ଭୂକମ୍ପ ଝଟ୍କାରେ ଥରିଲା ସିକ୍କିମ
ଗ୍ୟାଙ୍ଗଟକ୍,୧୨।୧୧: ଥରିଲା ସିକ୍କିମ। ମଙ୍ଗଳବାର ଅପରାହ୍ନରେ ରାଜ୍ୟର କିଛି ଅଞ୍ଚଳରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୫ ଥିବା ଜଣାପଡ଼ିଛି। ତେବେ ଭୂକମ୍ପରେ ଜନଜୀବନ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ। ତେବେ ଗ୍ୟାଙ୍ଗଟକ୍ରେ ୫…
ପ୍ରଥମେ ସ୍ତ୍ରୀଙ୍କୁ ମାଡ଼ ମାରି ଘରୁ ବାହାର କଲେ: ପରେ ନାବାଳିକା ଝିଅଙ୍କୁ ବଳାତ୍କାର କଲେ ବାପା
ବିଞ୍ଝାରପୁର,୧୨ା୧୧(ରାମକୃଷ୍ଣ ଦାସ): ଯାଜପୁର ଜିଲା ବିଞ୍ଝାରପୁର ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ତାଙ୍କ ବାପା ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏ ନେଇ ନାବାଳିକାଙ୍କ ମା’ ମଙ୍ଗଳବାର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଏହି ଘଟଣାରେ ନାବାଳିକାଙ୍କ ବାପାଙ୍କୁ ଅଟକ ରଖି…
ଉପମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ ଠକେଇ, ଚାକିରି କରିଦେବାକୁ କହି…
ପାଟଣାଗଡ,୧୨।୧୧: ଉପମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ ଠକେଇ। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କ ନାଁ ନେଇ ଚାକିରି କରାଇ ଦେବା କହି ଠକେଇ ଅଭିଯୋଗ। ଏହି ଘଟଣାରେ ୨ ଜଣ ଯୁବକଙ୍କୁ ପାଟଣାଗଡ଼ ଥାନାରେ ଅଟକ ରଖିଛି ପୋଲିସ। ଅଭିଯୁକ୍ତମାନେ ସ୍ଥାନୀୟ ଅଞ୍ଚଳର ଯୁବକମାନଙ୍କୁ…
ଲଗେଜ ବ୍ୟାଗରେ ଯାଉଥିଲା ଗୋମାଂସ ପରେ…
ଖଲ୍ଲିକୋଟ,୧୨ା୧୧(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ନିର୍ମଳଝର ନିକଟରେ ମଙ୍ଗଳବାର ମଦ ଚୋରାଚାଲାଣ ରୋକିବାକୁ ଅବକାରୀ ବିଭାଗ ପକ୍ଷରୁ ଗାଡ଼ିମୋଟର ଯାଞ୍ଚ ଚାଲିଥିଲା। ଏହି ସମୟରେ ଜଣେ ବ୍ୟକ୍ତି ସ୍କୁଟିରେ ଦୁଇଟି ଲଗେଜ ବ୍ୟାଗ ଧରି ଭୁବନେଶ୍ୱର…
ପୁଣି ଚର୍ଚ୍ଚାରେ ମନୋଜ ମିଶ୍ର: ମନୋଜଙ୍କ ନାଁରେ ଏତଲା
ଭୁବନେଶ୍ୱର,୧୨।୧୧: ପୁଣି ଚର୍ଚ୍ଚାକୁ ଆସିଛନ୍ତି ମନୋଜ ମିଶ୍ର। ଅଭିନେତା ମନୋଜ ମିଶ୍ରଙ୍କ ନାଁରେ କଟକ ସାଇବର ଥାନାରେ ଏତଲା ହୋଇଛି। ଏତଲା ଦେଲା ଓଡ଼ିଶା ଫିଲ୍ମ ଓ ଟିଭି ନିର୍ଦ୍ଦେଶକ ସଂଘ। ମନୋଜ ମିଶ୍ର ସୋସିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ଦେଉଥିବା…
୧୦ ଲକ୍ଷ ଯୁବପିଢିଙ୍କୁ ମିଳିବ ଚାକିରି, ଏମାନଙ୍କର ଅଛି ଅଧିକ ଡିମାଣ୍ଡ
ନୂଆଦିଲ୍ଲୀ,୧୨।୧୧: ଦେଶରେ ଅନେକ ଯୁବପିଢି ଅଛନ୍ତି ଯେଉଁମାନେ ଚାକିରି ଖୋଜୁଛନ୍ତି, ତେବେ ସେମାନଙ୍କ ପାଇଁ ଖୁସି ଖବର। ଭାରତରେ ବଢୁଥିବା ସେମିକଣ୍ଡକ୍ଟର କ୍ଷେତ୍ରରେ ଲକ୍ଷ ଲକ୍ଷ ନିଯୁକ୍ତି ସୃଷ୍ଟି ହେବାକୁ ଯାଉଛି। ୨୦୨୬ ସୁଦ୍ଧା, ୧୦ ଲକ୍ଷ ଯୁବପିଢି ଏହି କ୍ଷେତ୍ରରେ…
ଜିଦ୍ରେ ଅଟଳ ପାକିସ୍ତାନ: ଚାମ୍ପିଅନ୍ସ ଟ୍ରଫିକୁ ନେଇ ଘନଉଛି ବିବାଦ, ଆସିଲା ବଡ଼ ଅପ୍ଡେଟ୍
ନୂଆଦିଲ୍ଲୀ,୧୨।୧୧: ୨୦୨୫ ଚାମ୍ପିଅନ୍ସ ଟ୍ରଫିକୁ ନେଇ ବିବାଦ ଲାଗିରହିଛି। ବିସିସିଆଇ ଆଇସିସିକୁ କହିଛି ଯେ, ଟିମ ଇଣ୍ଡିଆ କୌଣସି ପରିସ୍ଥିତିରେ ପାକିସ୍ତାନ ଯିବ ନାହିଁ। ତଥାପି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ପାକିସ୍ତାନରେ ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରିବାକୁ ଜିଦ ଧରିଛି।…
ଶ୍ରୀମନ୍ଦିରରେ ପଶିଗଲେ ଅଣହିନ୍ଦୁ ମହିଳା
ପୁରୀ,୧୨।୧୧: ଶ୍ରୀମନ୍ଦିରରେ ଅଣହିନ୍ଦୁ ମହିଳା ପ୍ରବେଶ କରିଥିବା ସୂଚନା ମିଳିଛି। ଶ୍ରୀମନ୍ଦିର ଗୁମୁଟ ପର୍ଯ୍ୟନ୍ତ ମହିଳା ଜଣଙ୍କ ପଳାଇଛନ୍ତି। ସେଠାରେ ତାଙ୍କୁ ଜଗନ୍ନାଥ ଟେମ୍ପୁଲ ପୋଲିସ ଧରିଥିଲେ। ମହିଳା ଜଣକ ଚାଇନିଜ ଭାଷାରେ କଥା ହେଉଥିବା ଜଣାପଡିଛି। ସମ୍ପୃକ୍ତ ମହିଳାଙ୍କୁ ସିଂହଦ୍ୱାର…
ଭାରତୀୟ ଯବାନମାନେ ଆତଙ୍କବାଦୀଙ୍କୁ ମାରିବା ପରେ ସେମାନଙ୍କ ମୃତଦେହକୁ କ’ଣ କରନ୍ତି? ସର୍ବସାଧାରଣ ସ୍ଥାନରେ…
ନୂଆଦିଲ୍ଲୀ,୧୨।୯: ଭାରତର ପ୍ରତିରକ୍ଷାରେ ନିୟୋଜିତ ଭାରତୀୟ ଯବାନମାନେ ସୀମା ଇଲାକାରେ କଡ଼ା ନଜର ରଖିଥାନ୍ତି। ଯେମିତି କୌଣସି ଅନୁପ୍ରବେଶକାରୀ କିମ୍ବା ଆତଙ୍କବାଦୀ ଦେଶ ଭିତରକୁ ପଶି ପାରିବେନି। ତେବେ ଧରାପଡିବା ପରେ ଯବାନମାନେ ସେମାନଙ୍କୁ ସିଧା ଆଟାକ୍ କରି ନିପାତ କରିଥାନ୍ତି।…
ଆମ ଯୋଗାଯୋଗରେ ଅଛନ୍ତି ଶିନ୍ଦେ ଗୋଷ୍ଠୀର ୮ ବିଧାୟକ, ଜଣେ ମନ୍ତ୍ରୀ: ଆଦିତ୍ୟ ଠାକ୍ରେ ଚାଞ୍ଚଲ୍ୟକର ଖୁଲାସା
ପୁଣେ,୧୨।୧୧: ମହାରାଷ୍ଟ୍ରରେ ଭୋଟଦାନ ପୂର୍ବରୁ ଉଦ୍ଧବ ଠାକରେଙ୍କ ପୁଅ ତଥା ଶିବସେନା (ୟୁବିଟି) ନେତା ଆଦିତ୍ୟ ଠାକରେ ଏକ ଦାବି କରି ରାଜନୈତିକ ଉଷ୍ମତା ବୃଦ୍ଧି କରିଛନ୍ତି। ସେ କହିଛନ୍ତି, ଶିନ୍ଦେ ଗୋଷ୍ଠୀର ଆଠ ଜଣ ବିଧାୟକ ଏବଂ ଜଣେ ମନ୍ତ୍ରୀ…
Archives


