Home Left

ଶୁଶ୍ୱରଙ୍କ ଗଳାକାଟି ଜ୍ୱାଇଁ ଫେରାର

ଆସିକା,୩ା୪(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ ଗୁଡିସର ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଶ୍ୱଶୁର ଘରକୁ ଆସି ଜ୍ୱାଇଁ ଧାରୁଆ ଅସ୍ତ୍ରରେ ଶ୍ୱଶୁରଙ୍କ ଗଳାକାଟି ଫେରାର ହୋଇଯାଇଛନ୍ତି। ଗୁରୁତର ଆହତ ଶ୍ୱଶୁର କଂଗ୍ରେସ ନାହାକ…

ଆକ୍ରମଣ ମାମଲା: ଜେଲ ଗଲେ ୪ ଅଭିଯୁକ୍ତ

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗମ୍ଭାରୀଗୁଡ଼ା ଗ୍ରାମର ରୁଦ୍ର ଜେନାଙ୍କୁ ଗତ ରବିବାର ସନ୍ଧ୍ୟାରେ କଙ୍କୋରଡ଼ା ଗ୍ରାମରେ ବେଆଇନ ଭାବେ ମଦ ବ୍ୟବସାୟ କରୁଥିବା କିଛି ଯୁବକ ସଂଘବଦ୍ଧ ଆକ୍ରମଣ କରିଥିଲେ। ଖବରପାଇ ରୁଦ୍ର ଙ୍କ ବାପା…

BIMSTEC ମଞ୍ଚରେ ଏକାଠି ନଜର ଆସିଲେ ମୋଦି-ୟୁନୁସ, ହେଲେ ଚେହେରା କହୁଛି କିଛିତ…

ବ୍ୟାଙ୍କକ,୩।୪: ବିମଷ୍ଟେକ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବାଂଲାଦେଶର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ଏକାଠି ବସିଥିଲେ। ଯାହାର ଫଟୋ ମଧ୍ୟ ସାମ୍ନାକୁ ଆସିଛି। କିନ୍ତୁ ଫଟୋଗ୍ରାଫଗୁଡ଼ିକରେ ଦୁଇ ନେତାଙ୍କ ମଧ୍ୟରେ କୌଣସି ବିଶେଷ ଉଷ୍ମତା ଦେଖାଯାଉନାହିଁ। ପ୍ରଧାନମନ୍ତ୍ରୀ…

ଓ୍ବାକଫ ବିଲକୁ ନେଇ BJDର ମତ ପରିବର୍ତ୍ତନ, ବରିଷ୍ଠ ନେତା କହିଲେ ନିଜ ଅନ୍ତରାତ୍ମାର କଥା ଶୁଣ

ନୂଆଦିଲ୍ଲୀ,୩।୪: ବିଜୁ ଜନତା ଦଳ(ବିଜେଡି) ୱାକଫ (ସଂଶୋଧନ) ବିଲ ଉପରେ ତା’ର ମତ ପରିବର୍ତ୍ତନ କରିଛି। ଲୋକ ସଭାରେ ବିଲ ଆଗତ ହେବା ପରେ, ବିଜେଡି ଏହାର ବିରୋଧରେ ମତ ରଖିଥିଲା। କିନ୍ତୁ ଏହା ସତ୍ତ୍ୱେ ବିଲ ଲୋକ ସଭାରେ ଗୃହୀତ…

ତାଣ୍ତବ ରଚିଲା କାଳବୈଶାଖୀ: ଭାଙ୍ଗିଲା ବିଦ୍ୟୁତ୍‌ ଖୁଣ୍ଟ, ଛିଣ୍ଡିଲା ତାର

କେନ୍ଦୁଝର,୩।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ ଅଞ୍ଚଳରେ ତାଣ୍ତବ ରଚିଛି କାଳବୈଶାଖୀ। କାଳବୈଶାଖି ପ୍ରଭାବରେ ଅପରାହ୍ନରେ ଅଞ୍ଚଳରେ ଝଡ଼ ତୋଫାନ ହୋଇ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ପବନର ବେଗ୍‌ ଏତେ ଜୋରଥିଲା ଯେ, ବଡ଼ ବଡ଼ ଗଛ ଡାଳ ସହ…

ଲଣ୍ଡନରୁ ମୁମ୍ବାଇ ଆସୁଥିବା ବିମାନ ପହଞ୍ଚିଲା ତୁର୍କୀ, ଫସିରହିଛନ୍ତି ଅନେକେ ଭାରତୀୟ

ନୂଆଦିଲ୍ଲୀ,୩।୪: ଏକ ଜରୁରୀକାଳୀନ ସ୍ବାସ୍ଥ୍ୟଗତ ମାମଲା ଯୋଗୁଁ ଲଣ୍ଡନରୁ ମୁମ୍ବାଇ ଆସୁଥିବା ଭର୍ଜିନ ଆଟଲାଣ୍ଟିକ ଏୟାରଲାଇନ୍ସର ବିମାନକୁ ତୁର୍କୀକୁ ସ୍ଥାନାନ୍ତର କରାଯାଇଥିଲା। ଗୁରୁବାର ଏ ସମ୍ପର୍କରେ ସୂଚନା ଦେଇଛି ବିମାନ କମ୍ପାନୀ। ଏଥିରେ କୁହାଯାଇଛି ଯେ ମେଡିକାଲ ଏମରଜେନ୍ସି ଏବଂ ଯାଞ୍ଚ…

ନାବାଳିକାଙ୍କୁ ଗଣବଳାତ୍କାର ଅଭିଯୋଗ

ଛତ୍ରପୁର, ୩।୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅନ୍ତର୍ଗତ କତୁରୁ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି l ଗତ ୨୬ ତାରିଖରେ କତୁରୁ ଗ୍ରାମର ଜଣେ ନାବାଳିକାକୁ ସେହି ଗ୍ରାମର ୩ଜଣ ଯୁବକ ଗଣବଳାତ୍କାର କରିଥିବା ଅଭିଯୋଗ…

ଆମେରିକାରେ ତାଣ୍ଡବ ରଚିଲା ଘୂର୍ଣ୍ଣିଝଡ଼, ବନ୍ୟା ଚେତାବନୀ ଜାରି

ଓ୍ବାଶିଂଟନ,୩।୪: ଏକ ଭୟଙ୍କର ଝଡ଼ ଆମେରିକାର ମଧ୍ୟ-ପଶ୍ଚିମ ଏବଂ ଦକ୍ଷିଣର କିଛି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି, ଯାହା ଫଳରେ ସାଧାରଣ ଜୀବନଯାତ୍ରା ଗୁରୁତର ଭାବରେ ପ୍ରଭାବିତ ହୋଇଛି। ଝଡ଼ ଯୋଗୁଁ କିଛି ଘରର ଛାତ ଉଡ଼ିଯାଇଥିଲା ଏବଂ ବିଦ୍ୟୁତ ଖୁଣ୍ଟ…

ରୋଡ଼ ଓଭର ବ୍ରିଜ ନିର୍ମାଣ ସମ୍ପୂର୍ଣ୍ଣ ହେଲେ ଉପକୃତ ହେବେ ଅଞ୍ଚଳବାସୀ: ସର୍ଭେ କରିବ କେନ୍ଦ୍ର

କେସିଙ୍ଗା,୩।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଜାତୀୟ ରାଜପଥ ୨୬ସ୍ଥିତ ରେଲୱେ ଫାଟକ ନିକଟରେ ରାୟପୁର-ବିଶାଖାପାଟଣାକୁ ସଂଯୋଗ ହୋଇଥିବା ୩ ଲାଇନ ବିଶିଷ୍ଟ ରେଳ ଲାଇନରେ ବିଭିନ୍ନ ଦ୍ରୁତଗାମୀ ଟ୍ରେନ, କୋଇଲା ବୋଝେଇ ଟ୍ରେନ ଆଦି ଗମନାଗମନବେଳେ ବସ, ଟ୍ରକ, ଯାନବାହନ,…

ଯୁବକଙ୍କୁ ପିଟି ପିଟି ମାରିଦେଲେ

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ତଥା ଚିତ୍ରଡ଼ା ଫାଣ୍ଡି ଅଧୀନ ପାରିଆଉଡ଼ା ଗ୍ରାମର ଜଣେ ଯୁବକଙ୍କୁ ସାମନ୍ୟ ବଚସାକୁ ନେଇ ହତ୍ୟା କରାଯାଇଛି। ମୃତକ ହେଲେ ରାଜୀବ ବେହେରା ଓରଫ ଟୁନୁ। ଦୁର୍ବୃତ୍ତମାନେ ତାଙ୍କୁ ଯୋଜନାବଦ୍ଧ ଭାବେ ପିଟି…

ଲାଞ୍ଜିଗଡ଼ ପଞ୍ଚାୟତ ଗ୍ରାମୀଣ ହାଟର ଶୁଭ ଉଦ୍‌ଘାଟନ: ଚାଷୀ ହେବେ ଉପକୃତ

ଲାଞ୍ଜିଗଡ଼,୩ା୪(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ପଞ୍ଚାୟତ ଗ୍ରାମୀଣ ସାପ୍ତାହିକ ହାଟ ଉଦ୍‌ଘାଟିତ ହୋଇଛି। କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲାପାଳ ସଚିନ ପାୱାର ପ୍ରକାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ନାବାର୍ଡ…

ପାରିବାରିକ ଶତ୍ରୁତାରୁ ଆକ୍ରମଣ: ରୂପା ଅଳଙ୍କାର ଲୁଟ ଅଭିଯୋଗ

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ବଡ଼ସାହିର ଏ.ଶଙ୍କର ପାତ୍ର ଏବଂ ତାଙ୍କ ଭାଇ ଏ. ଶିବ ପାତ୍ରଙ୍କୁ ଗ୍ରାମର ଡି.ଗୌରାଙ୍ଗ ପାତ୍ର ଏବଂ ତାଙ୍କ ୪ ସହଯୋଗୀ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?