Home Left

ମହା କୁମ୍ଭ ମେଳା ଦଳାଚକଟା ପରେ ଓଡ଼ିଶା ସରକାରଙ୍କ ବଡ଼ ନିଷ୍ପତ୍ତି, ଫେରସ୍ତ ହେବ ଟଙ୍କା

ଭୁବନେଶ୍ୱର,୩୦।୧: ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (OSRTC) ମହା କୁମ୍ଭ ମେଳା ୨୦୨୫ ପାଇଁ ଅଯୋଧ୍ୟାକୁ ଏହାର ସ୍ୱତନ୍ତ୍ର ବସ୍ ସେବା ବାତିଲ କରିଛି। ପ୍ରୟାଗରାଜରେ ଲୋକଙ୍କ ଅହେତୁକ ଭିଡ଼ ହେତୁ ଉପୁଜିଥିବା ପରିସ୍ଥିତି ପାଇଁ ଏହି ନିଷ୍ପତ୍ତି ନିଆଯାଇଛି…

RIଙ୍କୁ ବନ୍ଧୁକ ଦେଖାଇ ସୁନା ଚେନ୍‌, ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ବାରିପଦା(ନୀଳାନ୍ଦ୍ରି ଦଣ୍ଡପାଟ),୩୦।୧: ମୟୁରଭଞ୍ଜ କରଞ୍ଜିଆ ଥାନା ନିକଟସ୍ଥ ପାଟ୍‌ବିଲ୍‌ ଆର୍‌ଆଇଙ୍କ ଠାରୁ ଲୁଟିନେଲେ ସୁନା ଚେନ୍‌ ଓ ଟଙ୍କା। ୨ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ରାଜସ୍ବ ନିରୀକ୍ଷକ ଅଫିସରୁ ଲୁଟି ଫେରାର ହୋଇଯାଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ…

ଦୁଇ ବର୍ଷରେ କୋରାପୁଟ ଜିଲାରେ ୭୫୩ ସଡ଼କ ଦୁର୍ଘଟଣାରେ ଗଲାଣି ୪୭୪ ଜଣଙ୍କ ଜୀବନ

କୋରାପୁଟ,୩୦ା୧(ଅମିତାଭ ବେହେରା): ୨୦୨୩ ଜାନୁଆରୀରୁ ଗତ ୨୦୨୪ ଡିସେମ୍ବର ଯାଏ ୨ ବର୍ଷରେ କୋରାପୁଟ ଜିଲାରେ ସମୁଦାୟ ୭୫୩ଟି ସଡ଼କ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ମୋଟ୍‌ ୪୭୪ ଜଣଙ୍କ ଜୀବନ ଯାଇଛି। ୪୪୦ ଗୁରୁତର ହୋଇଥିବା ନେଇ ସ୍ଥାନୀୟ ଦକ୍ଷତା ବୃଦ୍ଧି…

ଭାରତୀୟ ରେଳବାଇ ଆଣିଲା ନୂଆ ସୁବିଧା, ଟଙ୍କା ନ ଦେଇ ବି ବୁକ୍‌ କରିପାରିବେ ଟ୍ରେନ୍‌ ଟିକେଟ୍‌, ଏଭଳି ଉଠାନ୍ତୁ ଲାଭ…

ନୂଆଦିଲ୍ଲୀ,୨୯।୧: ଭାରତୀୟ ରେଳବାଇ ଦ୍ୱାରା ନିକଟରେ ଏକ ନୂତନ ସୁବିଧା ଆରମ୍ଭ କରାଯାଇଛି। ଏହି ସୁବିଧାକୁ ‘ବୁକ୍‌ ନାଓ ପେ ଲାଟର୍‌(ଏବେ ବୁକ କରନ୍ତୁ ପରେ ଦିଅନ୍ତୁ)’ ନାମ ଦିଆଯାଇଛି। ଏହି ଗୋଟିଏ ବୈଶିଷ୍ଟ୍ୟ ସାହାଯ୍ୟରେ, ଆପଣ ପ୍ରଥମେ ଟ୍ରେନ୍‌ ଟିକେଟ୍‌…

ଅନେକ ଥର ପୋଡି ଦେଇଥିଲେ କୋରାନ, ରାୟ ଆସିବା ଦିନ ଆସିଲା ମୃତ୍ୟୁ

ଷ୍ଟକହୋମ,୩୦।୧: ସ୍ବିଡେନରେ ଅନେକ ଥର କୋରାନ ଜାଳିଥିବା ଇରାକୀ ବ୍ୟକ୍ତି ସଲୱାନ ମୋମିକାଙ୍କ ମୃତ୍ୟୁ ହୋଇଛି ବୋଲି ଗୁରୁବାର ଷ୍ଟକହୋମର ଏକ କୋର୍ଟ ପ୍ରକାଶ କରିଛି। ଗୁରୁବାର ଏକ କୋରାନ ଜାଳିବା ମାମଲାରେ କୋର୍ଟ ଏହାର ରାୟ ଘୋଷଣା କରିବାର ଥିଲା।…

ଫାଇଦା ହିଁ ଫାଇଦା! ମାତ୍ର ଏତିକି ଟଙ୍କା ନିବେଶ କଲେ ମିଳିବ ୧୫ ଲକ୍ଷ, ଜାଣନ୍ତୁ କିପରି…

ନୂଆଦିଲ୍ଲୀ,୩୦।୧: ପୋଷ୍ଟ ଅଫିସ ଯୋଜନାଗୁଡ଼ିକ ସର୍ବଦା ସୁରକ୍ଷିତ ନିବେଶ ପାଇଁ ଜଣାଶୁଣା। ପିଲାମାନଙ୍କ ଭବିଷ୍ୟତକୁ ସୁରକ୍ଷିତ ଏବଂ ଆର୍ଥିକ ଭାବରେ ସୁଦୃଢ଼ କରିବା ପାଇଁ, ମାତାପିତାମାନେ ପ୍ରାୟତଃ ପୋଷ୍ଟ ଅଫିସ ଯୋଜନାରେ ନିବେଶ କରିବାକୁ ପସନ୍ଦ କରନ୍ତି। ଏପରି ଏକ ଭଲ…

କାର୍‌କୁ ଷ୍ଟାର୍ଟରେ ରଖି ବିଚ୍‌ ରାସ୍ତାରେ ନିଘୋଡ଼ ନିଦରେ ଶୋଇପଡ଼ିଲେ କନଷ୍ଟେବଳ, ଭିଡିଓ ଦେଖିଲେ…

ଦାରିଙ୍ଗବାଡ଼ି,୩୦ା୧(ଅରୁଣ ସାହୁ): ଜନସାଧାରଣଙ୍କୁ ସାମାଜିକ ସୁରକ୍ଷା ଯୋଗାଇବା ଓ ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ସୁଧାରିବାକୁ ପୋଲିସ ସର୍ବଦା ଯତ୍ନବାନ ହେବା ଜରୁରୀ। କିନ୍ତୁ ଏମିତି କିଛି ପୋଲିସ ଅଛନ୍ତି ସେମାନେ ନିୟମ ଉଲଘଂନ କରି ଲୋକହସା ହୁଅନ୍ତି। ଲୋକଙ୍କୁ ସୁରକ୍ଷା ଦେବା…

ପ୍ରେସ କନଫରେନ୍ସ ସମୟରେ ଗିରଫ ହେଲେ କଂଗ୍ରେସ ନେତା

ଲକ୍ଷ୍ନୌ,୩୦।୧: ଉତ୍ତର ପ୍ରଦେଶର ସୀତାପୁର ଲୋକ ସଭା ଆସନର କଂଗ୍ରେସ ଏମପି ରାକେଶ ରାଠୋରଙ୍କୁ ପୋଲିସ ଗିରଫ କରିଛି। ରାକେଶ ରାଠୋରଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆସିଛି। ହାଇକୋର୍ଟ ତାଙ୍କ ଆଗୁଆ ଜାମିନ ଖାରଜ କରିବା ପରେ, ପୋଲିସ ରାକେଶ ରାଠୋରଙ୍କୁ…

ଯୋଗାଣ ମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ: ଏମାନେ ଫେରାନ୍ତୁ ରାଶନ କାର୍ଡ, ନଚେତ୍‌…

ଭୁବନେଶ୍ୱର,୩୦।୧: ରାଶନ କାର୍ଡକୁ ନେଇ ବଡ଼ ଅପଡେଟ୍‌ ଆସିଛି। ରାଶନ କାର୍ଡ ଫେରାଇବା ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସ୍ପଷ୍ଟୀକରଣ ରଖିଛନ୍ତି। ମନ୍ତ୍ରୀ କହିଛନ୍ତି, ଠିକା କର୍ମଚାରୀଙ୍କୁ ରାଶନ କାର୍ଡ ଫେରାଇବାକୁ କହି ନାହିଁ। ବଡ଼ ଚାକିରି କରିନଥିବା…

ଜିଲାର ୩୦୦ରୁ ଊର୍ଦ୍ଧ୍ୱ ଗ୍ରାମରେ ଆଜିଯାଏ ପହଞ୍ଚିନି ବିଦ୍ୟୁତ୍‌ ସେବା

କୋରାପୁଟ,୩୦ା୧(ଅମିତାଭ ବେହେରା): କୋରାପୁଟସ୍ଥିତ ଦକ୍ଷତା ବିକାଶ କେନ୍ଦ୍ରଠାରେ ୧୯ତମ ଜିଲା ବିଦ୍ୟୁତ୍‌ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ଏମ୍‌ପି ସପ୍ତଗିରି ଶଙ୍କର ଉଲ୍ଲାକାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲାର ଚାଲିଥିବା ବିଭିନ୍ନ ଯୋଜନାରେ କିପରି ବିଦ୍ୟୁତକରଣ କରାଯାଇଛି ସେ ସମ୍ପର୍କରେ…

ଟ୍ରମ୍ପଙ୍କ ଭୟଙ୍କର ଯୋଜନା, ମିଳିବ ଆତଙ୍କବାଦୀଙ୍କ ଭଳି ଦଣ୍ଡ!

ଓ୍ବାଶିଂଟନ,୩୦।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅବୈଧ ପ୍ରବାସୀମାନଙ୍କ ପାଇଁ ଏକ ଭୟଙ୍କର ଯୋଜନା କରିଛନ୍ତି। ଟ୍ରମ୍ପ ଏବେ କୁଖ୍ୟାତ ଗୁଆଣ୍ଟାନାମୋ ସାମରିକ ଜେଲରେ ଅବୈଧ ପ୍ରବାସୀମାନଙ୍କୁ ରଖିବାର ଯୋଜନା ପ୍ରକାଶ କରିଛନ୍ତି। ଗୁଆଣ୍ଟାନାମୋ ବେ ହେଉଛି ସେହି ସାମରିକ କାରାଗାର…

ଏଲନ ମସ୍କଙ୍କୁ ନୋବେଲ ଶାନ୍ତି ପୁରସ୍କାର, ଆସିଲା ବଡ଼ ଖବର

ଓ୍ବାଶିଂଟନ୍‌,୩୦।୧: ଏଲନ ମସ୍କଙ୍କୁ ମିଳିବ ନୋବେଲ ପୁରସ୍କାର। ୨୦୨୫ ନୋବେଲ ଶାନ୍ତି ପୁରସ୍କାର ପାଇଁ ଆନୁଷ୍ଠାନିକ ଭାବରେ ସେ ମନୋନୀତ ହୋଇଛନ୍ତି । ୟୁରୋପୀୟ ସଂସଦର ସ୍ଲୋଭେନିଆନ ସଦସ୍ୟ (MEP) ବ୍ରାଙ୍କୋ ଗ୍ରିମ୍ସ ମସ୍କଙ୍କୁ ମନୋନୀତ କରିଛନ୍ତି । ବିଶ୍ୱର ସବୁଠାରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri