Home Left

ଦେବଗଡ ବନଖଣ୍ଡରେ କଲରାପତ୍ରିଆ ବାଘ ଛାଲ ଜବତ, ୭ ଅଭିଯୁକ୍ତ ଗିରଫ

ଦେବଗଡ,୫|୧୨(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ବନାଞ୍ଚଳ ଗୋଳାବନ୍ଧ ନିକଟରେ ଥିବା ରାଜସ୍ଥାନୀ ଢାବାରେ ବାଘ ଛାଲ ବିକ୍ରି ପାଇଁ ଲକ୍ଷାଧିକ ଟଙ୍କାର ଡିଲ ଚାଲିଥିବା ସମୟରେ ମାଡିବସିଲା ବନବିଭାଗ। ଅଭିଯୁକ୍ତଙ୍କ ଠାରୁ ଗୋଟିଏ କଲରାପତ୍ରିଆ ବାଘ ଛାଲ ସମେତ ଦୁଇଟି ବାଇକ…

ସକାଳ ୮ଟାରୁ ମଧ୍ୟାହ୍ନ ୧ ଟା ପର୍ଯ୍ୟନ୍ତ ଚାଲିବ ଛାତ୍ରୀଛାତ୍ରଙ୍କ ପାଠପଢା

ମଥୁରାନଗରୀ,୫।୧(ପ୍ରେମାନନ୍ଦ ଖମାରୀ): ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଏଥର ଦର୍ଶକଙ୍କ ଭିଡ ବଢିବାରେ ଲାଗିଛି। ମହୋତ୍ସବ ସରିବା ପାଇଁ ଆଗକୁ ଆହୁରି ୮ଦିନ ବାକି ରହିଛି। ଫଳରେ ସମ୍ଭାବ୍ୟ ଭିଡ ଏବଂ ଟ୍ରାଫିକ୍ ସମସ୍ୟାକୁ ଦୃଷ୍ଟିରେ ରଖି ବରଗଡ…

ବଚସାରୁ ଆକ୍ରମଣ: ଚାଲିଗଲା ଯୁବକଙ୍କ ଜୀବନ

କୁନ୍ଦୁରା,୫।୧(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ଏବଂ ବୈପାରୀଗୁଡ଼ା ସୀମାନ୍ତ ଗୁଣ୍ଡାଳ ବ୍ରିଜ ନିକଟରେ ବଚସାରୁ ଆକ୍ରମଣ କରିବା ଯୋଗୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବୈପାରୀଗୁଡ଼ା ବ୍ଲକ୍‌ ଚେରେକା ପଞ୍ଚାୟତ ଅଧୀନ ଝଡିଗୁଡା ଗ୍ରାମର ମନୋହର ହରିଜନ(୪୦)।…

ଆରମ୍ଭ ହେଲା ଆଦିବାସୀ ମେଳା: ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ

ଭୁବନେଶ୍ୱର,୫ା୧: ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହୋଇଛି ଆଦିବାସୀ ମେଳା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଉଦ୍‌ଘାଟନ କରିଛନ୍ତି। ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ ଆଦିବାସୀ ମେଳା। ପ୍ରବାସୀ ଭାରତୀୟ ଦିବସକୁ ଉପଲକ୍ଷେ ଚଳିତ ବର୍ଷ ଜାନୁଆରୀ ୨୬…

ବାରଣ୍ଡାରେ ବସିଥିବାବେଳେ ମାଡ଼ିଗଲା ଅଟୋ, ୩ ଗୁରୁତର

ରାଇକିଆ,୫ା୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବାସନ୍ତୀ ପଲ୍ଲୀ ଛକ ନିକଟରେ ରବିବାର ଅପରାହ୍ନରେ ଘର ବାରଣ୍ଡା ଉପରକୁ ଅଟୋ ମାଡ଼ି ଯାଇ ୩ ଜଣ ଗୁରୁତର ହୋଇଛନ୍ତି। ଏକ ଡାଲା ଅଟୋ ନିୟନ୍ତ୍ରଣ ହରାଇ ରାସ୍ତାକଡ଼ ଘର ବାରଣ୍ଡା ଉପରକୁ…

ସେବାୟତ ବିଶ୍ବନାଥ ଖୁଣ୍ଟିଆ ନିଲମ୍ବିତ

ପୁରୀ,୫।୧: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରବିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ବିଶୃଙ୍ଖଳା ଆଚରଣ ପାଇଁ ଶ୍ରୀମନ୍ଦିର ମୁଖ ପଖାଳ ସେବାୟତ ବିଶ୍ବନାଥ ଖୁଣ୍ଟିଆଙ୍କୁ ୩ ମାସ ପାଇଁ ନିଲମ୍ବନ କରାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଏହି ପଦକ୍ଷେପ…

ସୌନ୍ଦର୍ଯ୍ୟ ହରାଉଛି ‘ଆଇ ଲଭ୍‌ ଦାରିଙ୍ଗବାଡ଼ି ସାଇନ୍‌ ବୋର୍ଡ’

ଦାରିଙ୍ଗବାଡ଼ି,୫ା୧(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଦାରିଙ୍ଗବାଡ଼ିକୁ ଦୈନିକ ହଜାର ସଂଖ୍ୟାରେ ପର୍ଯ୍ୟଟକ ଆସୁଛନ୍ତି। ଆଉ କିଛି ଦିନ ପରେ ଏଠାରେ ଆରମ୍ଭ ହେବ ଶୀତ ମହୋତ୍ସବ। ଏନେଇ ସ୍ଥାନୀୟ ଓ ଜିଲା ପ୍ରଶାସନ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ଦାରିଙ୍ଗବାଡ଼ି ଏହି ମହୋତ୍ସବ…

ମହୁଲି ମଦ ଭାଟି ଉପରେ ଚଢ଼ାଉ, ଛତ୍ରଭଙ୍ଗ ଦେଲେ ମାଫିଆ, ବୋଲେରୋ ଜବତ

ପାଟଣା,୫ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ହୀରାପଶି ଗ୍ରାମରେ ବେଆଇନ ଭାବେ ଚାଲି ଥିବା ଦେଶୀ ମଦ ଭାଟି ଉପରେ ରବିବାର ତୁରୁମୁଙ୍ଗା ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ମହୁଲି ମଦ ଜବତ କରିବା ସହ ପୋଚକୁ ନଷ୍ଟ…

ଅଷ୍ଟ୍ରେଲିଆରେ ଅସହ୍ୟ ଗରମ, ଜଙ୍ଗଲ ନିଆଁରେ ଅସ୍ତବ୍ୟସ୍ତ ଭିକ୍ଟୋରିଆ ରାଜ୍ୟ

କାନବେରା,୫।୧: ଭାରତର ଲୋକମାନେ ଶୀତରେ ଥରୁଥିବାବେଳେ ଅଷ୍ଟ୍ରେଲିଆର ଦକ୍ଷିଣ-ପୂର୍ବ ଅଞ୍ଚଳରେ ପ୍ରବଳ ଗରମ ହେତୁ ଲୋକେ ଅସ୍ତବ୍ୟସ୍ତ ହୋଇପଡିଛନ୍ତି। ଏହା ଦ୍ୱାରା ଜଙ୍ଗଲ ନିଆଁର ଆଶଙ୍କା ବଢିଯାଇଥିଲା ଏବଂ କର୍ତ୍ତୃପକ୍ଷ ଭିକ୍ଟୋରିଆ ରାଜ୍ୟର ଅଧିକ ଅଞ୍ଚଳରେ ଅଗ୍ନି ନିଷେଧ ଲାଗୁ କରିବାକୁ…

‘ଆସିଗଲା ସମୟ…,’ ହମାସ ଜାରିକଲା ଇସ୍ରାଏଲ ବନ୍ଧକଙ୍କ ଭିଡିଓ, ଝିଅକୁ ଦେଖି…

ଜେରୁଜେଲମ,୫।୧: ଅକ୍ଟୋବର ୨୦୨୩ଆକ୍ରମଣରେ ଗାଜାରେ କଏଦ ହୋଇଥିବା ଇସ୍ରାଏଲ ସୈନିକ ଲିରି ଆଲବାଇଗଙ୍କୁ ଦେଖାଇ ହମାସର ସଶସ୍ତ୍ର ୱିଙ୍ଗ ଇଜ୍ଜେଦିନ ଅଲ-କସାମ ବ୍ରିଗେଡ ଏକ ଭିଡିଓ ଜାରି କରିଥିଲା। ଏହି ତିନି ମିନିଟର ୩୦ସେକେଣ୍ଡର ଭିଡିଓରେ ୧୯ବର୍ଷିୟ ଲିରି ଆଲାବାଗ ଇସ୍ରାଏଲ…

ପାଟ୍ଟାବନ୍ଧା ଜଳପ୍ରପାତରେ ପର୍ଯ୍ୟଟକଙ୍କ ଅସମ୍ଭାଳ ଭିଡ଼, ଭୋଜିଭାତ କରି ଉଠାଉଛନ୍ତି ମଜା

ଦାରିଙ୍ଗବାଡ଼ି,୫ା୧(ଅରୁଣ ସାହୁ): ଯେତିକି ଶୀତ ବୃଦ୍ଧି ପାଉଛି, କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ପର୍ଯ୍ୟଟନକ୍ଷେତ୍ରଗୁଡିକୁ ସେତିକି ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ପର୍ଯ୍ୟଟନକ୍ଷେତ୍ର ମଧ୍ୟରେ  ପାଟ୍ଟାବାନ୍ଧା ଜଳପ୍ରପାତ ଅନ୍ୟତମ। ଏହି ଜଳପ୍ରପାତ ଦୁର୍ଗମ ଘାଟି, ପାହାଡ଼ ମଧ୍ୟରେ ରହିଥିଲେ ସୁଦ୍ଧା…

ଜର୍ଜ ସୋରୋସଙ୍କୁ ମିଳିଲା ଆମେରିକାର ସର୍ବୋଚ୍ଚ ନାଗରିକ ସମ୍ମାନ, ରାଗିଗଲେ ମସ୍କ

ଓ୍ବାଶିଂଟନ,୫।୧: ଜର୍ଜ ସୋରୋସ, ଯାହାଙ୍କ ପ୍ରସଙ୍ଗରେ ଭାରତରେ ଶାସକ ଦଳ ଏବଂ ବିରୋଧୀଙ୍କ ମଧ୍ୟରେ ତୁତୁମେମେ ଚାଲିଛି, ତାଙ୍କୁ ଆମେରିକାର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରାଯାଇଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏହା ଘୋଷଣା କରିଛନ୍ତି। ଜର୍ଜ ସୋରୋସଙ୍କ ପୁଅ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri