Home Left

ଫଳାଫଳ ପୂର୍ବରୁ ଏମ୍‌ଭିଏରେ ଫାଟ: ମୁହାଁମୁହିଁ ହେଲେ ସଞ୍ଜୟ-ନାନା ପାଟୋଲେ

ପୁଣେ,୨୧।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ୨୦୨୪ ପାଇଁ ମତଦାନ ବୁଧବାର ଶେଷ ହୋଇଛି। ଏହାର ଗୋଟିଏ ଦିନ ପରେ ରାଜ୍ୟ ମୁଖ୍ୟମନ୍ତ୍ରୀ ପଦ ପାଇଁ କଂଗ୍ରେସ ନେତା ନାନା ପାଟୋଲ ଏବଂ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତଙ୍କ ମଧ୍ୟରେ ବାକ୍‌ଯୁଦ୍ଧ…

ଅଷ୍ଟ୍ରେଲିଆ ବଜାରରେ ବଢୁଛି ‘କୋହଲିଙ୍କ ବ୍ୟାଟ୍‌’ କ୍ରେଜ୍‌: ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସିଡନୀ,୨୧।୧୧: ବର୍ଡର-ଗାଭାସ୍କର ଟ୍ରଫି ୨୦୨୪କୁ ନେଇ ଭାରତୀୟ ଏବଂ ଅଷ୍ଟ୍ରେଲିୟ ପ୍ରଶଂସକଙ୍କ ମଧ୍ୟରେ କ୍ରେଜ୍‌ ରହିଛି। କଙ୍ଗାରୁ ଦଳ ବିପକ୍ଷରେ ବିରାଟ କୋହଲିଙ୍କ ଭଲ ରେକର୍ଡ ଥିବାରୁ ଅଷ୍ଟ୍ରେଲିଆ ପ୍ରଶଂସକମାନେ ତାଙ୍କୁ ଖେଳିବାକୁ ଉତ୍ସାହିତ ଅଛନ୍ତି। ନିକଟରେ ପ୍ରକାଶିତ ଏକ ରିପୋର୍ଟରୁ…

ମନମୋହନ ସିଂ, ଇନ୍ଦିରା ଗାନ୍ଧୀ, ଜବାହରଲାଲ ନେହେରୁ ସମସ୍ତଙ୍କୁ ପଛରେ ପକାଇ ବିଦେଶ ମାଟିରେ ରେକର୍ଡ କଲେ ମୋଦି

ନୂଆଦିଲ୍ଲୀ,୨୧।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଗୁୟାନା ସଂସଦର ଏକ ସ୍ବତନ୍ତ୍ର ଅଧିବେଶନକୁ ସମ୍ବୋଧିତ କରିବେ। ଏହି ସମ୍ବୋଧନ ତାଙ୍କର ବଢୁଥିବା ବିଶ୍ୱ ସ୍ତରୀୟ ନେତୃତ୍ୱରେ ଆଉ ଏକ ମାଇଲଖୁଣ୍ଟ ବୋଲି ପ୍ରମାଣିତ ହେବ। ଏହାପୂର୍ବରୁ ତାଙ୍କୁ ଗୁୟାନାର ସର୍ବୋଚ୍ଚ ନାଗରିକ…

ଭାରତକୁ ପୁଣି ଝଟ୍‌କା: ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ଦଳରୁ ବାଦ୍‌ ପଡ଼ିଲେ ଷ୍ଟାର୍‌ ବୋଲର୍‌

ନୂଆଦିଲ୍ଲୀ,୨୧।୧୧: ବର୍ଡର-ଗାଭାସ୍କର ଟ୍ରଫି ୨୦୨୪ ଆରମ୍ଭ ପୂର୍ବରୁ ଭାରତୀୟ ଦଳକୁ ଝଟ୍‌କା ପରେ ଝଟ୍‌କା ଲାଗୁଛି। ଗୋଟିଏ ପଟେ ଅଧିନାୟକ ରୋହିତ ଶର୍ମା ତାଙ୍କ ପରିବାର ସହିତ ସମୟ ବିତାଇବା ପାଇଁ ପ୍ରଥମ ଟେଷ୍ଟରୁ ବାଦ୍‌ ପଡିଛନ୍ତି। ତାଙ୍କ ପତ୍ନୀ ରିତିକା…

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ଜାରି କଲା ଏଏପି

ନୂଆଦିଲ୍ଲୀ,୨୧।୧୧: ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫ ପାଇଁ ୧୧ ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଆମ ଆଦମୀ ପାର୍ଟି (ଏଏପି) ପ୍ରକାଶ କରିଛି। ଏଏପି ଗୁରୁବାର ଏହାର ରାଜନୈତିକ ବ୍ୟାପାର କମିଟି (ପିଏସି) ର ଏକ ବୈଠକ ଡାକିଥିଲା। ଆଲୋଚନା ପରେ…

ବ୍ୟକ୍ତିଗତ ହାଜିର ପାଇଁ OPSC ଅଧ୍ୟକ୍ଷଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୨୧ା୧୧: ଡେଣ୍ଟାଲ ସର୍ଜନ ନିଯୁକ୍ତି ଅନିୟମିତତା ମାମଲାରେ ବ୍ୟକ୍ତିଗତ ହାଜିର ପାଇଁ OPSC ଅଧ୍ୟକ୍ଷଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବାରମ୍ବାର ତାଗିଦ ସତ୍ତ୍ୱେ ରିଭାଇଜ୍‌ ମେରିଟ୍‌ ଲିଷ୍ଟ ଦାଖଲ ନ କରିବାରୁ ଗୁରୁବାର କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

ବିଶ୍ୱର ପ୍ରଥମ ଦେଶ ଭାବେ ଅଷ୍ଟ୍ରେଲିଆ କଲା ଏମିତି କାରନାମା

ସିଡନୀ,୨୧।୧୨:ଅଷ୍ଟ୍ରେଲିଆ ସରକାର ଗୁରୁବାର ସଂସଦରେ ଏକ ନୂତନ ବିଲ ଆଗତ କରିଛନ୍ତି। ଏହି ବିଲର ଉଦ୍ଦେଶ୍ୟ ହେଉଛି ୧୬ ବର୍ଷରୁ କମ ପିଲାମାନଙ୍କ ପାଇଁ ସୋସିଆଲ ମିଡିଆର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବା। ଏହା ଅଧୀନରେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଉଲ୍ଲଂଘନ…

ଆଇନମନ୍ତ୍ରୀଙ୍କ ବଡ଼ ସୂଚନା: ଖୁବ୍‌ଶୀଘ୍ର ରାଜ୍ୟରେ ପ୍ରତିଷ୍ଠା ହେବ ମହିଳା କୋର୍ଟ, ଜଜ୍‌ଙ୍କଠାରୁ ଆରମ୍ଭ କରି ଓକିଲ ବି…

କଟକ,୨୧ା୧୧: ରାଜ୍ୟରେ ମହିଳା କୋର୍ଟ ପ୍ରତିଷ୍ଠା କରିବେ ସରକାର। ଏନେଇ ବଡ଼ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ରାଜ୍ୟରେ ଦିନକୁ ଦିନ ବଳାତ୍କାର ଘଟଣା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ନାବାଳିକାମାନଙ୍କ ଉପରେ ଅଧିକ ଯୌନ ନିର୍ଯାତନା କରାଯାଉଥିବା ନଜରକୁ…

କୋହଲିଙ୍କ ପୋଷ୍ଟକୁ ନେଇ ହଇଚଇ, ଅନୁଷ୍କାଙ୍କ ସହ ଛାଡପତ୍ର ହେବା ନେଇ ଚର୍ଚ୍ଚା! ଜାଣନ୍ତୁ ପୂରା ଘଟଣା

ନୂଆଦିଲ୍ଲୀ,୨୧।୧୧: ଭାରତୀୟ କ୍ରିକେଟ ପ୍ରଶଂସକମାନେ ଉତ୍ସାହର ସହିତ ବର୍ଡର-ଗାଭାସ୍କର ଟ୍ରଫିକୁ ଅପେକ୍ଷା କରିଛନ୍ତି, ଯେଉଁଥିରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ। ଏହି ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ ପର୍ଥରେ ୨୨ରୁ ୨୬ନଭେମ୍ବର ମଧ୍ୟରେ…

ଡକ୍ଟର ମହତାବ ଓଡ଼ିଶାର ସର୍ଦ୍ଦାର ପଟେଲ ଥିଲେ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/ନୂଆଦିଲ୍ଲୀ,୨୧ା୧୧: ଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ପାଳିତ ହୋଇଯାଇଛି। ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ତାଙ୍କର ଅଭିଭାଷଣ ରଖିଛନ୍ତି। ସେ କହିଛନ୍ତି, ଡକ୍ଟର ମହତାବ…

ବିଦ୍ୟାଳୟ ରାସ୍ତାରୁ ଜବରଦଖଲ ହଟାଇଲା ପ୍ରଶାସନ

ପାଟଣା,୨୧ା୧୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ତହସିଲ ଅନ୍ତର୍ଗତ ସାହାରପଡ଼ା ବଜାରରେ ସରକାରୀ ଜମିକୁ ମାଡ଼ି ଜଣେ ବ୍ୟକ୍ତି ଟାୟାର ଓ ଗାଡି ପାର୍ଟସ୍‌ ଦୋକାନ କରିଥିବା ଅଭିଯୋଗ ପରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ ପାଇଁ ନୋଟିସ୍‌ ଦିଆଯାଇଥିଲା। ଗୁରୁବାର ସାହାରପଡ଼ା…

ମୋହିନୀ ଦେ କିଏ? ଯାହାଙ୍କ ପାଇଁ ହେଲା ଆର୍‌ ରେହମାନଙ୍କ ଛାଡପତ୍ର! ଓକିଲ କଲେ ବଡ଼ ଖୁଲାସା

ମୁମ୍ବାଇ: ଭେଟେରାନ ମ୍ୟୁଜିକ କମ୍ପୋଜର ଏ.ଆର୍‌ ରେହମାନ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ବିବାହର ୨୯ ବର୍ଷ ପରେ ସେ ତାଙ୍କ ପତ୍ନୀ ସାଇରା ବାନୁଙ୍କ ସହ ଛାଡପତ୍ର ହୋଇଛି। ଏନେଇ ସେ ନିଜେ ଏ ବିଷୟରେ ସୂଚନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri