Home Left

ଜାଗର ପୂର୍ବରୁ କପିଳାସରେ ଅଘଟଣ: ବ୍ରେକ୍‌ଫେଲ୍‌ ହୋଇ ଦୋକାନ ଭିତରେ ପଶିଗଲା ପୋଲିସ ବସ

ଢେଙ୍କାନାଳ,୨୫।୨(ରତନ ନାୟାର): ଜାଗର ଯାତ୍ରା ପୂର୍ବରୁ ପ୍ରସିଦ୍ଧ ଶୈବପୀଠ କପିଳାସରେ ଅଘଟଣ। ପୀଠକୁ ଯାଇଥିବା ବାରବାଙ୍କ ରାସ୍ତାରେ ପୋଲିସମାନଙ୍କୁ ନେଇ ଫେରୁଥିବା ଏକ ଧଳା ରଙ୍ଗର ବସ ମଙ୍ଗଳବାର ସାରେ ବ୍ରେକ୍‌ ଫେଲ୍‌ ହୋଇ ଛକରେ ଥିବା ଦୋକାନ ଘର ଭିତରକୁ…

ଥରୁରଙ୍କ ମନ୍ତବ୍ୟକୁ ନେଇ କେରଳ କଂଗ୍ରେସରେ ଫାଟ

ନୂଆଦିଲ୍ଲୀ,୨୫।୨: ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁରଙ୍କ କେତେକ ମନ୍ତବ୍ୟକୁ ନେଇ କେରଳ କଂଗ୍ରେସରେ ବିବାଦ ଦେଖାଦେଇଛି। ଦଳ ପକ୍ଷରୁ ଭାବମୂର୍ତ୍ତି ସଜାଡ଼ିବା ଉଦ୍ୟମ ସ୍ବରୂପ ବୈଠକ ଡକାଯାଇଛି। ଶୁକ୍ରବାର ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଦଳର ବହୁ ବରିଷ୍ଠ…

ପାକିସ୍ତାନର ପରାଜୟରେ ଦୁଃଖ ପ୍ରକାଶ କଲେ ଇମ୍ରାନ

ନୂଆଦିଲ୍ଲୀ,୨୫ା୨: ପାକିସ୍ତାନର ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଚଳିତ ଚାମ୍ପିୟନ୍ସ ଟ୍ରଫିରେ ଜାତୀୟ କ୍ରିକେଟ ଦଳର ନୈରାଶ୍ୟଜନକ ପ୍ରଦର୍ଶନରେ ଦୁଃଖ ପ୍ରକାଶ କରିଥିବା ତାଙ୍କ ଭଉଣୀ ଆଲୀମା ଖାନ୍‌ କହିଛନ୍ତି। କରାଚୀରେ ନ୍ୟୁଜିଲାଣ୍ଡଠାରୁ ଓ ଦୁବାଇରେ ଭାରତଠାରୁ ପରାଜୟ…

ଅସଲି ବ୍ରାଣ୍ଡ୍‌ର ଛାପା ବ୍ୟବହାର କରି ବିକୁଥିଲେ ନକଲୀ ଲୁହାଛଡ଼, ବ୍ୟବସାୟୀଙ୍କୁ ବାନ୍ଧିଲା…

ବରଗଡ଼,୨୫।୨(ପ୍ରେମାନନ୍ଦ ଖମାରୀ)-ଏକ ଅସଲି କମ୍ପାନୀର ବ୍ରାଣ୍ଡ୍‌ ଛାପା ବ୍ୟବହାର କରି ନକଲୀ ଲୁହାଛଡ଼ ବିକ୍ରି କରୁଥିବା ଅଭିଯୋଗରେ ବରଗଡ଼ ଟାଉନ ଥାନା ପୋଲିସ ସହରର ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି। ଗିରଫ ବ୍ୟବସାୟୀ ଜଣକ ସ୍ଥାନୀୟ ବାବା ଷ୍ଟିଲର ମାଲିକ ରାମ…

ନାବାଳିକା ବଳାତ୍କାରୀଙ୍କୁ ୨୦ ବର୍ଷ କାରାଦଣ୍ଡ

ଫୁଲବାଣୀ,୨୫ା୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଅପହରଣ ଏବଂ ବଳାତ୍କାର ମାମଲାର ରାୟ ମଙ୍ଗଳବାର ପ୍ରକାଶ ପାଇଛି। ଫୁଲବାଣୀ ସ୍ବତନ୍ତ୍ର ପୋକ୍‌ସୋ କୋର୍ଟ ବିଚାରପତି ରାଜେଶ ଦାସ ମାମଲାର ବିଚାର କରି ଅଭିଯୁକ୍ତ ଟିକାବାଲି ଥାନା ଅଞ୍ଚଳର…

ଘରେ ପଶି ହାଣିଲେ: ବଡ଼ବୋହୂ ମୃତ, ଶାଶୁ ଓ ସାନବୋହୂ ଗୁରୁତର

ଭଣ୍ଡାରିପୋଖରୀ,୨୫।୨(ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ଦେଓପଦା(ମେଘା) ଗ୍ରାମରେ ମଙ୍ଗଳବାର ଏକ ବର୍ବର କାଣ୍ଡ ଘଟିଛି। ଘରେ ପଶି ଜଣେ ଦୁର୍ବୃତ୍ତ ମାରଣାସ୍ତ୍ରରେ ଶାଶୁ ଓ ଦୁଇ ବୋହୂଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ଆକ୍ରମଣରେ ବଡ଼ ବୋହୂଙ୍କ ମୃତ୍ୟୁ…

ଟିକସ ବଞ୍ଚାଇବା ସହ ହେବ ମୋଟା ଅଙ୍କର ରୋଜଗାର, Post Officeର ଏହି ୫ ଯୋଜନାରେ କରନ୍ତୁ ନିବେଶ…

ନୂଆଦିଲ୍ଲୀ,୨୫।୨: ୨୦୨୪-୨୦୨୫ ଆର୍ଥିକ ବର୍ଷ ଏବେ ଶେଷ ହେବାକୁ ଯାଉଛି। ଏହାକୁ ଆଉ ମାତ୍ର କିଛି ଦିନ ବାକି ଅଛି। ଏପରି ପରିସ୍ଥିତିରେ ଅନେକ ଲୋକ ଟିକସ ସଞ୍ଚୟ କରିବା ପାଇଁ ବିଭିନ୍ନ ନିବେଶ ବିକଳ୍ପ ଖୋଜୁଛନ୍ତି, ଯାହା କେବଳ ତାଙ୍କର…

EPFO UPI withdrawal: ଏଣିକି UPI ଦ୍ୱାରା ଉଠାଇପାରିବେ PF ଟଙ୍କା! EPFO ଆଣୁଛି ନୂଆ ସୁବିଧା

ନୂଆଦିଲ୍ଲୀ,୨୫।୨: EPFO (କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ) ଖୁବ ଶୀଘ୍ର ଏହାର ଗ୍ରାହକମାନଙ୍କ ପାଇଁ UPI ମାଧ୍ୟମରେ PF ଉଠାଣର ସୁବିଧା ଆରମ୍ଭ କରିବାକୁ ଯାଉଛି। ଫାଇନାନ୍ସିଆଲ ଏକ୍ସପ୍ରେସର ଏକ ରିପୋର୍ଟ ଅନୁଯାୟୀ, ଏହି ନୂତନ ବୈଶିଷ୍ଟ୍ୟ PhonePe, Google Pay,…

Video: ସାଉଦି ଆରବରେ ସିନେମା ଦେଖିବାକୁ ବାଲ୍‌ଟି-ଡ୍ରମ୍‌ ନେଇ ଆସନ୍ତି ଲୋକେ? କାରଣ ଜାଣିଲେ ମୁଣ୍ଡରେ ଦେବେ ହାତ

ଲୋକମାନେ ସିନେମା ହଲରେ ପପକର୍ନ ଏବଂ ଥଣ୍ଡା ପାନୀୟର ମଜା ନେଉଥିବା ଦେଖାଯାଏ। ହେଲେ ଏହା ବହୁତ ମହଙ୍ଗା ହୋଇଥିବା କାରଣରୁ ଅନେକ ସମୟରେ ଲୋକମାନେ ଘରୁ ଖାଦ୍ୟ ଆଣିବାକୁ ବାଧ୍ୟ ହୁଅନ୍ତି। କିନ୍ତୁ ସାଉଦି ଆରବରୁ ଏକ ଅଜବ ଭିଡିଓ…

IPL 2025: କ୍ୟାରିୟରରେ ପ୍ରଥମ ଥର ଲାଗି ଧୋନୀ ନେଲେ ଏଭଳି ନିଷ୍ପତ୍ତି, ଘରେ ପହଞ୍ଚିଲା ୫ ‘ହତିଆର’

ନୂଆଦିଲ୍ଲୀ,୨୫।୨: ଅନ୍ତର୍ଜାତୀୟ କ୍ରିକେଟରୁ ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ ଅବସର ନେବା ପରଠାରୁ ପ୍ରଶଂସକମାନେ ପ୍ରତିବର୍ଷ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ୍‌)କୁ ଚାହିଁ ରହିଥାନ୍ତି। ଫଳରେ ପ୍ରଶଂସକମାନେ ଉପଭୋଗ କରନ୍ତି। ୪୩ ବର୍ଷୀୟ ଧୋନୀ ୨୦୨୫ ଆଇପିଏଲରେ ମଧ୍ୟ ଖେଳୁଥିବା…

ମହିଳା ହୋମ୍‌ଗାର୍ଡଙ୍କୁ ପ୍ରେମ: ଶାରୀରିକ ସମ୍ପର୍କ ପରେ ପ୍ରତାରଣା କଲେ ଆଇଆଇସି

ଜଗତ୍‌ସିଂହପୁର,୨୫ା୨(ପ୍ରମୋଦ କୁମାର ନାୟକ): ଜଣେ ମହିଳା ଗୃହରକ୍ଷୀ(ହୋମଗାର୍ଡ)ଙ୍କୁ ପ୍ରେମ ପରେ ପ୍ରତାରଣା କରାଯାଇଛି। ଏନେଇ ଜଗତ୍‌ସିଂହପୁର ଥାନାର ପୂର୍ବତନ ଅତିରିକ୍ତ ଆଇଆଇସି ତଥା ବର୍ତ୍ତମାନର କୁଜଙ୍ଗ ଆଇଆଇସି ତପନ ନାହାକଙ୍କ ନାମରେ ଲିଖିତ ଅଭିଯୋଗ ହୋଇଛି। ସମ୍ପୃକ୍ତା ହୋମଗାର୍ଡ ଜଗତ୍‌ସିଂହପୁର ଥାନାରେ…

IPL ପରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କ ବଢ଼ିଯିବ ସମସ୍ୟା, BCCI ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୫।୨: ଟିମ୍‌ ଇଣ୍ଡିଆ ବର୍ତ୍ତମାନ ଦୁବାଇ ଗସ୍ତରେ ଅଛି, ଯେଉଁଠାରେ ଦଳ ଚାମ୍ପିଅନ୍ସ ଟ୍ରଫି ଖେଳୁଛି। ଟୁର୍ନାମେଣ୍ଟ ପରେ ଭାରତୀୟ ଖେଳାଳିମାନେ ଆଇପିଏଲ୍‌ରେ ଅଂଶଗ୍ରହଣ କରିବେ ଏବଂ ତା’ପରେ ଜୁନ୍‌ରେ ଟେଷ୍ଟ ସିରିଜ ପାଇଁ ଇଂଲଣ୍ଡ ଯିବେ। କିନ୍ତୁ ଟେଷ୍ଟ ଫର୍ମାଟରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri