ଲୋକଙ୍କୁ ସୁବିଧା ଯୋଗାଇବା ପ୍ରାଥମିକ ଲକ୍ଷ୍ୟ
ଭଦ୍ରକ ଜିଲା ବାସୁଦେବପୁର ବିଧାନସଭା ନିର୍ବାଚନମଣ୍ଡଳୀର କଂଗ୍ରେସ ବିଧାୟକ ଅଶୋକ କୁମାର ଦାସ। ୨୦୨୪ ନିର୍ବାଚନରେ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ବିଷ୍ଣୁବ୍ରତ ରାଉତରାୟଙ୍କୁ ୬୩୧ ଖଣ୍ଡ ଭୋଟରେ ପରାସ୍ତ କରି ନିର୍ବାଚିତ ହୋଇଛନ୍ତି। ଅଶୋକ ୭୭,୮୪୩ ଖଣ୍ଡ ଭୋଟ…
ଜଲାପୁଟ ଜଳଭଣ୍ଡାରରେ ଅଘଟଣ: ଡଙ୍ଗା ଓଲଟି ଦୁଇ ନାବାଳକ ନିଖୋଜ
କୋରାପୁଟ,୧।୨(ଅମିତାଭ ବେହେରା): କୋରାପୁଟ ଜିଲା ଆନ୍ଧ୍ର ସୀମାନ୍ତ ଜଲାପୁଟ ଜଳଭଣ୍ଡାର ତଳ ପାର୍ଶ୍ୱ ନଦୀରେ ଡଙ୍ଗାରେ ଚଢ଼ି ସେଲଫି ନେବା କାଳ ହୋଇଛି। ସେଲଫି ଉଠାଇବା ବେଳେ ଡ଼ଙ୍ଗା ଓଲଟି ଦୁଇଜଣ ନାବାଳକ ନିଖୋଜ ହୋଇଯାଇଛନ୍ତି। ଏହି ଘଟଣା ଘଟିଛି କୋରାପୁଟ…
ଭୁଲ୍ରେ ବି ଘରେ ରଖନ୍ତୁ ନାହିଁ ଏସବୁ ଜିନିଷ; ମାଡ଼ିଆସିବ ବିପଦ, ଅଶାନ୍ତି …
ଜାଣତରେ ହେଉ ଅବା ଅଜାଣତରେ ଆମ ଘରେ ଏମିତି କିଛି ଜିନିଷ ରହିଯାଇଥାଏ; ଯାହା ଗୃହରେ ନକାରାତ୍ମକ ଶକ୍ତିକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଫଳରେ ଘରକୁ ବିଭିନ୍ନ ବିପଦ ମାଡ଼ିଆସେ। ଯେମିତିକି : * ଭାଙ୍ଗିଯାଇଥିବା ବାସନକୁସନ, କାଚ ଅଥବା…
ରାଜପଥରେ ବାଇକ୍-ସ୍କୁଟି ମୁହାଁମୁହିଁ ଧକ୍କା
କୋକସରା,୧ା୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା କାଉଡୋଳା ରାସ୍ତାର ଏକ ବୁଲାଣି ନିକଟରେ ଶନିବାର ବାଇକ୍-ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କାହେବା ଫଳରେ ଜଣେ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି। ସେ ହେଲେ ବରାଡ଼ଙ୍ଗା ପଞ୍ଚାୟତ ତେନ୍ତୁଳିପଡ଼ା ଗ୍ରାମର…
ଭୁଲ୍ରେ ବି ଘରେ ଲଗାଇବେ ନାହିଁ ଏସବୁ ଫଟୋ? ଦୁର୍ଭାଗ୍ୟକୁ ଡାକି ଆଣିବ…
ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକେ କାନ୍ଥରେ ସୁନ୍ଦର ଫଟୋମାନ ଲଗାଇଥାନ୍ତି। କିନ୍ତୁ ଏହି ଫଟୋ ଲଗାଇବାକୁ ନେଇ ମଧ୍ୟ ବାସ୍ତୁଶାସ୍ତ୍ରରେ କିଛିଟା ନିୟମ ରହିଛି। ଯେମିତିକି: * ବାସ୍ତୁଶାସ୍ତ୍ର ଅନୁଯାୟୀ, ନଟରାଜ ମୂର୍ତ୍ତି ହେଉ ଅବା ଫଟୋକୁ ଘରେ ରଖିବା…
କୂଅରେ ପଡ଼ିଥିଲା ବାର୍ହା: ଉଦ୍ଧାର ପରେ ଯାହା ଘଟିଲା…
ଦିଗପହଣ୍ଡି,୧।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସଂଲଗ୍ନ ରାଧାଦେଇପୁର କାଳୀ ମନ୍ଦିର ନିକଟ କୂଅରେ ପଡ଼ିଥିବା ଏକ ବାର୍ହାକୁ ଶନିବାର ଅଗ୍ନିଶମ ବାହିନୀ ଓ ପାଟପୁର ସେକ୍ସନ ବନ କର୍ମଚାରୀ ଉଦ୍ଧାର କରିଥିଲେ। ହେଲେ ବାର୍ହାଟି ଜାଲରୁ…
ଆଲୁମିନା ପାଉଡର ଭର୍ତ୍ତି ବୋଲେରୋ ଜବତ, ଧରାପଡିଲେ ୨ ଅଭିଯୁକ୍ତ
ଲାଞ୍ଜିଗଡ଼,୧ା୨(ରମେଶ ଚନ୍ଦ୍ର ନାୟକ): ଲାଞ୍ଜିଗଡ ପୋଲିସ ଚମ୍ପାଦେଈପୁର ପଞ୍ଚାୟତ ଚନ୍ଦନପୁର ଗ୍ରାମ ନିକଟରୁ ଆଲୁମିନା ପାଉଡର ଚୋରି କରୁଥିବା ବେଳେ ବଲାଙ୍ଗୀର ଜିଲା ମାଳିଶିରାକ୍ର ରଞ୍ଜିତ ଘିଭେଲା (୨୪) ଏବଂ ରାୟଗଡା ଜିଲା ଜେକେପୁରର ଚନ୍ଦ୍ର କୌଶଲ୍ୟI (୪୩)ଙ୍କୁ ଗିରଫ କରିବା…
‘Sorry Bubu’ କ’ଣ? ନୋଏଡାରୁ ମେରଟ ଯାଏ ଲାଗିଥିବା ଏହି ପୋଷ୍ଟର ଚର୍ଚ୍ଚାରେ, ଭାଇରାଲ ହେଉଛି…
ଆଜିକାଲି ସୋସିଆଲ ମିଡିଆରେ ଏକ ଫଟୋ ବହୁତ ଭାଇରାଲ ହେଉଛି। ଏହି ଫଟୋରେ ବିଦ୍ୟୁତ୍ ଖୁଣ୍ଟ ଏବଂ କାନ୍ଥରେ ‘ସରି ବୁବୁ’ ଲେଖାଥିବା ପୋଷ୍ଟର ଦେଖିବାକୁ ମିଳୁଛି। ନୋଏଡାରୁ ମେରଟ ପର୍ଯ୍ୟନ୍ତ ଅନେକ ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟ ଏବଂ କାନ୍ଥରେ ଏହି…
କୋରାପୁଟରେ ଖୋଲିଲା ଷ୍ଟ୍ରବେରୀ ଷ୍ଟଲ
କୋରାପୁଟ,୧ା୨(ଅମିତାଭ ବେହେରା)- କୋରାପୁଟସ୍ଥିତ କଳା ନିକେତନ ଛକରେ ଓରମାସ, ଡ଼ଙ୍ଗରରାଣୀ ଫାର୍ମସ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ଼, ସିୱାଇଏସଡି ଏବଂ ଉଦ୍ୟାନ ବିଭାଗର ମିଳିତ ସହଯୋଗରେ ଏକ ଷ୍ଟ୍ରବେରୀ ଷ୍ଟଲ ଶନିବାର ଶନିବାର ଉଦ୍ଘାଟିତ ହୋଇଯାଇଛି। କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନ…
କ୍ୟାରିୟରର ଶେଷ ମୁକାବିଲା ଖେଳିବା ପରେ ସନ୍ନ୍ୟାସ ଘୋଷଣା କରି ଚମକାଇଲେ ଏହି ଭାରତୀୟ କ୍ରିକେଟର
କୋଲ୍କାତା, ୧ା୨: ଇଡେନ୍ ଗାର୍ଡେନ୍ସ ମଇଦାନରେ ରଣଜୀ ଟ୍ରଫି ମ୍ୟାଚ୍ ଖେଳିବା ପରେ କ୍ରିକେଟର ସମସ୍ତ ଫର୍ମାଟ୍ରୁ ଅବସର ଘୋଷଣା କରି ଚମକାଇଛନ୍ତି ଆଉ ଜଣେ କ୍ରିକେଟର। ସେ ହେଲେ ଭାରତ ଉଇକେଟ୍କିପର ବ୍ୟାଟର ରିଦ୍ଧିମାନ ଶାହା। ୪୦ ବର୍ଷୀୟ ଶାହା…
ନଡ଼ିଆ ଗଛରୁ ପଡ଼ି ଚାଳିଗଲା ଛାତ୍ରଙ୍କ ଜୀବନ: ବିଭାଗୀୟ ତଦନ୍ତ ଆରମ୍ଭ
ପଟ୍ଟାଙ୍ଗି,୧।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ ତଳଗୋଲୁର ପଞ୍ଚାୟତ ସଦର ମହକୁମାରରେ ଅବସ୍ଥିତ ୟୁଜିଏଚ୍ଏସ୍ ବିଦ୍ୟାଳୟର ଜଣେ ଛାତ୍ର ନଡ଼ିଆ ଗଛରୁ ଖସିପଡି ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ବିଦ୍ୟାଳୟର ହଷ୍ଟେଲରେ ରହି ସିଙ୍ଗାରଗୁଡି ଗ୍ରାମର…
New Rules From Feb 2025: ଆଜିଠାରୁ ବଦଳି ଯାଇଛି ଏହି ୫ ବଡ଼ ନିୟମ, ବ୍ୟାଙ୍କ-ଏଟିଏମ୍ଠାରୁ ଆରମ୍ଭ କରି UPI ବ୍ୟବହାରକାରୀମାନେ ହେବେ ପ୍ରଭାବିତ
ନୂଆଦିଲ୍ଲୀ,୧।୨: ଫେବୃଆରୀ ୨୦୨୫ ଆରମ୍ଭ ହେବା ସହିତ, ଦେଶରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି। ATM ଟଙ୍କା ଉଠାଣ, UPI କାରବାର, ବ୍ୟାଙ୍କିଂ ନିୟମ, ଗ୍ୟାସ ସିଲିଣ୍ଡର ମୂଲ୍ୟ ଏବଂ କାର ମୂଲ୍ୟ ସହିତ ଜଡିତ ନୂତନ ନିୟମ ଫେବୃଆରୀ…
Archives


