ଶୀତରେ ଥରୁଛି ଜି. ଉଦୟଗିରି, ୫ ଦିନ ଧରି ରାଜ୍ୟରେ ସବୁଠାରୁ ଥଣ୍ଡା ସହର
ଜି ଉଦୟଗିରି ୫।୧(ଶିଶିର ପଟ୍ଟନାୟକ): ଗତ ୫ଦିନ ହେବ ଜି. ଉଦୟଗିରି ରାଜ୍ୟର ସବୁଠାରୁ ଥଣ୍ଡା ସହର ଭାବେ ଚିହ୍ନଟ ହୋଇଛି । ରବିବାର ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ସେଲସିୟସ ରହିଛି । ଗୁରୁବାର, ଶୁକ୍ରବାର ଦିନ ସର୍ବନିମ୍ନ ତାପମାତ୍ରା…
ହାତୀ ପାଇଁ ପ୍ରସ୍ତୁତ କରୁଥିଲେ ନିଆଁହୁଳା : ସେଇ ନିଆଁରେ ନିଜେ ଜଳିଗଲେ
ପାଟଣା,୫।୧(ବୀର କିଶୋର ଦାଶ): ହାତୀ ପାଇଁ ନିଆଁହୁଳା ପ୍ରସ୍ତୁତ କରୁଥିଲେ ମହିଳା, ସେଇ ନିଆଁରେ ନିଜେ ପୋଡ଼ିହୋଇ ଜୀବନ ଚାଲିଗଲା। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ ପାଟଣା ପଞ୍ଚାୟତ ଗୁଲୁଦିପଶି ଗ୍ରାମ ଝାତିପଡ଼ା ସାହିରେ। …
ପ୍ରତି ରବିବାର ପୋଲିସ ଷ୍ଟେଶନରେ ହାଜର ହେବେ ପୁଷ୍ପା! ଅଲ୍ଲୁ ଅର୍ଜୁନଙ୍କୁ କୋର୍ଟ ଦେଇଛନ୍ତି ନିର୍ଦ୍ଦେଶ
ଚେନ୍ନାଇ,୫।୧: ଅଭିନେତା ଅଲୁ ଅର୍ଜୁନ ହାଇଦ୍ରାବାଦର ଚିକ୍କଡପାଲି ପୋଲିସ ଷ୍ଟେଶନରୁ ବାହାରିଥିଲେ। ଜାମିନ ସର୍ତ୍ତ ଅନୁଯାୟୀ ଅଭିନେତା ଅଲୁ ଅର୍ଜୁନଙ୍କୁ ଚିକ୍କଡପାଲି ପୋଲିସ ଷ୍ଟେଶନରେ ହାଜର ହେବାକୁ କୁହାଯାଇଥିଲା। ଜାମିନ ପ୍ରଦାନ କରୁଥିବାବେଳେ ଚାର୍ଜସିଟ ଦାଖଲ ନହେବା ପର୍ଯ୍ୟନ୍ତ କୋର୍ଟ ତାଙ୍କୁ…
ଦୁଇ ଭାଜପା କର୍ମୀଙ୍କ ଉପରେ ଜାଣିଶୁଣି ହାଇଓ୍ବା ମଡ଼ାଇ ଦେଲେ ଚାଳକ, ଲିଭିଗଲା ୨ ଜୀବନଦୀପ
ସମ୍ବଲପୁର,୫ା୧(ପ୍ରମୋଦ ବହିଦାର): ବୁର୍ଲାଥାନା ଅନ୍ତର୍ଗତ ଆ.କଟାପାଲି ନିକଟରେ ବିଳମ୍ବିତ ରାତିରେଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ବରିଷ୍ଠ ଭାଜପା କର୍ମୀଙ୍କ ମୃତ୍ୟୁ ଘଟିଛି। ହାଇଓ୍ବା ଧକ୍କାରେ କାର୍ରେ ଥିବା ଗୋଶାଳା ଭାଜପା ମଣ୍ଡଳ ସଭାପତି କରଡୋଳା ନିବାସୀ ଦେବେନ୍ଦ୍ର ନାୟକ ଓ…
କେଶ ଝଡ଼େ, ହେଲେ ନିଶ ଦାଢ଼ି ଝଡ଼େନା କାହିଁକି? ଜାଣନ୍ତୁ…
କେଶ ଝଡ଼ିବା ଏବେ ଏକ ସାଧାରଣ ସମସ୍ୟା ପାଲଟି ଗଲାଣି। ଯାହାକୁ ଦେଖିବ ସେ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ହେଲେ କେବେ ଭାବିଛନ୍ତି କି କେଶ ସିନା ଝଡ଼େ ହେଲେ ନିଶ ଦାଢ଼ି ଓ ଶରୀରର ଲୋମ ଝଡ଼ି ନ…
ମଣିଷ ଶରୀରର ମାଂସ ଖାଇବା ସହ ଖପୁରୀରେ…ଅଘୋରୀମାନେ ଏମିତି କରନ୍ତି ଲୋମଟାଙ୍କୁରା ସାଧନା
ଆଘୋରୀ… ସାଧୁମାନଙ୍କର ଏକ ସମ୍ପ୍ରଦାୟ ଯାହାଙ୍କୁ ନେଇ ସମସ୍ତଙ୍କଠାରେ କୌତୁହଳ ରହିଛି। ସେମାନଙ୍କ ଦୁନିଆ ରହସ୍ୟପୂର୍ଣ୍ଣ ବୋଲି କୁହାଯାଏ। ଅଘୋରୀମାନେ ଶ୍ମଶାନରେ ରହିବା ସହ ସେଠାରେ ନିଜର ସାଧନା କରିଥାନ୍ତି। ଯଦିଓ ଆଘୋରୀଙ୍କୁ ସାଧାରଣତଃ ଦେଖାଯାଏ ନାହିଁ, କିନ୍ତୁ ମହାକୁମ୍ଭ ଆସୁଥିବାରୁ…
ସମୁଦ୍ରରେ ପାଟ୍ରୋଲିଂବେଳେ ସ୍ପିଡ୍ ବୋଟ୍ରୁ ଖସିପଡ଼ିଲେ ପୋଲିସ କର୍ମଚାରୀ, ଭିଡିଓ ଦେଖିଲେ…
ଭୋଗରାଇ,୫ା(ପ୍ରଦୀପ ଦାସ): ବର୍ଷ ଆରମ୍ଭରୁ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ଦୀଘାରେ ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କ ଭିଡ଼ ଜମିଛି। ଏଥି ନିମନ୍ତେ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ପୁରୁଣା ଦୀଘାଠାରୁ ଓଡ଼ିଶା ସୀମାନ୍ତ ଉଦୟପୁର ପର୍ଯ୍ୟନ୍ତ ପୋଲିସ ପାଟ୍ରୋଲିଂ ବୋଟ୍ ପ୍ରଶାସନ ପକ୍ଷରୁ ନିୟୋଜନ…
ଭାରତର ନାଁ ନେଇ ପାକିସ୍ତାନକୁ ସତର୍କ କରାଇଲା ତାଲିବାନ
କାବୁଲ,୫।୧: ଦୀର୍ଘ ଦିନ ଧରି ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ସୀମା ବିବାଦ ଏକ ପ୍ରମୁଖ ପ୍ରସଙ୍ଗ ହୋଇଆସୁଛି ଯାହା ନିକଟ ଅତୀତରେ ଗଭୀର ହେବାରେ ଲାଗିଛି। ନିକଟରେ ପାକିସ୍ତାନ ଆଫଗାନିସ୍ତାନ ଭିତରେ ଆତଙ୍କବାଦୀ ଶିବିର ଉପରେ ଏୟାର ଷ୍ଟ୍ରାଇକ କରି…
ହାରିବା ପରେ ପ୍ରେସ କନଫରେନ୍ସରେ ପହଞ୍ଚିଲେ ଗମ୍ଭୀର, ଜାଣନ୍ତୁ କାହାକୁ କଲେ ଦୋଷାରୋପ
ନୂଆଦିଲ୍ଲୀ,୫।୧: ୨୦୨୪-୨୫ରେ ବର୍ଡର-ଗାଭାସ୍କର ଟ୍ରଫିରେ ଟିମ ଇଣ୍ଡିଆକୁ ୩-୧ରେ ପରାଜୟର ସମ୍ମୁଖୀନ ହେବାକୁ ପଡିଲା। ସିରିଜର ପଞ୍ଚମ ତଥା ଶେଷ ଟେଷ୍ଟ ସିଡନୀରେ ଖେଳାଯାଇଥିଲା ଯେଉଁଥିରେ ଆୟୋଜକ ଅଷ୍ଟ୍ରେଲିଆ ୬ ୱିକେଟରେ ଜିତିଥିଲା। ଏବେ ସିରିଜରେ ପରାଜୟ ପରେ ଟିମ ଇଣ୍ଡିଆର…
ଏବେ ବି ଓଠରେ ହସ ଖେଳାଇଦିଏ
ମୋର ଜନ୍ମ ଏକ ମଫସଲ ଗାଁରେ। ନିମ୍ନ ମଧ୍ୟବିତ୍ତ ପରିବାର। ବାପା ଶିକ୍ଷକ। ମଧ୍ୟବିତ୍ତ ପରିବାରର ଏକ ବିଶେଷତ୍ୱ ଯାହା ସଚରାଚର ଦୃଷ୍ଟିଗୋଚର ହୁଏ ତା’ହେଲା ସ୍ବାଭିମାନ। ଅଭାବ ଅସୁବିଧା ଭିତରେ ଏଠି ଶିଖିବାକୁ ହୁଏ ବଞ୍ଚତ୍ବାର କଳା ଓ କୌଶଳ…
କୃଷି ଓଡ଼ିଶାରେ ଯୋଗ ଦେବାକୁ ୬୦ ଚାଷୀ ଗଲେ ଭୁବନେଶ୍ୱର
ଜୁନାଗଡ଼,୫ା୧(ସୁନୀଲ କୁମାର ସିଂହ): ଭୁବନେଶ୍ୱର ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ଗତ ୩ ତାରିଖଠାରୁ କୃଷି ଓଡିଶା କାର୍ଯ୍ୟକ୍ରମ ଚାଲୁଛି। ଏହି ପରିପ୍ରେକ୍ଷୀରେ ରବିବାର ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଜୁନାଗଡ଼ ବ୍ଲକର ୬୦ ଜଣ ଚାଷୀ (ଉଭୟ ମହିଳା…
ଲାଫିଙ୍ଗ୍ ବୁଦ୍ଧଙ୍କ ମୂର୍ତ୍ତିକୁ ଘରେ ରଖୁଥିଲେ କେଉଁଠି ରଖିବେ ନିହାତି ଜାଣନ୍ତୁ
ଲାଫିଙ୍ଗ୍ ବୁଦ୍ଧଙ୍କୁ ଖୁସି ଓ ସମୃଦ୍ଧିର ପ୍ରତୀକ ବୋଲି କୁହାଯାଏ। ସେଥିପାଇଁ ଘରେ ତାଙ୍କର ମୂର୍ତ୍ତି ରଖିଲେ ପରିବାରରେ ସୁଖଶାନ୍ତି ବୃଦ୍ଧି ପାଇବା ସହ ନକାରାତ୍ମକ ଶକ୍ତିର ବିନାଶ ହୋଇଥାଏ ବୋଲି ବିଶ୍ୱାସ କରାଯାଏ। କିନ୍ତୁ ଲାଫିଙ୍ଗ୍ ବୁଦ୍ଧଙ୍କ ମୂର୍ତ୍ତିକୁ ଘରେ…
Archives


