜିପୁଟ ନିକଟସ୍ଥ ଷଣ୍ଢଝୁଳିଆ ପାହାଡ଼ରେ ନିଆଁ ଲାଗିଛି l ଗତ ତିନି ଦିନ ଧରି ନିଆଁ ଲାଗିଥିଲେ ମଧ୍ୟ ବନ ବିଭାଗ ଶୋଇଛି। ନିଆଁ ଧୀରେ ପାହାଡ଼ର…

