Home Left

ପୂର୍ବତନ ସୈନିକଙ୍କୁ ହତ୍ୟା: ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ହତ୍ୟା ପରେ ୬ ଖଣ୍ଡ କରି ନଦୀରେ ଭସାଇଦେଲେ ସ୍ତ୍ରୀ

ନୂଆଦିଲ୍ଲୀ,୧୬।୫: ଉତ୍ତର ପ୍ରଦେଶର ବାଲିଆ ଜିଲାରେ ଜଣେ ପୂର୍ବତନ ସୈନିକଙ୍କୁ ତାଙ୍କ ପତ୍ନୀ ଓ ତାଙ୍କ ପ୍ରେମିକ ଦ୍ୱାରା ହତ୍ୟା କରାଯାଇଛି। ପୋଲିସ ୫୦ ବର୍ଷୀୟ ଜଣେ ମହିଳା, ତାଙ୍କ ପ୍ରେମିକ ଏବଂ ଅନ୍ୟ ଦୁଇଜଣଙ୍କୁ ଗିରଫ କରିଛି, ଯେଉଁମାନେ ଏହି…

ରାଉରକେଲା ରେଳ ଷ୍ଟେସନରେ ବିଏସଏଫ ଯବାନଙ୍କ ରହସ୍ୟମୟ ମୃତ୍ୟୁ

ରାଉରକେଲା,୧୬।୫: ଓଡ଼ିଶାର ସୁନ୍ଦରଗଡ଼ ଜିଲା ଅନ୍ତର୍ଗତ ରାଉରକେଲା ରେଳ ଷ୍ଟେସନରେ ଜଣେ ବିଏସଏଫ ଯବାନଙ୍କର ରହସ୍ୟମୟ ମୃତ୍ୟୁ ଘଟିଛି। ମୃତ ଯବାନଙ୍କ ନାମ ସଞ୍ଜୟ ଦାସ (୩୯), ଯିଏ ଆସାମର ବାସିନ୍ଦା ଥିଲେ। ସେ ଛତିଶଗଡ଼ ବିଏସଏଫ କ୍ୟାମ୍ପରେ କାର୍ଯ୍ୟରତ ଥିଲେ।…

ଚୋରା ଚାଲାଣ କରୁଥିଲେ ଗୋରୁ, ବାଟରେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବାରୁ ସାମ୍ନାକୁ ଆସିଲା…

ପାଟଣା,୧୬ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ୨୨୦ ନମ୍ବର ଜାତୀୟ ରାଜପଥର ଖଜୁରିଡିହା ଛକ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ ୬ ଗୋରୁଙ୍କୁ ପାଟଣା ପୋଲିସ ଉଦ୍ଧାର କରିଛି। ସୂଚନାନୁଯାୟୀ, ଗୁରୁବାର ରାତିରେ ଓ ଆର…

ଖଣି ଖନନ ସର୍ଭେକୁ ନେଇ ତୀବ୍ର ଉତ୍ତେଜନା: ସର୍ଭେ କର୍ମଚାରୀ ଦଳ-ଶ୍ରମିକଙ୍କୁ ବିଦା କରିଦେଲେ ଗ୍ରାମବାସୀ

ଦାରିଙ୍ଗବାଡ଼ି,୧୬ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ହାତୀମୁଣ୍ଡା ପଞ୍ଚାୟତ ବିଜାଲି ଗ୍ରାମରେ ଖଣି ଖନନ ପାଇଁ ଦୀର୍ଘ ଦିନ ହେଲା ସର୍ଭେ କାର୍ଯ୍ୟ ଚାଲିଛି ଏହାକୁ ଅଞ୍ଚଳବାସୀ ବିରୋଧ କରିଆସୁଥିବା ବେଳେ ଜିଲାର ପ୍ରଶାସନିକ ଅଧିକାରୀମାନଙ୍କ ନିକଟରେ ଗ୍ରାମସଭାର ନିଷ୍ପତ୍ତି…

ମମତା ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, କର୍ମଚାରୀଙ୍କୁ ଦେବେ ୨୫ ପ୍ରତିଶତ ମହଙ୍ଗା ଭତ୍ତା, ଜାଣନ୍ତୁ କାହିଁକି…

କୋଲକାତା,୧୬ା୫: ପଶ୍ଚିମବଙ୍ଗ ସରକାର କର୍ମଚାରୀଙ୍କୁ ୨୫ ପ୍ରତିଶତ DA ଅର୍ଥାତ୍‌ ମହଙ୍ଗା ଭତ୍ତା ଦେବାକୁ ସୁପ୍ରିମକୋର୍ଟ ମମତା ବାନାର୍ଜୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟର ବିଚାରପତି ସଞ୍ଜୟ କାରୋଲଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ, ପଶ୍ଚିମବଙ୍ଗ ସରକାରଙ୍କୁ…

ବିଦ୍ୟୁତ୍‌ ନେଲା ନାବାଳକଙ୍କ ଜୀବନ

ସୋର,୧୬।୫: ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଅଧୀନ ଜିରିତାଳ ଗାଁରେ ଶୁକ୍ରବାର ଏକ ଦୁଃଖଦ ଘଟଣା ସାମ୍‌ନାକୁ ଆସିଛି। ବିଦ୍ୟୁତ୍‌ ଆଘାତରେ ଜଣେ ୧୨ ବର୍ଷୀୟ ନାବାଳକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ନାବାଳକ ଜଣକ ଘରେ ପାଣି ଦେଉଥିଲେ।…

ଦାରିଙ୍ଗବାଡ଼ିରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା

ଦାରିଙ୍ଗବାଡ଼ି,୧୬ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଶୁକ୍ରବାର ମଧ୍ୟାହ୍ନରେ ପ୍ରବଳ ବର୍ଷା ହୋଇଛି। ଫଳରେ ଚାଷୀ ଭାଇଙ୍କ ମୁହଁରେ ହସ ଫୁଟିଥିବାବେଳେ ଗରମରୁ ଲୋକେ ଆଶ୍ୱସ୍ତି ପାଇଛନ୍ତି। ଅଞ୍ଚଳରେ କୂଅ, ପୋଖରୀ, ନାଳ ଶୁଖିଯାଇଥିବା ବେଳେ ଏହି ବର୍ଷା ପରେ…

ଏଣିକି ଫୋନ୍‌ ଚୋରି କଲେ ଧରାପଡ଼ିବେ ଚୋର, ଜାଣନ୍ତୁ କେମିତି…

ଗୁଗ୍‌ଲ ଏବେ ଚୋରଙ୍କ ଜୀବନ କଷ୍ଟକର କରିବାକୁ ପ୍ରସ୍ତୁତ ହେଉଛି, କମ୍ପାନୀ ନୂଆ ଆଣ୍ଡ୍ରଏଡ ୧୬ ଅପରେଟିଂ ସିଷ୍ଟମରେ ଏପରି ଏକ ଚମତ୍କାର ଫିଚର ଯୋଡ଼ିଛି ଯାହା ଦ୍ୱାରା ଚୋର ଆପଣଙ୍କ ଆଣ୍ଡ୍ରଏଡ ଫୋନ୍‌ ଚୋରି କରିବା ପରେ ପଶ୍ଚାତାପ କରିବେ।…

ଛତିଶଗଡ଼ ଧାନ ଓଡ଼ିଶାରେ ଜବତ

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବୁଧବାରଠାରୁ ରବି ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ସମୟରେ ଗୁରୁବାର ଛତିଶଗଡ଼ରୁ ଏକ ଧାନ ବୋଝେଇ ଟ୍ରକ୍‌ (ନଂ.ସିଜି୧୨ସି/୪୦୧୮) ବରଗଡ଼ରେ ପହଞ୍ଚତ୍ବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ପ୍ରଶାସନ ଉକ୍ତ ଟ୍ରକ୍‌କୁ…

ବହୁଚର୍ଚ୍ଚିତ ସୁରେଶ ଶବର ହତ୍ୟା ଘଟଣା: ୧୫ ଦିନ ପରେ ଅଭିଯୁକ୍ତ ଗିରଫ

ଦେବଗଡ,୧୬।୫(ଶଶାଙ୍କ ଶେଖର ଝାଙ୍କର):ଗତ ଏପ୍ରିଲ ୩୦ ତାରିଖ ରାତ୍ରୀରେ ବାରକୋଟ ଥାନା ଅନ୍ତର୍ଗତ ମର୍ହା ଗ୍ରାମରେ ଘଟିଥିବା ବହୁଚର୍ଚ୍ଚିତ ବନ୍ୟଜନ୍ତୁ ଶିକାରୀ ସୁରେଶ ଶବର(୫୯)ହତ୍ୟା ଘଟଣାର ଅଭିଯୁକ୍ତକୁ ପୋଲିସ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ହତ୍ୟାକାରୀ…

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୈତୃକ ଗ୍ରାମକୁ ଦିଆଗଲା ପାଣି: ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ନିଆଗଲା ପଦକ୍ଷେପ

ଭଞ୍ଜନଗର,୧୬।୫(ବାବୁଲା ପ୍ରଧାନ):ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୈତୃକ ଗ୍ରାମ ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ନୂଆଗାଁକୁ ପାଇପ ଯୋଗେ ପାଣି ଯୋଗାଣ ୫ ଦିନ ଧରି ବନ୍ଦ ଥିଲା। ଏନେଇ ଧରିତ୍ରୀ ପୋର୍ଟାଲରେ ବୁଧବାର ଏବଂ ପତ୍ରିକାରେ ଗୁରୁବାର ଖବର ପ୍ରକାଶିତ…

ମୁହଁରେ କଳା କପଡ଼ା ବାନ୍ଧି ବୁଲୁଛନ୍ତି ୨ ଯୁବକ: ଲୋକେ ଆତଙ୍କିତ

ଦାରିଙ୍ଗବାଡି, ୧୬।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଏବେ ମୁଖାଧାରୀ ଯୁବକ ଘୁରି ବୁଲୁଥିବା ଦେଖି ସାଧାରଣରେ ଆତଙ୍କିତ ହୋଇପଡୁଛନ୍ତି। ଗୋଟିଏ ପଟେ ଗଞ୍ଜାମ ପୋଲିସର ସ୍ପେସିଆଲ ଡ୍ରାଇଭରେ ଧରପଗଡ଼ ଚାଲିଥିବା ବେଳେ ପୂର୍ବରୁ କନ୍ଧମାଳ ଜିଲାରେ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?