ଶିବ ତାଣ୍ଡବ ଧ୍ୱନିରୁ ଆରମ୍ଭ ହୋଇଥିଲା DGMO ଖବରଦାତା ସମ୍ମିଳନୀ: ସେନା ବଖାଣିଲା ବିରତ୍ୱ ଗାଥା
ନୂଆଦିଲ୍ଲୀ,୧୧।୫: ଭାରତ-ପାକିସ୍ତାନ ଉତ୍ତେଜନା ଏବଂ ଅପରେଶନ ସିନ୍ଦୂର ଉପରେ ରବିବାର ସାରେ ଭାରତୀୟ ସେନା ପକ୍ଷରୁ ଖବରଦାତା ସମ୍ମିଳନୀ ହୋଇଥିଲା। ଶିବ ତାଣ୍ଡବ ଧ୍ୱନିରୁ ଆରମ୍ଭ ହୋଇଥିଲା DGMO ଖବରଦାତା ସମ୍ମିଳନୀ ସମ୍ମିଳନୀରେ ଭାରତୀୟ ସେନାର ୩ଟି ଶାଖା, ସ୍ଥଳସେନା, ବାୟୁସେନା…
ନୃସିଂହ ଉତ୍ସବରେ ଠାକୁରଙ୍କୁ ଦର୍ଶନ କଲେ ବିଧାୟକ
ଗଞ୍ଜାମ,୧୧।୫(ବିଦ୍ୟାଧର ସାହୁ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମରେ ଚାଲିଥିବା ନୃସିଂହ ଚତୁର୍ଦ୍ଧଶୀ ଉତ୍ସବରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଯୋଗଦେଇ ଠାକୁରଙ୍କ ଦର୍ଶନ କରିଥିଲେ l ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ଏନ୍ଏସି ଚେୟାରମ୍ୟାନ ପ୍ରତିନିଧି ବିନୋଦ ଚନ୍ଦ୍ର…
ଦିଲ୍ଲୀକୁ ଆସୁଥିବା ୯୭ଟି ବିମାନ ବାତିଲ: ସାମିଲ ଅଛି ଅନ୍ତର୍ଜାତୀୟ ବିମାନ
ନୂଆଦିଲ୍ଲୀ,୧୧।୫: ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଯୋଗୁ ଦିଲ୍ଲୀ ବିମାନବନ୍ଦରରେ ବିମାନ ଚଳାଚଳ ପ୍ରଭାବିତ ହୋଇଛି। ଯୁଦ୍ଧବିରତି ସତ୍ତ୍ୱେ, ରବିବାର ଦିଲ୍ଲୀ ବିମାନବନ୍ଦରରୁ ଅନେକ ବିମାନ ଉଡ଼ାଣ ବାତିଲ କରାଯାଇଥିଲା। ବିମାନବନ୍ଦର ଅଧିକାରୀଙ୍କ ସୂଚନା ଅନୁଯାୟୀ, ଦିଲ୍ଲୀ ବିମାନବନ୍ଦରରୁ ଉଡ଼ାଣ କରୁଥିବା…
ପାକିସ୍ତାନରେ କ୍ଷେପଣାସ୍ତ୍ର ଆକ୍ରମଣରୁ ଅଳ୍ପକେ ବର୍ତ୍ତିଗଲେ ଅଷ୍ଟ୍ରେଲୀୟ କ୍ରିକେଟର: ରିପୋର୍ଟ
ନୂଆଦିଲ୍ଲୀ,୧୧।୫: ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ସାମରିକ ଉତ୍ତେଜନା ମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ପାକିସ୍ତାନର ନୁର ଖାନ ବାୟୁସେନା ଘାଟି ନିକଟରେ ଭାରତୀୟ କ୍ଷେପଣାସ୍ତ୍ର ଆକ୍ରମଣରୁ ଚାରି ଜଣ ଅଷ୍ଟ୍ରେଲୀୟ କ୍ରିକେଟର ଅଳ୍ପକେ ବର୍ତ୍ତି ଯାଇଥିବା…
ଆହୁରି ବଢ଼ିବ ଖରା: ୧୫ ଯାଏ ନାହିଁ ନିସ୍ତାର
ଭୁବନେଶ୍ୱର,୧୦ା୫: ଖରାରେ ଶିଝୁଛି ସାରା ଓଡ଼ିଶା। ଦିନ ସାଢେ ଦୁଇଟା ସୁଦ୍ଧା ସମ୍ବଲପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛି। ସମ୍ବଲପୁରରେ ସର୍ବାଧିକ ୪୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ତା ପଛକୁ ରହିଛି ରାଜଧାନୀ ଭୁବନେଶ୍ବର। ଭୁବନେଶ୍ବରରେ ଚଳିତ…
ଅଧାରେ ରହିଗଲା ମା’ଙ୍କୁ ଡାକ୍ତର ଦେଖାଇବା, ଦୁର୍ଘଟଣାରେ ଚାଲିଗଲା ଜୀବନ
ଆନନ୍ଦପୁର,୧୧ା୫(ସୁଶାନ୍ତ କୁମାର ସାହୁ): ମା’ଙ୍କୁ ଡାକ୍ତର ଦେଖାଇବାକୁ ବାହାରି ଥିଲେ ସପରିବାର। ହେଲେ ଦୁର୍ଘଟଣାରେ ଚାଲିଗଲା ମା’ଙ୍କ ଜୀବନ। ସେପଟେ ପୁଅ ଓ ନାତୁଣୀ ଗୁରୁତର ହୋଇଥିବା ବେଳେ ବୋହୂ ଓ ଝିଅ ଆହତ ହୋଇଛନ୍ତି। ହେଲେ ଦେଢ଼ବର୍ଷର ନାତି ଅଳ୍ପକେ…
‘ପାକିସ୍ତାନ ଗୁଳି ଚଲାଇଲେ, ପରିଣାମ ବିନାଶକାରୀ ହେବ: ଆମେରିକା ଉପରାଷ୍ଟ୍ରପତିଂକୁ ସିଧା ଶୁଣାଇଦେଲେ ମୋଦି
ନୂଆଦିଲ୍ଲୀ,୧୧।୫: ଅପରେଶନ ସିନ୍ଦୁର ଶେଷ ହୋଇନାହିଁ; ଯଦି ସେମାନେ ଗୁଳି ଚଳାନ୍ତି, ଆମେ ଗୋଲା ଚଳାଇବୁ, ଏବଂ ଯଦି ସେମାନେ ଆକ୍ରମଣ କରନ୍ତି, ଆମେ ପାଲଟା ଆକ୍ରମଣ କରିବୁ। ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି: ‘ସେଠାରୁ…
ବିରାଟ କୋହଲିଙ୍କୁ ବୁଝାଇବାରେ ବିଫଳ BCCI, ଖୁବ୍ ଶୀଘ୍ର ନେବେ ଟେଷ୍ଟ ଅବସର: ରିପୋର୍ଟ
ନୂଆଦିଲ୍ଲୀ,୧୧।୫: ବିରାଟ କୋହଲି ଜୁନ୍ ମାସରେ ଭାରତର ଆଗାମୀ ଇଂଲଣ୍ଡ ଗସ୍ତ ପୂର୍ବରୁ ଟେଷ୍ଟ କ୍ରିକେଟରୁ ଅବସର ନେବାକୁ ପ୍ରସ୍ତୁତ ଅଛନ୍ତି। ଟାଇମ୍ସ ଅଫ୍ ଇଣ୍ଡିଆ (TOI) ରିପୋର୍ଟ ଅନୁଯାୟୀ, ପୂର୍ବତନ ଭାରତୀୟ ଅଧିନାୟକ ବିସିସିଆଇ (ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ)କୁ…
ମିଛୁଆ ପାକିସ୍ତାନର ମିଛୁଆ ମନ୍ତ୍ରୀ! ଭିଡିଓ ଗେମ୍ ଭିଡିଓ ଦେଖାଇ କରୁଛନ୍ତି ଭାରତୀୟ ସେନା ଉପରେ ଆକ୍ରମଣର ଦାବି…
ନୂଆଦିଲ୍ଲୀ,୧୧।୫: ଭାରତ ମେ’ ୬ ଏବଂ ୭ ରାତିରେ ପାକିସ୍ତାନ ଏବଂ ପାକ ଅଧିକୃତ କାଶ୍ମୀର(ପିଓକେ)ରେ ୯ଟି ଆତଙ୍କବାଦୀ ଲଞ୍ଚ ପ୍ୟାଡ୍କୁ ଟାର୍ଗେଟ କରି ଅପରେଶନ ସିନ୍ଦୂର ଆରମ୍ଭ କରିବା ପରେ ସୀମାରେ ଉତ୍ତେଜନା କ୍ରମାଗତ ଭାବରେ ବୃଦ୍ଧି ପାଇଥିଲା। ଏହି…
ପାଇପ ଅଛି, ହେଲେ ପାଣି ବାହାରୁନି, ୩୦୦ ପରିବାର ହନ୍ତସନ୍ତ
ରିଷିଡ଼ା,୧୧ା୫(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପୌରକେଲା ପଞ୍ଚାୟତ ରଣାପଡ଼ା, ଓ ପାଟଖଣ୍ତା ମନ୍ଦିରପଡ଼ାର ପାୟ ୩୦୦ ପରିବାର ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଛନ୍ତି। ପଡ଼ାରେ ସରକାର ତରଫରୁ ସଫଲେଇ ପାଣି ପାଇପ ବ୍ୟବସ୍ଥା କରିଥିଲେ ହେଁ ତାହା…
୯୦ ମିନିଟରେ କିପରି ଧ୍ୱଂସ ହେଲା ପାକିସ୍ତାନର ୯ ଏୟାରବେସ? ରାଓ୍ବଲପିଣ୍ଡିରୁ ସିଆଲକୋଟ ଯାଏ ଧୂଆଁ…
ନୂଆଦିଲ୍ଲୀ,୧୧।୫: ଅପରେସନ ସିନ୍ଦୂରରେ ପାକିସ୍ତାନ ବାୟୁସେନା ସର୍ବାଧିକ କ୍ଷତି ସହିଛି। ଏଥିରୁ ମୁକୁଳିବାକୁ ପାକିସ୍ତାନ ବାୟୁସେନାକୁ ବର୍ଷ ବର୍ଷ ଲାଗିବ। ଭାରତ ମାତ୍ର ୯୦ ମିନିଟ ମଧ୍ୟରେ ପାକିସ୍ତାନୀ ବାୟୁସେନାର ୯ଟି ବାୟୁସେନା ଘାଟି ଏବଂ ୨ଟି ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ…
IPL ୨୦୨୫ ଉପରେ ଆଜି ନିଷ୍ପତ୍ତି, ଏହି ଦିନ ପୁଣି ଆରମ୍ଭ ହେବ ଟୁର୍ନାମେଣ୍ଟ!
ନୂଆଦିଲ୍ଲୀ,୧୧।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ସାମରିକ ସଂଘର୍ଷକୁ ରୋକିବା ପାଇଁ ଶନିବାର ମେ’ ୧୦ରେ ଯୁଦ୍ଧବିରତି ଘୋଷଣା କରାଯାଇଛି। ମେ’ ୭ ତାରିଖରୁ ଦୁଇ ଦେଶ ମଧ୍ୟରେ ଚାଲିଥିବା ଏହି ବିବାଦ ଯୋଗୁ ବିସିସିଆଇ ଆଇପିଏଲ୍ ୨୦୨୫ ସିଜିନ୍କୁ ମଝିରେ…

