Govinda Divorce News: ଛାଡପତ୍ର ଖବର ଉପରେ ଆସିଲା ଗୋବିନ୍ଦାଙ୍କ ପ୍ରତିକ୍ରିୟା, କହିଲେ…
ମୁମ୍ବାଇ,୨୬।୨: ଅଭିନେତା ଗୋବିନ୍ଦା ୧୯୮୭ରେ ସୁନିତା ଆହୁଜାଙ୍କୁ ବିବାହ କରିଥିଲେ। ଉଭୟଙ୍କ ପ୍ରେମ ଜୀବନ ବହୁତ ଫିଲ୍ମୀ। ପ୍ରଶଂସକମାନେ ଏହି ଯୋଡ଼ିକୁ ବହୁତ ପସନ୍ଦ କରନ୍ତି। ସେମାନଙ୍କର ସମ୍ପର୍କ ଏବେ ବି ଆଲୋଚନାରେ ରହିଛି। ହେଲେ, ଏବେ ଖବର ଆସୁଛି ଯେ…
ବିଦ୍ୟୁତ୍ ଆଘାତରେ ଛାତ୍ରଙ୍କ ୨ ହାତ କଟିବା ଘଟଣା: କ୍ଷତିପୂରଣ ପାଇଁ ନିର୍ବାହୀ ଯନ୍ତ୍ରୀ, ଭାଜପା ନେତା ଯୁକ୍ତିତର୍କ
ଦିଗପହଣ୍ଡି,୨୬ା୨(ଅଶେଷ ନାଥ ମିଶ୍ର):ଦିଗପହଣ୍ଡି ବ୍ଲକ କରପଡା ଗ୍ରାମର ୧୦ମ ଶ୍ରେଣୀ ଛାତ୍ର ରବି ବେହେରା ତାଙ୍କ ଘର ନିକଟସ୍ଥ ଜଣେ ବ୍ୟକ୍ତିଙ୍କ ନିର୍ମାଣାଧୀନ ଘର କାନ୍ଥରେ ଚଢ଼ି ଗତ ସେପ୍ଟେମ୍ବର ୬ ତାରିଖ ଭୋରରେ ଗଛରୁ ଫୁଲ ତୋଳୁଥିବା ବେଳେ ଉଚ୍ଚ…
ଭଞ୍ଜନଗର ଝିଅ ମଣିପୁର ଏସ୍ପି: ଚାରିଆଡୁ ଶୁଭେଚ୍ଛା
ଭଞ୍ଜନଗର,୨୬ା୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ବାସିନ୍ଦା କୃଷ୍ଣଚନ୍ଦ୍ର ସ୍ବାଇଁଙ୍କ ଝିଅ ବବିତାରାଣୀ ସ୍ବାଇଁ ମଣିପୁରର ଚାଣ୍ଡେଲ ଏସ୍୍ପି ଭାବେ ମଙ୍ଗଳବାର କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏହି ଖବର ଜଣାପଡିବା ପରେ ଭଞ୍ଜନଗର ବାସିନ୍ଦା ଖୁସିବ୍ୟକ୍ତ କରିଛନ୍ତି । ବବିତା…
ମହାଶିବରାତ୍ରି ପାଇଁ ଲିଙ୍ଗରାଜରେ ପ୍ରବଳ ଭିଡ଼, ଦଳାଚକଟାରେ ୨ ମହିଳା ଭକ୍ତ ଆହତ
ଭୁବନେଶ୍ୱର,୨୬।୨: ଆଜି ଜାଗର। ମହାଶିବରାତ୍ରି ପାଇଁ ଚଳଚଞ୍ଚଳ ଶୈବପୀଠ। ଓମ ନମଃ ଶିବାୟ ମନ୍ତ୍ରରେ ଗୁଞ୍ଜରିତ ହେଉଛି ରାଜ୍ୟର ବିଭିନ୍ନ ଶିବାଳୟ। ସବୁଠି ଶୁଭୁଛି ଶିବ ପଞ୍ଚାକ୍ଷରୀ। ପବିତ୍ର ମହା ଶିବରାତ୍ରି ପାଇଁ ଉତ୍ସବ ମୁଖର ଲିଙ୍ଗରାଜ ମନ୍ଦିର। ଶ୍ରୀଲିଙ୍ଗରାଜଙ୍କ ପୀଠରେ…
ଆଜି ମହାଶିବରାତ୍ରୀ: ଝଲସୁଛି ଲିଙ୍ଗରାଜ ମନ୍ଦିର
ପୁରୁଣା ଭୁବନେଶ୍ୱର,୨୬ା୨(ସୁବାସ ଚନ୍ଦ୍ର ପ୍ରଧାନ): ଆଜି ମହାଶିବରାତ୍ରି ତଥା ଜାଗର ଯାତ୍ରା। ଏଥିପାଇଁ ଉତ୍ସବ ମୁଖରିତ ହୋଇଉଠିଛି ଏକାମ୍ର କ୍ଷେତ୍ର। ରଙ୍ଗିନ ଆଲୋକମାଳା ସହ ଫୁଲରେ ଝଲସୁଛି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର। ରାତି ୧୦ଟାରେ ଉଠିବ ମହାଦୀପ। ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ…
ଧର୍ମଶାଳା ରାଜନୀତି ସରଗରମ: ପ୍ରଥମଥର ଏକାଠି ବସିଲେ ବିଧାୟକ, ବ୍ଲକ୍ ଅଧ୍ୟକ୍ଷ
ଧର୍ମଶାଳା/କାଏମା,୨୬ା୨(ବଟକୃଷ୍ଣ ପରିଡ଼ା/ଶିବପ୍ରସାଦ ମହାନ୍ତି):ଧର୍ମଶାଳା ପଞ୍ଚାୟତ ସମିତିର ୯ମ ସାଧାରଣ ଅଧିବେଶନ ଅଧ୍ୟକ୍ଷ ପ୍ରଭାତ ବଳବନ୍ତରାୟଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଥମ ଥର ଏକାଠି ବସିଛନ୍ତି ବିଧାୟକ ହିମାଂଶୁ ଶେଖର ସାହୁ ଓ ବ୍ଲକ୍ ଅଧ୍ୟକ୍ଷ ପ୍ରଭାତ।…
ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ମ୍ୟାଚ ବାତିଲ ହେବା ପରେ ଇଂଲଣ୍ଡର ଲାଗିଲା ଲଟେରୀ, ଆଫଗାନିସ୍ତାନଙ୍କୁ ବି ଫାଇଦା, ବୁଝନ୍ତୁ ପୂରା ସମୀକରଣ
ନୂଆଦିଲ୍ଲୀ,୨୬।୨: ମଙ୍ଗଳବାର ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଯାଇଛି। ବର୍ଷା ଯୋଗୁ ମ୍ୟାଚରେ ଟସ୍ ହୋଇପାରିଲା ନାହିଁ। ଏପରି ପରିସ୍ଥିତିରେ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ଦଳ ନିରାଶ…
୨୮ରୁ ବଢ଼ିବ ତାତି: ଆସନ୍ତା ୩ ଦିନ ପର୍ଯ୍ୟନ୍ତ ହେବନାହିଁ ପାଣିପାଗରେ ବିଶେଷ ପରିବର୍ତ୍ତନ
ଭୁବନେଶ୍ୱର,୨୬ା୨(ଅନୁରାଧା ମହାରଣା):ରାଜ୍ୟରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ତେବେ ୨୮ ତାରିଖରୁ ୨ରୁ ୩ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇପାରେ। ମଙ୍ଗଳବାର…
ବେଦାନ୍ତ ପକ୍ଷରୁ ଜେଡିଏଏକୁ ଆର୍ଥିକ ସହାୟତା
ଭୁବନେଶ୍ୱର,୨୬।୨: ଝାରସୁଗୁଡ଼ା ଜିଲା ଆଥ୍ଲେଟିକ୍ ଆସୋସିଏସନ (ଜେଡିଏଏ) କୁ ବେଦାନ୍ତ ଆଲୁମିନିୟମ ଆର୍ଥିକ ସହାୟତା ପ୍ରଦାନ କରିଛି। ଏପରିକି ଜେଡିଏଏର ଏକ ଆଧୁନିକ ପ୍ରଶାସନିକ ବିଲ୍ଡିଂ ନିର୍ମାଣ ପାଇଁ କମ୍ପାନୀ ପକ୍ଷରୁ ୫୦ ଲକ୍ଷ ଟଙ୍କା ସହାୟତା ଦିଆଯାଇଛି। ବିଶେଷକରି ସମ୍ପୃକ୍ତ…
ଓଡ଼ିଶାରେ ମାଲାବାରର ବ୍ୟବସାୟ ସମ୍ପ୍ରସାରଣ
ଭୁବନେଶ୍ୱର,୨୬।୨ (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବୈଶ୍ୱିକ ଗହଣା ବ୍ରାଣ୍ଡ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ (ମାଲାବାର)ର ଓଡ଼ିଶା ୟୁନିଟ୍ ପକ୍ଷରୁ ଚଳିତ ମାସରେ ଆଉ ୨ଟି ନୂଆ ଶୋ’ରୁମ୍ ସହ ବ୍ୟବସାୟ ସମ୍ପ୍ରସାରଣ ସମ୍ପର୍କରେ ଘୋଷଣା…
ଇକୋମାର୍କ କାହିଁକି ଜରୁରୀ
ରାତି ପାହିଲେ ଆମେ ବଜାରକୁ ଯାଉଛୁ। ଖାଇବା ଜିନିଷଠାରୁ ପନିପରିବା, ଠାକୁର ପୂଜା ସାମଗ୍ରୀଠାରୁ କପଡ଼ାପତ୍ର, ପାଣି ବଟଲ ହେଉ ବା ହେଲ୍ମେଟ୍ ଯେକୌଣସି ଜିନିଷ ଆମେ କିଣୁ ଆମକୁ କେବଳ ଏହାର ବାହ୍ୟ ଚାକଚକ୍ୟ କ୍ଷେତ୍ରଟି ଆକର୍ଷିତ କରିଥାଏ। କିନ୍ତୁ…
ଗବେଷଣାର ଗତିପଥ
ସାମ୍ପ୍ରତିକ ସମୟରେ ବଦଳି ଯାଇଛି ବୈଜ୍ଞାନିକ ଗବେଷଣାର ଗତିପଥ। ପାରମ୍ପରିକ ଗବେଷଣା ସହିତ ଯୋଡ଼ି ହୋଇଯାଇଛି ଜୈବ ପ୍ରଯୁକ୍ତିବିଦ୍ୟା, ନାନୋବିଜ୍ଞାନ, ପରିବେଶ ବିଜ୍ଞାନ, ଆଣବିକ ବିଜ୍ଞାନ, କମ୍ପ୍ୟୁଟର ପ୍ରୟୋଗ, କୃତ୍ରିମ ବୁଦ୍ଧିମତ୍ତା, ଜଳବାୟୁ ପରିବର୍ତ୍ତନ ଆଦି ଅନେକ ବିଷୟ। ବିଭିନ୍ନ ବିଷୟମାନଙ୍କ…
Archives


