Home Left

ମାଠିଆ ବାଡ଼େଇ ରାଜନୀତି କଲେ ପୂର୍ବ ସରକାର: ମନ୍ତ୍ରୀ ହରିଚନ୍ଦନ

ଭୁବନେଶ୍ୱର,୧୫।୧୨(ଅନିଲ ଦାସ): ମହାନଦୀ ପ୍ରସଙ୍ଗକୁ ନେଇ ଆରୋପ ପ୍ରତ୍ୟାରୋପ ରାଜନୀତି ଜୋର ଧରିଛି। ବିଜେଡି ଅଭିଯୋଗ କରିଛି, ନୂଆ ଅଧ୍ୟକ୍ଷ ନିଯୁକ୍ତି ଅର୍ଥ ଦାସେ ଆସିଲେ ମୂଳରୁ ଗାଅ। ଶୁଣାଣି ଶେଷବେଳକୁ ମହାନଦୀ ଲୀନ ହୋଇଯାଇଥିବ। କଂଗ୍ରେସ ମଧ୍ୟ ବିଜେଡି ସହ…

ଶୀତ ଲହରି ନେଇ ଏହି ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୧୫ା୧୨(ଅନୁରାଧା ମହାରଣା): ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରି ଜାରି ରହିଛି। ଶନିବାର ସର୍ବାଧିକ ତାପମାତ୍ରା ପାରଳାଖେମୁଣ୍ଡିରେ ୩୦.୫ ଡିଗ୍ରୀ ସେଲସିୟସ୍‌ ରହିଥିବାବେଳେ ସର୍ବନିମ୍ନ ତାପମାତ୍ରା ରାଉରକେଲାରେ ୭.୨ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛି। ୧୮ରୁ ୨୦ ତାରିଖ ମଧ୍ୟରେ…

ଜାନୁଆରୀରେ ଜୋରଦାର ହେବ ଲଢ଼େଇ: ବିଜେଡି

ଭୁବନେଶ୍ୱର,୧୫।୧୨(ଅନିଲ ଦାସ): ଆନ୍ଧ୍ର ସରକାରଙ୍କ ଦ୍ବାରା ନିର୍ମାଣାଧୀନ ପୋଲାଭରମ୍‌ ପ୍ରକଳ୍ପ ଯୋଗୁ ମାଲକାନଗିରି ଜିଲାର ମୋଟୁ ଅଞ୍ଚଳର କେତେକ ପଞ୍ଚାୟତ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ଏହି ପ୍ରକଳ୍ପ ପାଇଁ ହେବାକୁ ଥିବା କ୍ଷତିକୁ ବିରୋଧ କରି ବିଜେଡି ଏକ ଆନ୍ଦୋଳନ…

ଟ୍ରେନ୍‌ରେ ଓ୍ବାକିଂ ବୁକ୍‌ଫେୟାର- ଟ୍ରାଭେଲ

ଭୁବନେଶ୍ୱର,୧୫ା୧୨ (ସୌମ୍ୟରଞ୍ଜନ ରାଉତ): ଟ୍ରେନ୍‌ରେ ୨ୟ ଓ୍ବାକିଂ ବୁକ୍‌ଫେୟାର- ଟ୍ରାଭେଲ୍‌ ରାଇଟିଂ ଫେଷ୍ଟିଭାଲ ଶନିବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ରେଳଷ୍ଟେଶନରୁ ଟ୍ରେନ ଯାତ୍ରା ମାଧ୍ୟମରେ ଭ୍ରମଣକାରୀମାନେ ଏହି ସାହିତ୍ୟ ଉତ୍ସବର ମଜା ଉଠାଇବା ସହ ଅନୁଭୂତି ବଖାଣିଛନ୍ତି। ଓ୍ବାକିଂ ବୁକ୍‌ଫେୟାର ପକ୍ଷରୁ…

ଭଙ୍ଗାଗଲା ବିଜେଡି କାର୍ଯ୍ୟାଳୟ

ଖୁଣ୍ଟୁଣୀ, ୧୫ ।୧୨(ସଚ୍ଚିଦାନନ୍ଦ ପଣ୍ଡା): କଟକ ଜିଲା ଆଠଗଡ଼ ତହସିଲ ଅଧୀନ କୁମାରପୁର ପଞ୍ଚାୟତର ଗୋଚର ଜମିରେ ନିର୍ମାଣ ହୋଇଥିବା ବିଜେଡି କାର୍ଯ୍ୟାଳୟକୁ ଶନିବାର ପୂର୍ବାହ୍ନରେ ଜିଲା ପ୍ରଶାସନ ପକ୍ଷରୁ ଭଙ୍ଗାଯାଇଛି। ଭଙ୍ଗାଯିବାବେଳେ ଅପ୍ରୀତିକର ପରିସ୍ଥିତି ଆଶଙ୍କା ୁ ଅତିରିକ୍ତ ଏସ୍‌ପି…

ତଳକୁ ଖସିଛୁ

୨୦୨୧ରେ ମୁଁ ‘ପ୍ରାଇସ୍‌ ଅଫ୍‌ ଦି ମୋଦି ଇୟର୍ସ’ ନାମକ ଏକ ବହି ଲେଖିଥିଲି। ଏହାର ଗୋଟିଏ ଅଧ୍ୟାୟରେ ମୁଁ ବିଭିନ୍ନ ବିଶ୍ୱସ୍ତରୀୟ ସୂଚକାଙ୍କ ଉପରେ ଭାରତର ସ୍ଥିତିକୁ ତୁଳନା କରିଥିଲି। ସେହି ସବୁ ସୂଚକାଙ୍କରେ ୨୦୧୪ ପରଠାରୁ ଭାରତ ଉନ୍ନତି…

କେନ୍ଦ୍ରାପଡ଼ା ଜିଲାକୁ ଅତ୍ୟଧିକ ବନ୍ୟା, ମରୁଡ଼ି ବିପଦ

ନୂଆଦିଲ୍ଲୀ,୧୫ା୧୨: ଓଡ଼ିଶାର କେନ୍ଦ୍ରାପଡ଼ା, ବିହାରର ପାଟନା ଏବଂ କେରଳର ଆଲାପୁଝା ସମେତ ୧୧ ଜିଲାକୁ ବନ୍ୟା ଓ ଅନାବୃଷ୍ଟିର ଅତ୍ୟଧିକ ବିପଦ ରହିଥିବା ନେଇ ଆଇଆଇଟି ଜଳବାୟୁ ବିପଦ ମୂଲ୍ୟାୟନ ରିପୋର୍ଟରେ ସତର୍କ କରିଦିଆଯାଇଛି। ଏହାର ପ୍ରଶମନ ପାଇଁ ସରକାର ତୁରନ୍ତ…

ରାସ୍ତାକଡ଼ରୁ ଅଧାପୋତା ଶିଶୁକନ୍ୟା ଉଦ୍ଧାର

ବିନିକା, ୧୫ା୧୨(ରାମ ଗୋପାଳ ବାଘ): ଝିଅକୁ ଆଜି ବି ଅନେକେ ଅଲୋଡ଼ା ମନେ କରୁଛନ୍ତି। ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଅଞ୍ଚଳରେ। ଶନିବାର ସକାଳେ ବ୍ଲକ ଅନ୍ତର୍ଗତ ଟୁଲୁଣ୍ଡୁପାଲି ଗାଁ ନିକଟ ରାସ୍ତାକଡ଼ରୁ…

‘ପୁଷ୍ପାରାଜ’ ଅଲ୍ଲୁ ଅର୍ଜୁନଙ୍କ ପତ୍ନୀ ସ୍ନେହା କିଏ? ସ୍ବାମୀଙ୍କ ଭଳି କୋଟିରେ ଯାହାଙ୍କ ସମ୍ପତ୍ତି, ପ୍ରଥମ ଦେଖାରେ…

ହାଇଦ୍ରାବାଦ: ଆଜିକାଲି ଚର୍ଚ୍ଚାରେ ଅଛନ୍ତି ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ। ଶୁକ୍ରବାର ତାଙ୍କୁ ହାଇଦ୍ରାବାଦ ପୋଲିସ ଗିରଫ କରିଥିଲା। ନିମ୍ନ ଅଦାଲତ ତାଙ୍କୁ ୧୪ ଦିନ ଲାଗି ଜେଲକୁ ପଠାଇ ଦେଇଥିଲେ। ହେଲେ ତେଲେଙ୍ଗାନା ହାଇକୋର୍ଟ ତାଙ୍କୁ ବେଲ୍‌ ଦେଇଥିଲେ। ଏହା…

ଯୁବକଙ୍କୁ କଚାଡ଼ି ପାଦରେ ଦଳି ଦେଇଥିଲା ଦନ୍ତା

ବଣାଇଁ,୧୪ା୧୨(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ବନଖଣ୍ଡ ସୋଲ ରେଞ୍ଚ ଅନ୍ତର୍ଗତ ଟୁକୁଡ଼ା ଗ୍ରାମରେ ଶନିବାର ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ରାଜେଶ ମୁଣ୍ଡା (୪୩)। ବନ ବିଭାଗ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ…

ଗୁକେଶ ଚାମ୍ପିୟନ ହେବାକୁ ହଜମ କରିପାରୁନି ରୁଷିଆ, FIDE ଦ୍ୱାରା ଯାଞ୍ଚର ଦାବି କଲେ CFR ଅଧ୍ୟକ୍ଷ

ନୂଆଦିଲ୍ଲୀ,୧୪।୧୨: ଚେସ ଫେଡରେଶନ ଅଫ ଇଣ୍ଡିଆ(ସିଏଫଆର୍‌)ର ଅଧ୍ୟକ୍ଷ ଆନ୍ଦ୍ରେଇ ଫିଲାଟୋଭ ଡି ଗୁକେଶଙ୍କ ବିରୋଧରେ ଡିଙ୍ଗ ଲିରେନ ଜାଣିଶୁଣି ମ୍ୟାଚ୍‌ ହାରିଥିବା ନେଇ ଅଭିଯୋଗ କରିଛନ୍ତି। ଏପରିକି ସେ FIDE ଦ୍ୱାରା ଯାଞ୍ଚ କରିବାକୁ ଦାବି କରିଛନ୍ତି। ଏନେଇ ୟୁକ୍ରେନର ଚେସର…

୧୬ରେ ଆସିବ ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ବିଲ୍‌

ନୂଆଦିଲ୍ଲୀ,୧୪ା୧୨: ଏକସଙ୍ଗେ ଦେଶରେ ଲୋକ ସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକର ନିର୍ବାଚନ କରାଇବା ପାଇଁ ‘ଏକ ରାଷ୍ଟ୍ର ଏକ ନିର୍ବାଚନ’ (ଓଏନ୍‌ଓଇ) ବିଲ୍‌ ସୋମବାର ଲୋକ ସଭାରେ ଆଗତ କରାଯିବାକୁ ତାଲିକାଭୁକ୍ତ ହୋଇଛି। ବିଭିନ୍ନ କାରଣରୁ ଦେଶରେ ଏକସଙ୍ଗେ ନିର୍ବାଚନ ହେବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri