Home Left

ଗୋଟିଏ ଟ୍ରକ୍‌ ଦୁଇ ଜାଗାରେ ଘଟାଇଲା ଦୁର୍ଘଟଣା: ୪ ଜଣଙ୍କ ଜୀବନ ଗଲା, ୩ ଗୁରୁତର

ବାରିପଦା,୩୦ା୧୧: ମୟୂରଭଞ୍ଜ ଜିଲା ବାରିପଦାରେ ସିରିଜ୍‌ ଦୁର୍ଘଟଣା ଘଟି ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ହୋଇଛନ୍ତି। ଗୋଟିଏ ଟ୍ରକ୍‌ ଦୁଇଟି ଯାକ ସ୍ଥାନରେ ହିଁ ଦୁର୍ଘଟଣା ଘଟାଇଛି। ଆତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶନିବାର…

ମେଡିକାଲରୁ ପୁଣି ଶିଶୁ ଚୋରି: ଜନ୍ମ ପରେ ନବଜାତକର ଫଟୋ ରଖିଥିଲେ ପରିବାର, ହେଲେ…

ନୟାଗଡ଼,୩୦ା୧୧(ଲୋକନାଥ ମିଶ୍ର): ରାଜ୍ୟରେ ଥିବା ବିଭିନ୍ନ ମେଡିକାଲରୁ ଶିଶୁ ଚୋରି ହେଉଥିବା  ବାରମ୍ବାର ଅଭିଯୋଗ ହେଉଛି। ଶୁକ୍ରବାର ସମ୍ବଲପୁର ଜିଲା ଭୀମସାର ମେଡିକାଲରୁ ଶିଶୁ ଚୋରି ହୋଇଥିବାବେଳେ ଶନିବାର ନୟାଗଡ଼ ନୟାଗଡ଼ ଜିଲା ରଣପୁର ଥାନା ସୁନାଖଳା ସ୍ବାସ୍ଥ୍ୟକେନ୍ଦ୍ରରେ ନବଜାତ ଶିଶୁ…

ଭିଆଇପି ପାସ୍‌ କିଣି କବରସ୍ଥାନ ପରିଦର୍ଶନ

ଲଣ୍ଡନ: କୌଣସି ସ୍ବପରିଜନ କିମ୍ବା ନିକଟ ସମ୍ପର୍କୀୟଙ୍କ ମୃତ୍ୟୁ ହୋଇଗଲେ, କେବଳ ତାଙ୍କର ସ୍ମୃତି ପରିବାର ଲୋକ ଏବଂ ବନ୍ଧୁବାନ୍ଧବଙ୍କ ସହ ରହିଯାଇଥାଏ। ତେବେ ଯେଉଁ ଧର୍ମରେ ମୃତ ଶରୀରକୁ କବର ଦେବାର ପ୍ରଥା ରହିଛି, ସେଠାରେ ସାଧାରଣତଃ ଲୋକମାନେ ମୃତ୍ୟୁ…

ଜିଦ୍‌ରେ ଅଟଳ ପାକିସ୍ତାନ, ହାଇବ୍ରିଡ୍‌ ମଡେଲକୁ କଲା ନା: ଏବେ ଚାମ୍ପିୟନ୍ସ ଟ୍ରଫିକୁ ନେଇ…

ଦୁବାଇ,୩୦ା୧୧(ପି.ଟି.):ପାକିସ୍ତାନରେ ଆୟୋଜିତ ଚାମ୍ପିୟନ୍ସ ଟ୍ରଫି ପାଇଁ ଯିବାକୁ ଭାରତ ମନା କରିସାରିଥିବା ବେଳେ ବର୍ତ୍ତମାନ ଆଇସିସି କୋର୍ଟରେ ରହିଛି ବଲ୍‌। ଆଇସିସି ମଧ୍ୟସ୍ଥତାରେ ଶୁକ୍ରବାର ବୈଠକ ହୋଇଥିବା ବେଳେ ହାଇବ୍ରିଡ୍‌ ମଡେଲକୁ ନେଇ ପାକିସ୍ତାନ ଅନିଚ୍ଛା ଜାହିର କରିଥିଲା। ଏହାସହିତ ନିଜ…

ଚୌକା-ଛକା ବର୍ଷା କଲେ ଇଶାନ କିଶାନ: ୫ ଓଭର ଭିତରେ ଜିତିଗଲା ମ୍ୟାଚ୍‌

ନୂଆଦିଲ୍ଲୀ,୩୦।୧୧: ସୟଦ ମୁସ୍ତାକ ଅଲି ଟ୍ରଫି ୨୦୨୪ରେ ଝାଡଖଣ୍ଡ ରନ ପଛରେ ପକାଇ ମାତ୍ର ୪.୩ ଓଭରରେ ଜିତିଥିଲା। ଦଳ ଜିତିବାରେ ସାହାଯ୍ୟ କରିବାରେ ଇଶାନ କିଶନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ୯ଟି ଛକା ଓ ୫ ଚୌକା…

ପର୍ଯ୍ୟଟକଙ୍କ ପାଇଁ ପ୍ରଶାସନର ବଡ଼ ପଦକ୍ଷେପ: ବଦଳିବ କଫି ବଗିଚାର ରୂପରେଖ, ସପ୍ତାହକ ମଧ୍ୟରେ ହେବ…

ଦାରିଙ୍ଗବାଡ଼ି,୩୦ା୧୧(ଅରୁଣ ସାହୁ): ପର୍ଯ୍ୟଟନ କ୍ଷେତ୍ରର ଉନ୍ନତି ପାଇଁ ବ୍ଲକ ଓ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ଯୋଜନା ପ୍ରସ୍ତୁତ କରାଯାଇଛି। କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକକୁ ସ୍ବତନ୍ତ୍ର ପରିଚୟ ଦେଇଥିବା ତଥା ପର୍ଯ୍ୟଟକଙ୍କୁ ପର୍ଯ୍ୟଟନକ୍ଷେତ୍ରର ବାଟ ଦେଖାଇଥିବା କଫି ବଗିଚାର ସୌନ୍ଦର୍ଯ୍ୟକରଣ…

ମୋଦିଙ୍କ ପ୍ରଶଂସାରେ ଶତମୁଖ ସିଦ୍ଧାନ୍ତ: କହିଲେ, ତାଙ୍କ ସହ ପଦେ କଥା ହେଲେ…

ଭୁବନେଶ୍ୱର,୩୦।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ପରେ ପ୍ରଥମ ଥର ଦଳୀୟ କାର୍ଯ୍ୟାଳୟ ଯାଇ ଦଳର ବିଧାୟକ, ମନ୍ତ୍ରୀ, ଏମ୍‌ପି ଏବଂ ପଦାଧିକାରୀଙ୍କ ସହ ଦୀର୍ଘ ସମୟ ଧରି ବୈଠକ କରିଥିଲେ। ଏହି ସମୟରେ ସେ ନେତାଙ୍କୁ ଗୁରୁମନ୍ତ୍ର ଦେଇଥିଲେ। ଏହି…

ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଖାଇଲେ ଖାଣ୍ଟି ଓଡ଼ିଆ ଖାଦ୍ୟ, ଜହ୍ନି ଆଳୁ ରାଇଠୁ ଆରମ୍ଭ କରି…

ଭୁବନେଶ୍ୱର,୩୦ା୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ଆୟୋଜିତ ଜାତୀୟସ୍ତରୀୟ ଡିଜିପି ସମ୍ମିଳନୀରେ ଯୋଗ ଦେଇଛନ୍ତି। ତେବେ ପ୍ରଧାନମନ୍ତ୍ରୀଙ୍କ ଏହି ରହଣି ସମୟରେ ସେ ପୂରା ଖାଣ୍ଟି ଓଡ଼ିଆ ଖାଦ୍ୟ ଖାଇଛନ୍ତି। ଏନେଇ ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ମଞ୍ଚରେ ବସିଲେନି, ମାଇକ୍‌ ଧରି ବୁଲିଲେ ମୋଦି: କାର୍ଯ୍ୟକର୍ତ୍ତାଙ୍କୁ ଶୁଣାଇଲେ ଝିଅ-ବୋହୂ ଥିଓରି

ଭୁବନେଶ୍ୱର,୩୦।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିକାଲି ୩ ଦିନିଆ ଓଡ଼ିଶା ଗସ୍ତରେ ଅସିଛନ୍ତି। ଶନିବାର ସକାଳ ୮ଟାରେ ଭୁବନେଶ୍ୱରସ୍ଥିତ ଲୋକସେବା ଭବନର କନ୍‌ଭେନଶନ୍‌ ସେଣ୍ଟରଠାରେ ଅନୁଷ୍ଠିତ ଡିଜିପି ସମ୍ମିଳନୀରେ ଯୋଗଦେଇଛନ୍ତି। ଏହା ପୂର୍ବରୁ ଶୁକ୍ରବାର ଅପରାହ୍ନରେ ମୋଦି ଭୁବନେଶ୍ୱର ବିମାନବନ୍ଦରଠାରେ ପହଞ୍ଚିବା…

ହାଇକୋର୍ଟଙ୍କ ଦୁଇଟି ଆଦେଶନାମାକୁ ନେଇ ଅଞ୍ଚଳବାସୀଙ୍କ ମନରେ ଦ୍ୱନ୍ଦ୍ୱ

କେସିଙ୍ଗା,୩୦ା୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ବାଲସି ପଞ୍ଚାୟତର ସରପଞ୍ଚ ଭାରତୀ ସୁନାଙ୍କ ବିରୋଧରେ ବିଭିନ୍ନ ଦୁର୍ନୀତି ଅଭିଯୋଗ ଆଣି ୧୧ ଜଣ ଓ୍ବାର୍ଡମେମ୍ବର ଜିଲା ପ୍ରଶାସନ ନିକଟରେ ଅନାସ୍ଥା ପ୍ରସ୍ତାବ ପାଇଁ ଦାବି କରିଥିଲେ। ଏହି କ୍ରମରେ…

ମ୍ୟାଚ ଫିକ୍ସିଂ କରି ବନ୍ଧା ହେଲେ ୩ କ୍ରିକେଟର୍‌

ନୂଆଦିଲ୍ଲୀ,୩୦।୧୧: କ୍ରିକେଟ ଭଳି ଖେଳରେ ମ୍ୟାଚ ଫିକ୍ସିଂ ଏକ ବଡ ଅପରାଧ। ଏହା ପ୍ରକାଶ ପାଇବା ପରେ ଏହି ଅପରାଧ କରୁଥିବା ଖେଳାଳିମାନେ ମଧ୍ୟ ଜେଲକୁ ଯାଆନ୍ତି। ଦକ୍ଷିଣ ଆଫ୍ରିକା କ୍ରିକେଟରେ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳିଛି। ଏଠାରେ ୮…

ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଅଷ୍ଟ୍ରେଲିଆକୁ ଶକ୍ତ ଝଟ୍‌କା

ସିଡନୀ,୩୦।୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପିଙ୍କ୍‌ ବଲ ଟେଷ୍ଟ ଡିସେମ୍ବର ୬ରୁ ଖେଳାଯିବ। ପାଞ୍ଚ ମ୍ୟାଚ ଟେଷ୍ଟ ସିରିଜର ଏହା ଦ୍ୱିତୀୟ ମ୍ୟାଚ ହେବ। ଏହି ଟେଷ୍ଟ ମ୍ୟାଚ ପୂର୍ବରୁ ଅଷ୍ଟ୍ରେଲିଆ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଆହତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri