Home Left

୪ ସନ୍ତାନ ଜନ୍ମ କରି ଲକ୍ଷେ ଟଙ୍କା ପାଆନ୍ତୁ

ଭୋପାଳ,୧୪।୧: ବ୍ରାହ୍ମଣ ସମ୍ପ୍ରଦାୟର ଯୁବଦମ୍ପତିମାନେ ୪ ସନ୍ତାନ ଜନ୍ମ ପାଇଁ ନିଷ୍ପତ୍ତି ନେଲେ ସେମାନଙ୍କୁ ଲକ୍ଷେ ଟଙ୍କା ପୁରସ୍କାର ମିଳିବ। ମଧ୍ୟପ୍ରଦେଶ ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ପାହ୍ୟା ପାଇଥିବା ପର୍ଶୁରାମ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ପଣ୍ଡିତ ବିଷ୍ଣୁ ରାଜୋରିଆ ଏହି ଘୋଷଣା…

ଚୁଡା-ଦହି ଖାଇବାକୁ ଚିରାଗ ପାଶଓ୍ବାନ୍‌ଙ୍କ ଅଫିସ୍‌ରେ ପହଞ୍ଚିଥିଲେ ନୀତୀଶ କୁମାର: ଉପାସ ଫେରିଲେ

ପାଟନା,୧୪।୧: ଆଜି ମକର ସଂକ୍ରାନ୍ତି। ପାଟନାର ସମସ୍ତ ରାଜନୈତିକ ଦଳ ସେମାନଙ୍କ ଦଳୀୟ କାର୍ଯ୍ୟାଳୟରେ ଚୁଡା-ଦହି ଭୋଜିର ଆୟୋଜନ କରନ୍ତି। କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନଙ୍କ ଦଳ ରାଜ୍ୟ କାର୍ଯ୍ୟାଳୟରେ ଏକ ଭୋଜିର ମଧ୍ୟ ଆୟୋଜନ କରିଥିଲା। ଏଥିରେ ଅଂଶଗ୍ରହଣ କରିବା ପାଇଁ…

ମଧ୍ୟବିତ୍ତଙ୍କୁ ମିଳିବ ଆଶ୍ୱସ୍ତି! ବଜେଟରେ ଏହି ୫ ଘୋଷଣା କରିବେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ,୧୪।୧: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ୍‌ ଫେବୃଆରୀ ୧ ତାରିଖରେ ୨୦୨୫ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ଏହି ବଜେଟରୁ ମଧ୍ୟବିତ୍ତ ଏବଂ କରଦାତାଙ୍କ ଅନେକ ଆଶା ରହିଛି। ଅର୍ଥନୀତିଜ୍ଞ ଏବଂ ଶିଳ୍ପ ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଯଦି ସରକାର ଆୟକରରେ…

ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା ସଫେଇ ଗାଡ଼ି

ଭୁବନେଶ୍ବର,୧୪।୧: ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଯାଇଛି ବିଏମ୍‌ସିର ସଫେଇ ଗାଡ଼ି। ଭୁବନେଶ୍ୱରର ଚନ୍ଦ୍ରଶେଖରପୁର-ଡମଣା ରାସ୍ତାରେ ଏହି ଅଭାବନୀୟ ଘଟଣା ଘଟିଛି। ପ୍ରଥମେ ସଫେଇ ଗାଡିଟି ହଠାତ୍‌ ଜଳିଥିଲା। ଆଉ ତା’ପରେ ରାସ୍ତା ମଝିରେ ଢୋ ଢୋ ଫୁଟିଥିଲା। ଲୋକେ ଭୟଗୀତ…

ମଧ୍ୟାହ୍ନ ଭୋଜନରେ ଛାତ୍ରୀଛାତ୍ରଙ୍କୁ ମିଳିବ କ୍ଷୀର: ମନ୍ତ୍ରୀଙ୍କ ବଡ଼ ସୂଚନା

ଭୁବନେଶ୍ୱର,୧୪।୧: ଏଣିକି ମଧ୍ୟାହ୍ନ ଭୋଜନରେ ମିଳିବ କ୍ଷୀର। ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ କ୍ଷୀର ଦେବାକୁ ଯୋଜନା କରାଯାଉଛି। ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ମଙ୍ଗଳବାର ଏନେଇ ସୂଚନା ଦେଇଛନ୍ତି । ୨୦୦ ଏମଏଲ ଭିଟାମିନ ଏ ଓ ଡି…

ଗୁଡ଼ି ଉଡାଉଛି ମାଙ୍କଡ଼: ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ଆଜିକାଲି ଏକ ବନାରସୀ ମାଙ୍କଡ଼ ଖବରର ଶିରୋନାମା ପାଲଟିଛି। ଏହି ମାଙ୍କଡ଼ ଛାତ ଉପରେ ଚଢ଼ି ଗୁଡ଼ି ଉଡ଼ାଇବା ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହାକୁ ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହେଉଛନ୍ତି। ଭିଡିଓଟି ଉତ୍ତର ପ୍ରଦେଶର ବନାରସର।…

ଦିଲ୍ଲୀରୁ ଫେରିବା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ରାଜ୍ୟର ସବୁ ପଞ୍ଚାୟତରେ ହେବ…

ଭୁବନେଶ୍ୱର,୧୪।୧: ଦିଲ୍ଲୀରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଡ଼ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର ସବୁ ପଞ୍ଚାୟତରେ ଖୋଲିବ ଆୟୁଷ୍କାନ ଆରୋଗ୍ୟ ମନ୍ଦିର। ଆୟୁଷ୍କାନ ଆରୋଗ୍ୟ ମନ୍ଦିରରେ ANMଙ୍କ ସହ ହେଲଥ ୱାର୍କର ରହିବେ। ଯୋଗ ଶିକ୍ଷକ ମଧ୍ୟ…

୧୨ ବର୍ଷ ପରେ ଏଥର ମକର ସଂକ୍ରାନ୍ତିରେ ସୃଷ୍ଟି ହେବ ବଡ଼ ଯୋଗ, ଚମକିବ ଏହି ୩ ରାଶିର ଭାଗ୍ୟ

ସୂର୍ଯ୍ୟ ପ୍ରତି ମାସରେ ନିଜର ରାଶି ପରିବର୍ତ୍ତନ କରନ୍ତି। କିନ୍ତୁ ଯେତେବେଳେ ସୂର୍ଯ୍ୟ ଧନୁ ରାଶି ଛାଡି ମକର ରାଶିରେ ପ୍ରବେଶ କରନ୍ତି, ସେତେବେଳେ ମକର ସଂକ୍ରାନ୍ତି ପାଳନ କରାଯାଏ। ୨୦୨୫ରେ ମକର ସଂକ୍ରାନ୍ତି ପର୍ବ ଜାନୁଆରୀ ୧୪ ତାରିଖରେ ପଡୁଛି…

କିଏ ସେହି ହର୍ଷା ରିଚାରିଆ, ମହାକୁମ୍ଭରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି…

ପ୍ରୟାଗରାଜ,୧୪।୧: ପ୍ରୟାଗରାଜରେ ଅନୁଷ୍ଠିତ ମହାକୁମ୍ଭରେ ଦେଶ ଏବଂ ବିଶ୍ୱର ବିଭିନ୍ନ ସ୍ଥାନରୁ ସନ୍ଥ ଏବଂ ମୁନିମାନଙ୍କ ସହିତ ଲକ୍ଷ ଲକ୍ଷ ଭକ୍ତ ପହଞ୍ଚିଛନ୍ତି। ବିଶ୍ୱାସର ଏହି ମହାନ କୁମ୍ଭରେ, ଅନେକ ସନ୍ଥ ଏବଂ ମୁନିମାନଙ୍କ ସହିତ, ଜଣେ ସାଧ୍ୱୀ ଏବେ ଖବରରେ…

ମହିଳାଙ୍କୁ କଚାଡ଼ି ମାରିଲା ହାତୀ

ଦେବଗଡ଼,୧୪।୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଫରେଷ୍ଟ ରେଞ୍ଜ ଚଢେଇମରା ପଞ୍ଚାୟତ ଅନ୍ତର୍ଗତ ବନାଞ୍ଚଳ ସଙ୍ଘାପସି ଗ୍ରାମରେ ହାତୀ ଉପଦ୍ରବ। ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କୁନୀ ବେହେରା। ବିଳମ୍ବିତ ରାତି…

ମକର ମେଳା: କାଳିଜାଇ ପୀଠ ଭକ୍ତମୟ

କୃଷ୍ଣପ୍ରସାଦ,୧୪।୧(କୈଳାଶ ଚନ୍ଦ୍ର ପଟ୍ଟନାୟକ):ଚିଲିକାର ଅଧିଷ୍ଠାତ୍ରୀ ଦେବୀ ମା’ କାଲିଯାଇଙ୍କ ପୀଠରେ ମକର ମେଳା ଆରମ୍ଭ ହୋଇଛି। ଆଜି ଭୋରରୁ କୃଷ୍ଣପ୍ରସାଦ ଜେଟି, ସାତପଡା, ରମ୍ଭା, ବଡକୁଳ, ବାଲୁଗାଁ, ସୋରଣ, ଆଦି ଚିଲିକା କୂଳରୁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ସୁଅ ଚୁଟିଛି।…

ସାମ୍ପଲ ଔଷଧର କଳା ବଜାରକୁ ନେଇ ଚଢ଼ାଉ

ପାରଳାଖେମୁଣ୍ଡି,୧୪।୧(ଗିରିଧାରୀ ପରିଛା): ଗଜପତି ଜିଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ଖଜୁରିପଡାଠାରେ ଥିବା ଶଶି ଔଷଧ ଦୋକାନ ଉପରେ ଡ୍ରଗ ନିରୀକ୍ଷକଙ୍କ ଅଚାନକ ଚଢ଼ାଉ ହୋଇଛି । ଆଜି ସକାଳେ ଗଜପତି ଜିଲାର ଡ୍ରଗ ନିରୀକ୍ଷକ ପ୍ରସନ୍ନ କୁମାର ମଲ୍ଲିକ କୌଣସି ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri