ରେଫରିଙ୍କୁ ମୁଥ ମାରି ଜେଲ୍ ଗଲେ ଫୁଟ୍ବଲ କ୍ଲବ ସଭାପତି
ଆଙ୍କାରା (ତୁର୍କୀ), ୧୨ା୧୧: ରେଫରିଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ତୁର୍କୀର ଏକ କୋର୍ଟ ଦେଶର ଜଣେ ଆଗାଧାଡ଼ିର ଫୁଟ୍ବଲ କ୍ଲବ ସଭାପତିଙ୍କୁ ୩ ବର୍ଷ ଓ ୭ ମାସରୁ ଊର୍ଦ୍ଧ୍ୱ ଜେଲଦଣ୍ଡ ଦେଇଛନ୍ତି। ଗତବର୍ଷ କେକୁର ରିଜେସପୋର୍ ବିପକ୍ଷ ଏକ ସୁପର…
ମୁଁ ଆପଣଙ୍କୁ ଭେଟିବାକୁ ଚାହୁଁଛି ସାର୍, ଟ୍ରମ୍ଫଙ୍କ ସହ ଫୋନରେ କଥା ହେଲେ ଇଣ୍ଡୋନେସିଆ ରାଷ୍ଟ୍ରପତି, ଭିଡିଓ ଭାଇରାଲ
ଜାକର୍ତ୍ତା/ଓ୍ବାଶିଂଟନ,୧୨।୧୧: ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବଓ ସୁବିଆଣ୍ଟୋ ବର୍ତ୍ତମାନ ଆମେରିକା ଗସ୍ତରେ ୱାଶିଂଟନରେ ପହଞ୍ଚିଛନ୍ତି। ଏହା ପରେ ସେ ଏକ ଫୋନ କଲ ମାଧ୍ୟମରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏବେ ସେ ଡୋନାଲ୍ଡ ଟ୍ରମ୍ପଙ୍କ ସହ କଥା ହେବା ପାଇଁ ତାଙ୍କ…
କେକେଆରର ନୂଆ ଅଧିନାୟକଙ୍କ ନାଁ ଶୁଣି କରିପାରିବେନି ବିଶ୍ୱାସ, ଜାଣନ୍ତୁ ଆୟରଙ୍କ ସ୍ଥାନରେ କାହାକୁ ମିଳିଲା ଦାୟିତ୍ୱ
ନୂଆଦିଲ୍ଲୀ,୧୨।୧୧: ଆଇପିଏଲ ୨୦୨୫ ସମ୍ବନ୍ଧରେ ପ୍ରତିଦିନ ଅନେକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁୁ ଆସୁଛି । ଏବେ କୋଲକାତା ନାଇଟ ରାଇଡର୍ସ କ୍ୟାମ୍ପରୁ ଏକ ବଡ଼ ଖବର ଆସିଛି । ବାସ୍ତବରେ ଗତ ସିଜନରେ ଅର୍ଥାତ୍ ଆଇପିଏଲ ୨୦୨୪ରେ ଟାଇଟଲ ଜିତିଥିବା କୋଲକାତା…
ହେମନ୍ତଙ୍କ ପାଇଁ ଗେମ୍ ଚେଞ୍ଜର ସାବ୍ୟସ୍ତ ହୋଇପାରେ ମୈଆ ଯୋଜନା
ନୂଆଦିଲ୍ଲୀ,୧୨।୧୧: ଝାଡ଼ଖଣ୍ଡ ନିର୍ବାଚନରେ ମାଗଣା ଯୋଜନା ସମସ୍ତ ପାର୍ଟି ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଲିଭାଇବାକୁ ଯାଉଛି। ଓଡ଼ିଶା ମଡେଲରେ ସେଠାରେ ସୁଭଦ୍ରା ଭଳି ‘ଗୋ ଗୋ ଦିଦି’ ଯୋଜନା ମାଧ୍ୟମରେ ମହିଳା ମାନଙ୍କୁ ୨୧୦୦ ଟଙ୍କା ଦେଇ ଭୋଟ ହାତେଇବାକୁ ଯୋଜନା…
ଶ୍ୱଶୁରର ମତ୍ୟୁ ଖବର କହିବାକୁ ଯାଉଥିଲେ ଜ୍ୱାଇଁ; ବାଟରେ ଚାଲିଗଲା ଜୀବନ
ବାରିପଦା,୧୨।୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାର ପୃଥକ ସ୍ଥାନରେ ସଡକ ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ଘଟିଛି । ୧୮ନଂ ଜାତୀୟ ରାଜପଥର କୁଳିଅଣା ଥାନା ଅଧୀନ କୁଚେଇ ନିକଟରେ ପିକଅପଭ୍ୟାନ ଧକ୍କାରେ ଜଣେ ବାଇକ ଆରୋହୀଙ୍କର ଘଟଣାସ୍ଥଳରେ ମତ୍ୟୁଘଟିଛି । ମୃତକ ଜଣଙ୍କ…
ଅଜିତ ପାୱାରଙ୍କୁ ମୁଖ୍ୟମନ୍ତ୍ରୀ ହେବାକୁ ଦେଇ ନ ଥିଲେ ଶରଦ ପାଓ୍ବାର! ବଡ଼ ରହସ୍ୟ ଖୋଲି କହିଦେଲେ…
ମୁମ୍ବାଇ,୧୨।୧୧: ବର୍ତ୍ତମାନ ମହାରାଷ୍ଟ୍ରରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଆଉ କିଛି ଦିନ ବାକି ଅଛି। ନିର୍ବାଚନର ମହଲ ଏବେ ଗରମ ରହିଛି। ଏହି ସମୟରେ ଏକ ବଡ ରହସ୍ୟ ଉନ୍ମୋଚିତ ହୋଇଛି। ବାସ୍ତବରେ ଏହି ରହସ୍ୟ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ…
ମିଳିତ ଅଭିଯୋଗ ଶୁଣାଣି: ଜିଲାପାଳ ଆସିଲେନି, ଉପଜିଲାପାଳ ଶୁଣିଲେ ଅଭିଯୋଗ
ଦାରିଙ୍ଗବାଡି,୧୨।୧୧(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହ ପରିସର ମଧ୍ୟରେ ମଙ୍ଗଳବାର ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ତେବେ କନ୍ଧମାଳ ଜିଲାପାଳ ଅମ୍ରିତ ଋତୁରାଜ କୌଣସି କାର୍ଯ୍ୟ ବ୍ୟସ୍ତତା ଯୋଗୁ ଏହି ଅଭିଯୋଗ ଶୁଣାଣିରେ ଯୋଗ…
ଷ୍ଟିଫେନ ମିଲରଙ୍କୁ ଇମିଗ୍ରେସନ ପଲିସିର ଦାୟିତ୍ୱ ଦେବା ପରେ, ଟେନସନ ହେଲେଣି ଭାରତୀୟ!
ଓ୍ବାଶିଂଟନ,୧୨।୧୧: ଡୋନାଲ୍ଡ ଟ୍ରମ୍ପ ଇମିଗ୍ରେସନ ବିଶେଷଜ୍ଞ ଷ୍ଟିଫେନ ମିଲରଙ୍କୁ ତାଙ୍କର ଡେପୁଟି ମୁଖ୍ୟ ଭାବେ ନିଯୁକ୍ତି ଦେଇଛନ୍ତି। ଉପରାଷ୍ଟ୍ରପତି ହେବାକୁ ଯାଉଥିବା ଜେଡି ଭାନ୍ସ ଷ୍ଟିଫେନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଜେ.ଡି. ଭାନ୍ସ ଷ୍ଟିଫେନଙ୍କୁ ଶୁଭେଚ୍ଛା ଜଣାଇ ଏକ୍ସରେ ଲେଖିଛନ୍ତି ଯେ ଏହା…
ପୁଣି ଆନ୍ଦୋଳନକୁ ଓହ୍ଲାଇଲେ କୁମୁଣ୍ଡେ ଗ୍ରାମବାସୀ
ଲୋଇସିଂହା,୧୨।୧୧(ସୁଶାନ୍ତ ବାରିକ): ସୁବର୍ଣ୍ଣପୁର ଜିଲା ତରଭା ବ୍ଲକ କୁମୁଣ୍ଡେ ସରକାରୀ ଉଚ୍ଚ ବିଦ୍ୟାଳୟରେ ଲାଗି ରହିଥିବା ବିବାଦ ସମାଧାନ ହେବାର ନେଉନାହିଁ। ଶିକ୍ଷା ବିଭାଗ ଆନ୍ତରିକତା ଅଭାବକୁ ଦାୟୀ କରି ଛାତ୍ରୀଛାତ୍ର ଓ ଗ୍ରାମବାସୀ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ମଙ୍ଗଳବାର ଆନ୍ଦୋଳନର…
ବୁମ୍ରାଙ୍କୁ ଡରିଗଲେ ଏହି ଅଷ୍ଟ୍ରେଲିଆ କ୍ରିକେଟର୍: କହିଦେଲେ ଏମିତି କଥା
ସିଡନୀ,୧୨।୧୧: ଅଷ୍ଟ୍ରେଲିଆ ନାଥନ ମ୍ୟାକସ୍ବେନି ଭାରତ ବିପକ୍ଷରେ ବର୍ଡର-ଗାଭାସ୍କର ଟ୍ରଫିରେ ଡେବ୍ୟୁ କରିବାର ସମ୍ଭାବନା ରହିଛି। କଙ୍ଗାରୁକୁ ଭଲ ଆରମ୍ଭ କରିବାର ଦାୟିତ୍ୱ ନାଥାନ ମ୍ୟାକସ୍ବେନିଙ୍କ ଉପରେ ରହିବ, କିନ୍ତୁ ଏହି ସମୟରେ ସେ ବହୁତ ନର୍ଭସ ନଜର ଆସିଛନ୍ତି। ନାଥନ…
ପଦ ସମ୍ଭାଳୁ ସମ୍ଭାଳୁ ଆକ୍ସନ ମୋଡରେ ସିଜେଆଇ ସଞ୍ଜୀବ ଖାନ୍ନା, ଓକିଲଙ୍କୁ ଶୁଣାଇଲେ…
ନୂଆଦିଲ୍ଲୀ,୧୨।୧୧: ଜଷ୍ଟିସ ସଞ୍ଜୀବ ଖାନ୍ନା ବର୍ତ୍ତମାନ ଦେଶର ପ୍ରଧାନ ବିଚାରପତି ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ସେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ହେବା ମାତ୍ରେ ତାଙ୍କ କାର୍ଯ୍ୟ ଏବେ ଦୃଶ୍ୟମାନ ହେଉଛି। ସିଜେଆଇ ଭାବରେ କାର୍ଯ୍ୟକାଳର ପ୍ରଥମ ଦିନରେ ସେ ୪୫ଟି…
ଦିଅର ପାଇଁ ସ୍ବାମୀଙ୍କୁ ମାରିଦେଲେ ସ୍ତ୍ରୀ: ଆଉ ତା’ପରେ
କାନପୁର,୧୨।୧୧: ଉତ୍ତର ପ୍ରଦେଶର କାନପୁର ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ଦିଅର ପ୍ରେମରେ ପଡି ସ୍ବାମୀଙ୍କୁ ହତ୍ୟା କରିଛନ୍ତି ସ୍ତ୍ରୀ। ବିଡୁ ପୋଲିସ ଷ୍ଟେଶନ ଅଞ୍ଚଳର ବାସିନ୍ଦା ଦୀନେଶ ଅବସ୍ଥିଙ୍କୁ ସ୍ତ୍ରୀ ଏବଂ ଦିଅର ମିଶି ହତ୍ୟା କରିଛନ୍ତି। ସ୍ବାମୀ…
Archives


