Home Left

ଖାର୍ଗେଙ୍କ ଉପରେ ପଡିଲାଣି ବୟସର ପ୍ରଭାବ, ସେଥିପାଇଁ ଏପଟ ସେପଟ କଥା କହୁଛନ୍ତି: ପ୍ରବୀଣ ଖଣ୍ଡେଲଓ୍ବାଲ

ନୂଆଦିଲ୍ଲୀ,୧୮।୧୧: ରବିବାର ମହାରାଷ୍ଟ୍ରର ସାଙ୍ଗଲିରେ ଏକ ରାଲିରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଭାଜପା ଏବଂ ଆରଏସଏସକୁ ବିଷ ସହ ତୁଳନା କରିଛନ୍ତି। ଯେଉଁଥିପାଇଁ ଭାଜପା ନେତାମାନେ କଂଗ୍ରେସକୁ ଟାର୍ଗେଟ କରୁଛନ୍ତି। ଭାଜପା ଏମପି ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି ଯେ ମୁଁ…

ମଧ୍ୟବିତ୍ତ ପରିବାରକୁ ମିଳିବ ଆଶ୍ୱସ୍ତି! ବଡ଼ ସଙ୍କେତ ଦେଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ,୧୮।୧୧: ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ କେନ୍ଦ୍ର ବଜେଟ ବର୍ତ୍ତମାନ ଅଢେଇ ମାସରୁ କମ ସମୟ ବାକି ଅଛି। ଫେବୃଆରୀ ୧, ୨୦୨୫ରେ ବଜେଟ ଆଗତ ହେବ। ଏହାପୂର୍ବରୁ ମଧ୍ୟବିତ୍ତ ଲୋକଙ୍କୁ ଆଶ୍ୱସ୍ତି ଯୋଗାଇବା ନେଇ ଅର୍ଥମନ୍ତ୍ରୀ ବଡ଼ ସୂଚନା ଦେଇଛନ୍ତି।…

କାହିଁକି ସବୁବେଳେ ଧଳା ରଙ୍ଗର ଟି-ସର୍ଟ ପିନ୍ଧନ୍ତି ରାହୁଲ ଗାନ୍ଧୀ, ନିଜେ କହିଲେ ଏହାର ରହସ୍ୟ

ନୂଆଦିଲ୍ଲୀ,୧୮।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ହଠାତ୍‌ ନାଗପୁରର ରାମ ଜୀ ଶ୍ୟାମ ଜୀ ପୋହା ବିକ୍ରେତାଙ୍କୁ ଦେଖା କରି ସେଠାରେ ପୋହା ତିଆରି କରି ସ୍ଥାନୀୟ ଲୋକଙ୍କ ସହ କଥା ହୋଇଥିଲେ। ଏହି ସମୟରେ…

ଜାଣନ୍ତୁ ଏମିତି କୌଶଳ ଆପଣାଇଲେ ପୂରା ବଦଳିଯିବ ଦିଲ୍ଲୀର ଚିତ୍ର, କେବେ ବି ହେବ ନାହିଁ ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ,୧୮ା୧୧: ଦେଶର ରାଜଧାନୀ ଦିଲ୍ଲୀରେ ବାୟୂ ପ୍ରଦୂଷଣ ହାର ସୀମା ଟପିଛି। ଏଥିଯୋଗୁ ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବାୟୁ ପ୍ରଦୂଷଣ ହେତୁ ଦିଲ୍ଲୀ-ଏନ୍‌ସିଆର ସିଭିୟର ପ୍ଲସ୍‌ ବର୍ଗରେ ଆସିଛି। ଅନେକ ସ୍ଥାନରେ ହାରାହାରି ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ)୪୫୦…

ଆଇନମନ୍ତ୍ରୀଙ୍କ ବଡ଼ ସୂଚନା: ଜାନୁଆରୀ ଶେଷ ସୁଦ୍ଧା ସରିବ ରତ୍ନଭଣ୍ଡାର ଅଳଙ୍କାର ଗଣତି

ଭୁବନେଶ୍ୱର/ପୁରୀ,୧୮ା୧୧: ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୋମବାର ରତ୍ନଭଣ୍ଡାର ଅଳଙ୍କାର ଗଣତିକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଜାନୁଆରୀ ଶେଷ ସୁଦ୍ଧା ରତ୍ନଭଣ୍ଡାରର ଗଣତି ମଣତି ଶେଷ ହେବ। କାର୍ତ୍ତିକ ମାସ ପାଇଁ ରତ୍ନଭଣ୍ଡାର ମରାମତି କାମ ଆରମ୍ଭ…

ଭିଜିଲାନ୍ସ ଟିମ୍‌ ଆସିବା ଦେଖି ଡରିଗଲେ ଡିଜିଏମ, ପଡ଼ୋଶୀ ଛାତକୁ ଫିଙ୍ଗିଦେଲେ ବିଡାବିଡା ଟଙ୍କା

ଭୁବନେଶ୍ୱର,୧୮।୧୧: ସୋମବାର ଓଡ଼ିଶା ପୋଲିସ ହାଉସିଂ ୱେଲଫର୍‌ କର୍ପୋରେଶନ(OPHWC) ବ୍ରହ୍ମପୁର ଡିଭିଜନର ଡେପୁଟି ଜେନେରାଲ ମ୍ୟାନେଜର୍‌ ସୁବାଷ ଚନ୍ଦ୍ର ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ଭିଜିଲାନ୍ସ ଟିମ୍‌କୁ ଘର ସମ୍ମୁଖରେ ଦେଖି ଡେପୁଟି ଜେନେରାଲ ମ୍ୟାନେଜର୍‌ ପଡ଼ୋଶୀ ଛାତକୁ ବିଡାବିଡା…

ଶୀତଦିନେ ସୁସ୍ଥ ରହିବାକୁ ଚାହୁଁଥିଲେ ଖାଆନ୍ତୁ ଏସବୁ…

ସାଧାରଣତଃ ଶୀତଦିନେ ପାଳଙ୍ଗ ଶାଗ, ମେଥିଶାଗ, ସୋରିଷ ଶାଗ ଓ ମୂଳା ଶାଗ ଅଧିକ ପରିମାଣରେ ମିଳିଥାଏ। ଏଥିରେ ଭିଟାମିନ୍‌-ଏ, ଭିଟାମିନ୍‌ ‘ସି’, ଭିଟାମିନ୍‌ ‘ଇ’, ଫଲିକ୍‌ ଏସିଡ଼୍‌, ଲୌହ, କ୍ୟାଲ୍‌ସିୟମ୍‌, ପୋଟାସିୟମ୍‌ ଓ ମ୍ୟାଗ୍ନେସିୟମ୍‌ ଇତ୍ୟାଦି ଉପାଦାନ ଭରି ରହିଛି।…

ଭିଜିଲାନ୍ସ ଜାଲରେ ଡାକ୍ତର: ଗର୍ଭବତୀଙ୍କ ଠାରୁ ୬ହଜାର ଟଙ୍କା ଲାଞ୍ଚ ନେବାବେଳେ ପଡିଲେ ଧରା

ଭବାନୀପାଟଣା,୧୮।୧୧(ଉତ୍ତମ କୁମାର ଦାଶ): ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗ(ଗାଇନିକ)ଡାକ୍ତର ଅଶୋକ ଦାସ। ପ୍ରସବ ପାଇଁ ଆସିଥିବା ଜଣେ ମହିଳାଙ୍କ ସ୍ଵାମୀଙ୍କ ଠାରୁ ୬ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ସେ…

ସୌଦି ଆରବରେ ୧୦୦ରୁ ଅଧିକ ବିଦେଶୀଙ୍କୁ ଦିଆଯାଇଛି ଫାଶୀ, କେତେଜଣ ଭାରତୀୟ ଅଛନ୍ତି ଏଥିରେ ସାମିଲ? ଜାଣନ୍ତୁ…

ରିୟାଦ,୧୮।୧୧: ଚଳିତ ବର୍ଷ ସୌଦି ଆରବରେ ୧୦୦ରୁ ଅଧିକ ବିଦେଶୀଙ୍କୁ ଫାଶୀ ଦିଆଯାଇଛି (Saudi Arabia Executes Over 100 Foreigners)। ମାନବ ଅଧିକାର ସଂଗଠନର ଉଦ୍ଧୃତ ଖବର ସମ୍ବାଦ ଏଜେନ୍ସି ଏଏଫପି ଏହି ସୂଚନା ଦେଇଛି। ଗତ ତିନି ବର୍ଷ…

ଭାଜପାରେ ସାମିଲ ହେଲେ କୈଳାଶ ଗେହଲୋଟ

ନୂଆଦିଲ୍ଲୀ,୧୮।୧୧: ମନ୍ତ୍ରୀ ପଦ ଏବଂ ଆମ ଆଦମୀ ପାର୍ଟି (ଏଏପି) ରୁ ଇସ୍ତଫା ଦେଇଛନ୍ତି ଏବଂ ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାରେ ଯୋଗ ଦେଇଛନ୍ତି ବରିଷ୍ଠ ନେତା କୈଳାଶ ଗେହଲୋଟ। କେନ୍ଦ୍ର ମନ୍ତ୍ରୀ ମନୋହର ଲାଲ ତାଙ୍କୁ ସୋମବାର ଜାତୀୟ…

ବିକ୍ରି ପାଇଁ ଡିଲ୍‌ ହେଉଥିଲା କଲରାପତରିଆ ବାଘ ଚମଡା ପହଞ୍ଚିଗଲେ…

ବାରିପଦା,୧୮।୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ପାଦଦେଶ ବାଙ୍ଗରିପୋଷି ଥାନା ଅଞ୍ଚଳରେ ଏକ କଲରାପତରିଆ ବାଘ ଚମଡା ବନବିଭାଗ ଜବତ କରିଛି। ସେମାନଙ୍କ ନିକଟରୁ ଏକ ବାଘ ଚମଡା ଜବତ କରିବା ସହ ତିନିଜଣଙ୍କୁ ଅଟକ ରଖି ପଚରାଉୁଚରା ଜାରି…

ଶେଷରେ କ୍ଷମା ମାଗିଲେ ମନୋଜ ମିଶ୍ର, କହିଲେ…

ଭୁବନେଶ୍ୱର,୧୮।୧୧: ପ୍ରାୟ ସବୁବେଳେ ବିବାଦକୁ ଆସୁଥିବା ମନୋଜ ମିଶ୍ର ଶେଷରେ ମୁହଁ ଖୋଲି କ୍ଷମା ମାଗିଛନ୍ତି। ବ୍ୟାସ କବି ଫକୀର ମୋହନ ସେନାପତିଙ୍କ କାଳଜୟୀ ଗଳ୍ପ ରାଣ୍ଡୀ ପୁଅ ଅନନ୍ତାଙ୍କୁ ନେଇ ବ୍ରିଭାନ୍ତିକରଣ ମନ୍ତବ୍ୟ ଘଟଣା ପରେ ସେ ବିଭିନ୍ନ ଆଡୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri