ଜଗଦୀପ ଧନକରଙ୍କ ବିରୋଧରେ ଅନସ୍ଥା ପ୍ରସ୍ତାବ ଆଣିପାରନ୍ତି ବିରୋଧୀ
ନୂଆଦିଲ୍ଲୀ, ୯।୧୨: ବିରୋଧୀମାନେ ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ ଧନକରଙ୍କ ବିରୋଧରେ ଏକ ଅନାସ୍ଥା ପ୍ରସ୍ତାବ ଆଣିପାରନ୍ତି। ବିରୋଧୀଙ୍କ ସହ ଜଡିତ କିଛି ଦଳ ଅଧ୍ୟକ୍ଷଙ୍କ ବିରୋଧରେ ଆତ୍ମବିଶ୍ୱାସ ଆଣିବାକୁ ଆଲୋଚନା ଆରମ୍ଭ କରିଛନ୍ତି। ତେବେ ଏ ବାବଦରେ ଏପର୍ଯ୍ୟନ୍ତ କୌଣସି…
ସିରିଆରୁ ଫେରିବେ ଭାରତୀୟ ସେନା
ନୂଆଦିଲ୍ଲୀ,୯।୧୨: ମିଳିତ ଜାତିସଂଘ ୧୯୭୪ରେ ଗୋଲାନ ହାଇଟ୍ସରେ ସିରିଆ ଏବଂ ଇସ୍ରାଏଲ ମଧ୍ୟରେ ଏକ ବଫର୍ ଜୋନ ସୃଷ୍ଟି କରି ବ୍ଲୁ ଲାଇନ ଏବଂ ରେଡ ଲାଇନ ଅଙ୍କନ କରିଥିଲା । ସିରିଆ ଏବଂ ଇସ୍ରାଏଲ ସୀମାରେ ଅସ୍ତ୍ରବିରତି ଚୁକ୍ତି କାର୍ଯ୍ୟକାରୀ…
ରାଷ୍ଟ୍ରପତି ଅସାଦ୍ଙ୍କ ପ୍ରେମ କାହାଣୀକୁ ନେଇ ହେଉଛି ଚର୍ଚ୍ଚା
ଦାମସକସ,୯।୧୨: ପଚାଶ ବର୍ଷ ପରେ ସିରିଆରେ ଅସାଦଙ୍କ ରାଜତ୍ୱ ସମାପ୍ତ ହୋଇଛି। ୧୫ବର୍ଷ ଧରି ଚାଲିଥିବା ଗୃହଯୁଦ୍ଧ ଶେଷରେ ଶେଷ ହୋଇଛି। ରାଷ୍ଟ୍ରପତି ବାଶାର ଅଲ-ଅସାଦଙ୍କୁ କ୍ଷମତାରୁ ବହିଷ୍କାର କରାଯାଇଛି। ଏକ ଦଶନ୍ଧିରୁ ଅଧିକ ସମୟ ଧରି ଚାଲିଥିବା ଏକ ନିଷ୍ଠୁର…
ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପ୍ରାର୍ଥିପତ୍ର ଜାରି କଲା ଏଏପି, ବଦଳିଲା ସିସୋଡିଆଙ୍କ ଆସନ
ନୂଆଦିଲ୍ଲୀ,୯।୧୨: ଆମ ଆଦମୀ ପାର୍ଟି ସୋମବାର ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଦଳର ନୂତନ ନେତା ମନୀଷ ସିସୋଡିଆଙ୍କ ପଟପଡଗଞ୍ଜ ଆସନରୁ ନୂଆ ନେତାଙ୍କୁ ସୁଯୋଗ ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି। ଆମ…
୧୪ବର୍ଷ ପରେ ପ୍ରକାଶ ପାଇଲା ଚୂଡ଼ାନ୍ତ ରାୟ: ୫ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ
ବ୍ରହ୍ମପୁର,୯ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ସହରରେ ଘଟିଥିବା ବହୁ ଚର୍ଚ୍ଚିତ ଧୀର ସାମଲ ହତ୍ୟା ମାମଲାର ଦୀର୍ଘ ୧୪ ବର୍ଷର ବିଚାରଣା ପରେ ସୋମବାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ଗଞ୍ଜାମ ଜିଲା ଓ ଦୌରାଜଜ୍ ରୂପଶ୍ରୀ ଚୌଧୁରୀ ମାମଲାର ଶୁଣାଣି…
ପାଟଣାକୁ ଉପଖଣ୍ଡ ମାନ୍ୟତା ଦାବିରେ ରାଜସ୍ବ ମନ୍ତ୍ରୀଙ୍କୁ ଭେଟିଲେ ପ୍ରତିନିଧି ଦଳ
ପାଟଣା,୯ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା-ସାହାରପଡ଼ା ବିକାଶ ମଞ୍ଚ ପକ୍ଷରୁ ସୋମବାର ଏକ ପ୍ରତିନିଧି ଦଳ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ନେତୃତ୍ୱରେ ଓଡ଼ିଶାର ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ବିଧାନସଭା ପ୍ରକୋଷ୍ଠରେ ଭେଟି ପାଟଣାକୁ ଉପଖଣ୍ଡ ମାନ୍ୟତା ଦାବି…
ଐଶ୍ୱର୍ଯ୍ୟା-ଅଭିଷେକଙ୍କ ଡିଭୋର୍ସକୁ ନେଇ ରାଗିଲେ ଅମିତାଭ
ମୁମ୍ବାଇ,୯।୧୨: ଅଭିଷେକ ବଚ୍ଚନ ଏବଂ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ମଧ୍ୟରେ ମତଭେଦ ଖବର ଦୀର୍ଘ ଦିନ ଧରି ଚାଲିଆସୁଛି। ଅମ୍ବାନୀଙ୍କ ବିବାହରେ ଦମ୍ପତି ପୃଥକ ଭାବରେ ପହଞ୍ଚିବା ପରେ ଛାଡପତ୍ରର ଗୁଜବ ବୃଦ୍ଧି ପାଇଲା। ଏହା ପରେ ନିକଟରେ ଐଶ୍ୱର୍ଯ୍ୟା-ଅଭିଷେକ ଏକ…
ଝାଡ଼ଖଣ୍ଡରେ ବୁଲୁଛି ବାଘୁଣୀ ‘ଜିନ୍ନତ’
ବାରିପଦା,୯ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମହାରାଷ୍ଟ୍ର ତଡ଼ବା ଅନ୍ଧାରୀ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ଶିମିଳିପାଳ ଅଭୟାରଣ୍ୟକୁ ଅଣାଯାଇଥିବା ମହାବଳ ବାଘୁଣୀ ଜିନ୍ନତ ଝାଡ଼ଖଣ୍ଡରେ ପହଞ୍ଚିଛି। ରବିବାରଠାରୁ ଶିମିଳିପାଳ ପାର ହୋଇ ଝାଡ଼ଖଣ୍ଡ ଜଙ୍ଗଲରେ ବୁଲୁଥିବା ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ…
ଲମ୍ପିସ୍କିନ୍ ରୋଗରେ ଆକ୍ରାନ୍ତ ଗୋରୁ, ଏମିତି ଲକ୍ଷଣ ଦେଖା ଦେଉଥିଲେ ତୁରନ୍ତ…
ପାଟଣା,୯ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ସିଲିପଦା ଗ୍ରାମରେ ଅଭିମନ୍ୟୁ ମହାନ୍ତଙ୍କ ଗୋରୁଙ୍କୁ ଲମ୍ପିସ୍କିନ ରୋଗ ଆକ୍ରାନ୍ତ କରିଥିବା ସେ କହିଛନ୍ତି। ସେହିଭଳି ସାହାରପଡ଼ା ବ୍ଲକ ଅଞ୍ଚଳର ଛେଳିମାନଙ୍କୁ ଇ.ଏନ.ଟି ରୋଗ ବ୍ୟାପୁଥିବା ଦେଖିବାକୁ ମିଳିଛି। ଗୋରୁଙ୍କ ଦେହରେ ପ୍ରଥମେ…
ସୋନିଆଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦି, ସୋସିଆଲ ମିଡିଆରେ ଲେଖିଲେ ଏମିତି
ନୂଆଦିଲ୍ଲୀ,୯।୧୨: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ୭୮ତମ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ନେତା ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପିଏମ ମୋଦି ଲେଖିଛନ୍ତି, ସୋନିଆ ଗାନ୍ଧୀ ଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା। ତାଙ୍କର ଦୀର୍ଘ…
ମଧ୍ୟାହ୍ନଭୋଜନ ଦାୟିତ୍ୱରେ ଥିବା ମହିଳାଙ୍କୁ ଘେରିଲେ ଅଭିଭାବକ: ବିଦ୍ୟାଳୟରେ ଉତ୍ତେଜନା
ଦାରିଙ୍ଗବାଡ଼ି,୯ା୧୨: କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶନିବାର ମଧ୍ୟାହ୍ନଭୋଜନ ଖାଇ ୩୬ ଛାତ୍ରୀଛାତ୍ର ଅସୁସ୍ଥ ଘଟଣାରେ ସୋମବାର ବିଦ୍ୟାଳୟ ଖୋଲିବା ପରେ ଉତ୍ତେଜନା ଦେଖାଯାଇଛି। ଘଟଣା ଘଟିବାର ୩ ଦିନ ବିତିଯାଇଥିବା ବେଳେ ମଧ୍ୟାହ୍ନଭୋଜନ…
ନିୟମଗିରିରେ ବନ୍ଦହେଲା ଷ୍ଟ୍ରବେରି ଚାଷ
ରାୟଗଡ଼ା,୯।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ କୁର୍ଲି ପଞ୍ଚାୟତ ମହକୁମାର ଲାକୁନୁ ଜାକାସିକା ଗତ ବର୍ଷ ପ୍ରଥମ ଥର ପାଇଁ ଷ୍ଟ୍ରବେରି ଚାଷ କରିଥିଲେ। ନିୟମଗିରି ପାହାଡ଼ ଉପରେ ଏହି ଚାଷ କରି ସେ ଲାଭବାନ ମଧ୍ୟ ହୋଇଥିଲେ।…
Archives


