Home Left

ବିବାହ ପରେ ବଦଳିଗଲା ଲୁକ୍: ଟ୍ରୋଲ୍ ହେଲେ ସ୍ଵରା ଭାସ୍କର

ନୂଆଦିଲ୍ଲୀ,୧୮।୧୧: ବିବାହ ପରେ ବଦଳି ଯାଇଛି ବଲିଉଡ ସୁନ୍ଦରୀ ସ୍ଵରା ଭାସ୍କରଙ୍କ ଲୁକ୍। ୩୬ ବର୍ଷୀୟ ଅଭିନେତ୍ରୀଙ୍କ ଜୀବନରେ ଆସିଛି ବଡ ପରିବର୍ତନ। ଯେ କେହି ବି ଦେଖି ଆଶ୍ଚର୍ଯ୍ୟ ହେଉଛି। ଏ କ’ଣ ହୋଇଗଲା। ଇଏ ସ୍ଵରା ଭାସ୍କର ହୋଇ…

ଶିଶୁ ବିକାଶ ଯୋଜନା ବାଟବଣା: ଅଙ୍ଗନୱାଡ଼ି କର୍ମୀଙ୍କ ବାରଣ୍ଡାରେ ପାଠପଢ଼ା

କୋକସରା,୧୮ା୧୧ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):କଳାହାଣ୍ଡି ଜିଲା କୋକସରା ବ୍ଲକରେ ଶିଶୁ ବିକାଶ ଯୋଜନା ବାଟବଣା ହୋଇଛି। ଲଡୁଗାଁ ପଞ୍ଚାୟତ ପୀତବାସପୁରଠାରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ରରେ ଗୃହ ନ ଥିବାରୁ ଅଙ୍ଗନୱାଡ଼ି କର୍ମୀଙ୍କ ଘରେ ପାଠପଢା ଚାଲିଆସୁଛି। ୪ବର୍ଷ ହେବ କେନ୍ଦ୍ରଟି ଭଙ୍ଗାଦଦରା…

ଆମେରିକାରେ ଧରାପଡ଼ିଲେ ଲରେନ୍ସ ବିଷ୍ଣୋଇଙ୍କ ଭାଇ ଅନମୋଲ

କାଲିଫର୍ନିଆ,୧୮।୧୧: ଆମେରିକାର କାଲିଫର୍ନିଆରେ ଲରେନ୍ସ ବିଷ୍ଣୋଇଙ୍କ ଭାଇ ଅନମୋଲଙ୍କୁ କାବୁ କରାଯାଇଛି। ଗତ ମାସରେ ଭାରତ ସରକାର ତାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଥିଲେ। କେନ୍ଦ୍ରୀୟ ଗୃହ ବିଭାଗ କିମ୍ବା ଏନଆଇଏ ଏହି ବିଷୟରେ ସରକାରୀ ସୂଚନା ଦେଇପାରେ।…

ସମୀର ଦେଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକ: ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ନବୀନଙ୍କ ଯାଏ …

କଟକ,୧୮।୧୧: ତେବେ ସମୀର ଦେ’ଙ୍କ ଦେହାନ୍ତକୁ ନେଇ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି। ରାଷ୍ଟ୍ର ପତିଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଏବଂ ରାଜନେତା ପର୍ଯ୍ୟନ୍ତ ସମସ୍ତେ ଶୋକ ପ୍ରକାଶ କରିଛନ୍ତି । ଏହିପରୀପ୍ରେକ୍ଷୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୋକପ୍ରକାଶ…

ଏଏନ୍‌ଏମ୍‌ ଟ୍ରେନିଂ ସେଣ୍ଟରର ୧୧ ଛାତ୍ରୀ ଅସୁସ୍ଥ

ଦେବଗଡ଼,୧୮।୧୧: ଦେବଗଡ଼ ଜିଲା ମୁଖ୍ୟ ହସ୍ପିଟାଲ ପରିସର ଏଏନ୍‌ଏମ୍‌ ଟ୍ରେନିଂ ସେଣ୍ଟରରେ ସୋମବାର ଏକ ଅଘଟଣ ଘଟିଛି। ୧୧ଜଣ ଏଏନ୍‌ଏମ୍‌ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଜିଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗୁରୁତର ଥିବା…

ମୋଦିଙ୍କ ପରେ ‘ସାବରମତି ରିପୋର୍ଟ’କୁ ପ୍ରଶଂସା କଲେ ଅମିତ ଶାହା

ନୂଆଦିଲ୍ଳୀ,୧୮।୧୧: ବିକ୍ରାନ୍ତ ମାସେଙ୍କ ଫିଲ୍ମ ‘ସାବରମତି ରିପୋର୍ଟ’ ରିଲିଜ ହେବା ପୂର୍ବରୁ ବିବାଦ ଲାଗି ରହିଛି। ୨୦୦୨ ଗୋଧ୍ରା ଘଟଣାରେ ନିର୍ମିତ ଫିଲ୍ମ ବିଷୟରେ ଦର୍ଶକଙ୍କୁ ଦୁଇଟି ଦଳରେ ବିଭକ୍ତ କରାଯାଇଛି। ସେପଟେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଫିଲ୍ମକୁ…

ଆଜି ବନ୍ଦ ରହିବ ବାଲିଯାତ୍ରାର ସାଂସ୍କୃତିକ କାର୍ଯ୍ୟକ୍ରମ

କଟକ,୧୮।୧୧: ବାଲିଯାତ୍ରାର ଚତୁର୍ଥ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ରହିବ। ବରିଷ୍ଠ ଭାଜପା ନେତା ସମୀର ଦେ’ଙ୍କ ଦେହାନ୍ତରେ ବାଲିଯାତ୍ରା ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ରହିବ ବୋଲି ସୂଚନା ମିଳିଛି। ଆଜିକ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ରଖିବାକୁ ପ୍ରଶାସନ ନିଷ୍ପତ୍ତି…

ଖାନନଗର ମଶାଣିରେ ହେବ ବରିଷ୍ଠ ଭାଜପା ନେତା ସମୀର ଦେ’ଙ୍କ ଶେଷକୃତ୍ୟ

କଟକ,୧୮।୧୧: କଟକ ଖାନନଗର ମଶାଣିରେ ବରିଷ୍ଠ ଭାଜପା ନେତା ସମୀର ଦେ’ଙ୍କ ଶେଷକୃତ୍ୟ କରାଯିବ। ଏ ନେଇ ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ ସୂଚନା ଦେଇଛନ୍ତି। ମରଶରୀରକୁ ବିଧାନସଭା ଓ ସେଠାରୁୁ ଭାଜପା କାର୍ଯ୍ୟାଳୟ ନିଆଯିବ। ଭୁବନେଶ୍ୱରରୁ ପୁଣି କଟକ ପୈତୃକ…

ହାଇସ୍କୁଲ ଜାଗା ଜବରଦଖଲ ଘଟଣା: ଜବରଦଖଲକାରୀଙ୍କ ଘରେ ଚଢିଲା ବୁଲଡୋଜର

କୋକସରା,୧୮।୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ମହିମା ପଞ୍ଚାୟତ ଡେଙ୍ଗାଗୁଡା ଶମ୍ଭୁଶ୍ୱର ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ଜାଗାକୁ ଗ୍ରାମର ଜଣେ ବ୍ୟକ୍ତି ଅଭିମନ୍ୟୁ ନାଏକ ଜବରଦଖଲ କରି ରଖିଥିଲେ। ପ୍ରଶାସନ ପକ୍ଷରୁ ସୋମବାର ଉଚ୍ଛେଦ କରାଯାଇଛି। ସୂଚନା…

ମୁଁ ମୁଖ୍ୟମନ୍ତ୍ରୀ ରେସ୍‌ରେ ନାହିଁ: କାହିଁକି ଏମିତି କହିଲେ ଏକନାଥ ଶିନ୍ଦେ

ପୁଣେ,୧୮।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ମଧ୍ୟରେ ଶିବସେନା ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି, ମୁଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ରେସ୍‌ରେ ନାହିଁ। ମହାୟୁତିରେ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ କୌଣସି ରେସ୍‌…

ବାଲିଯାତ୍ରାରେ ଛାତ୍ରଙ୍କ ମୃତ୍ୟୁ ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲାପାଳ

କଟକ,୧୭।୧୧: ବାଲିଯାତ୍ରାର ତୃତୀୟ ଦିନରେ ବିଦ୍ୟୁତ୍‌ ଆଘାତରେ ଜଣେ ଯୁକ୍ତ ୨ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଜଗତସିଂହପୁର ଜୟବଡ଼ର ପ୍ରଭାକର ମନ୍ଥନଙ୍କ ପୁଅ ବିଶ୍ୱପ୍ରକାଶ ମନ୍ଥନ(୧୮)। ଯାତ୍ରା ପଡ଼ିଆ ସମ୍ମୁଖ ରିଂ ବନ୍ଧର ଦୁଇ ରାସ୍ତା ମଝିରେ ଥିବା…

୧୦ ଲକ୍ଷ ଟପିଲା ଆୟୁଷ୍ମାନ ବୟବନ୍ଦନା କାର୍ଡରେ ହିତାଧିକାରୀଙ୍କ ପଞ୍ଜୀକରଣ

ନୂଆଦିଲ୍ଲୀ,୧୮।୧୧: ଦେଶର ବରିଷ୍ଠ ନାଗରିକଙ୍କ ପାଇଁ ଆରମ୍ଭ ହୋଇଥିବା ଆୟୁଷ୍ମାନ ବୟବନ୍ଦନା କାର୍ଡରେ ପଞ୍ଜୀକରଣ ୧୦ ଲକ୍ଷରୁ ଅଧିକ ହୋଇଛି । ଏହି କାର୍ଡ ମାଧ୍ୟମରେ ୭୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ନାଗରିକ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାର ସୁଫଳ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri