ଟେକା ମାଡ଼ରେ ଅନୀଲ ଦେଶମୁଖଙ୍କ ମୁଣ୍ଡ ଫାଟିଲା
ମୁମ୍ବାଇ, ୧୮।୧୧: ମହାରାଷ୍ଟ୍ରର ପୂର୍ବତନ ଗୃହ ମନ୍ତ୍ରୀ ତଥା ଏନ୍ସିପି(ଏସ୍ପି) ନେତା ଅନୀଲ ଦେଶମୁଖଙ୍କ କାର୍କୁ ସୋମବାର କାଟୋଲରେ ଟେକା ମାଡ଼ ହୋଇଛି। ଏଥିରେ ଅନୀଲ ଆହତ ହୋଇଛନ୍ତି। ଆଘାତ ଯୋଗୁ ତାଙ୍କ ମୁଣ୍ଡରୁ ରକ୍ତସ୍ରାବ ହୋଇଥିଲା। ତାଙ୍କୁ କାଟୋଲସ୍ଥିତ ଏକ…
ବ୍ରାଜିଲରେ ବାଇଡେନ୍ଙ୍କୁ ଭେଟିଲେ ମୋଦି
ରିଓ ଡି ଜନେଇରୋ ,୧୮ା୧୧: ଜି୨୦ ସମ୍ମିଳନୀରେ ଯୋଗଦେବା ପାଇଁ ବ୍ରାଜିଲର ରିଓ ଡି ଜନେଇରୋରେ ପହଞ୍ଚତ୍ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ସେଠାରେ ଆମେରିକାର ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନ୍, ବ୍ରାଜିଲ ରାଷ୍ଟ୍ରପତି ଲୁଲା ଡା ସିଲ୍ଭା ଏବଂ ଜାତିସଂଘ…
ଗଞ୍ଜାମରେ ବଢୁଛି ଶକ୍ତି: ଭାଜପାରେ ମିଶିଲେ ୪ ସମିତି ସଭ୍ୟ
ଆସିକା,୧୮ା୧୧(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭାଜପା ପକ୍ଷରୁ ସଭ୍ୟ ସଂଗ୍ରହ ଅଭିଯାନ ଜୋର୍ଦାର ଚାଲିଛି। ସୋମବାର ଆସିକା ବ୍ଲକ ଅନ୍ତର୍ଗତ ୪ ପଞ୍ଚାୟତର ସମିତିସଭ୍ୟ ଭାଜପାରେ ସାମିଲ ହୋଇଛନ୍ତି। ବାଲିସିରାସ୍ଥିତ ସିଦ୍ଧେଶ୍ୱର ମନ୍ଦିର ପ୍ରାଙ୍ଗଣରେ…
ଗାଜାରେ ଇସ୍ରାଏଲ୍ର ଏୟାରଷ୍ଟ୍ରାଇକ୍: ୨୦ ମୃତ
ଗାଜା ସିଟି ,୧୮ା୧୧:ଇସ୍ରାଏଲୀ ସେନା ସୋମବାର ଗାଜା ଷ୍ଟ୍ରିପ୍ରେ ବୋମାମାଡ଼ କରିବାରୁ ୨୦ ପାଲେଷ୍ଟିନୀୟଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ୬ ବିସ୍ଥାପିତ ରହିଛନ୍ତି, ଯେଉଁମାନେ ଏକ ତମ୍ବୁ ତଳେ ଆଶ୍ରୟ ନେଇଥିଲେ। ରବିବାର ଏକ ବହୁତଳ ଆବାସିକ ବିଲ୍ଡିଂରେ ଇସ୍ରାଏଲ୍…
ଅନାସ୍ଥାରେ ହାରିଲେ ଏନ୍ଏସି ଉପାଧ୍ୟକ୍ଷା: ବିରୋଧୀଙ୍କୁ ଦେଇଦେଲେ ନିଜ ଭୋଟ୍
ବେଲଗୁଣ୍ଠା,୧୮ା୧୧(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ଏନ୍ଏସି ଉପାଧ୍ୟକ୍ଷା ଟି. ବବିତା କୁମାରୀ ସୋମବାର ଅନାସ୍ଥା ଭୋଟରେ ହାରିଯାଇଛନ୍ତି। ଗତ ୬ ତାରିଖରେ କାଉନସିଲମାନେ ତାଙ୍କ ବିରୋଧରେ ଜିଲାପାଳଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରି ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ। ଜିଲାପାଳଙ୍କ…
୨ ଘଣ୍ଟା ପିଛା କରି ପାକିସ୍ତାନ ଜାହାଜରୁ ମତ୍ସ୍ୟଜୀବୀଙ୍କୁ ଝାମ୍ପି ଆଣିଲେ ଭାରତୀୟ କୋଷ୍ଟ ଗାର୍ଡ
ନୂଆଦିଲ୍ଲୀ ,୧୮ା୧୧:ଭାରତ-ପାକିସ୍ତାନ ସାମୁଦ୍ରିକ ସୀମାରୁ ୭ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ପାକିସ୍ତାନୀ ପାଟ୍ରୋଲ ଜାହାଜ ରବିବାର ଧରିନେଉଥିଲା। ଖବର ପାଇ ଭାରତୀୟ ତଟ ସୁରକ୍ଷା ବାହିନୀ (ଆଇସିଜି) ୨ ଘଣ୍ଟା ଧରି ଉକ୍ତ ଜାହାଜକୁ ପିଛା କରିବା ପରେ ମତ୍ସ୍ୟଜୀବୀମାନଙ୍କୁ ମୁକୁଳାଇଛି।…
ଅମରାସୂରିୟା ହେଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ
କଲମ୍ବୋ,୧୮ା୧୧:ଗତ ଗୁରୁବାର ଅନୁଷ୍ଠିତ ପାର୍ଲାମେଣ୍ଟ ନିର୍ବାଚନରେ ଏନ୍ପିପି ବିଜୟୀ ହେବା ପରେ ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାରା ଦିସାନାୟକେ ସୋମବାର ଶିକ୍ଷାବିତ୍ ହରିନି ଅମରାସୁରିୟାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ପୁନଃ ନିଯୁକ୍ତ କରିଛନ୍ତି। ୨୨୫ ଆସନ ବିଶିଷ୍ଟି ପାର୍ଲାମେଣ୍ଟରେ ରାଷ୍ଟ୍ରପତିଙ୍କ ନେତୃତ୍ୱାଧୀନ ଏନ୍ପିପି…
କ୍ୟାନ୍ସରକୁ ଭଲ କରିପାରେ କରୋନା ! ରିପୋର୍ଟରେ ଚାଞ୍ଚଲ୍ୟକର ଖୁଲାସା
ନୂଆଦିଲ୍ଲୀ,୧୮।୧୧: ମହାମାରୀ କୋଭିଡ୍-୧୯ ଭୂତାଣୁ ସାରା ବିଶ୍ୱକୁ ଥରାଇ ଦେଇଥିଲା। କୋଭିଡ୍-୧୯ ସଂକ୍ରମଣରେ ଲକ୍ଷାଧିକ ଲୋକ ଜୀବନ ହରାଇଥିଲେ। ଏହି ମହାମାରୀ କୋଭିଡ୍-୧୯ ଭୂତାଣୁ କ୍ୟାନ୍ସର ରୋଗୀଙ୍କ ପାଇଁ ଏକ ଅପ୍ରତ୍ୟାଶିତ ଲାଭ ହୋଇପାରେ। ନିକଟରେ ହୋଇଥିବା ଏକ ଅଧ୍ୟୟନରୁ କୋଭିଡ-୧୯…
ବଢ଼ିଲା ଦଶମ ପରୀକ୍ଷା ୨୦୨୫ ଫର୍ମ ଭରିବା ତାରିଖ
ଭୁବନେଶ୍ୱର,୧୮।୧୧: ଦଶମ ପରୀକ୍ଷା ୨୦୨୫ ପାଇଁ ଫର୍ମ ଭରିବା ତାରିଖ ଘୁଞ୍ଚିଛି। ସୋମବାର ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସ୍ଇ) ଏହି ସୂଚନା ଦେଇଛି। ବିଏସଇ ଦ୍ୱାରା ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ (HSC) ପରୀକ୍ଷା ଏବଂ ଓଡ଼ିଶା…
ଗଞ୍ଜାମରେ ଡିସେମ୍ବର ୨୩ରୁ ଧାନ ସଂଗ୍ରହ
ଛତ୍ରପୁର,୧୮ା୧୧(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ଗଞ୍ଜାମ ଜିଲାସ୍ତରୀୟ ଖରିଫ ଧାନ ସଂଗ୍ରହ କମିଟି ବୈଠକ ଜିଲା ପରିଷଦ ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବ୍ରହ୍ମପୁର ଏମ୍ପି ଡ. ପ୍ରଦୀପ କୁମାର ପାଣିଗ୍ରାହୀ, ଆସିକା ଏମ୍ପି ଅନୀତା ଶୁଭଦର୍ଶନୀ, ଛତ୍ରପୁର ବିଧାୟକ…
ବେଆଇନ ଗଛକଟା: ଶୁଣାଣିରୁ ଓହରିଲେ ପ୍ରଧାନ ବିଚାରପତି
ନୂଆଦିଲ୍ଲୀ ,୧୮ା୧୧(ପି.ଟି.):ଦିଲ୍ଲୀ ରିଜ୍ ଅଞ୍ଚଳରୁ ବେଆଇନ ଭାବେ ଅନେକ ଶହ ଗଛ କଟାଯାଇଥିବା ଅଭିଯୋଗ ଉପରେ ଏକାଧିକ ପିଟିଶନ୍ର ଶୁଣାଣିରୁ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ସଞ୍ଜୀବ ଖାନ୍ନା ସୋମବାର ଓହରିଯାଇଛନ୍ତି। ପୂର୍ବତନ ସିଜେଆଇ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହି…
ମକାମଣ୍ଡି ଉଦ୍ଘାଟିତ
ଉମରକୋଟ, ୧୮।୧୧(ସନ୍ତୋଷ ଶତପଥୀ): କେନ୍ଦ୍ର ସରକାରଙ୍କ ସଂସ୍ଥା ନାଫେଡ୍ ପକ୍ଷରୁ ନବରଙ୍ଗପୁର ଜିଲାର ଉମରକୋଟ, ଝରିଗାଁ ଓ ରାଇଘରରେ ମକାମଣ୍ଡି ଉଦ୍ଘାଟିତ ହୋଇଯାଇଛି। ଉମରକୋଟ ଆର୍ସିଏମ୍ଏସ୍ ୟାର୍ଡରେ ଅନୁଷ୍ଠିତ ଉତ୍ସବରେ ନାଫେଡ୍ ସହକାରୀ ପ୍ରବନ୍ଧକ ଗୋବିନ୍ଦ ମୁର୍ମୁ ଯୋଗଦେଇ ଏହାର ଉଦ୍ଘାଟନ…
Archives


