Home Left

ଇସ୍ରାଏଲ ଯୁଦ୍ଧ ଅନ୍ତରାଳେ

ଇସ୍ରାଏଲର ରାଜଧାନୀ ତେଲ୍‌ ଆଭିଭର ରାସ୍ତାରେ କଫି ଓ ବ୍ରେଡ୍‌ ରୋଲ୍‌ର ଆନନ୍ଦ ନେଉଥିବା ନାଗରିକମାନେ ସେମାନଙ୍କଠାରୁ ୬୯ କି.ମି. ଦୂରରେ ଥିବା ଗାଜାର ଲୋକଙ୍କ ଉପରେ ହେଉଥିବା ବୋମାମାଡ଼ ଓ ଗୁଳିଗୋଳା ବର୍ଷଣ ସମ୍ପର୍କରେ ଚିନ୍ତା କରିବା କଷ୍ଟକର। ପୃଥିବୀରେ…

ବ୍ୟବସାୟ ନୁହେଁ, ସାଲିସ୍‌ବିହୀନ ଶିକ୍ଷାକୁ ପ୍ରାଧାନ୍ୟ

ଯୁବୋଦୟ ଇନ୍‌ଷ୍ଟିଚ୍ୟୁଟର ନିର୍ଦ୍ଦେଶକ ଅମ୍ବରୀଶ ଦାଶ ସମ୍ବଲପୁରରେ ୧୯୭୧ରେ ଜନ୍ମଗ୍ରହଣ କରିଥିଲେ। କଟକରେ ପଦାର୍ଥ ବିଜ୍ଞାନରେ ସ୍ନାତକ ଏବଂ ଦିଲ୍ଲୀରେ ଏମ୍‌ବିଏ କରିବା ପରେ ସେଠାରେ ଏକ କମ୍ପାନୀରେ ଯୋଗଦେଇଥିଲେ। ପରବର୍ତ୍ତୀ ସମୟରେ ନିଜ ଜନ୍ମମାଟିରେ ଓଡ଼ିଶାରେ କିଛି କରିବାକୁ ଚାହଁୁଥିଲେ।…

ବୈଷ୍ଣୋଦେବୀଙ୍କୁ ଦର୍ଶନ କଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ନୂଆପଡ଼ା/କୋମନା,୩ା୪ (ମକାରୁ ବେମାଲ/ସୋବିନ ଛତ୍ରିଆ): ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଇ ତାଙ୍କ ପରିବାର ସହ ଗୁରୁବାର ନୂଆପଡ଼ା ଜିଲା କୋମନାସ୍ଥିତ ମନ୍ଦିରରେ ମାତା ବୈଷ୍ଣୋଦେବୀଙ୍କୁ ଦର୍ଶନ କରିଛନ୍ତି। ସୂଚନା ମୁତାବକ ମଧ୍ୟାହ୍ନ ସମୟରେ ଛତିଶଗଡରୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ମୁଖ୍ୟମନ୍ତ୍ରୀ ସାଇ…

ଦଣ୍ଡନାଚ ବେଳେ ଷଣ୍ଢ ଆକ୍ରମଣ

ଦାମନଯୋଡି,୩ା୪(ମାନସ ରଞ୍ଜନ କର): ଦାମନଯୋଡି ଉପକଣ୍ଠସ୍ଥ ମାଥାଲପୁଟ ଅଞ୍ଚଳରେ ଦଣ୍ଡନାଚ ଚାଲିଥିବା ବେଳେ ଏକ ବୁଲା ଷଣ୍ଢ ଆକ୍ରମଣରେ ଜଣେ ଯାତ୍ରା କଳାକାର ଆହତ ହୋଇଛନ୍ତି। ଆହତ ହେଲେ ପଟ୍ଟାମୁଣ୍ଡାଇ ନିକଟ ପାଇକପଡ଼ା ଅଞ୍ଚଳର ବିଭୂତି ରଣା(୪୭)। ତାଙ୍କୁ ମାଥାଲପୁଟ ସ୍ବାସ୍ଥ୍ୟକେନ୍ଦ୍ରରେ…

ଓ୍ବକ୍‌ଫ ବିଲ୍‌: ସୁପ୍ରିମକୋର୍ଟ ଯିବ ଡିଏମ୍‌କେ

ନୂଆଦିଲ୍ଲୀ,୩।୪: ଓ୍ବକ୍‌ଫ ସଂଶୋଧନ ବିଲ୍‌କୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଡିଏମ୍‌କେ ଅଧ୍ୟକ୍ଷ ଏମ୍‌.କେ. ଷ୍ଟାଲିନ୍‌ ଦୃଢ଼ ବିରୋଧ କରିବା ସହ ଏହା ବିରୋଧରେ ତାଙ୍କ ଦଳ ସୁପ୍ରିମକୋର୍ଟରେ ପିଟିଶନ ଦାଏର କରିବ ବୋଲି କହିଛନ୍ତି। ବୁଧବାର ଲୋକ ସଭାରେ ଓ୍ବକ୍‌ଫ ବିଲ୍‌…

ଗୁଜରାଟକୁ ଝଟ୍‌କା: ସ୍ବଦେଶ ଫେରିଗଲେ ରାବାଡା

ନୂଆଦିଲ୍ଲୀ,୩ା୪: ଦକ୍ଷିଣ ଆଫ୍ରିକୀୟ ପେସ ବୋଲର କାଗିସୋ ରାବାଡା ବ୍ୟକ୍ତିଗତ କାରଣ ଯୋଗୁ ସ୍ବଦେଶ ଫେରି ଯାଇଛନ୍ତି। ଏ ନେଇ ତାଙ୍କ ଆଇପିଏଲ୍‌ ଫ୍ରାଞ୍ଚାଇଜ ଗୁଜରାଟ ଟାଇଟନ୍ସ (ଜିଟି) ପକ୍ଷରୁ ଗୁରୁବାର କୁହାଯାଇଛି। ତେବେ ରାବାଡା କେତେ ସମୟ ପର୍ଯ୍ୟନ୍ତ ଆଇପିଏଲ୍‌ରୁ…

Beer And Alcohol Shops: କାହିଁକି ଅଲଗା ଅଲଗା ଦୋକାନରେ ବିକ୍ରି ହୋଇଥାଏ ବିୟର-ଆଲକୋହଲ, ଜାଣନ୍ତୁ କେମିତି ମିଳେ….

ନୂଆଦିଲ୍ଲୀ: ବିଶ୍ୱରେ ମଦ୍ୟପାନକାରୀଙ୍କ ଅଭାବ ନାହିଁ। ଯେଉଁମାନେ ମଦ୍ୟପାନ କରନ୍ତି, ସେମାନେ କେବଳ ଏକ ବାହାନା ଖୋଜନ୍ତି, ସୁଯୋଗ ଅପେକ୍ଷାରେ ରୁହନ୍ତି ଯାହା ଦ୍ୱାରା ସେମାନେ ଏହାକୁ ପାଇପାରିବେ। ବିବାହ, ଜନ୍ମଦିନ କିମ୍ବା ଅନ୍ୟାନ୍ୟ ପାର୍ଟିରେ ଆପଣଙ୍କୁ ଯେକୌଣସି ସମୟରେ ମଦ୍ୟପାନ…

ବିବାହର ପ୍ରତିଶ୍ରୁତି ଦେଇ ନାବାଳିକାଙ୍କୁ ବଳାତ୍କାର

ପାଟଣା, ୩ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ତୁରୁମୁଙ୍ଗା ପୋଲିସ ଗୁରୁବାର ସାରେ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

ନୀତୀଶଙ୍କୁ ଡବଲ ଝଟକା

ପାଟନା,୩।୪: ଏବେ ଆଲୋଚନା ହେଉଛି କି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଦଳ ୱକଫ ସଂଶୋଧନ ବିଲ୍‌କୁ ସମର୍ଥନ କରି ଭୁଲ କରିଛି। ମହମ୍ମଦ କାସୀମ ଅନସାରୀଙ୍କ ପରେ ଜେଡିୟୁ ନେତା ମହମ୍ମଦ ଶାହନାୱାଜ ମଲିକ ମଧ୍ୟ ଇସ୍ତଫା ଦେଇଛନ୍ତି। ସେ…

ଓଡ଼ିଶା ହେବ ଶିଳ୍ପର କ୍ୟାପିଟାଲ ହବ୍‌: ମୁଖ୍ୟମନ୍ତ୍ରୀ 

ଖୋର୍ଦ୍ଧା/ନିରାକାରପୁର,୩ା୪(ପ୍ରଭାତ ପାଣିଗ୍ରାହୀ/ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ରାଜ୍ୟର ବିକାଶରେ ସର୍ବାଧିକ ଗୁରୁତ୍ୱବହନ କରିବ। ଜିଲାରେ ୬ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରାଯାଇଛି। ଏହା ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ଜିଲାରେ ୩୭ହଜାର ବେକାର ଶିକ୍ଷିତ ଯୁବତୀଯୁବକ ନିଯୁକ୍ତି ସୁଯୋଗ ପାଇପାରିବେ। ବିକାଶ…

ଓ୍ବକଫ ବିଲକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କଲେ ସଞ୍ଜୟ, କହିଲେ ଜିନ୍ନା ବି ମୁସଲମାନଙ୍କ ଏତେ….

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ୱକଫ ବିଲ ଉପରେ ଶିବସେନା ୟୁବିଟି ଏମପି ସଞ୍ଜୟ ରାଉତ ଭାଜପା ଏବଂ କେନ୍ଦ୍ର ସରକାରଙ୍କୁ କଡ଼ା ଟାର୍ଗେଟ କରିଥିଲେ। ସେ କହିଛନ୍ତି ଯେ କେନ୍ଦ୍ର ସରକାର ପ୍ରକୃତ ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ ଏହି ବିଲ…

Waqf Bill: ସଂସଦରେ ମଞ୍ଜୁରୀ ପରେ ଓ୍ବକଫକୁ ନେଇ ଭାଜପାର କ’ଣ ରହିଛି ନୂଆ ପ୍ଲାନ ଜାଣନ୍ତୁ…

ନୂଆଦିଲ୍ଲୀ,୩।୪: ସଂସଦରେ ୱକଫ ସଂଶୋଧନ ବିଲ ଗୃହୀତ ହେବା ପରେ, ରାଜନୈତିକ ମହଲରେ ଏହି ପ୍ରସଙ୍ଗ ଉଷ୍ମ ହେବାର ସ୍ପଷ୍ଟ ସଙ୍କେତ ମିଳିଛି। ମୁସଲିମ ଭୋଟର ରାଜନୀତି କରୁଥିବା ବିରୋଧୀ ଦଳଗୁଡ଼ିକ ଭାଜପା ବିରୋଧରେ ଏହାକୁ ନଗଦ କରିବାକୁ ପ୍ରସ୍ତୁତ ହେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?