Home Left

ପାକିସ୍ତାନ ଉପରେ ବଡ଼ ଆକ୍ସନ ନେଲା ଆମେରିକା, ଏହି ପ୍ରୋଜେକ୍ଟ ଉପରେ ଲଗାଇଲା ପ୍ରତିବନ୍ଧକ

ଓ୍ବାଶିଂଟନ,୧୩।୯: ଆମେରିକା ବୈଦେଶିକ ବିଭାଗ ଗୁରୁବାର ପାକିସ୍ତାନ ବିରୋଧରେ ଏକ ବଡ଼ ନିଷ୍ପତ୍ତି ନେଇଛି। ଆମେରିକାର ସ୍ବରାଷ୍ଟ୍ର ବିଭାଗର ମୁଖପାତ୍ର ମାଥ୍ୟୁ ମିଲର କହିଛନ୍ତି ଯେ, ପାକିସ୍ତାନ ବିରୋଧରେ ସେମାନଙ୍କ କଠୋର ମନୋଭାବ ଅକ୍ଷୁର୍ଣ୍ଣ ରହିଛି। ପାକିସ୍ତାନର ବାଲିଷ୍ଟିକ କ୍ଷେପଣାସ୍ତ୍ର ପ୍ରକଳ୍ପରେ…

ଓଡ଼ିଶା ଆସିବେ ମୋଦି: ଏହି ୪ ପ୍ରସଙ୍ଗକୁ ଭାଜପାର ଗୁରୁତ୍ୱ

ଭୁବନେଶ୍ୱର, ୧୩।୯(ସୁନିତ୍‌ ମିଶ୍ର):ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବାର ମାତ୍ର ୧୦୦ ଦିନ ଭିତରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ ରାଜ୍ୟବାସୀଙ୍କ ପ୍ରିୟଭାଜନ ହୋଇପାରିଛି। ଶ୍ରୀମନ୍ଦିରର ୪ ଦୁଆର ଖୋଲିବାଠାରୁ ଆରମ୍ଭକରି ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କାକୁ ବୃଦ୍ଧି…

କାଳିଆ ଯୋଜନାକୁ ନେଇ ଆସିଲା ବଡ଼ ଖବର, ଅଯୋଗ୍ୟ ହିତାଧିକାରୀ ଟଙ୍କା ଫେରାଇବେ…

ଭୁବନେଶ୍ୱର,୧୩।୯: କାଳିଆ ଯୋଜନା ନେଇ ସିଏଜି ରିପୋର୍ଟରେ ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ ପ୍ରକାଶ ପାଇଛି। ୨୦୧୯ରୁ ୨୦୨୧ ମଧ୍ୟରେ ୬୫.୬୪ ଲକ୍ଷ ହିତାଧିକାରୀଙ୍କୁ କାଳିଆ ଟଙ୍କା ଦିଆଯାଇଥିଲା। ୪୧.୬୪ ଲକ୍ଷ ହିତାଧିକାରୀଙ୍କୁ ୩ ଥର, ୮.୦୯ ଲକ୍ଷଙ୍କୁ ୨ ଥର…

ଧର୍ମେନ୍ଦ୍ରଙ୍କ ବଡ଼ ଭବିଷ୍ୟବାଣୀ: ଯୁବରାଜଙ୍କ ସ୍ବପ୍ନ ରହିଯିବ ଅଧୁରା, ତୃତୀୟଥର ପାଇଁ ଭାଜପା…

ଭୁବନେଶ୍ୱର, ୧୩।୯(ସୁନିତ୍‌ ମିଶ୍ର):ହରିୟାଣାରେ ୩ୟ ଥର ପାଇଁ ଭାଜପା ସରକାର ଗଠନ କରିବ। ଭାଜପାକୁ ଭୋଟ ଦେବା ପାଇଁ ହରିୟାଣାର ଜନସାଧାରଣ ମନ ବଳାଇସାରିଛନ୍ତି ବୋଲି ଗୁରୁବାର ପାନିପତ ଏବଂ ସମଲଖା ବିଧାନସଭା ନିର୍ବାଚନମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ଶୋଭାଯାତ୍ରାରେ…

ମାଈ ହାତୀର ସନ୍ଦେହଜନକ ମୃତଦେହ ଉଦ୍ଧାର

ଭବାନୀପାଟଣା,୧୩।୯(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ନର୍ଲା ନବୋଦୟ ନିକଟରେ ଶୁକ୍ରବାର ସକାଳରେ ଜଣେ ମାଈ ହାତୀର ମୃତଦେହ ଠାବ ହୋଇଛି। ଖବର ପାଇ ବନବିଭାଗ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ କେଉଁ କାରଣରୁ ହାତୀର ମୃତ ହୋଇଛି ତାହା ବର୍ତ୍ତମାନ…

୧୫ ମାସ ହେଲା ମିଳିନି ଦରମା: ସିଡିଓଙ୍କୁ ଫେରାଦ ହେଲେ ସିଆର୍‌ପି

ଭବାନୀପାଟଣା,୧୩ା୯ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକର ୨୪ ପଞ୍ଚାୟତରେ କାର୍ଯ୍ୟରତ ସିଆର୍‌ପି, ଏମ୍‌ବିକେ ଓ ବ୍ୟାଙ୍କ ମିତ୍ରଙ୍କୁ ଗତ ୧୫ମାସ ହେଲା ଦରମା ମିଳିନାହିଁ। ବ୍ଲକ୍‌ର ଅନ୍ୟ ୧୦ ପଞ୍ଚାୟତରେ କାର୍ଯ୍ୟରତ ସମାନ ପଦବୀଧାରୀଙ୍କୁ ଦରମା ପ୍ରଦାନ କରାଯାଇଥିବାବେଳେ…

ଓରିଏଣ୍ଟାଲ ଇନ୍‌ସ୍ୟୁରାନ୍ସର ପ୍ରତିଷ୍ଠା ଦିବସ

ଭୁବନେଶ୍ୱର,୧୩।୯: (ଅଭୟ ଦାଶ): ଓରିଏଣ୍ଟାଲ୍‌ ଇନ୍‌ସ୍ୟୁରାନ୍ସ କମ୍ପାନୀ ଲିମିଟେଡ୍‌ର ୭୮ତମ ପ୍ରତିଷ୍ଠା ଦିବସ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ଭୁବନେଶ୍ୱରସ୍ଥିତ କ୍ଷେତ୍ରୀୟ କାର୍ଯ୍ୟାଳୟଠାରେ କେୟାର ହସ୍ପିଟାଲ ଓ ହେରିଟେଜ୍‌ ହେଲ୍‌ଥ ଇନ୍‌ସ୍ୟୁରାନ୍ସ ଟିପିଏ ପ୍ରାଇଭେଟ୍‌ ଲିମିଟେଡ୍‌ର ମିଳିତ ସହଯୋଗରେ…

କଳାହାଣ୍ଡି ଗଡ଼ଜାତ ଅଞ୍ଚଳରେ ନୂଆଁଖାଇ ଆଜି

ଭବାନୀପାଟଣା,୧୩ା୯ (ଉତ୍ତମ କୁମାର ଦାଶ):ନୂଆଁଖାଇ କଳାହାଣ୍ଡି ଜିଲାର ଏକ ମୁଖ୍ୟ ପରମ୍ପରା। ପଶ୍ଚିମ ଓଡ଼ିଶାର ଅନ୍ୟ ଜିଲାରେ ସପ୍ତମୀ ତିଥିରେ ନୂଆଁଖାଇ ପାଳନ ହେଉଥିବାବେଳେ ଏଠାରେ ପ୍ରତିପଦାଠାରୁ ଆରମ୍ଭକରି ଦଶହରା ଦଶମୀ ପର୍ଯ୍ୟନ୍ତ ଚାଲିଥାଏ। ରାତି ପାହିଲେ ଅର୍ଥାତ୍‌ ଶୁକ୍ରବାର ଜିଲାର…

ସ୍ମାଇଲଗୋଲ୍ଡରୁ ଟିଭିଏସ୍‌ ଜୁପିଟର ଜିତିଲେ ସ୍ନେହଲତା

ଭୁବନେଶ୍ୱର,୧୩।୯: (ଅଭୟ ଦାଶ): ରାଜ୍ୟର ଅଗ୍ରଣ ଅଳଙ୍କାର ପ୍ରତିଷ୍ଠାନ ସ୍ମାଇଲଗୋଲ୍ଡର ବହୁ ପ୍ରତୀକ୍ଷିତ ‘ବମ୍ପର ଲକି ଡ୍ର’ର ଉଠାଣ ସାଙ୍ଗକୁ ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ, ପ୍ରତିବର୍ଷ ରାମନବମୀ ଅବସରରେ ବମ୍ପର ଲକି ଡ୍ରର ଶୁଭାରମ୍ଭ କରାଯାଇଥିଲାବେଳେ ପାର୍ବଣ ପୂର୍ବରୁ…

ସ୍ମାଇଲଗୋଲ୍ଡରୁ ଟିଭିଏସ୍‌ ଜୁପିଟର ଜିତିଲେ ସ୍ନେହଲତା

ଭୁବନେଶ୍ୱର,୧୩।୯: (ଅଭୟ ଦାଶ) ରାଜ୍ୟର ଅଗ୍ରଣ ଅଳଙ୍କାର ପ୍ରତିଷ୍ଠାନ ସ୍ମାଇଲଗୋଲ୍ଡର ବହୁ ପ୍ରତୀକ୍ଷିତ ‘ବମ୍ପର ଲକି ଡ୍ର’ର ଉଠାଣ ସାଙ୍ଗକୁ ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ, ପ୍ରତିବର୍ଷ ରାମନବମୀ ଅବସରରେ ବମ୍ପର ଲକି ଡ୍ରର ଶୁଭାରମ୍ଭ କରାଯାଇଥିଲାବେଳେ ପାର୍ବଣ ପୂର୍ବରୁ…

ମୁଖ୍ୟମନ୍ତ୍ରୀଙ୍କ ସହ କୌଣସି ମଞ୍ଚ ଶେୟାର କରିବି ନାହିଁ:ରାଜ୍ୟପାଳଙ୍କ ବଡ଼ ଘୋଷଣା

କୋଲକାତା,୧୩।୯: ଆର.ଜି କର ମେଡିକାଲ କଲେଜ ଏବଂ ହସପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ପରେ ଆରମ୍ଭ ହୋଇଥିବା ମମତା ସରକାରଙ୍କ ଅଡୁଆ ଥମିବାର ନାଁ ଧରୁନି। ବର୍ତ୍ତମାନ ପଶ୍ଚିମବଙ୍ଗର ରାଜ୍ୟପାଳ ମମତା ବାନାର୍ଜୀ ସରକାରଙ୍କ ବିରୋଧରେ ଏକ…

ଅଗଷ୍ଟରେ ବଢ଼ିଲା ଖୁଚୁରା ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ,୧୩।୯(ଅନୁରାଧା ମହାରଣା): ଚଳିତବର୍ଷ ଅଗଷ୍ଟ ମାସରେ ଖୁଚୁରା ମୁଦ୍ରାସ୍ଫୀତି ହାର ୪ ପ୍ରତିଶତରୁ କମ୍‌ ରହିଛି। ଜୁଲାଇ ତୁଳନାରେ ଅଗଷ୍ଟରେ ଏହି ହାରରେ  ବୃଦ୍ଧି ଘଟିଛି। ଜୁଲାଇରେ ଏହି ହାର ୩.୫୪ ପ୍ରତିଶତ ରହିଥିବାବେଳେ ଅଗଷ୍ଟରେ ୩.୬୫ ପ୍ରତିଶତ ରହିଛି। ଗତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri