Home Left

ନିର୍ମଳା ସୀତାରାମଣଙ୍କ ବିରୋଧରେ ମାମଲା ରୁଜୁ କଲେ ଆପ ନେତାଙ୍କ ପତ୍ନୀ, କୋର୍ଟ ଜାରି କଲେ ନୋଟିସ

ନୂଆଦିଲ୍ଲୀ,୨୩।୫: ଆମ ଆଦମୀ ପାର୍ଟି ନେତା ସୋମନାଥ ଭାରତୀଙ୍କ ପତ୍ନୀ ଲିପିକା ମିତ୍ର ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବିରୋଧରେ ଫୌଜଦାରୀ ମାନହାନି ଅଭିଯୋଗ ଦାୟର କରିଛନ୍ତି। ଲିପିକା ମିତ୍ର ତାଙ୍କ ଅଭିଯୋଗରେ ଅଭିଯୋଗ କରିଛନ୍ତି…

ଖୁବ୍‌ଶୀଘ୍ର ଲାଗୁହେବ ନୂଆ ଅବକାରୀ ନୀତି

ଭୁବନେଶ୍ୱର,୨୩ା୫: ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁହେବ ନୂଆ ଅବକାରୀ ନୀତି। ଏନେଇ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଜୁନ୍‌ ୧୫ରୁ ୨୬ ଭିତରେ ଏହି ନୂଆ ଆଇନ ଆସିବ। ବରିଷ୍ଠ ଅଧିକାରୀମାନେ ଏନେଇ ସମୀକ୍ଷା କରୁଛନ୍ତି। ଆନ୍ଧ୍ର ସମେତ ବିଭିନ୍ନ…

ଏଣିକି ବିମାନରେ କରିପାରିବେ ନାହିଁ ମୋବାଇଲ ବ୍ୟବହାର, DGCA ଜାରି କଲା ଆଡଭାଇଜରୀ

ନୂଆଦିଲ୍ଲୀ,୨୩।୫: ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତୀୟ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (DGCA) ସମସ୍ତ ବିମାନ କମ୍ପାନୀ ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି। ଏବେଠାରୁ, ପ୍ରତିରକ୍ଷା ବିମାନବନ୍ଦରରୁ ଉଡ଼ାଣ କିମ୍ବା ଅବତରଣ କରୁଥିବା ସମସ୍ତ ବିମାନ ପାଇଁ ସ୍ବତନ୍ତ୍ର…

ଭତ୍ତା ଖାତାରେ ୧୪୦୦ ଟଙ୍କା, ହିତାଧିକାରୀଙ୍କୁ ମିଳିଛି ୧୨୦୦ ଟଙ୍କା, ପଚାରିବାରୁ…

ତୁମୁଡ଼ିବନ୍ଧ,୨୩ା୫(ଦୀପକ କୁମାର ପରାସେଠ୍‌): ଗ୍ରୀଷ୍ମ ପ୍ରଭାବରେ ଭତ୍ତା ହିତାଧିକାରୀଙ୍କ ସୁରକ୍ଷାକୁ ନେଇ ସରକାର ଚଳିତ ମାସ ଜୋତା ଓ ଛତା ପାଇଁ ୪୦୦ଟଙ୍କା ମିଶାଇ ଭତ୍ତା ବଣ୍ଟନ କରା ଯିବା ପାଇଁ ନିର୍ଦ୍ଦେଶ ରହି ଥିବାବେଳେ ଖାତାରେ ୧୪୦୦ ଟଙ୍କା ଲେଖାଯାିଛି।…

ବଡ଼ଧରଣର ଚୁକ୍ତିନାମା ବାତିଲ, ଭାରତ-ବାଂଲାଦେଶ ସମ୍ପର୍କରେ…

ନୂଆଦିଲ୍ଲୀ/ଢାକା,୨୩ା୫: ବିଗୁଡୁଛି ଭାରତ-ବାଂଲାଦେଶ କୂଟନୈତିକ ସମ୍ପର୍କ। ଯେଉଁଥିପାଇଁ ଏକ ବଡ଼ ଧରଣର ଚୁକ୍ତିନାମା ବାତିଲ କରିଦେଇଛି ବାଂଲାଦେଶ। ୧୭୯ କୋଟି ଟଙ୍କାର ଜାହାଜ ଚୁକ୍ତିନାମା ବାତିଲ ହୋଇଛି। କୋଲକାତାର GRSE କମ୍ପାନୀ ସହ ଏହି ଚୁକ୍ତି ହେବାକୁ ଥିବାବେଳେ ଏବେ ଏହାକୁ…

ନିଶା ଦେଇ ୫୦ ମହିଳାଙ୍କୁ ବଳାତ୍କାର କଲେ ଟ୍ୟାକ୍ସି ଡ୍ରାଇଭର, ମିଳିଲା ୩,୦୦୦ ଭିଡିଓ, ଫଟୋ

ଟୋକିଓ, ୨୩।୫: ଜାପାନରେ ଜଣେ ଟ୍ୟାକ୍ସି ଡ୍ରାଇଭର ମହିଳା ଯାତ୍ରୀଙ୍କୁ ଔଷଧ ଦେଇ ଅଚେତ କରି ବଳାତ୍କାର କରିବା ଅଭିଯୋଗରେ ଗିରଫ ହୋଇଛନ୍ତି। ସ୍ଥାନୀୟ ଗଣମାଧ୍ୟମ ଅନୁସାରେ, ଏହି ବ୍ୟକ୍ତି ପ୍ରାୟ ୫୦ ଜଣ ମହିଳାଙ୍କୁ ଯୌନ ନିର୍ଯାତନା କରିଥାଇପାରନ୍ତି। ଟୋକିଓ…

ଜ୍ୟୋତିଙ୍କୁ ପାକିସ୍ତାନ ଦେଇଥିଲା ଏହି ୩ ଟାସ୍କ୍‌: ଜାଣିଲେ ଉଡ଼ିଯିବ ହୋସ୍‌

ନୂଆଦିଲ୍ଲୀ,୨୩।୫: ଭାରତର ସୁରକ୍ଷା ଏଜେନ୍ସିଗୁଡ଼ିକ ଆଉ ଏକ ଗୁପ୍ତଚର ନେଟୱାର୍କକୁ ସଫଳତାର ସହ ଠାବ କରିଛନ୍ତି। ହରିୟାଣାର ହିସାରର ବାସିନ୍ଦା ଉବର ଏବଂ ଟ୍ରାଭେଲ ବ୍ଲଗର୍‌ ଜ୍ୟୋତି ମାଲହୋତ୍ରାଙ୍କୁ ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ଗିରଫ କରାଯାଇଛି। ଏହି ଗିରଫଦାରୀ ଏପରି…

ଭିଜିଲାନ୍ସ ଜାଲରେ R&B ଡିଭିଜନ୍‌ JE: ଆୟ ବହିର୍ଭୂତସମ୍ପତ୍ତି ଠୁଳ ଅଭିଯୋଗରେ ୮ଟି ସ୍ଥାନରେ ରେଡ୍

ନୂଆପଡ଼ା, ୨୩।୫(ମକାରୁ ବେମାଲୁ): ଭିଜିଲାନ୍ସ ଶୁକ୍ରବାର ନୂଆପଡ଼ା ଆର ଆଣ୍ଡ ବି ଡିଭିଜନ ଅଧୀନରେ ଖରିଆରରେ କାର୍ଯ୍ୟରତ ଜୁନିଅର ଇଞ୍ଜିନିୟର ସୁଶାନ୍ତ କୁମାର ସେଠୀଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି (ଡିଏ) ଠୁଳ ଅଭିଯୋଗରେ ତଦନ୍ତ ଆରମ୍ଭ କରିଛି। ଭୁବନେଶ୍ୱର, ପିପିଲି…

ମାଲ୍‌ଖାନାରୁ କଫ୍‌ ସିରପ ଚୋରି କରି ASI ନିଲମ୍ବିତ

ସମ୍ବଲପୁର,୨୩ା୫: ମାଲ୍‌ଖାନାରୁ କଫ୍‌ ସିରପ୍‌ ଚୋରି କରି ଜଣେ ASI ନିଲମ୍ବିତ ହୋଇଛନ୍ତି। ତେବେ ଟାଉନ ଥାନାରେ କାର୍ଯ୍ୟରତ ଏଏସ୍‌ଆଇ ବିଦ୍ୟୁତ୍‌ ପଣ୍ଡାଙ୍କୁ ନିଲମ୍ବନ କରିଛନ୍ତି ସମ୍ବଲପୁର ଏସ୍‌ପି। ସେ ମାଲଖାନାରୁ ଜବତ ୨ ପେଟି କଫ୍‌ ସିରପ ଚୋରି କରିଥିଲେ।…

ଡିଜିଟାଲ ଲାଇବ୍ରେରୀ ସ୍ଥାପନ ପାଇଁ କେନ୍ଦ୍ରମନ୍ତ୍ରୀଙ୍କଠାରେ ଦାବି ଜଣାଇଲେ ଭାରପ୍ରାପ୍ତ ପୌରପରିଷଦ ଅଧ୍ୟକ୍ଷ

ଦେବଗଡ଼,୨୩ା୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରାଞ୍ଚଳରେ ଏକ ଡିଜିଟାଲ ଲାଇବ୍ରେରୀ ସ୍ଥାପନ ପାଇଁ ଆବଶ୍ୟକ ଅର୍ଥ ମଞ୍ଜୁର ନିମନ୍ତେ ଦେବଗଡ଼ ପୌରପରିଷଦର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଜିତ କୁମାର ଭୋଜ ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିକଟରେ ଦାବି ଜଣାଇଛନ୍ତି। ଭାରପ୍ରାପ୍ତ…

ଏୟାରବେସ ସୁରକ୍ଷା ଚିନ୍ତା: ଉଡ଼ାଣ, ଅବତରଣ ସମୟରେ ବିମାନର ଝରକା ବନ୍ଦ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୨୩।୫: ଭାରତୀୟ ନାଗରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (DGCA) ଏକ ନୂଆ ନିର୍ଦ୍ଦେଶନାମା ଜାରି କରି କହିଛି ଯେ ପ୍ରତିରକ୍ଷା ବିମାନକ୍ଷେତ୍ରରେ ଉଡ଼ାଣ ଓ ଅବତରଣ ସମୟରେ ବିମାନର ଝରକା ଶିଲ୍ଡ (ସାନ ବ୍ଲାଇଣ୍ଡ) ବନ୍ଦ ରହିବା ଉଚିତ। ଏହି…

ରେଙ୍ଗାଲି ଜଳଭଣ୍ଡାରରେ ବୁଡ଼ି ଦୁଇ ପୁଅଙ୍କ ସହ ଚାଲିଗଲା ମା’ଙ୍କ ଜୀବନ, ଅଳ୍ପକେ ବର୍ତ୍ତିଲେ ବାପା

ଦେବଗଡ଼,୨୩ା୫(ଶଶାଙ୍କ ଶେଖର ଝାଙ୍କର): ରେଙ୍ଗାଲି ଜଳ ଭଣ୍ଡାରରେ ଅଘଟଣ। ଦେଶୀ ଡଙ୍ଗା ଓଲଟି ପଡ଼ିବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ବୁଧବାର ବିଳମ୍ବିତ ରାତିରେ ମାଛ ମାରିବାକୁ ଯାଇଥିବା ବେଳେ ହଠାତ ଝଟ୍‌କା ପବନ ହେବାରୁ ଦେଶୀ ଡଙ୍ଗା ଓଲଟି ପଡ଼ିଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?