ଜଣେ ମହିଳା ୧୦ ବର୍ଷରେ ୧୦ ଜଣ ପୁରୁଷଙ୍କ ନାଁରେ ଆଣିଛନ୍ତି ବଳାତ୍କାର-ନିର୍ଯ୍ୟାତନା ଅଭିଯୋଗ, କୋର୍ଟ ଦେଲେ ବଡ ନିର୍ଦ୍ଦେଶ
ବେଙ୍ଗାଲୁରୁ,୧୨।୯: କର୍ନାଟକର ଜଣେ ବହିଳା ୧୦ଜଣ ପୁରୁଷଙ୍କ ବିରୋଧରେ ପୃଥକ ପୃଥକ ଅପରାଧିକ ମାମଲା ଦାୟର କରିଥିବା ବେଳେ ଏବେ ଏହି ମହିଳାଙ୍କ ବିଷୟରେ ସୂଚନା ପଠାଇବାକୁ ହାଇକୋର୍ଟ ସମସ୍ତ ପୋଲିସ ଷ୍ଟେଶନକୁ ନିର୍ଦ୍ଦେଶ ଦେଇଛନ୍ତି। କର୍ନାଟକ ହାଇକୋର୍ଟ ରାଜ୍ୟ ଡିଜିପିଙ୍କୁ…
ଗଣେଶ ମୂର୍ତ୍ତି ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ: ୧୦ ଆହତ, ୮ ଗିରଫ
ତିହିଡ଼ି,୧୨ା୯(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା ପାଳିଆବିନ୍ଧା ପଞ୍ଚାୟତ ଅଧୀନ ପାଳିଆ ଗ୍ରାମରେ ବୁଧବାର ରାତିରେ ଗଣେଶ ମେଢ଼ ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ଉଭୟ ଗୋଷ୍ଠୀର ୧୦ଜଣ ଆହତ ହୋଇଛନ୍ତି। ତିହିଡ଼ି ଥାନାରେ ଉଭୟ ଗୋଷ୍ଠୀ…
ଅସୁସ୍ଥ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆ? ହସ୍ପିଟାଲରେ ଭର୍ତ୍ତି
ଢାକା,୧୨।୯: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କୁ ଗୁରୁବାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ୭୯ ବର୍ଷିୟ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି) ଅଧ୍ୟକ୍ଷ ଗୁଲଶାନସ୍ଥିତ ବାସଭବନରୁ ସକାଳ ପ୍ରାୟ ୧ଟା ୪୦ରେ ଏଭରକେୟାର ହସ୍ପିଟାଲରେ ପହଞ୍ଚିଥିଲେ। ବିଏନପି ମିଡିଆ…
ଚନ୍ଦ୍ରଚୂଡଙ୍କ ଘରକୁ ମୋଦି ଯିବା ଘଟଣା: ବିରୋଧୀ କହିଲେ, ଜଷ୍ଟିସ Chandrachud ଙ୍କ ଉପରେ ସନ୍ଦେହ ହେଉଛି…
ନୂଆଦିଲ୍ଲୀ,୧୨।୯: ଚନ୍ଦ୍ରଚୂଡଙ୍କ ବାସଭବନରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଭେଟିଥିବାର ଫଟୋ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ଭାଜପା-ବିରୋଧୀ ମୁହାଁମୁହିଁ ହୋଇଛନ୍ତି। ତେବେ ଏହି ଫଟୋରେ ଚନ୍ଦ୍ରଚୂଡଙ୍କ ସ୍ତ୍ରୀ ମଧ୍ୟ ନଜର ଆସିଛନ୍ତି। ଗଣେଶ ପୂଜା ଅବସରରେ ପ୍ରଧାନମନ୍ତ୍ରୀ ମୋଦି CJI…
ଆର୍ଜି କର ମେଡିକାଲ କଲେଜ ପରିସରରୁ ମିଳିଲା ସନ୍ଦିଗ୍ଧ ବ୍ୟାଗ୍, ବୋମା ଥିବା ସନ୍ଦେହ କରି…
କୋଲକାତା,୧୨ା୯: କୋଲକାତାର ଆର୍ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ପିଛା ଛାଡୁନି ବିବାଦ। ଗୁରୁବାର ଏଠାରୁ ଏକ ସନ୍ଦିଗ୍ଧ ପରିତ୍ୟକ୍ତ ବ୍ୟାଗ ମିଳିଛି। ଏଥିରେ ବୋମା ଥିବା ଆଶଙ୍କା କରି ଚାରିଆଡ଼େ ଭୟର ବାତାବରଣ ଖେଳିଯାଇଛି। ଏହି ବ୍ୟାଗ୍କୁ ବିରୋଧ…
ଆସ୍ଥା ଭୋଟ୍ରେ ହାରିଗଲେ ଏନ୍ଏସି ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼, ଧୂଳିସାତ୍ ହେଲା…
ପୁରୁଷୋତ୍ତମପୁର,୧୨ା୯(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍ଏସି ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼ଙ୍କ ନାମରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଗୁରବାର ଆସ୍ଥା ଭୋଟ୍ ହୋଇଥିବା ବେଳେ ଏଥିରେ ସେ ପରାସ୍ତ ହୋଇଛନ୍ତି। ଯାହାଦ୍ବାରା ସେ ପଦ ହରାଇ ଗାଦିଚ୍ୟୁତ ହେବାର ସ୍ପଷ୍ଟ…
ମୋଦିଙ୍କ ଜନ୍ମଦିନ ଉପଲକ୍ଷେ ଦରଘାରେ ଦିଆଯିବ ୪ହଜାର କିଲୋର ନିରାମିଷ ଭୋଜନ
ନୂଆଦିଲ୍ଲୀ,୧୨।୯:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସେପ୍ଟମ୍ବର ୧୭ରେ ନିଜର ୭୪ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି। ଏହି ଉପଲକ୍ଷେ ରାଜସ୍ଥାନର ଏକ ଲୋକପ୍ରିୟ ଦରଘା ୪ହଜାର କିଲୋର ଶାକାହାରି ଭୋଜନ ବିତରଣ କରିବାକୁ ଯାଉଛି। ଦରଘା ଦ୍ୱାରା ଦିଆଯାଇଥିବା ବୟାନନୁସାରେ, ମୋଦିଙ୍କ…
କଠୋର ହେଲା ପ୍ରଶାସନ, ଶିଳ୍ପନଗରୀରେ ବାଜିବନି ଡିଜେ
ତାଳଚେର,୧୨ା୯(ମନୋଜ ନନ୍ଦ): ଶିଳ୍ପ ନଗରୀ ତାଳଚେରରେ ବାଜି ପାରିବନି ଡିଜେ ସାଉଣ୍ଡ। ଶିଳ୍ପ ନଗରୀ ତାଳଚେରରେ ବର୍ତ୍ତମାନ ଗଣେଶ ପୂଜା ଚାଲିଥିଲା ବେଳେ ଚଳିତ ମାସର ୭ ତାରିଖଠାରୁ ଗଜାନନଙ୍କ ପୂଜା ଆରମ୍ଭ ହୋଇ ଦୀର୍ଘ ୧୧ ଦିନ ବ୍ୟାପୀ ମଣ୍ଡପରେ…
ଘରେ ଫ୍ରିଜ୍ ଥିଲେ ବି ହେବନାହିଁ କାର୍ଡ, ଜାଣନ୍ତୁ କେଉଁମାନଙ୍କୁ ମିଳିବନି ଆୟୁଷ୍ମାନ ଯୋଜନାର ଲାଭ
ନୂଆଦିଲ୍ଲୀ,୧୨।୯: ମୋଦି ସରକାରଙ୍କ ଅନ୍ୟତମ ଯୋଜନା ଆୟୁଷ୍ମାନ ଭାରତ ପୁଣିଥରେ ଏହି ଖବରରେ ସ୍ଥାନ ପାଇଛି। ଦେଶର ଗରିବ ଏବଂ ନିମ୍ନ ମଧ୍ୟବିତ୍ତ ଆୟ ବର୍ଗର ଲୋକଙ୍କୁ ସ୍ବସ୍ଥ୍ୟ ସୁରକ୍ଷା ଯୋଗାଇଦେବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ଦେଶର ପ୍ରାୟ…
୫୭ ହଜାର ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ ଲକ୍ଷ୍ୟ, ଆଜିସୁଦ୍ଧା ୧୩ ହଜାର ପଞ୍ଜୀକୃତ
ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ସୁଭଦ୍ରା ଯୋଜନା ପାଇଁ ବିଭିନ୍ନ ସ୍ଥାନରେ ମହିଳାଙ୍କ ଭିଡ଼ ଦେଖିବାକୁ ମିଳିଛି। ରାଜ୍ୟରେ ନୂଆ ସରକାରଙ୍କ ନୂଆ ଯୋଜନା ସୁଭଦ୍ରାକୁ ନେଇ ମହିଳାଙ୍କ ମଧ୍ୟରେ ଉତ୍ସୁକତା ଦେଖାଯାଇଛି। ବ୍ୟାଙ୍କଠାରୁ ଆରମ୍ଭ କରି…
ଆୟଠାରୁ ଠୁଳ କରିଛନ୍ତି ଅମାପ ସମ୍ପତ୍ତି, ବନ୍ଧାହେଲେ କୋଟିପତି ଯନ୍ତ୍ରୀ
ଭଞ୍ଜନଗର,୧୨ା୯: ଗଞ୍ଜାମ ଜିଲା ଭଞ୍ଜନଗର ଜଳସେଚନ ବିଭାଜନ କାର୍ଯ୍ୟାଳୟର ସହକାରୀ ଯନ୍ତ୍ରୀଙ୍କୁ ଗୁରୁବାର ଗିରଫ କରିଛି ଭିଜିଲାନ୍ସ ବିଭାଗ। ସହକାରୀ ଯନ୍ତ୍ରୀ ପ୍ରସନ୍ନ କୁମାର ସ୍ବାଇଁଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଧବାର ଚଢ଼ାଉ କରିଥିଲା ଭିଜିଲାନ୍ସ। ପ୍ରସନ୍ନଙ୍କ…
‘ଐଶ୍ୱର୍ଯ୍ୟାଙ୍କ ପାଖରେ..’, ଡିଭୋର୍ସ ଚର୍ଚ୍ଚା ମଧ୍ୟରେ ବୋହୂଙ୍କୁ ନେଇ ଖୋଲାଖୋଲି ଏମିତି କହିଦେଲେ ଜୟା ବଚ୍ଚନ, ହେଉଛି ଭାଇରାଲ
ମୁମ୍ବାଇ: ବଲିଉଡର ଚର୍ଚ୍ଚିତ ଯୋଡି ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କୁ ନେଇ ଗତ କିଛି ଦିନ ହେବ ଆଲେଶଚନା ହେଉଛି। ଦମ୍ପତ୍ତିଙ୍କ ପାରିବାରିକ ସମସ୍ୟା ଅଛି ବୋଲି କୁହାଯାଉଛି। ଅନେକ ଥର ଐଶ୍ୱର୍ଯ୍ୟା ଏକୁଟିଆ ନଜର ଆସିଥାନ୍ତି। ନିକଟରେ ଗଣପତିଙ୍କ…
Archives


