Home Left

“ଭାରତର ଜଳ ଭାରତର ସ୍ୱାର୍ଥ ପାଇଁ ବ୍ୟବହାର ହେବ”: ପାକିସ୍ତାନକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାର୍ତ୍ତା

ନୂଆଦିଲ୍ଲୀ, ୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ପଷ୍ଟ କରିଛନ୍ତି ଯେ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖି ପାକିସ୍ତାନକୁ ଜଳ ଯୋଗାଣ ବନ୍ଦ କରିବାର ନିଷ୍ପତ୍ତି ପରିବର୍ତ୍ତନ ହେବ ନାହିଁ, ଏବଂ କହିଛନ୍ତି, “ଭାରତର ଜଳ ଭାରତର ସ୍ୱାର୍ଥ ପାଇଁ ବ୍ୟବହାର…

India Pakistan War: କାଲି ହାଇଆଲର୍ଟ: ମୋଦି କଲେ ବଡ଼ ଘୋଷଣା, ଥରିଲା ପାକିସ୍ତାନ

ନୂଆଦିଲ୍ଲୀ,୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନକୁ କଡ଼ା ବାର୍ତ୍ତା ଦେଇିଛନ୍ତି। ଭାରତର ଜଳ କେବଳ ଭାରତର ସ୍ବାର୍ଥ ଓ ଉନ୍ନତି ପାଇଁ ବ୍ୟବହାର ହେବ। ଜମ୍ମୁ ଓ କଶ୍ମୀରର ଅନନ୍ତନାଗ ଜିଲାରେ ଏକ ନିର୍ବାଚନୀ ସଭାରେ ସେ କହିଛନ୍ତି, “ଆମ ଜଳର…

India-Pakistan War: ରାତି ପାହିଲେ… ପାକିସ୍ତାନରେ ହାଇ ଆଲର୍ଟ, ହେଡକ୍ୱାର୍ଟର ପହଞ୍ଚିଲେ ଶେହବାଜ ସରିଫ

ନୂଆଦିଲ୍ଲୀ/ଇସଲାମାବାଦ: ଭାରତ ମେ ୭ ତାରିଖରେ ୨୪୪ଟି ଜିଲାରେ ଏକ ବୃହତ ଯୁଦ୍ଧ ପ୍ରସ୍ତୁତି (ମକ ଡ୍ରିଲ) ଆୟୋଜନ କରିବାକୁ ଯାଉଛି, ଯାହା ପାକିସ୍ତାନରେ ଉତ୍ତେଜନା ସୃଷ୍ଟି କରିଛି। ଏହି ଯୁଦ୍ଧ ପ୍ରସ୍ତୁତି ଜମ୍ମୁ ଓ କଶ୍ମୀରର ପହଲଗାମରେ ଏପ୍ରିଲ ୨୨ରେ…

India-Pakistan War: ଧମକ ଦେଇ ଛାନିଆ ବିଲାୱଲ, ଭାରତକୁ ମାଗିଲେ ସାହାଯ୍ୟ!

ଇସଲାମବାଦ,୬।୫: ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ଅଧ୍ୟକ୍ଷ ବିଲାୱଲ ଭୁଟ୍ଟୋ-ଜାରଦାରୀ ପୂର୍ବରୁ ଭାରତକୁ ସିନ୍ଧୁ ନଦୀରେ ରକ୍ତ ବହିବ ବୋଲି ଧମକ ଦେଇଥିବା ବେଳେ, ମଙ୍ଗଳବାର ସେ ଭାରତ ସହ ଶାନ୍ତି ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଏପ୍ରିଲ ୨୨ରେ ଜମ୍ମୁ…

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ଗ୍ରାମବାସୀଙ୍କୁ ହତ୍ୟା ଧମକ

ଦିଗପହଣ୍ଡି,୬ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ବିରିବାଡିଆ ଗ୍ରାମର ଚିତ୍ରସେନ ମଲ୍ଲିକ ଗତ ଏପ୍ରିଲ ୨୨ ତାରିଖ ମଧ୍ୟାହ୍ନଠାରୁ ନିଖୋଜ ଥିଲେ। ୨୩ ତାରିଖ ସକାଳେ ଗାଁ ନିକଟ ଜଙ୍ଗଲରୁ ତାଙ୍କ ମୃତଦେହ ମିଳିଥିଲା।…

India Pakistan War: ଯୁଦ୍ଧ ନେଇ ଆସିଲା ବଡ଼ ଖବର: କାଲି ସୀମାରେ ହାଇଆଲର୍ଟ, ମୁହାଁମୁହିଁ ହେବେ…

ନୂଆଦିଲ୍ଲୀ,୬।୫: ଭାରତୀୟ ବାୟୁସେନା ଆସନ୍ତକାଲି ପାକିସ୍ତାନ ସହ ମୁହାଁମୁହଁ ହେବାକୁ ଯାଉଛି। ଏହି ସମରଭ୍ୟାସ ମେ ୭ ଓ ୮ ତାରିଖରେ ଅନୁଷ୍ଠିତ ହେବ ବୋଲି ବାୟୁସେନା ପକ୍ଷରୁ ନୋଟାମ (ନୋଟିସ ଟୁ ଏୟାରମେନ) ଜାରି କରାଯାଇଛି। ଏହି ଅଞ୍ଚଳ ଉପରେ…

ଦାରିଙ୍ଗବାଡିକୁ ସବୁଜ ସୁନ୍ଦର କରିବାକୁ ଅଣ୍ଟା ଭିଡିଲା ପ୍ରଶାସନ: ଅଳିଆ ପକାଇଲେ ତଣ୍ଡ ଗଣିବେ ବ୍ୟବସାୟୀ

ଦାରିଙ୍ଗବାଡି,୬ା୫ (ଅରୁଣ ସାହୁ): ଏଣିକି ସର୍ବସାଧାରଣ ଜାଗାରେ ଅଳିଆ ଆବର୍ଜନା ପକାଇଲେ ତଣ୍ଡ ଗଣିବାକୁ ପଡିବ। ପ୍ଲାଷ୍ଟିକ ହେଉ କି ଅଇଁଠା ଖଲିପତ୍ର କିମ୍ବା ପଲିଥିନ, ଚା’କପ ଆଦି ଏଣେତେଣେ ପକାଇଲେ ବ୍ୟବସାୟୀଙ୍କୁ ଅତି କମରେ ୫ ହଜାର ଟଙ୍କା ଜରିମାନା…

ବଡ଼ ଖବର: ପହଲଗାମ ନରସଂହାର ସ୍ଥାନ ନିକଟରେ ଆତଙ୍କବାଦୀ ଆକ୍ରମଣ ସନ୍ଦିଗ୍ଧ ଗିରଫ

ନୂଆଦିଲ୍ଲୀ, ୬।୫: ବୈସାରଣ ଉପତ୍ୟକା ଆଖପାଖର ଜଙ୍ଗଲରେ ଏକ ଘେରାବନ୍ଦୀ ଓ ସର୍ଚ୍ଚ ଅପରେସନ ସମୟରେ, ସୁରକ୍ଷା ବାହିନୀ ସୋମବାର ଜଣେ ସନ୍ଦିଗ୍ଧ ବ୍ୟକ୍ତିକୁ ଗିରଫ କରିଛନ୍ତି। ସନ୍ଦିଗ୍ଧଙ୍କ ନିକଟରୁ ଏକ ବୁଲେଟପ୍ରୁଫ ଜ୍ୟାକେଟ୍ କଭର ମିଳିଥିଲା ବୋଲି ରିପୋର୍ଟରେ କୁହାଯାଇଛି।…

ଗଣେଶଙ୍କ ଉପରେ ଆସ୍ଥା ପ୍ରକଟକଲା ଭାଜପା: ବ୍ରାହ୍ମଣୀଗାଁ ମଣ୍ଡଳ ସଭାପତି ଭାବେ ମିଳିଲା ଗୁରୁଦାୟିତ୍ୱ

ଦାରିଙ୍ଗବାଡି,୬।୫(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁର ଭାଜପା ମଣ୍ଡଳ ସଭାପତି ଭାବେ ଗଣେଶ ଡାକୁଆଙ୍କୁ ଦଳ ନିଯୁକ୍ତି ଦେଇଛି। ଏ ନେଇ ରାଜ୍ୟ ପରିଷଦର ସଦସ୍ୟ ସୁକାନ୍ତ କୁମାର ସାହୁ ଓରଫ ଟୁଟୁ ସାହୁ ସୂଚନା ଦେଇଛନ୍ତି।…

ଯୁଦ୍ଧ ଭିତରେ ବଡ଼ ଖବର, ପୃଥିବୀଆଡକୁ ମାଡି ଆସୁଛି ପରମାଣୁ ଭଳି ବଡ଼ ଉପଗ୍ରହ, ଏଇଠି ପିଟି ହେବ…

ନୂଆଦିଲ୍ଲୀ,୬।୫: ଯୁଦ୍ଧ ସ୍ଥିତି ଭିତରେ ଆସିଲା ବଡ଼ ଖବର। ୫୩ ବର୍ଷ ତଳର ଗୋଟିଏ ଉପଗ୍ରହ, ଏବେ ପୃଥିବୀଆଡକୁ ମାଡି ଆସୁଛି । ମହାକାଶରେ ଘୂରି ବୁଲୁଥିବା ଏହି ଉପଗ୍ରହ, ଯେକୌଣସି ମୁହୂର୍ତ୍ତରେ ପୃଥିବୀରେ ମାଡ଼ ହେବା ସହିତ ବଡ଼ ଧରଣର…

୫ ବର୍ଷ ହେଲା ଜଗା ରଥପାଇଁ ପଠାଯାଉଛି କାଠ: ଭଞ୍ଜନଗରୁ ପ୍ରଥମ ପର୍ଯ୍ୟାୟରେ ଗଲା ରଥକାଠ

ଭଞ୍ଜନଗର,୬।୫(ବାବୁଲା ପ୍ରଧାନ): ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରା ଜୁନ ୨୭ ତାରିଖରେ ହେବ। ତେଣୁ ତିନି ଠାକୁରଙ୍କ ରଥ ନିର୍ମାଣ କାର୍ଯ୍ୟ ପୁରୀ ରଥଖଳାରେ ଚାଲିଛି। ଏଥିପାଇଁ ରାଜ୍ୟର ବିଭିନ୍ନ ବନଖଣ୍ଡରୁ ରଥକାଠ ପୁରୀ ଅଭିମୂଖେ ଅଣାଯାଉଛ। ଏହିଭଳି ଗଞ୍ଜାମ ଜିଲା…

ଅଧିନାୟକ ପଦ ଛାଡ଼ିବା ଉପରେ ମୁହଁ ଖୋଲିଲେ ବିରାଟ

ବେଙ୍ଗାଲୁରୁ,୬ା୫: ଆଥଲେଟ୍‌ଙ୍କ ଜୀବନରେ ଏମିତି ସମୟ ଆସେ, ଯେତେବେଳେ ସମର୍ଥକଙ୍କ ଆଶା ଆହୁରି ଭଲ ପ୍ରଦର୍ଶନ କରିବାକୁ ମୋଟିଭେଶନ ଯୋଗାଇବା ବଦଳରେ ଏକ ବୋଝ ପାଲଟିଯାଏ। ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କ କ୍ୟାରିୟରରେ ୨୦୧୬ରୁ ୨୦୧୯ ମଧ୍ୟରେ ସେଭଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?