ଗୋ’ଚାଲାଣ ହବ ପାଲଟିଛି କାଲିମେଳା ଅଞ୍ଚଳ
କାଲିମେଳା, ୧୩।୩(ଜୀବନ କୃଷ୍ଣ ଦାସ): ଗୋ’ଚାଲାଣ ହବ ପାଲଟିଛି କାଲିମେଳା ଅଞ୍ଚଳ। କାଲିମେଳା ପୋଲିସ ଦ୍ୱରା ପୋଡ଼ଶୀ ରାଜ୍ୟ ଚାଲାଣ ହେଉଥିବା ଗାଈ ଜବତ ସହିତ ୬ ଜଣ ଅଟକ ମାଲକାନଗିରି ଜିଲାର କାଲିମେଳା ଥାନା ପୋଲିସ ଗତକାଲି ରାତିରେ ରାତ୍ର…
ଜଙ୍ଗଲ ସୁରକ୍ଷିତ ରଖିବା ପାଇଁ ସହଯୋଗ ଲୋଡ଼ିଲେ ଡିଏଫ୍ଓ
ଭଞ୍ଜନଗର,୧୩ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ପକ୍ଷରୁ ଗୁରୁବାର ଜଙ୍ଗଲ ସୁରକ୍ଷା ବାର୍ତ୍ତା ନେଇ କଣ୍ଟେଇପଲ୍ଲୀ ଛକରୁ ଏକ ସାଇକେଲ ରାଲି ବାହାରିଥିଲା। ଉକ୍ତ ରାଲିକୁ ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ…
ଆଖୁରସ ନା ପଇଡ ପାଣି, ଖରାଦିନେ ଶରୀରକୁ ହାଇଡ୍ରେଟ ରଖିବା ପାଇଁ କେଉଁଟା ଭଲ
ଡରାଇଲାଣି ଗ୍ରୀଷ୍ମ ତାତି। ଏପରି ପରିସ୍ଥିତିରେ, ଗୋଟିଏ ପଟେ ଲୋକମାନେ ବଢ଼ୁଥିବା ଗରମକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଥିବା ବେଳେ, ଏପରି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କୁ ଖରାରେ ବାହାରକୁ ଯାଇ କାମ କରିବାକୁ ପଡିବ। ତେଣୁ, ଏହି…
E-Commerceରେ ମିଳୁଥିବା Exchange Offerର ଅସଲ କଥା ଜାଣନ୍ତି କି? କ’ଣ ସତରେ ମିଳେ ଫାଇଦା ନା ହୁଏ କ୍ଷତି
ଇ-କମର୍ସ ପ୍ଲାଟଫର୍ମରେ ଉପଲବ୍ଧ ଏକ୍ସଚେଞ୍ଜ ଅଫରଗୁଡ଼ିକ ସମସ୍ତଙ୍କ ପାଇଁ ଆକର୍ଷଣୀୟ ମନେହୁଏ। ସାଧାରଣତଃ ଏହି ଅଫରରେ, ସାଇଟଗୁଡ଼ିକ ପୁରୁଣା ଉତ୍ପାଦକୁ ନୂତନ ଉତ୍ପାଦ ସହିତ ବଦଳାଇ କିଛି ରିହାତି ଦେବାକୁ ପ୍ରତିଶ୍ରୁତି ଦିଅନ୍ତି। ତଥାପି, କେତେକ ସମୟରେ ଗ୍ରାହକମାନେ ଏକ୍ସଚେଞ୍ଜ ଅଫରରୁ…
Holi 2025: ଯେବେ ହୋଲି ଖେଳିବାକୁ ନେଇ ଇନ୍ଦିରା ଗାନ୍ଧୀଙ୍କୁ ମିଳିଥିଲା ବଡ଼ ଦଣ୍ଡ, କରିବାକୁ କୁହାଯାଇଥିଲା ଏମିତି…
ନୂଆଦିଲ୍ଲୀ,୧୩।୩: ବର୍ଷ ବର୍ଷ ଧରି ଲୋକମାନେ ରଙ୍ଗର ମଜା ସହିତ ଏବଂ ପରମ୍ପରା ଅନୁସରଣ କରି ହୋଲି ପର୍ବ ପାଳନ କରିଆସୁଛନ୍ତି। ଏହି ପର୍ବର ଉଦ୍ଦେଶ୍ୟ ହେଉଛି କୁକର୍ମ ଏବଂ କୁପ୍ରଥାକୁ ଜାଳି ପାରସ୍ପରିକ ଭାଇଚାରା ବଜାୟ ରଖିବା। କିନ୍ତୁ ଯେତେବେଳେ…
ତାତିରୁ ଆଶ୍ୱସ୍ତି: ହୋଲିରେ ପ୍ରବଳରୁ ଅତି ପ୍ରବଳ ବର୍ଷା!
ନୂଆଦିଲ୍ଲୀ,୧୩।୩: ଆରମ୍ଭ ହୋଇଯାଇଛି ତାତି । ତାତି ଏମିତି ବଢିଲାଣି ଯେ, ଘରୁ ବାହାରିବା ମଧ୍ୟ ମୁସ୍କିଲ ହୋଇପଡ଼ିଛି । ତେବେ ଏହାରି ଭିତରେ ଆସିଛି ଏକ ଆଶ୍ବସ୍ତିକର ଖବର । ବର୍ଷାକୁ ନେଇ ଆସିଛି ବଡ଼ ଖବର । ହୋଲିରେ…
ଅଧା ପ୍ରକଳ୍ପ ଅସମ୍ପୂର୍ଣ୍ଣ: କଳାହାଣ୍ଡିରେ ବସୁଧା ଯୋଜନା ସ୍ଥିତି ଉଦ୍ବେଗଜନକ
ଭବାନୀପାଟଣା,୧୩ା୩(ଉତ୍ତମ କୁମାର ଦାଶ):ଜନସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଗାଁ ଗାଁରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାମ ଆରମ୍ଭ ହେଲା। ମାତ୍ର କଳାହାଣ୍ଡିରେ ନିର୍ମାଣ ଆରମ୍ଭରୁ ରାଜ୍ୟ ସରକାରଙ୍କ ବସୁଧା ପ୍ରକଳ୍ପ ବାଟ ହୁଡିଥିବାବେଳେ…
Train Hijack: ହାଇଜାକ୍ର ଛାତିଥରା ଭିଡିଓ, ବଡ଼ ଗେମ୍ ଖେଳିଲା BLA , ଥରିଲା ପକିସ୍ତାନ
ଇସଲାମବାଦ,୧୩।୩: ପାକିସ୍ତାନରେ ଟ୍ରେନ ହାଜାକ୍କୁ ନେଇ ଭିନ୍ନ ଭିନ୍ନ ଦାବି କରାଯାଉଛି। ବାଲୁଚ ଲିବରେସନ ଆର୍ମି (BLA) ଦାବି କରିଛି ଯେ ୧୦୦ରୁ ଅଧିକ ପାକିସ୍ତାନୀ ସୈନିକଙ୍କୁ ହତ୍ୟା କରିଛି ଏବଂ 150 ରୁ ଅଧିକ ଲୋକ ଏବେ ବି ତାଙ୍କ…
ଖେମୁଣ୍ଡିି ଓକିଲ ସଂଘ ନିର୍ବାଚନ: କୋଷାଧ୍ୟକ୍ଷ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର
ଦିଗପହଣ୍ଡି,୧୩/୩(ଅଶେଷ ନାଥ ମିଶ୍ର):ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ କୋଷାଧ୍ୟକ୍ଷ ପଦବୀ ସକାଶେ ପ୍ରାର୍ଥୀପତ୍ର ଦାଖଲ କରିଥିବା ରସାନନ୍ଦ ରାଉତଙ୍କ ପ୍ରାର୍ଥୀପତ୍ର ନିର୍ବାଚନ ଅଧିକାରୀ ଚନ୍ଦ୍ରଧ୍ୱଜ ସିଂହ ପ୍ରତ୍ୟାହାର କରିଛନ୍ତି। ରସାନନ୍ଦ କୋଷାଧ୍ୟକ୍ଷ ପଦବୀ ପାଇଁ ଏକମାତ୍ର ପ୍ରାର୍ଥୀ…
Train Hijack: ମିଛ କହୁଛି ପାକିସ୍ତାନ! ବାହାରେ ପଡିଛି ୭୦-୮୦ ମୃତଦେହ, ଟ୍ରେନ ଭିତରେ BLA କରୁଛି ନରସଂହାର…
ଇସଲାମବାଦ,୧୩।୩: ପାକିସ୍ତାନର ବେଲୁଚିସ୍ତାନରେ ହାଇଜାକ୍ ଜାଫର ଏକ୍ସପ୍ରେସ ଟ୍ରେନକୁ ନେଇ ସସପେନ୍ସ ଜାରି ରହିଛି। BLA ଏବଂ ପାକିସ୍ତାନ ସରକାର ଭିନ୍ନ ଭିନ୍ନ ଦାବି କରୁଛନ୍ତି। ବାଲୁଚ ସେନା ଦାବି କରିଛି ଯେ ୬୦ ଜଣ ସୈନିକ ନିହତ ହୋଇଛନ୍ତି ଏବଂ…
ମସ୍କଙ୍କ କମ୍ପାନୀର କାର୍ କିଣି ଠକିଗଲେ ଟ୍ରମ୍ପ, ୭୮ଲକ୍ଷ ଟଙ୍କାର ଲାଗିଗଲା…
ଓ୍ବାଶିଂଟନ୍,୧୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମସ୍କଙ୍କ ଏକ ଟେସଲା କାର କିଣି ଏକ ବଡ଼ ବାର୍ତ୍ତା ଦେବାକୁ ଚେଷ୍ଟା କରିଥିଲେ, କିନ୍ତୁ ଏହି ନିଷ୍ପତ୍ତି ତାଙ୍କ ଉପରେ ଓଲଟା ପଡ଼ିଲା। ସେ ଏଲନ ମସ୍କଙ୍କ ଇଲେକ୍ଟ୍ରିକ କାର୍ କମ୍ପାନୀକୁ ସମର୍ଥନ…
ଆଉଟ୍ସୋର୍ସିଂ କର୍ମଚାରୀଙ୍କୁ ଅଣଦେଖା ଅଭିଯୋଗ
ବରଗଡ଼,୧୩।୩(ପ୍ରେମାନନ୍ଦ ଖମାରୀ)ରାଜ୍ୟର ବିଭିନ୍ନ ସରକାରୀ ଅନୁଷ୍ଠାନରେ କାର୍ଯ୍ୟରତ ଆଉଟ୍ସୋର୍ସିଂ କର୍ମଚାରୀଙ୍କ ପ୍ରତି ସରକାର ଅଣଦେଖା ମନୋଭାବ ପୋଷଣ କରୁଛନ୍ତି। ଆଉଟ୍ସୋର୍ସିଂ କର୍ମଚାରୀମାନେ ବାରମ୍ବାର ସେମାନଙ୍କ ଦାବି ସମୂହ ସରକାରଙ୍କ ଦୃଷ୍ଟିଆକର୍ଷଣ କରିବା ସତ୍ତ୍ୱେ ସେ ଦିଗରେ କିଛି ପଦକ୍ଷେପ ନିଆଯାଉ ନ…

