ରୋହିତଙ୍କଠାରୁ ଅଧିକ ଧନୀ ସେହ୍ବାଗ, ଅବସରକୁ ୧୦ ବର୍ଷ ହୋଇଥିଲେ ହେଁ କୋଟିରେ କରନ୍ତି ରୋଜଗାର
ନୂଆଦିଲ୍ଲୀ,୨୪।୧: ଟିମ୍ ଇଣ୍ଡିଆ ଅଧିନାୟକଙ୍କ ଗଣତି କେବଳ ଭାରତ ନୁହେଁ ବରଂ ବିଶ୍ୱର ଭେଟେରାନ କ୍ରିକେଟରଙ୍କ ମଧ୍ୟରେ ହୋଇଥାଏ। ଏହି ଖେଳରୁ ପ୍ରତିଷ୍ଠା ସହ ସେ ଭଲ ରୋଜଗାର ମଧ୍ୟ କରିଥାନ୍ତି। ହେଲେ ଭାରତୀୟ ଟିମ୍ର ପୂର୍ବତନ କ୍ରିକେଟର ବିରେନ୍ଦ୍ର ସେହ୍ବାଗଙ୍କ…
ଟ୍ରମ୍ପ ଦେଲେ ଭାରତକୁ ଖୁସିଖବର, ସାଧାରଣ ଲୋକଙ୍କୁ ମିଳିବ ଆଶ୍ୱସ୍ତି
ଓ୍ବାଶିଂଟନ୍,୨୪।୧: ଭାରତ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିବା ଅଶୋଧିତ ତୈଳ ମୂଲ୍ୟ ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ସହିତ, ଆମେରିକାର ସୁବର୍ଣ୍ଣ ଯୁଗ ଆରମ୍ଭ ହୋଇଛି…
ରୁଷିଆର ତୈଳକ୍ଷେତ୍ର ଉପରେ ଆମେରିକାର କଟକଣା
ଭୁବନେଶ୍ୱର,୨୪ା୧(ଅନୁରାଧା ମହାରଣା): ରୁଷିଆର ତୈଳ କ୍ଷେତ୍ର ଉପରେ ଆମେରିକାର ବ୍ୟାପକ କଟକଣା ଭାରତକୁ ଅଶୋଧିତ ତୈଳ ପ୍ରବାହକୁ ପ୍ରଭାବିତ କରିବାରେ ଲାଗିଛି। ପବ୍ଲିକ୍ ସେକ୍ଟର ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ୍ (ବିପିସିଏଲ୍) କହିଛି, ମାର୍ଚ୍ଚ ଯୋଗାଣ ପାଇଁ ପର୍ଯ୍ୟାପ୍ତ ପରିମାଣର ମାଲ ଉପଲବ୍ଧ…
ରିଲାଏନ୍ସ ଡିଜିଟାଲ୍ର ଡିଜିଟାଲ୍ ଇଣ୍ଡିଆ ସେଲ୍
ମୁମ୍ବାଇ,୨୪।୧: ରିଲାଏନ୍ସ ଡିଜିଟାଲର ବହୁ ପ୍ରତୀକ୍ଷିତ ତଥା ଭାରତର ସବୁଠୁ ବଡ଼ ଇଲେକ୍ଟ୍ରୋନିକ୍ସ ସେଲ୍ ‘ଡିଜିଟାଲ୍ ଇଣ୍ଡିଆ ସେଲ୍’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏହି ସେଲ୍ ୨୦୨୫ ଜାନୁୟାରୀ ୨୬ ପର୍ଯ୍ୟନ୍ତ ସମସ୍ତ ରିଲାଏନ୍ସ ଡିଜିଟାଲ୍, ମାଇଁ ଜିଓ ଷ୍ଟୋର ଏବଂ www.reliancedigital.in…
ସିଲ୍ ଫୁଡ୍ସକୁ ଅଧିଗ୍ରହଣ କଲା ଆର୍ସିପିଏଲ୍
ମୁମ୍ବାଇ,୨୪।୧: ଦେଶର ପ୍ରମୁଖ ଫୁଡ୍ସ ବ୍ରାଣ୍ଡ୍ ସିଲ୍ (ଏସ୍ଆଇଏଲ୍)କୁ ଆନୁଷ୍ଠାନିକ ଭାବେ ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟସ ଲିମିଟେଡ୍ (ଆର୍ସିପିଏଲ) ନିକଟରେ ଅଧିଗ୍ରହଣ କରିଥିବା ରିଲାଏନ୍ସ ଗ୍ରୁପ ପକ୍ଷରୁ ବିସ୍ତୃତ ଭାବେ ଘୋଷଣା କରାଯାଇଛି। ଏପରିକି ଗୁଣାତ୍ମକ ଖାଦ୍ୟ ସାମଗ୍ରୀ ପାଇଁ ସିଲ୍…
ଓୟୁଟିଆର୍ରେ ଇ-ସମ୍ମିଟ୍ ୨୦୨୫
ଭୁବନେଶ୍ୱର,୨୪।୧ (ଅଭୟ ଦାଶ): ଓଡ଼ିଶା ୟୁନିଭର୍ସିଟି ଅଫ୍ ଟୋକ୍ନୋଲୋଜି ଆଣ୍ଡ ରିସର୍ଚ୍ଚ (ଓୟୁଟିଆର୍) ର ଇଡି ସେଲ୍ ପକ୍ଷରୁ ଏକ ୨ଦିନିଆ କର୍ମଶାଳା ‘ଇ-ସମ୍ମିଟ୍ ୨୦୨୫’ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏପରିକି ଉଦ୍ୟୋଗୀମାନଙ୍କୁ ପ୍ରେରଣା ଦେବା ପାଇଁ ପ୍ରଥମ ଥର ପାଇଁ ଏହି…
ଏଇ ଭାରତରେ
କେଦାରନାଥର ବନ୍ୟା ହିରେଶା ବର୍ମାଙ୍କ ଜୀବନରେ ଏକ ପରିବର୍ତ୍ତନ ଆଣିଛି । ହିରେଶା ଶିକ୍ଷା ଶେଷକରି ଦିଲ୍ଲୀରେ ଆଇଟି ସେକ୍ଟରରେ କାର୍ଯ୍ୟ କରୁଥିଲେ। ୨୦୧୩ରେ ଘଟିଥିବା କେଦାରନାଥର ପ୍ରଳୟଙ୍କରୀ ବନ୍ୟା ପରେ ସେହି ଅଞ୍ଚଳରେ ଅସହାୟ ମହିଳାମାନଙ୍କୁ ସହଯୋଗ କରିବାକୁ ଆଗେଇ…
ଅତିଥି ପରିଚୟ
ଦେଉଳଠାରୁ ମୁଖଶାଳା ବଡ଼ ହେବା ପରି ଆଜିକାଲି ସଭାସମିତିରେ ଅତିଥି ପରିଚୟ ପ୍ରଦାନ,ଆବଶ୍ୟକତାଠାରୁ ଅଧିକ ବିଜ୍ଞାପନ ଏବଂ ଗାଲୁଗପର କୌଶଳପୂର୍ଣ୍ଣ ମାଧ୍ୟମ ହୋଇଯାଇଛି। ସଭାକାର୍ଯ୍ୟ ଆରମ୍ଭହେବା ମାତ୍ରେ ପ୍ରଦୀପ ପ୍ରଜ୍ଜ୍ୱଳନ, ମା’ ସରସ୍ବତୀ କି ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପୁଷ୍ପାର୍ଘ୍ୟ ପ୍ରଦାନ, ସଭା…
ପନିପରିବା କେତେ ନିରାପଦ
ସ୍ବାସ୍ଥ୍ୟଗତ କାରଣରୁ ବର୍ତ୍ତମାନ ଲୋକମାନଙ୍କ ମଧ୍ୟରେ ତାଜା ପନିପରିବା ଓ ଫଳ ଖାଇବା ବୃଦ୍ଧିପାଉଛି। ବଜାରରେ ବିକ୍ରି ହେଉଥିବା ଫଳଗୁଡ଼ିକର ଆକର୍ଷଣୀୟ ରଙ୍ଗ ଗ୍ରାହକମାନଙ୍କୁ ଆକୃଷ୍ଟକରେ। ଫଳଗୁଡ଼ିକ ଅଧିକ ଦିନ ରହିଲେ ବ୍ୟବସାୟୀ ଲାଭବାନ୍ ହୁଅନ୍ତି। ଏହି କାରଣରୁ ଫଳଗୁଡ଼ିକୁ ବିଭିନ୍ନ…
ଦିଶାହୀନ ବିକାଶ ଲକ୍ଷ୍ୟ
୨୦୧୫ରେ ବିଭିନ୍ନ ଦେଶର ସରକାର ମିଳିତ ଜାତିସଂଘର ସଷ୍ଟେନେବଲ ଡେଭେଲପମେଣ୍ଟ ଗୋଲ୍ସ(ଏସ୍ଡିଜିଏସ୍) ବା ନିରନ୍ତର ବିକାଶ ଲକ୍ଷ୍ୟଗୁଡ଼ିକୁ ଗ୍ରହଣ କରିଥିଲେ। ୨୦୩୦ ସୁଦ୍ଧା ଏହି ଲକ୍ଷ୍ୟ ସବୁ ହାସଲ କରିବାକୁ ସ୍ଥିର କରାଯାଇଥିଲା। ସେତେବେଳେ ସେମାନେ କ୍ଷୁଧା ଏବଂ ଦାରିଦ୍ର୍ୟ ଦୂରକରିବା…
ଭାରତଠାରୁ ପଙ୍ଗା ନେବା ୟୁନୁସ ସରକାରଙ୍କ ପାଇଁ ପଡିପାରେ ମହଙ୍ଗା, ଇସ୍ତଫା ଦେବାକୁ ହେଉଛି ଦାବି!
ଢାକା,୨୪।୧: ବାଂଲାଦେଶର ପରିସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି। ପ୍ରଧାନମନ୍ତ୍ରୀ ଶେଖ ହାସିନା ପଦ ଛାଡିବା ପରେ, ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସ ମଧ୍ୟବର୍ତ୍ତୀକାଳୀନ ସରକାରର ନେତୃତ୍ୱ ନେଇଥିଲେ। ସେ ଦେଶରେ ସଂସ୍କାର ଆଣିବା ଏବଂ ଏହାକୁ ସ୍ଥିରତା…
ହତ୍ୟା ପରେ ନିଜ ବେକ କାଟି ଆତ୍ମହତ୍ୟା ଉଦ୍ୟମ କଲେ ପୁଅ
ବାରିପଦା,୨୪।୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ରାଶନ ଚାଉଳ ଭାଗବଣ୍ଟାକୁ ନେଇ ନୃଶଂସ ପୁଅ ଏକ ଦାଆରେ ମା’ ବେକକୁ କାଟି ହତ୍ୟା କରିବା ପରେ ନିଜ ବେକ କାଟି ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୟୂରଭଞ୍ଜ ଜିଲା ବାରିପଦା…
Archives


