Home Left

ବିଜେଡିରେ ହଲ୍‌ଚଲ୍‌: ହୋଟେଲ୍‌ରେ ମେଳି ବାନ୍ଧୁଛନ୍ତି ନେତା

ଭୁବନେଶ୍ବର,୯।୪: ସଂସଦରେ ଓ୍ବକଫ୍‌ ବିଲ୍‌ ବିଜେଡିରେ ଝଡ଼। ଜଣଙ୍କ ପରେ ଜଣେ ନେତା କାଦୁଅ ଫିଙ୍ଗାଫିଙ୍ଗି ହେବା ପରେ ଏବେ ବିଜେଡି ନେତାଙ୍କ ମେଳି ଚାଲଛି। ମଙ୍ଗଳବାର ନବୀନ ନିବାସରେ ହେଭିଓ୍ବେଟ୍‌ଙ୍କ ମିଟିଂ ଚାଲିଥିବା ବେଳେ ଆଜି ପୁଣି ଏକ ହୋଟେଲ୍‌ରେ…

ଆଜିଠାରୁ ଭାରତ ଉପରେ ଲାଗୁ ହେବ ଟ୍ରମ୍ପଙ୍କ ୨୬ ପ୍ରତିଶତ ଟାରିଫ, ଜାଣନ୍ତୁ ଭାରତ ଉପରେ କ’ଣ ପଡ଼ିବ ପ୍ରଭାବ

ଓ୍ବାଶିଂଟନ,୯।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ସକାଳୁ ଭାରତ ଉପରେ ସମ୍ପୂର୍ଣ୍ଣ ଭାବରେ ୨୬% ଶୁଳ୍କ ଲାଗୁ କରିଛନ୍ତି। ଟ୍ରମ୍ପ ୩ ଏପ୍ରିଲରେ ହ୍ବାଇଟ ହାଉସ ରୋଜ ଗାର୍ଡେନ୍‌ରୁ ‘ଲିବରେସନ ଡେ’ ଘୋଷଣା ସମୟରେ ଶୁଳ୍କ ଲାଗୁ କରିବାକୁ ନିଷ୍ପତ୍ତି…

ଘରେ କେହି ନ ଥିବାବେଳେ କଳାକନା ବୁଲାଇଲେ ଚୋର, ଲୁଟିନେଲେ…

ଅତାବିରା,୯ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଚକୁଳିଫାର୍ମରେ ବୁଧବାର ଏକ ବଡ଼ଧରଣର ଚୋରି ହୋଇଥିବା ଖବର ମିଳିଛି। ଘଟଣାସ୍ଥଳରେ ଅତାବିରା ପୋଲିସ ପହଞ୍ଚି ଯାଞ୍ଚ ଚଳାଇଛି। ପୂର୍ବାହ୍ନ ସାଢ଼େ ୧ଠଟାରେ ଅନୁସନ୍ଧନୀ କୁକୁର ଘଟଣାସ୍ଥଳରେ ପହଞ୍ଚିଛି। ଘଟଣାରୁ ପ୍ରକାଶ…

ଭାରତ ଆସିବେ ୨୬/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ତହଓ୍ବୁର ରାଣା? ଅପଡେଟ ନେଉଛନ୍ତି ଅଜିତ ଡୋଭାଲ

ନୂଆଦିଲ୍ଲୀ,୯।୪: ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତହୱୁର ରାଣାକୁ ଯଥାଶୀଘ୍ର ଭାରତ ଅଣାଯାଇପାରେ। ଏହି ମାମଲାରେ ଭାରତକୁ ବଡ଼ ସଫଳତା ମିଳିବ ବୋଲି ଆଶା କରାଯାଉଛି। ରାଣାଙ୍କ ଆତ୍ମସମର୍ପଣ ପାଇଁ, ଭାରତର ଅନେକ ଏଜେନ୍ସିର ଦଳ ବର୍ତ୍ତମାନ ଆମେରିକାରେ ଉପସ୍ଥିତ…

ଘିବ୍‌ଲି ପଛର ରୋଚକ କଥା

ଆଜିକାଲି ସୋସିଆଲ ମିଡିଆରେ ଘିବ୍‌ଲି ଆର୍ଟ ଆନିମେଟେଡ ଫଟୋର ଟ୍ରେଣ୍ଡ ଚାଲିଛି । ତେବେ ଜାଣନ୍ତି କି ଏହି ଘିବ୍‌ଲି ଆର୍ଟକ’ଣ ଓ କେଉଁଠୁ ଆସିଛି? ଭାରତରେ ଏବେ ସେଲିବ୍ରିଟି, ଇନ୍‌ଫ୍ଲୁଏନ୍ସରଙ୍କଠୁ ଆରମ୍ଭ କରି ସାଧାରଣ ଲୋକ ଘିବ୍‌ଲି ଆର୍ଟ ଆନିମେଟେଡ୍‌…

ଲଗାତର ଦ୍ୱିତୀୟଥର ପାଇଁ ରେପୋ ରେଟ୍‌ କମାଇଲା RBI: EMI ଉପରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୯।୪: କମିଲା ରେପୋ ରେଟ। ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍‌କୁ ୨୫ ବେସିସ ପଏଣ୍ଟ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି। ଏହା ପରେ ରେପୋ ରେଟ୍‌ ୬.୦%କୁ ହ୍ରାସ ପାଇଛି। RBIର ଏହି ପଦକ୍ଷେପର ସିଧାସଳଖ ପ୍ରଭାବ ବ୍ୟାଙ୍କର ଋଣ,…

ଆସୁଛି ବିନାଶ: ୨ କ୍ଷୁଦ୍ରତାରା ଧକ୍କାରେ ଚନ୍ଦ୍ରଠାରୁ ୧୦ଗୁଣା ହେବ ଉଜ୍ଜ୍ୱଳ ବିସ୍ଫୋରଣ

ଲଣ୍ଡନ, ୯ା୪:ଜ୍ୟୋତିର୍ବିଜ୍ଞାନୀମାନେ ପୃଥିବୀଠାରୁ ମାତ୍ର ୧୫୦ ଆଲୋକ ବର୍ଷ ଦୂରରେ ଏକ ବିରଳ ଉଚ୍ଚ ବହୁଳତା ବିଶିଷ୍ଟ ବାଇନାରି ଷ୍ଟାର୍‌ ସିଷ୍ଟମକୁ ଚିହ୍ନଟ କରିଛନ୍ତି, ଯେଉଁଥିରେ ୨ଟି କ୍ଷୁଦ୍ରତାରା ପରସ୍ପର ଆଡ଼କୁ ଅଗ୍ରସର ହେଉଛନ୍ତି। ୨,୩୦୦ କୋଟି ବର୍ଷ ପରେ ଉଭୟ…

ଆଧାରକୁ ନେଇ ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି: ଏବେ କାର୍ଡ ନୁହେଁ, QR ମାଧ୍ୟମରେ ହେବ ସମସ୍ତ କାମ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୯।୪: ଭାରତୀୟ ସ୍ବତନ୍ତ୍ର ପରିଚୟ ପ୍ରାଧିକରଣ (UIDAI) ପରୀକ୍ଷଣ ପର୍ଯ୍ୟାୟରେ ନୂତନ ଆଧାର କାର୍ଡ ଆପ ଲଞ୍ଚ କରିଛି। ଯଦି ଏହି ପରୀକ୍ଷଣ ସଫଳ ହୁଏ, ତେବେ ଖୁବ୍‌ଶୀଘ୍ର ଆଉ ଆଧାର କାର୍ଡ କିମ୍ବା ଫିଜିକାଲ କାର୍ଡର ଫଟୋ କପି ଆବଶ୍ୟକ…

ବହିଷ୍କାର ନିର୍ଦ୍ଦେଶ ପରେ ଆମେରିକା ଛାଡ଼ି ନ ଥିଲେ ଦିନକୁ ଏତିକି ଟଙ୍କା ଜରିମାନା

ଓ୍ବାଶିଂଟନ,୯।୪:ବହିଷ୍କାର ନିର୍ଦ୍ଦେଶ ପରେ ଯେଉଁ ଆପ୍ରବାସୀମାନେ ଆମେରିକା ଛାଡ଼ି ନ ଥିବେ, ସେମାନଙ୍କ ଉପରେ ଡୋନାଲ୍ଡ ଟ୍ରମ୍ପ୍‌ ପ୍ରଶାସନ ଦୈନିକ ୯୯୮ ଡଲାର ଜରିମାନା ଲଗାଇବେ ବୋଲି ଯୋଜନା କରିଛି। ଯଦି ସେମାନେ ଜରିମାନା ପୈଠ ନ କରନ୍ତି, ତେବେ ସେମାନଙ୍କ…

ଯୁବତୀଙ୍କୁ ଗଣବଳାତ୍କାର : ନାବାଳକ ସହ ୨ କୋର୍ଟ ଚାଲାଣ

ଭବାନୀପାଟଣା,,୯।୪((ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅଞ୍ଚଳରେ ଗତ ମାର୍ଚ୍ଚ ୨୬ ତାରିଖ ରାତିରେ ଜଣେ ଯୁବତୀ ଗଣବଳାତ୍କାର ଶିକାର ହୋଇଥିବା ଅଭିଯୋଗ ଆସିଥିଲା। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିବା ଉକ୍ତ ଗ୍ରାମର ତୁଳସି ରାମ ବିଶ୍ୱାଳ…

କଶ୍ମୀର ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

ଶ୍ରୀନଗର,୯।୪:ନିକଟରେ ପାର୍ଲାମେଣ୍ଟରେ ଗୃହୀତ ହୋଇଥିବା ଓ୍ବକ୍‌ଫ ସଂଶୋଧନ ଆଇନ, ୨୦୨୫ ଉପରେ ଜମ୍ମୁ-କଶ୍ମୀର ବିଧାନସଭାରେ ଆଲୋଚନା ପାଇଁ ବାଚସ୍ପତି ଅବଦୁଲ ରହିମ ରାଠେର ଅନୁମତି ଦେଇ ନ ଥିବାରୁ ତାଙ୍କ ବିରୋଧରେ ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି) ଏବଂ ପିପୁଲ୍ସ କନ୍‌ଫରେନ୍ସ…

ସଫଳତାର ସହ ପଞ୍ଚୁଦଣ୍ଡ ଶେଷ: ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଲା

ଦାରିଙ୍ଗବାଡ଼ି,୯।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡିରେ ସଫଳତାର ସହ ପଞ୍ଚୁଦଣ୍ଡ ମିଳନ କାର୍ଯ୍ୟକ୍ରମ ବୁଧବାର ସକାଳ ୭ ଟାରେ ସମ୍ପୂର୍ଣ୍ଣ ହୋଇଛି।ଜିଲାର କେଲେମାହା ଦଣ୍ଡୁଆ ଦଳ ସମେତ ଡାମିଗୁଡା, ଡାଉଙ୍ଗିଆ, ଗ୍ରୀନବାଡି ଏବଂ ଗୁଞ୍ଜିବାଡିର ଦଣ୍ଡୁଆମାନଙ୍କ ଦ୍ୱାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?