‘ସୁରକ୍ଷିତ ଭାବେ ଘରକୁ ଫେରନ୍ତୁ’ ବାର୍ତ୍ତା ନେଇ ରାଜ୍ୟବ୍ୟାପୀ ପାଳନ କରାଯାଉଛି ସଡକ ସୁରକ୍ଷା ସପ୍ତାହ
ନୀଳଗିରି,୩।୧: ‘ସୁରକ୍ଷିତ ଭାବେ ଘରକୁ ଫେରନ୍ତୁ’ ଚଳିତବର୍ଷର ସଡକ ସୁରକ୍ଷା ସପ୍ତାହ ପାଳନର ସଚେତନତା ବାର୍ତ୍ତା ନେଇ ରାଜ୍ୟର ସମସ୍ତ ଜିଲାରେ ସଡକ ସୁରକ୍ଷା ସପ୍ତାହ ପାଳନ କରାଯାଉଛି । ସଡ଼କ ଦୁର୍ଘଟଣାରେ ଅଧିକରୁ ଅଧିକ ଜୀବନକୁ କିପରି ରକ୍ଷା କରାଯାଇପାରିବ…
ରାଜକୋଟରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ
କର୍ଲାମୁଣ୍ଡା/ରିଷିଡ଼ା,୩।୧(ପ୍ରଦୀପ କୁମାର ସାହୁ/ସୁଶାନ୍ତ କୁମାର ମଲ୍ଲିକ): କାମଧନ୍ଦା ନ ପାଇ ରାଜକୋଟକୁ ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଯୁବକଙ୍କ ମୃତ୍ୟୁ ଘଟିଥିବା ଶୁକ୍ରବାର ଅଭିଯୋଗ ହୋଇଛି। ମୃତକ ହେଲେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜାହାଲ ପଞ୍ଚାୟତ ଗଜାହାଲ ଗ୍ରାମର…
ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା
ଧୂଷୁରୀ,୩।୧(ଦୀପ୍ତି ରଞ୍ଜନ ନାୟକ): ଭଦ୍ରକ ଜିଲା ଧୂଷୁରୀ ଥାନା ହସନାବାଦ ପଞ୍ଚାୟତ ବନବାଗ ଗ୍ରାମରେ ଶୁକ୍ରବାର ଏକ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଭରତ ଦାସ ଏବଂ ଶରତ ଦାସଙ୍କ ୪ ବଖରା ଘର ପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ ଘରର ସମସ୍ତ…
ମୁଁ ବି କାଚର ଘର ତିଆରି କରିପାରି ଥାଆନ୍ତି, ଟାର୍ଗେଟରେ ପୂର୍ବତନ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ,୩।୧: ଚଳିତ ବର୍ଷ ଫେବୃଆରୀରେ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ବିଗୁଲ ବଜାଇଛନ୍ତି। ପ୍ରଧାନମନ୍ତ୍ରୀ ରୋହିଣୀର ଜାପାନୀ ପାର୍କରେ ଅବସ୍ଥିତ ଏକ ବିଶାଳ ସମାବେଶକୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ସରୋଜିନୀ ନଗରର ୧୭୩୮…
ଧନୁଯାତ୍ରାକୁ ସ୍ବାଗତ ପାଇଁ ସାଂସ୍କୃତିକ ଶୋଭାଯାତ୍ରା ଆରମ୍ଭ, ଦୁଲୁକିଲା ବରଗଡ
ବରଗଡ, ୩।୧(ପ୍ରେମାନନ୍ଦ ଖମାରୀ): ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ ଧନୁଯାତ୍ରା ମହୋତ୍ସବ ଶୁକ୍ରବାର ସନ୍ଧ୍ୟା ୭ଟାରେ ଉଦ୍ଘାଟିତ ହେବ। ତେବେ ବିଶ୍ୱ ପ୍ରସିଦ୍ଧ ଏହି ମହୋତ୍ସବକୁ ସ୍ବାଗତ କରିବା ପାଇଁ ଦିନ ପ୍ରାୟ ୩ଟାରୁ ଆରମ୍ଭ ହୋଇଛି ସାଂସ୍କୃତିକ ଶୋଭାଯାତ୍ରା। ବରଗଡ…
ଏନ୍କାଉଣ୍ଟରରେ ଟଳିପଡ଼ିଲେ ୩ ମାଓବାଦୀ
ଭୁବନେଶ୍ୱର,୩।୧: ଛତିଶଗଡ଼ ଗରିଆବନ୍ଧ ଜିଲାରେ ଶୁକ୍ରବାର ଏକ ବଡ଼ ଧରଣର ଏନ୍କାଉଣ୍ଟର ଘଟିଛି। ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ୩ ମାଓବାଦୀ ନିହତ ହୋଇଥିବା ଜଣାପଡିଛି। ଗରିଆବନ୍ଧ ଅଞ୍ଚଳରେ ମାଓବାଦୀମାନେ ଲୁଚି ରହିଥିବା ପୋଲିସକୁ ଖବର ମିଳିଥିଲା। ଏନେଇ ସିଆର୍ପିଏଫ୍ ଏବଂ ଡିଆର୍ଜି ଯବାନ…
ହତ୍ୟାକାରୀ ଭାଇଙ୍କୁ ଆଜୀବନ କାରାଦଣ୍ଡ
ବ୍ରହ୍ମପୁର , ୩।୧(ସୁବାସ ଚନ୍ଦ୍ର ପାଢ଼ୀ): ୨୦୨୩ରେ ଘଟିଥିବା ଏକ ଜଘନ୍ୟ ହତ୍ୟାକାଣ୍ଡ ମାମଲାରେ ଗଞ୍ଜାମ ଜିଲା ଦୌରା ଜଜ୍ ରୂପଶ୍ରୀ ଚୌଧୁରୀ ରାୟ ଦେଇଛନ୍ତି। ସାନ ଭାଇଙ୍କୁ ହତ୍ୟା କରିଥିବା ମଝିଆ ଭାଇ ପୂର୍ଣ ବେହେରା(୩୭)ଙ୍କୁ ଦୋଷୀ ସାବ୍ୟସ୍ତ କରିବା…
ହସିନାଙ୍କୁ ମାଗୁଛି ବାଂଲାଦେଶ, ହେଲେ ୟୁନୁସ ସରକାର କରିଦେଲେ ଏମିତି ଭୁଲ, ଏବେ ଭାରତ କ’ଣ କରିବ ଜାଣନ୍ତୁ
ଢାକା/ନୂଆଦିଲ୍ଲୀ,୩।୧: ବାଂଲାଦେଶ ବାରମ୍ବାର ଶେଖ ହସିନାଙ୍କ ପ୍ରତ୍ୟର୍ପଣ ଦାବି କରୁଛି। ସେ ଭାରତକୁ ନିବେଦନ କରିଛି। ଏବେ ପ୍ରଶ୍ନ ହେଉଛି ଭାରତ ଶେଖ ହସିନାଙ୍କୁ ହସ୍ତାନ୍ତର କରିବ କି? ବାଂଲାଦେଶ କଥା ଭାରତ ମାନି ନେବ କି? ଅବା ଭାରତ ବାଂଲାଦେଶର…
ରିହାତି ମୂଲ୍ୟରେ ଷ୍ଟକ୍ ଅପ୍ସନ ପ୍ରଦାନ
ନୂଆଦିଲ୍ଲୀ,୩।୧: ଜିନ୍ଦଲ ଷ୍ଟେନ୍ଲେସ୍ ଲିମିଟେଡ୍ (ଜେଏସ୍ଏଲ୍)ର ବହୁ ପ୍ରତୀକ୍ଷିତ ତଥା ଅଭିନବ ଯୋଜନା ‘ଏମ୍ପ୍ଲଇ ଷ୍ଟକ୍ ଅପନ୍ସସ (ଇଏସ୍ଓପି)ର ଦ୍ୱିତୀୟ ପର୍ଯ୍ୟାୟ ଘୋଷଣା କରାଯାଇଛି। ଏପରିକି କମ୍ପାନୀର ସମସ୍ତ ବରିଷ୍ଠ କର୍ମଚାରୀଙ୍କ ପାଇଁ କର୍ମଚାରୀ ଷ୍ଟକ୍ ଅପ୍ସନ୍ ଯୋଜନା ଅଧୀନରେ କାର୍ଯ୍ୟକାରୀ…
‘ଅତୁଲଙ୍କ ଭଳି ମୁଁ ବି କରିବି ଆତ୍ମହତ୍ୟା’, ନିକିତାଙ୍କ ଜାମିନ ଶୁଣାଣି ପୂର୍ବରୁ କାହିଁକି ଏମିତି କହିଲେ ଚାଚା
ବେଙ୍ଗାଲୁରୁ,୩।୧: ଏଆଇ ଇଞ୍ଜିନିୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ମାମଲା ଦେଶର ମୁଖ୍ୟ ପ୍ରସଙ୍ଗ ହୋଇ ରହିଛି। ନିକିତା ସିଙ୍ଗାନିଆ, ନିଶା ସିଙ୍ଗାନିଆ ଏବଂ ଅନୁରାଗଙ୍କ ଜାମିନ ଶୁଣାଣି ଜାନୁୟାରୀ ୪, ୨୦୨୫ରେ ବେଙ୍ଗାଲୁରୁର ଲୋୟର କୋର୍ଟରେ ଅନୁଷ୍ଠିତ ହେବ। ଜାମିନ ଆବେଦନକୁ…
ଧନୁଯାତ୍ରାର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି
ଭୁବନେଶ୍ୱର,୩ା୧: ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଶୁକ୍ରବାର ଆରମ୍ଭ ହେବ। ପରମ୍ପରା ଦୃଷ୍ଟିରୁ ବିଗତ ବର୍ଷ ଭଳି ଏଥର ବରଗଡ଼ ଲୋକ ସଭା ଏମ୍ପି ପ୍ରଦୀପ କୁମାର ପୁରୋହିତ ଏବଂ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ସନ୍ଧ୍ୟା ୭ଟାରେ…
କେମିତି ମଣ୍ଡିରେ ଦେବେ ଧାନ, ସୂଚନା ଦେଲେ ମନ୍ତ୍ରୀ
ଗୋପାଳପୁର,୩।୧(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ରଙ୍ଗେଈଲୁଣ୍ଡା ବ୍ଲକ ଅନ୍ତର୍ଗତ ଦାସପୁର ସେବା ସମବାୟ ସମିତିର କୋଳଥି ଗାଁରେ ଶୁକ୍ରବାର ଜିଲାସ୍ତରୀୟ ଧାନମଣ୍ଡି ଶୁଭ ଆରମ୍ଭ ହୋଇଛି l ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ରାଜ୍ୟ ଖଣି ଇସ୍ପାତ ଓ…
Archives


