କୋହଲିଙ୍କୁ ନେଇ ଏମିତି କମେଣ୍ଟ କଲେ ଗାଭାସ୍କର, କ୍ରିକେଟ ଜଗତରେ ଉଠିଲା ଝଡ଼
ନୂଆଦିଲ୍ଲୀ,୭।୧୨: ଅଷ୍ଟ୍ରେଲିଆ ବିପକ୍ଷରେ ପର୍ଥ ଟେଷ୍ଟ ମ୍ୟାଚରେ ବିରାଟ କୋହଲି ଶତକ ସହ ଫର୍ମକୁ ଫେରିଥିଲେ। ଆଡିଲେଡରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚରେ ପ୍ରଶଂସକମାନେ ତାଙ୍କଠାରୁ ସମାନ ବ୍ୟାଟିଂ ଆଶା କରୁଥିଲେ, ଯାହା ମଧ୍ୟ ତାଙ୍କର ଫେବରେଟ ଗ୍ରାଉଣ୍ଡ। କିନ୍ତୁ ଏହା ଘଟିଲା…
କଂଗ୍ରେସ କରିବ ବଡ଼ ପରିବର୍ତ୍ତନ: ୟୁପି ଭଳି ସବୁ ରାଜ୍ୟରେ…
ନୂଆଦିଲ୍ଲୀ,୭।୧୨: ୨୮ ଡିସେମ୍ବରରେ କଂଗ୍ରେସ ଏହାର ୧୪୦ ତମ ସ୍ଥାପନା ଦିବସ ପାଳନ କରିବାକୁ ଯାଉଛି। ସୂଚନାନୁସାରେ, ଦଳର ଅଧ୍ୟକ୍ଷଙ୍କ ଦ୍ୱାରା ରାଜ୍ୟ ୟୁନିଟରେ ବଡ଼ ପରିବର୍ତ୍ତନ କରାଯାଇପାରେ। ସମ୍ପ୍ରତି ହରିୟାଣା ଏବଂ ମହାରାଷ୍ଟ୍ରରେ ପରାଜୟ ପରେ କଂଗ୍ରେସ ଏହାର ସାଂଗଠନିକ…
ସ୍ତ୍ରୀ କଲେ ସ୍ବାମୀଙ୍କୁ ହତ୍ୟା, ସନ୍ଦେହରେ…
ଗଜପତି,୭।୧୨(ଗିରିଧାରୀ ପରିଛା): ପାରିବାରିକ ହିଂସାକୁ କେନ୍ଦ୍ର କରି ସ୍ତ୍ରୀ କରିଲେ ସ୍ବାମୀଙ୍କୁ ହତ୍ୟା । ଏଭଳି ଏକ ଘଟଣା ଘଟିଛି ପାରଳାଖେମୁଣ୍ଡି ଜଙ୍ଗମସାହିରେ। ପୋଲିସ ଘଟଣାରେ ତଦନ୍ତ ଆରମ୍ଭ କରିଛି। ଜଙ୍ଗମ ସାହିର ଡିଲେଶରଙ୍କ ପୁଅ ବିଜୟ କୁମାରଙ୍କୁ ତାଙ୍କ ବୋହୂ…
ମମତାଙ୍କୁ ନେଇ ଦ୍ୱନ୍ଦ୍ୱରେ କଂଗ୍ରେସ!
ନୂଆଦିଲ୍ଲୀ,୭।୧୨: ଇଣ୍ଡିଆ ମେଣ୍ଟ ଗଠନ ହେବା ସହିତ ଏହାର ପ୍ରତିନିଧୀ ଦଳ ମଧ୍ୟରେ ମତଭେଦ ଆରମ୍ଭ ହୋଇଥିଲା। ଏହାର ସଠିକ ରୂପରେଖ ଆସିବା ପୂର୍ବରୁ ନୀତୀଶ କୁମାର ଏଥିରୁ ନିଜକୁ ଦୂରେଇ ରଖିଥିଲେ ଏବଂ ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ…
ମୁଖ୍ୟମନ୍ତ୍ରୀ ଦେବେ ଉପହାର: ଆସନ୍ତାକାଲି ଚାଷୀଙ୍କ ଖାତାକୁ ଯିବ…
ଭୁବନେଶ୍ୱର,୭।୧୨: ଆସନ୍ତାକାଲିଠୁ ଚାଷୀଙ୍କ ଖାତାକୁ ଯିବ ୮ ଶହ ଟଙ୍କାର ଇନପୁଟ ସହାୟତା। କେନ୍ଦ୍ର ପ୍ରଦତ୍ତ ୨୩୦୦ ସହ ରାଜ୍ୟ ସରକାର ୮୦୦ ଟଙ୍କା ଦେବେ। ରବିବାର ସୋହେଲାରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପ୍ରଦାଦ କରିବେ। ୨୦୨୪ ସାଧାରଣ ନିର୍ବାଚନରେ ଧାନ…
ମଧ୍ୟାହ୍ନ ଭୋଜନରେ ଲୁଣ ବଦଳରେ ପଡ଼ିଲା ସର୍ଫ: ଛାତ୍ରୀଛାତ୍ର ଖାଇ ଅସୁସ୍ଥ, ଗାଁରେ ଉତ୍ତେଜନା
ବଲାଙ୍ଗୀର,୭।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ମୁରିବାହାଲ ବ୍ଲକ ଡେଙ୍ଗପଦର ପ୍ରାଥମିକ ବିଦ୍ୟାଳୟରେ ଶନିବାର ଛାତ୍ରୀଛାତ୍ରମାନେ ମଧ୍ୟାହ୍ନ ଭୋଜନ ଖାଇ ଅସୁସ୍ଥ ହୋଇପଡ଼ିଥିଲେ। ୩୦ରୁ ୩୫ ଜଣଙ୍କୁ ଟିଟିଲାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସାକରାଯାଉଛି। ଅନ୍ୟପଟେ ଅସୁସ୍ଥ ଛାତ୍ରୀଛାତ୍ରଙ୍କ ସଂଖ୍ୟା…
ଧକ୍କା ଦେଲା ବସ୍: ଏକାବେଳେ ଚାଲିଗଲା ୩ଜଣଙ୍କ ଜୀବନ
ମାଲକାନଗିରି,୭।୧୨: ମାଲକାନଗିରି ଜିଲା ଏମ୍ଭି-୭ ଗାଁ ନିକଟରେ ଶନିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ବସ୍-ବାଇକ୍ ମୁହାଁମୁହିଁ ଧକ୍କା ହୋଇ ୩ଜଣଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ଏକ ବାଇକ୍ ଯୋଗେ ୩ଜଣ ଯୁବକ ଯାଉଥିଲେ। ହେଲେ ଏମ୍ଭି-୭…
ହଠାତ୍ ସ୍କୁଟିକୁ ଧକ୍କା ଦେଲା ପିକ୍ଅପ୍: ଚୁରମାର ହେଲା…
ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି-ବ୍ରହ୍ମପୁର ମୁଖ୍ୟ ରାସ୍ତାର ଗୋକର୍ଣ୍ଣପୁର ଗ୍ରାମ ନିକଟରେ ଶନିବାର ଅପରାହ୍ନରେ ଦୁର୍ଘଟଣା ଘଟିଛି। ଏକ ପିକ୍ଅପ୍ ଭ୍ୟାନ (ନଂ. ଓଡ଼ି ୦୭ ଏଏସ ୨୮୫୭) ବିପରୀତ ଦିଗରୁ ଆସୁଥିବା ଏକ ସ୍କୁଟିକୁ ଧକ୍କା ଦେବାରୁ ସ୍କୁଟିରେ ଯାଉଥିବା…
ପାକିସ୍ତାନରେ ଇତିହାସ ରଚିଲେ ହିନ୍ଦୁ ଅଧିକାରୀ
ଇସଲାମାବାଦ,୭।୧୨: ପାକିସ୍ତାନରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଦକ୍ଷ ଯୁବକ ଯୁବତୀ, ବିଶେଷକରି ହିନ୍ଦୁ ସମ୍ପ୍ରଦାୟ, ପ୍ରତିବନ୍ଧକ ଭାଙ୍ଗି ବଡ଼ ସଫଳତା ହାସଲ କରୁଛନ୍ତି। ରାଜେନ୍ଦ୍ର ମେଘୱାର ସେମାନଙ୍କ ମଧ୍ୟରୁ ଅନ୍ୟତମ। ପାକିସ୍ତାନ ପୋଲିସ ସେବା (ପିଏସପି) ରେ ଯୋଗ ଦେଇଥିବା ପ୍ରଥମ ହିନ୍ଦୁ…
ମଧ୍ୟାନ୍ନ ଭୋଜନ ଖାଇ ୩୬ ଛାତ୍ରୀଛାତ୍ର ଅସୁସ୍ଥ ଘଟଣା: ୧୧ ଗୁରୁତରଙ୍କୁ….
ଦାରିଙ୍ଗବାଡି, ୭/୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗାବାଡି ବ୍ଲକ ସିମନବାଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାନ୍ନ ଭୋଜନ ଖାଇ ୩୬ ଅସୁସ୍ଥ ହୋଇପଡ଼ିଥିବା ଘଟଣା ସମସ୍ତ ଅସୁସ୍ଥ ଛାତ୍ରୀଛାତ୍ରଙ୍କୁ ପ୍ରଥମେ ସିମନବାଡି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ…
ଯୁବତୀଙ୍କୁ ବଟିକା ଦେଇ ବଳାତ୍କାର: ବନ୍ଧାହେଲେ ଆଶ୍ରମର ରଙ୍ଗିଲା ବାବା
ଭୁବନେଶ୍ୱର,୭।୧୨: ବନ୍ଧା ହେଲେ ଆତ୍ମଘୋଷିତ ବାବା ପ୍ରଫୁଲ୍ଲ। ଯୁବତୀଙ୍କୁ ନିଶା ବଟିକା ଦେଇ ବଳାତ୍କାର ଅଭିଯୋଗରେ ରଙ୍ଗିଲା ବାବା ଚାରମାଳ ଥାନା ଅଞ୍ଚଳର ଜଣେ ଅବିବାହିତ ଆଦିବାସୀ ଯୁବତୀଙ୍କୁ ଔଷଧ ଦେବା ବାହାନାରେ ଆଶ୍ରମକୁ ଡାକି ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଥିଲା।…
ଖାନ ସାର୍ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି
ପାଟନା,୭।୧୨: ବିହାରର ଜଣେ ଚର୍ଚ୍ଚିତ ଶିକ୍ଷାବିତ୍ ତଥା ତାଙ୍କର ଭିନ୍ନ ଶିକ୍ଷଣ େ ଶଳୀ ପାଇଁ ଜଣାଶୁଣା ଖାନ ସାରଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ସେ ଅସୁସ୍ଥ ହେବା ପରେ ତାଙ୍କୁ ପାଟଣାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କୁହାଯାଉଛି…
Archives


