Home Left

ପିଲାମାନଙ୍କୁ ସବୁକ୍ଷେତ୍ରରେ ସଫଳ କରିବାକୁ ଚାହୁଁଥିଲେ….

ପିଲାଙ୍କର ସବୁକ୍ଷେତ୍ରରେ ସଫଳତା ନିମନ୍ତେ ଶିଷ୍ଟାଚାର ଓ ଅନୁଶାସନର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେବେ ପିଲାବେଳୁ ଅଭିଭାବକମାନେ ହିଁ ଏନେଇ ଧ୍ୟାନଦେବା ଦରକାର…. ପିଲାଙ୍କ ବ୍ୟବହାର ଉପରେ ଦୃଷ୍ଟିରଖନ୍ତୁ। ପରିବାରର ସମସ୍ତଙ୍କୁ ସେମାନେ କିଭଳି ବ୍ୟବହାର କରୁଛନ୍ତି ଲକ୍ଷ୍ୟ ରଖନ୍ତୁ।…

ଚାଉଳରେ ପୋକ ଲାଗୁଛି କି? ଆପଣାନ୍ତୁ ଏହି ଟିପ୍ସ

ଚାଉଳରେ ପୋକ ନ ଲାଗିବା ପାଇଁ ସେଥିରେ ବିଭିନ୍ନ ପ୍ରକାର ରାସାୟନିକ ଔଷଧ ରଖାଯାଇଥାଏ। କିନ୍ତୁ ଏହା ବଦଳରେ ଆପଣ ଚାହିଁଲେ ଘରୋଇ ଉପାୟରେ ଚାଉଳକୁ ଅନେକ ଦିନ ସୁରକ୍ଷିତ ରଖିପାରିବେ… ପ୍ରଥମ କଥା ହେଉଛି ଚାଉଳକୁ ଏକ ଶୁଖିଲା ସ୍ଥାନରେ…

ପ୍ରତଯୋଗିତାରେ ଭାଗ ନେଇ ବାଜି ମାରିଲେ ଦିବ୍ୟାଙ୍ଗ ଛାତ୍ରୀଛାତ୍ର

ଦାରିଙ୍ଗବାଡି,୩।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ରପଡବାଡ଼ି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଭିନ୍ନକ୍ଷମ ଛାତ୍ରୀଛାତ୍ର ଆଉ ଭିନ୍ନକ୍ଷମ ନୁହଁନ୍ତି, ସେମାନେ ଏବେ ସକ୍ଷମ ହୋଇପାରିଛନ୍ତି। ସେମାନଙ୍କ ମନୋବଳ ବୃଦ୍ଧି…

ପୁଣି ଧୋକା ଦେଲା ଗୁଗଲ୍‌ ମ୍ୟାପ୍‌: କେନାଲରେ ଖସିଲା କାର୍‌

ନୂଆଦିଲ୍ଲୀ,୩।୧୨: ଗୁଗଲ୍‌ ମ୍ୟାପରୁ ସ୍ଥାନ ଦେଖି ଭ୍ରମଣ କରିବା ଅତ୍ୟନ୍ତ ବିପଜ୍ଜନକ ହୋଇଛି। କିଛି ଦିନ ପୂର୍ବରୁ ଅସମ୍ପୂର୍ଣ୍ଣ ବ୍ରିଜରୁ କାର ଖସିପଡି ତିନି ଜଣଙ୍କର ମୃତ୍ୟୁ ହୋଇଥିଲା। ଉତ୍ତରପ୍ରଦେଶର ବରେଲି ଜିଲାରେ ଗୁଗଲ ମ୍ୟାପ ଯୋଗୁ ପୁଣି ଏକ ଦୁର୍ଘଟଣା…

ବାଘଶାଳା ନିକଟରେ ପଡ଼ିଛି ବାଘର ପାଦଚିହ୍ନ, ଗତିବିଧି ଉପରେ ନଜର ରଖିବାକୁ…

ଗଜପତି:(ଗିରିଧାରୀ ପରିଛା):୩।୧୨: ଗଜପତି ଜିଲା  ପାରଳାଖେମୁଣ୍ଡି ଉପକଣ୍ଠ ବାଘଶାଳା ନିକଟକୁ ଆସୁଛି କି ବାଘ?  ବାଘର ପାଦ ଚିହ୍ନକୁ ଠାବ କରିଛି ବନବିଭାଗ। ସ୍ଥାନୀୟଲୋକେ ବାଘ ପାଦଚିହ୍ନ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ସୂଚନାପାଇ ବନ ବିଭାଗର ଏକ ସ୍ବତନ୍ତ୍ର…

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଆସନରେ କିଏ ବସିବେ, ଖୋଲାଖୋଲି କହିଦେଲେ ଭାଜପା ପର୍ଯ୍ୟବେକ୍ଷକ

ମୁମ୍ବାଇ,୩।୧୨: ମହାରାଷ୍ଟ୍ରରେ ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକ ଦଳ ବୈଠକର ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ମଧ୍ୟରୁ ବିଜୟ ରୁପାନି (ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ) ସୋମବାର କହିଛନ୍ତି ଯେ ସହମତି ଭିତ୍ତିରେ ନେତା ବାଛିବା ପାଇଁ ଉଦ୍ୟମ କରାଯିବ। ସେ ଅନୁଭବ…

ଇଣ୍ଡିଆ ମେଣ୍ଟକୁ ବଡ଼ ଝଟ୍‌କା ଦେଲା ସମାଜବାଦୀ ପାର୍ଟି

ନୂଆଦିଲ୍ଲୀ,୩।୧୨: ସଂସଦର ଶୀତକାଳୀନ ଅଧିବେଶନ ଜାରି ରହିଛି। ମଙ୍ଗଳବାର ବି ସଂସଦ ବାହାରେ ବିରୋଧୀଙ୍କ ଏକ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଥିଲା। ବିରୋଧୀ କ୍ରମାଗତ ଭାବରେ ଆଦାନୀ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରୁଛନ୍ତି। କିନ୍ତୁ ସେପଟେ ବିରୋଧୀ…

ଶ୍ୱାସରୁଦ୍ଧ ହୋଇ ଚାଲିଗଲା ଦମ୍ପତ୍ତିଙ୍କ ଜୀବନ

ବ୍ରହ୍ମପୁର, ୩।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଟାଉନ ଥାନା ଅନ୍ତର୍ଗତ ସୋମନାଥ ନଗରରେ ଥିବା ଏକ ଘର ଭିତରୁ ଦମ୍ପତ୍ତିଙ୍କ ମୃତଦେହ ଅଗ୍ନିଶମ ବିଭାଗ ଜବତ କରିଛି। ମୃତକ ହେଲେ ଏ.ମୋହନ ରାଓ ଓ ତାଙ୍କ ସ୍ତ୍ରୀ ଏ. ଜ୍ୟୋତି ଲଷ୍ମୀ। ସର୍ଟ…

ପ୍ରଶଂସକଙ୍କ ୧୦ ବର୍ଷର ଅପେକ୍ଷା ଶେଷ କଲେ ରୋହିତ ଶର୍ମା

ଆଡିଲେଡ,୩।୧୨:ଅଷ୍ଟ୍ରେଲିଆର ଆଡିଲେଡ ଓଭାଲରେ ଖେଳାଯିବାକୁ ଥିବା ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟରେ ଟିମ ଇଣ୍ଡିଆର ଅଧିନାୟକ ଭାବେ ନଜର ଆସିବେ ରୋହିତ ଶର୍ମା। ଆଡିଲେଡରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପିଙ୍କ୍‌ ବଲ ଟେଷ୍ଟ ଅନୁଷ୍ଠିତ ହେବ। ଏହି ଟେଷ୍ଟ ପୂର୍ବରୁ…

ହୋଟେଲ ମାଲିକଙ୍କ ବଡ଼ ନିଷ୍ପତ୍ତି, ଏବେ ବାଂଲାଦେଶୀ ନାଗରିକଙ୍କୁ ରହିବା ପାଇଁ ମିଳିବନି ରୁମ୍‌

ଅଗରତାଲା,୩।୧୨: ସୋମବାର ଡିସେମ୍ବର ୨ ତ୍ରିପୁରା ହୋଟେଲ ଏବଂ ରେଷ୍ଟୁରାଣ୍ଟ ମାଲିକ ସଂଘ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ଘୋଷଣା କରିଛି ଯେ ବାଂଲାଦେଶୀ ନାଗରିକଙ୍କୁ ରାଜ୍ୟର ହୋଟେଲରେ ରହିବାକୁ ଦିଆଯିବ ନାହିଁ। ସୂଚନାନୁସାରେ, ବାଂଲାଦେଶରେ ହିନ୍ଦୁ ସାଧୁ ଚିନ୍ମୟ କୃଷ୍ଣ…

ମାଡି ଆସୁଛି ଆଉ ଏକ ଭୟଙ୍କର ଭାଇରସ, ଗଲାଣି ୧୫ ଜଣଙ୍କ ଜୀବନ, ୧୭ ଦେଶରେ ଆଲର୍ଟ ଜାରି

ନୂଆଦିଲ୍ଲୀ,୩।୧୨: ବର୍ତ୍ତମାନ ପର୍ଯ୍ୟନ୍ତ କୋଭିଡ ଦୁନିଆରୁ ଶେଷ ହେବାର ନା ନେଉ ନଥିବା ବେଳେ ଏବେ ନୂଆ ନୂଆ ଭାଇରସ ବ୍ୟାପିବାରେ ଲାଗିଛି। ଆଜିକାଲି ଆଫ୍ରିକୀୟ ଦେଶ ରୁୱାଣ୍ଡାରେ ମାରବର୍ଗ ଜୀବାଣୁ ମାଡିବାରେ ଲାଗିଛି ଏବଂ ଏହି କାରଣରୁ ୧୫ ଜଣଙ୍କର…

ଉଚ୍ଚ ଶିକ୍ଷା ପାଇଁ ଛାତ୍ରୀଛାତ୍ରଙ୍କୁ ମିଳିବ ୧୫ ଲକ୍ଷ ଋଣ, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୩।୧୨: ଅର୍ଥ ଅଭାବ ହେତୁ ଛାତ୍ରୀଛାତ୍ର ନିଜର ସ୍ବପ୍ନ ପୂରଣ କରିପାରୁନାହାନ୍ତି। ଝାଡଖଣ୍ଡର ସରକାରଙ୍କ ଗୁରୁଜୀ କ୍ରେଡିଟ କାର୍ଡ ଯୋଜନାରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହୋଇଛି, ଯାହା ଉଚ୍ଚଶିକ୍ଷା ପାଇବାରେ ରାଜ୍ୟର ଗରିବ ଛାତ୍ରମାନଙ୍କୁ ଅଧିକ ସୁବିଧା ଯୋଗାଇବ। ଏବେ ସୁଦ୍ଧା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri