ସମାଜର ପ୍ରଗତି ଓ ଦୁର୍ଗତି
ସମୟକ୍ରମେ ସମାଜରେ ପରିବର୍ତ୍ତନ ଘଟିଥାଏ। ଏହି ପରିବର୍ତ୍ତନ ସମ୍ପର୍କରେ ସମାଜଶାସ୍ତ୍ରରୁ ବାସ୍ତବ ଆକଳନ କରି ହେବ। ଫରାସୀ ଚିନ୍ତକ ଅଗଷ୍ଟ କମ୍ଟେ (୧୭୯୮-୧୮୫୭)ଙ୍କୁ ସମାଜଶାସ୍ତ୍ରର ଜନକ (ଫାଦର ଅଫ୍ ସୋସିଓଲଜି) ଭାବେ ନାମିତ କରାଯାଇଛି। ୧୮୩୦ରେ ପ୍ରଣୀତ ଏହି ଶାସ୍ତ୍ରରେ କମ୍ଟେ…
ବୃଦ୍ଧ ବାପାଙ୍କ ଘର ବାହୁଡା ଶୁଣି ଘରେ ତାଲା ପକାଇ ପୁଅ, ବୋହୂ ଚମ୍ପଟ
କୁଜଙ୍ଗ,୩।୧୨(ମନୋଜ ପ୍ରଧାନ): ପରିଣତ ବୟସରେ ବୃଦ୍ଧ ବାପାଙ୍କୁ ଘରୁ ବାହାର କରିଦେଇଥିଲେ ପୁଅ, ବୋହୂ। ଫଳରେ ସେ ଭୋକ ଉପାସରେ ଛଟପଟ ହେଉଥିଲେ। ପ୍ରଶାସନ ହସ୍ତକ୍ଷେପ କରି ସମ୍ପୃକ୍ତ ବୃଦ୍ଧଙ୍କୁ ଘରକୁ ନେଇଥିବାବେଳେ ପୁଅ, ବୋହୂ ଘରେ ତାଲା ପକାଇ ଚମ୍ପଟ…
ପୁଣି ଚେତାବନୀ ଦେଲେ ଟ୍ରମ୍ପ: ମୋ ପଦ ଗ୍ରହଣ ପୂର୍ବରୁ କଥା ମାନିନିଅ, ନଚେତ୍ ଭୋଗିବ ପରିଣାମ
ଓ୍ବାଶିଂଟନ,୩।୧୨:ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ପୂର୍ବରେ ଚାଲିଥିବା ବନ୍ଧକ ସଙ୍କଟ ସମ୍ପର୍କରେ ହମାସକୁ ଦୃଢ ଚେତାବନୀ ଦେଇଛନ୍ତି। ହମାସକୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ପ୍ରଦାନ କରି ସେ ସ୍ପଷ୍ଟ ଭାବରେ କହିଛନ୍ତି, ଯଦି ଜାନୁୟାରୀ ୨୦, ୨୦୨୫ ପୂର୍ବରୁ…
୭ରୁ ଓଡ଼ିଶା ଷ୍ଟାର୍ଟଅପ୍ କାର୍ନିଭାଲ
ଭୁବନେଶ୍ୱର,୩।୧୨: ରାଜ୍ୟର ସର୍ବବୃହତ୍ ମେଣ୍ଟର-ନିବେଶ ସମ୍ପର୍କ ଉତ୍ସବ ଓଡ଼ିଶା ଷ୍ଟାର୍ଟଅପ୍ କାର୍ନିଭାଲ-୨୦୨୪ର ତୃତୀୟ ସଂସ୍କରଣ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଯାଉଛି। ଏପରିକି ୨୦୨୪ ଡିସେମ୍ବର ୭ ରୁ ୨୧ ପର୍ଯ୍ୟନ୍ତ ଏହି ୧୫ ଦିନିଆ ଉତ୍ସବ ଏଆଇସି-ନାଳନ୍ଦା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି…
ଆଜିଠାରୁ ୫ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି
ଭୁବନେଶ୍ୱର,୩ା୧୨(ସୂର୍ଯ୍ୟକାନ୍ତ ବେହେରା):ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାରଠାରୁ ୫ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ମଙ୍ଗଳବାର ଅପରାହ୍ନ ୪.୫୦ରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବେ। ସେଠୁ ସିଧାସଳଖ ଚନ୍ଦ୍ରଶେଖରପୁରସ୍ଥିତ ନୀଳାଦ୍ରି ବିହାରରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିକୁ ଉଦ୍ଘାଟନ କରିବେ। ପରେ…
୨୦୩୦ ସୁଦ୍ଧା ଆମଦାନୀ ୧୦ ନିୟୁତ ଟନ୍ ଛୁଇଁବ
ନୂଆଦିଲ୍ଲୀ,୩।୧୨: ଦୀର୍ଘଦିନର ଦାବି ଓ ପ୍ରୟାସକୁ ନିକଟରେ କେନ୍ଦ୍ର ସରକାର ସମ୍ମତି ଜଣାଇବା ସହିତ ଚାଇନାରୁ ଆମଦାନୀ କରାଯାଉଥିବା ତଥା ସୋଲାର ପ୍ୟାନେଲ ପାଇଁ ପ୍ରମୁଖ ଉପାଦାନଗୁଡିକ ଉପରେ ଆଣ୍ଟି ଡମ୍ପିଂ ଡ୍ୟୁଟି ଲଗାଯାଇଛି। ଏପରିକି ସୋଲାର ପ୍ୟାନେଲ ଓ ମଡ୍ୟୁଲ…
ଜିନ୍ଦଲ ଷ୍ଟେନ୍ଲେସକୁ ସ୍ବର୍ଣ୍ଣ ପୁରସ୍କାର
ନୂଆଦିଲ୍ଲୀ,୩।୧୨(ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିଳ୍ପ ସଂସ୍ଥା ତଥା ଜିନ୍ଦଲ ଷ୍ଟେନ୍ଲେସ୍ ଲିମିଟେଡ୍(ଜେଏସ୍ଏଲ୍)କୁ ନିକଟରେ ଆଉ ଏକ ଜାତୀୟସ୍ତର ସମ୍ମାନ ପ୍ରଦାନ କରାଯାଇଛି। ଏପରିକି ଦଶମ ଇଣ୍ଡିଆ ଗ୍ରୀନ୍ ଉତ୍ପାଦନ ଚ୍ୟାଲେଞ୍ଜ (ଆଇଜିଏମ୍ସି) କାର୍ଯ୍ୟକ୍ରମରେ ଜେଏସ୍ଏଲ୍ର ହିସାର ୟୁନିଟକୁ ସମ୍ମାନଜନକ ସ୍ବର୍ଣ୍ଣ…
ହାରିବା ପରେ ଦିଲୀପଙ୍କ ପାଗ ଭିଡ଼ିବା ଚର୍ଚ୍ଚା
ରାଉରକେଲା,୩।୧୨(ସଙ୍ଗୀତା ଜେନା):୨୦୨୪ ବିଧାନସଭା ନିର୍ବାଚନରେ ରାଉରକେଲା ବିଧାନସଭା କ୍ଷେତ୍ରରୁ ହାରିଯାଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭାଜପା ନେତା ଦିଲୀପ ରାୟ ବର୍ତ୍ତମାନ ରାଉରକେଲାରେ ସକ୍ରିୟ ହୋଇପଡ଼ିଥିବା ଦେଖିବାକୁ ମିଳୁଛି। କିଛିଦିନ ତଳେ ସେ ରାଉରକେଲାରେ ପହଞ୍ଚତ୍ ହଠାତ୍ ବିଭିନ୍ନ ସରକାରୀ ପ୍ରକଳ୍ପ…
ମୁଖ୍ୟମନ୍ତ୍ରୀ ନ ହେଲେ ଏମିତି କାମ କରିବେ ଏକନାଥ ଶିନ୍ଦେ: ଆସିଲା ବଡ଼ ଅପ୍ଡେଟ୍
ମୁମ୍ବାଇ,୩ା୧୨:ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ନୂଆ ସରକାର ଗଠନ ନେଇ ୧୦ ଦିନ ହେଲା ଅଚଳାବସ୍ଥା ଜାରି ରହିଛି। ମୁଖ୍ୟମନ୍ତ୍ରୀ ପଦ ନ ମିଳିଲେ, ଶିବସେନା ବାହାରୁ ସମର୍ଥନ ଦେବ ବୋଲି କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ…
ବାପାଙ୍କ କରଜ ଶୁଝିବାକୁ ନାବାଳକ ପୁଅ ବନ୍ଧକ
ମହାକାଳପଡ଼ା,୩ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ):ଜଣେ କାରିଗରଙ୍କ କରଜ ଶୁଝିବା ପାଇଁ ତାଙ୍କ ନାବାଳକ ପୁଅଙ୍କୁ ବନ୍ଧକ ରଖିଥିଲେ କଟକ ଜିଲା ନିଶ୍ଚିନ୍ତକୋଇଲି ଅଞ୍ଚଳର ଜନୈକ ତନ୍ତ ମିଲ୍ ମାଲିକ। ୭ ମାସ ନାବାଳକ ସେଠାରେ ରହି ଗୋତି ଖଟିବା ପରେ କୌଶଳ କ୍ରମେ…
ଛୁଟିରେ ଥିବା ଡାକ୍ତରଙ୍କୁ ଚେତାବନୀ ଦେଲେ ସରକାର, କାର୍ଯ୍ୟରେ ଯୋଗ ନ ଦେଲେ…
ଭୁବନେଶ୍ୱର,୩ା୧୨(ଅନିଲ ଦାସ):ଦୀର୍ଘଦିନ ଧରି ଛୁଟିରେ ଥିବା ୧୯୬ ଡାକ୍ତରଙ୍କୁ ସରକାର ଚେତାବନୀ ଦେଇଛନ୍ତି। ତୁରନ୍ତ କାର୍ଯ୍ୟରେ ଯୋଗ ନ ଦେଲେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିଭିନ୍ନ କ୍ୟାଡରର ୧୯୬ ଡାକ୍ତର ଭିନ୍ନ ଭିନ୍ନ କାରଣ ଦର୍ଶାଇ ଛୁଟିରେ…
ଦିବ୍ୟାଙ୍ଗଙ୍କୁ ଉପେକ୍ଷା କରିବା ପାପ
ପ୍ରତିବର୍ଷ ୩ ଡିସେମ୍ବରରେ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳନ କରାଯାଏ। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଅକ୍ଷମତା ସହ ଜଡିତ ସମସ୍ୟାଗୁଡିକ ଉପରେ ସଚେତନତା ସୃଷ୍ଟି କରିବା ଏବଂ ସମାଜରେ ଦିବ୍ୟାଙ୍ଗଙ୍କ ଅଧିକାର ତଥା ସମାନ ସୁଯୋଗ ତଥା ସେମାନଙ୍କ କଲ୍ୟାଣ…
Archives


