Home Left

ଚାଇନାକୁ ବଡ ଝଟକା ଦେଲେ ଇଟାଲୀ ପ୍ରଧାନମନ୍ତ୍ରୀ! ଭାରତ ପାଇଁ କଲେ, ଏତେ ବଡ଼ ଘୋଷଣା

ମସ୍କୋ,୨୧।୧୧: ସୋମବାର (ନଭେମ୍ବର ୧୮) ବ୍ରାଜିଲରେ ଜି -୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଛନ୍ତି। ଏହି ବୈଠକରେ ୨୦୨୫-୨୯ବର୍ଷ ପାଇଁ ଭାରତ ଏବଂ ଇଟାଲୀ ମଧ୍ୟରେ କାର୍ଯ୍ୟ ଯୋଜନା…

ରବି ଚାଷ ପାଇଁ ଜଳଯୋଗାଣ ବନ୍ଦ ପ୍ରତିବାଦରେ ତେଜିଲା ଚାଷୀ ଆନ୍ଦୋଳନ

ଧର୍ମଗଡ଼,୨୧ା୧୧(ଆକାଶ କୁମାର ଜଗତ)- ଇନ୍ଦ୍ରାବତୀ ମେଗାଲିଫ୍ଟ କେନାଲରୁ ଆସନ୍ତା ରବି ଚାଷ ପାଇଁ ଜଳସେଚନ ବନ୍ଦ ରହିବା ନେଇ ଇନ୍ଦ୍ରାବତୀ ମେଗାଲିଫ୍ଟ କୁସୁମଖୁଣ୍ଟି କାର୍ଯ୍ୟାଳୟରୁ ବିଭାଗୀୟ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।…

ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ: ୫୦ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ପେଶାଓ୍ବର,୨୧ା୧୧: ପାକିସ୍ତାନର ଖାଇବର ପଖ୍‌ତୁନ୍‌ଖ୍ବା ପ୍ରଦେଶରେ ଗୁରୁବାର ଆତଙ୍କବାଦୀମାନେ କେତେକ ଯାତ୍ରୀବାହୀ ଯାନକୁ ଟାର୍ଗେଟ୍‌ କରି ଆକ୍ରମଣ କରିଛନ୍ତି। ଆକ୍ରମଣରେ ମୃତ୍ୟୁ ସଂଖ୍ୟା ୫୦କୁ ବୃଦ୍ଧି ଘଟିଛି। ଏଥିରେ ୨୦ଜଣ ଗୁରୁତର ଆହତ ହୋଇଥିବା ଜଣପଡିଛି। ଏନେଇ ମୃତ୍ୟୁ ସଂଖ୍ୟା ଆଗକୁ…

ପିଲାମାନେ ଇଣ୍ଟରନେଟ ମିଡିଆ ବ୍ୟବହାର କଲେ ଲାଗିବ ମୋଟା ଅଙ୍କର ଜରିମାନା

ମେଲବର୍ଣ୍ଣ,୨୧।୧୧: ପିଲାମାନଙ୍କୁ ଇଣ୍ଟରନେଟ ମିଡିଆର ଖରାପ ପ୍ରଭାବରୁ ରକ୍ଷା କରିବା ପାଇଁ ଗୁରୁବାର ଅଷ୍ଟ୍ରେଲିଆ ସଂସଦରେ ଏକ ବିଲ ଆଗତ କରାଯାଇଥିଲା। ଏହି ବିଲ, ବିଶ୍ୱରେ ପ୍ରଥମ, ୧୬ବର୍ଷରୁ କମ ପିଲାମାନଙ୍କୁ ଇଣ୍ଟରନେଟ ମିଡିଆରୁ ବାରଣ କରିବ। ଅଷ୍ଟ୍ରେଲୀୟ ଯୋଗାଯୋଗ ମନ୍ତ୍ରୀ…

ଘରେ ପଶି ଭାଉଜଙ୍କୁ ହତ୍ୟା ଉଦ୍ୟମ କଲେ ଦିଅର: ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୧।୧୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ପୋଲିସ ସାନଖେମୁଣ୍ଡି ବ୍ଲକ ତିଳେଶ୍ୱର ଗ୍ରାମର ଶିବା ଓରଫ ଶିବାନନ୍ଦ ବିଷୋୟୀଙ୍କୁ ଗୁରୁବାର ଗିରଫ କରି କୋର୍ଟଚାଲାଣ କରିଛନ୍ତି। ଗ୍ରାମର ସମ୍ପର୍କୀୟ ଭାଉଜ ଇନ୍ଦିରା ବିଷୋୟୀଙ୍କୁ ହତ୍ୟା ଉଦ୍ୟମ ମାମଲାରେ ତାଙ୍କୁ ଗିରଫ କରାଯାଇଛି। ଥାନା…

କମେଣ୍ଟ ମରାକୁ କେନ୍ଦ୍ରକରି ତୁମୁଳକାଣ୍ଡ: ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ

ହିଞ୍ଜିଳିକାଟୁ,୨୧।୧୧(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପୌରାଞ୍ଚଳରେ ଦିନକୁ ଦିନ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି। ଗୁରୁବାର ହିଞ୍ଜିଳିକାଟୁ ପୌରାଞ୍ଚଳ ପାଟଣାସାହିରେ ଥିବା ଏକ କୋଚିଂ ସେଣ୍ଟର ସମ୍ମୁଖରେ ଜଣେ ଛାତ୍ରୀଙ୍କୁ କେତେଜଣ ଯୁବ କମେଣ୍ଟ ମାରିଥିଲେ। ଏହାକୁ କେନ୍ଦ୍ର…

‘ୟାସିନ ମଲିକଙ୍କୁ ଜମ୍ମୁ-କଶ୍ମୀର ନେଲେ ବିଗିଡିଯାଇପାରେ ତାଙ୍କ ସ୍ବାସ୍ଥ୍ୟ’,ସୁପ୍ରିମକୋର୍ଟରେ ସିବିଆଇର ଦଲିଲ

ନୂଆଦିଲ୍ଲୀ,୨୧।୧୧: ଗୁରୁବାର ଅର୍ଥାତ୍‌ ୨୧ ନଭେମ୍ବରରେ ଜମ୍ମୁ କୋର୍ଟରେ ୟାସିନ ମଲିକ ହାଜର ହେବା ନିଷ୍ପତ୍ତି ବିରୋଧରେ ସିବିଆଇର ଚ୍ୟାଲେଞ୍ଜକୁ ନେଇ ସୁପ୍ରିମକୋର୍ଟରେ ଏକ ଶୁଣାଣି ଅନୁଷ୍ଠିତ ହୋଇଥିଲା । ୧୯୯୦ରେ ଶ୍ରୀନଗର ଉପକଣ୍ଠରେ ଚାରିଜଣ ଭାରତୀୟ ବାୟୁସେନା ଅଧିକାରୀଙ୍କ ହତ୍ୟା…

ଶୁକ୍ରବାର ଭଙ୍ଗାଯିବ ବୈକୁଣ୍ଠଧାମ ଆଶ୍ରମ

ଭୁବନେଶ୍ୱର,୨୧।୧୧: ଭରତପୁର ଥାନା ଅଧୀନ ଖଣ୍ଡଗିରିବାରି ଅଞ୍ଚଳରେ ଥିବା ବୈକୁଣ୍ଠଧାମ ଆଶ୍ରମରେ ଜଣେ ନାବାଳକଙ୍କୁ କଳ୍‌କି ଅବତାର କହି ପାଦ ଉପରେ ତୁଳସୀ ଥୋଇ ପୂଜା କରିବା ଘଟଣା ଏବେ ଭିନ୍ନମୋଡ଼ ନେବାରେ ଲାଗିଛି। ଶୁକ୍ରବାର ସକାଳ ୮ଟାରେ ବିବାଦୀୟ ବୈକୁଣ୍ଠଧାମ…

ବଦଳିଲା କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଅଫିସ୍‌ ଆସିବା ସମୟ

ନୂଆଦିଲ୍ଲୀ,୨୧।୧୧: ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ହେତୁ କେନ୍ଦ୍ର ସରକାର ଏହାର କର୍ମଚାରୀଙ୍କ ପାଇଁ ଭିନ୍ନ-ଭିନ୍ନ କାର୍ଯ୍ୟ ସମୟ ଘୋଷଣା କରିଛନ୍ତି। କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ଆଦେଶରେ କର୍ମଚାରୀମାନେ ଯାନବାହନ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ଯାନବାହନ ଚଳାଚଳ…

ଶିବ ମନ୍ଦିର ଦାନ ବାକ୍ସ ଭାଙ୍ଗି ଲୁଟିନେଲେ ଚୋର

କୋକସରା,୨୧ା୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା କୁସୁମଖୁଣ୍ଟି ନୀଳକଣ୍ଠେଶ୍ୱର ଶିବ ମନ୍ଦିର ମୁଖ୍ୟ ଗେଟ ଗ୍ରୀଲ ଭାଙ୍ଗି ଚୋରି ଅଭିଯୋଗ ହୋଇଛି। ଗୁରୁବାର ସକାଳୁ ମନ୍ଦିର ପୂଜକ ଅଶୋକ କୁମାର ଦାସ ପୂଜା କରିବା ପାଇଁ ଯିବା ସମୟରେ…

ମୋତେ ବିବାହ କରିବ….୯ମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରପୋଜ୍‌ କଲେ ଶିକ୍ଷକ: ଆଉ ତା’ପରେ…

ଲକ୍ଷ୍ନୌ,୨୧।୧୧: ଉତ୍ତର ପ୍ରଦେଶର ଆମରୋହାରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ମଣ୍ଡି ଧନୌରା ଅଞ୍ଚଳର ଏକ ଇଣ୍ଟର କଲେଜରେ ଜଣେ ଶିକ୍ଷକ ନବମ ଶ୍ରେଣୀର ଛାତ୍ରୀଙ୍କୁ ପ୍ରେମ ବ୍ୟକ୍ତ କରିବା ସହ ବିବାହ ପ୍ରସ୍ତାବ କରିଥିଲେ। ଛାତ୍ରୀଙ୍କ ଅଭିଯୋଗ ଉପରେ ପରିବାର…

ନିଜ ନିଷ୍ପତ୍ତିରେ ସମସ୍ତଙ୍କୁ ଚମକାଇଦେଲେ ରୋହିତ ଶର୍ମା: ଏବେ….

ନୂଆଦିଲ୍ଳୀ,୨୧।୧: ନିକଟରେ ରୋହିତ ଶର୍ମା ଦ୍ୱିତୀୟ ଥର ପାଇଁ ପିତା ହୋଇଛନ୍ତି। ସେ ପତ୍ନୀ ରିତିକା ସଜଦେହଙ୍କ ସହ ସମୟ ବିତାଇବା ପାଇଁ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଥିଲେ। ସେ ଭାରତ ବନାମ ଅଷ୍ଟ୍ରେଲିଆର ପ୍ରଥମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri