Home Left

ବାଇକ୍‌ ସହ ମୁହାଁମୁହିଁ ପିଟିହେଲା କାର୍‌, ଚାଲିଗଲା ଜଣଙ୍କ ଜୀବନ

କଣ୍ଟାବାଞ୍ଜି,୫ା୧(ଗୁରୁଦୟାଲ ହଂସ): ରବିବାର ଅପରାହ୍ନରେ ବୁଢ଼ୀବାହାଲ ଗାଁ ନିକଟରେ ଏକ କାର୍‌ ବାଇକକୁ ମୁହାଁମୁହିଁ ଧକ୍କା ଦେଇଥିଲା। ଏଥିରେ ଘଟଣାସ୍ଥଳରେ ବାଇକ୍‌ଚାଳକଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ତୁରେକେଲା ଥାନା ବୁଢ଼ୀବାହାଲ ଗାଁର ତ୍ରିଲୋଚନ ମାଝୀ (୩୨) ବୋଲି ଜଣାପଡ଼ିଛି।…

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: ମାତାପିତାଙ୍କ ସେବା ନ କଲେ ମିଳିବ ନାହିଁ ସମ୍ପତ୍ତି

ନୂଆଦିଲ୍ଲୀ,୫।୧: ମାତାପିତାଙ୍କଠାରୁ ତାଙ୍କ ସମ୍ପତ୍ତି ଉପହାର ସ୍ବରୂପ ପାଇବା ପରେ ସେମାନଙ୍କ ଦେଖାରାଖା ନ କରୁଥିବା ପିଲାମାନଙ୍କଠାରୁ ସେହି ସମ୍ପତ୍ତି ଫେରାଇ ନେଇ ହେବ। ବୟସ୍କଙ୍କ ସ୍ବାର୍ଥ ରକ୍ଷା ପାଇଁ ୨୦୦୭ରେ କରାଯାଇଥିବା ଆଇନର ବ୍ୟାଖ୍ୟା କରୁଥିବାବେଳେ ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି…

‘ମୁଁ ନିର୍ବାଚନରେ ଜିତିଲେ ରାସ୍ତାଗୁଡ଼ିକୁ ପ୍ରିୟଙ୍କା ଗାନ୍ଧୀଙ୍କ ଗାଲ ଭଳି କରିଦେବି’

ନୂଆଦିଲ୍ଲୀ,୫।୧: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଆପ୍‌-କଂଗ୍ରେସ ପରେ ଭାଜପା ମଧ୍ୟ ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏହାକୁ ନେଇ ପ୍ରତ୍ୟେହ ରାଜନୈତିକ ବୟାନବାଜି ଦେଖିବାକୁ ମିଳୁଛି। ଭାଜପା ନେତା ତଥା କାଲକାଜୀ ବିଧାନସଭା ଆସନରୁ…

ଲାଲୁଙ୍କ ଅଫରକୁ ନେଇ କ୍ଲିୟର କଲେ ନୀତୀଶ

ମୁଜାଫରପୁର,୫।୧: ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରବିବାର ଗତି ଯାତ୍ରା ସମୟରେ ମୁଜାଫରପୁରରେ ପହଞ୍ଚିଥିଲେ। ଏହି ସମୟରେ ସେ ଇଣ୍ଡିଆ ଆଲାଇନ୍ସରେ ଯୋଗଦେବା ପ୍ରସ୍ତାବକୁ ନେଇ ଜବାବ ଦେଇଥିଲେ। ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ସେ ଅନ୍ୟ…

ମୂଷା ବଂଶକୁ ସମ୍ପୂର୍ଣ୍ଣ ନିପାତ କରି ହେବନି, କିଛି ମୂଷା ଅନ୍ୟ କିଆରିକୁ ପଳେଇଲେଣି, କାହିଁକି ଏମିତି କହିଲେ ସମ୍ବିତ…

ଭୁବନେଶ୍ୱର,୫ା୧: ପାରାଦୀପର ପୂର୍ବତନ ବିଧାୟକ ତଥା ବିଜେଡି ନେତା ସମ୍ବିତ ରାଉତରାୟ ବିଜେଡିରେ ମୂଷା ଉପାଖ୍ୟାନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବିଜେଡିର କିଛି ମୂଷା ଅନ୍ୟ କିଆରିକୁ ପଳାଇଲେଣି। ସମ୍ପୂର୍ଣ୍ଣ ମୂଷା ବଂଶକୁ ନିପାତ କରି ହେବନି, ଏହାର…

OYOରେ ଆଉ ରୁମ୍‌ ବୁକ୍‌ କରିପାରିବେ ନାହିଁ ଅବିବାହିତ ଯୋଡ଼ି, ଜାଣନ୍ତୁ କେଉଁଠି ଲାଗୁ ହେଲା…

ନୂଆଦିଲ୍ଲୀ,୫।୧: OYOର ବଡ଼ ଘୋଷଣା। କମ୍ପାନୀ ଏହାର ଚେକ୍‌ ଇନ୍‌ ନିୟମରେ ପରିବର୍ତ୍ତନ କରିଛି। ଏଥିସହ ଜଡ଼ିତ ହୋଟେଲରେ ଏହାକୁ କାର୍ଯ୍ୟକାରୀ କରିବାକୁ କୁହାଯାଇଛି। ଓୟୋର ନୂତନ ନିୟମ ଅନୁଯାୟୀ ଅବିବାହିତ ଯୋଡିମାନେ ଆଉ ରୁମ୍‌ ବୁକ୍‌ କରିପାରିବେ ନାହିଁ। ଏହା…

କୋଷ୍ଟଗାର୍ଡ ହେଲିକପ୍ଟର କ୍ରାସ, ୩ ମୃତ

ପୋର୍ଟବ୍ଲେୟାର,୫।୧: ଗୁଜୁରାଟର ପୋରବନ୍ଦର ବିମାନବନ୍ଦରରେ କୋଷ୍ଟଗାର୍ଡ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ପୋରବନ୍ଦର ଡିଏମ ଏସଡି ଧାନାନି କହିଛନ୍ତି ଯେ ଏହି ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ସେ କହିଛନ୍ତି ଯେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି। ଦୁର୍ଘଟଣା ପରେ…

ତୁଟିଗଲା ସବୁ ଆଶା! WTC ଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିଲା ଭାରତ,ଏବେ ଏହି ଟିମ୍‌ ମଧ୍ୟରେ… 

ନୂଆଦିଲ୍ଲୀ,୫।୧: ବର୍ଡର ଗାଭାସ୍କର ଟ୍ରଫିରେ ପରାଜିତ ହେବା ପରେ ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ଶିପ୍‌ ଦୌଡ଼ରୁ ବାଦ୍‌ ପଡ଼ିଛି ଟିମ୍‌ ଇଣ୍ଡିଆ। ଦଳକୁ ଏହି ଟୁର୍ନାମେଣ୍ଟରେ ରହିବା ଲାଗି ଏହି ସିରିଜକୁ ଡ୍ର କରିବାର ଆବଶ୍ୟକତା ଥିଲା। ହେଲେ ଭାରତ ତାହା କରିବାରେ…

ବିଦାୟର ଠିକ୍‌ ୧୫ ଦିନ ପୂର୍ବରୁ ବଡ଼ ଗେମ ଖେଳିଳେ ବାଇଡେନ,ବିଶ୍ୱାସ କରିପାରୁ ନାହାଁନ୍ତି ଟ୍ରମ୍ପ

ଓ୍ବାଶିଂଟନ,୫।୧: ଜାନୁଆରୀ ୨୦ରେ ଡୋନାଲ୍ଡ ଟ୍ରମ୍ପ ଆମେରିକାର ନୂଆ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ମଧ୍ୟ ପୂର୍ବରେ ଇସ୍ରାଏଲ-ହମାସ ଯୁଦ୍ଧ ବ୍ୟତୀତ ଟ୍ରମ୍ପ ଲେବାନନ ଏବଂ ୟେମେନର ହୁତି ବିଦ୍ରୋହୀଙ୍କ ବିରୋଧରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ନିଜର ନୀତି…

ଗାଁ ପଣାଖୁଣ୍ଟିରେ ବଳିଦେବା ଘଟଣା: ଖବରଦାତା ସମ୍ମିଳନୀରେ ଏସ୍‌ପି ଦେଲେ ଚାଞ୍ଚଲ୍ୟକର ବୟାନ

ପରଜଙ୍ଗ,୫।୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ବସୋଇଗାଁରେ ନୂଆବର୍ଷରେ ବହୁଚର୍ଚ୍ଚିତ ବୀଭତ୍ସ ହତ୍ୟାକାଣ୍ଡର ପରଜଙ୍ଗ ପୋଲିସ ପର୍ଦ୍ଦାଫାଶ କରିଛି । ଲୋମଟାଙ୍କୁରା ବୀଭତ୍ସ ହତ୍ୟାକାଣ୍ଡକୁ ନେଇ ଢେଙ୍କାନାଳ ଏସ୍‌ପି ଅଭିନବ ସୋନକର ରବିବାର ପରଜଙ୍ଗ ଥାନାରେ ପ୍ରେସମିଟ୍‌ ମାଧ୍ୟମରେ ସମ୍ପୂର୍ଣ୍ଣ…

ଶକ୍ତି ସଂରକ୍ଷଣରେ ଟିପିସିଓଡିଏଲ୍‌ ସମ୍ବର୍ଦ୍ଧିତ

ଭୁବନେଶ୍ୱର,୫।୧ (ଅଭୟ ଦାଶ):ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌)କୁ ନିକଟରେ ଆଉ ଏକ ସମ୍ମାନ ଓ ୪-ତାରକା ମାନ୍ୟତା ମିଳିଛି। ଏପରିକି ଶକ୍ତି ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଟିପିସିଓଡିଲ୍‌କୁ ସମ୍ବର୍ଦ୍ଧିତ ସହ ଶକ୍ତି ସଂରକ୍ଷଣ ପୁରସ୍କାର ବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri