Home Left

ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା: ସରକାରଙ୍କ ବିରୋଧରେ ବଡ଼ ଦାବି କଲା ABVP

ଭୁବନଶ୍ୱେର,୧୬।୭: ସୌମ୍ୟାଶ୍ରୀଙ୍କ ମୃତ୍ୟୁ ସାରା ରାଜ୍ୟକୁ ସ୍ତବ୍ଧ କରିଦେଇଛି। ଏନେଇ ଭୁବନେଶ୍ୱରରେ ବିଜେଡି ବଡ଼ ଆନ୍ଦୋଳନ କରିଛି । ଲୋକସେବା ଘେରାଉ ସହ ଲୋୟର ପିଏମଜିରେ ପୋଲିସ- ବିଜେଡି ମୁହାଁମୁହିଁ ପରିସ୍ଥିତି ଉପୁଜିଛି । ବିଜେଡିର ଲୋକସେବା ଭବନ ଘେରାଉ ଉଦ୍ୟମ…

ଭାରତକୁ ଧମକ ଦେଲା ଚାଇନା: ପାକିସ୍ତାନ ସହ ମିଶି ନେବ ପ୍ରତିଶୋଧ

ନୂଆଦିଲ୍ଲୀ,୧୬।୭: ୨୨ ଏପ୍ରିଲରେ ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ନୀରିହ ନାଗରିକଙ୍କ ମୃତ୍ୟୁପରେ, ଭାରତ ୧୯୬୦ ମସିହାରୁ ବଳବତ୍ତର ଥିବା ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ଏହି ଆକ୍ରମଣ ପାଇଁ ପାକିସ୍ତାନକୁ ଦାୟୀ…

‘ସୋମ୍ୟାଶ୍ରୀଙ୍କୁ ବଞ୍ଚାଇବା ପାଇଁ ମୋ ପୁଅ ଜୀବନ ବାଜି ଲଗାଇଦେଲା, ହେଲେ…’

ଭୁବନେଶ୍ୱର,୧୬।୭: ସୋମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ସାରା ରାଜ୍ୟ ଏବେ ହୁଲୁସ୍ତୁଲ। ଏଫଏମ କଲେଜ ଛାତ୍ର ଜ୍ୟୋତି ପ୍ରକାଶ ବିଶାଳ ଯିଏ କି ତାଙ୍କ ଜୀବନ ବଞ୍ଚାଇବାକୁ ଯାଇ ଗୁରୁତର ଆହତ ହୋଇଥିଲେ। ଏବେ ସେ ଏସିସିବିରେ ଚିକିତ୍ସିତ ଅଛନ୍ତି। ଏସିସିବିର ବର୍ଣ୍ଣ…

ରାଜଧାନୀର ୪ ନାମୀଦାମୀ ସ୍କୁଲକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ

ନୂଆଦିଲ୍ଲୀ,୧୬ା୭: ରାଜଧାନୀ ଦିଲ୍ଲୀରେ ପୁଣି ଥରେ ସ୍କୁଲଗୁଡ଼ିକୁ ବୋମା ଧମକ ମଳିଛି। ଏଠାକାର ନାମୀଦାମୀ ୪ ସ୍କୁଲକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ ମିଳିଥିବାରୁ ଦିଲ୍ଲୀରେ ଉତ୍ତେଜନା ସୃଷ୍ଟି କରିଛି। ବୁଧବାର ସକାଳେ ଦ୍ୱାରକା, ବସନ୍ତ କୁଞ୍ଜ, ପଶ୍ଚିମ ବିହାର…

ଜାମୁକୋଳି ତୋଳିବା ବାହାନାରେ ୬ ବର୍ଷର ଝିଅଙ୍କୁ ଘରକୁ ଡାକିଲେ ଯୁବକ: ଆଉ ତା’ପରେ ଘଟିଗଲା

ଇଟାୱା,୧୬।୭: ଇଟାୱା ଜିଲାର ବାସରେହର ଥାନା ଅଞ୍ଚଳର ଏକ ଗାଁରେ ଜଣେ ୨୨ ବର୍ଷୀୟ ଯୁବକ ଜଣେ ଛଅ ବର୍ଷୀୟ ନିର୍ଦ୍ଦୋଷ ଝିଅକୁ ଜାମୁକୋଳି ତୋଳିବା ବାହାନାରେ ତାଙ୍କ ଘରକୁ ନେଇ ବଳାତ୍କାର କରିଥିଲେ। ପୋଲିସ ଅଭିଯୁକ୍ତକୁ ଗିରଫ କରି ତାଙ୍କ…

ସିସିଟିଭି ଫୁଟେଜରୁ ସାଂଘାତିକ ଖୁଲାସା, ଜଣାପଡିଲା ସୌମ୍ୟାଶ୍ରୀ ଜଳିବାବେଳେ ରେକର୍ଡିଂ କରୁଥିଲା କିଏ!

ବାଲେଶ୍ୱର,୧୬।୭: ବାଲେଶ୍ବର ଛାତ୍ରୀ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଛି ନୂଆ ଟ୍ବିଷ୍ଟ । ଛାତ୍ରୀଙ୍କ ଯୌନ ନିର୍ଯାତନା ଅଭିଯୋଗ ନେଇ କଲେଜର ଆଭ୍ୟନ୍ତରୀଣ ଅଭିଯୋଗ କମିଟି ପ୍ରକୃତରେ ବିଭାଗ ମୁଖ୍ୟ ସମୀର ସାହୁଙ୍କ ବିରୋଧରେ ରିପୋର୍ଟ ଦେଇଥିଲା । ଏହି ରିପୋର୍ଟରେ…

FM କଲେଜ ଛାତ୍ରୀଙ୍କ ମୃତ୍ୟୁ ନେଇ ଏସ୍‌କେସିଜି ସ୍ବୟଂ ଶାସିତ ମହାବିଦ୍ୟାଳୟ ସାମ୍ନାରେ ବିକ୍ଷୋଭ

ଗଜପତି,୧୬ା୭(ଗିରିଧାରୀ ପରିଚ୍ଛା): ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ଆତ୍ମହତ୍ୟା ଘଟଣାର ପ୍ରତିବାଦରେ ଗଜପତି ଜିଲା ପାରଳାଖେମୁଣ୍ଡିଠାରେ ବୁଧବାଂର ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ ଏସ୍‌କେସିଜି ସ୍ବୟଂ ଶାସିତ ମହାବିଦ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଫକୀର ମୋହନ କଲେଜ…

ପୂର୍ବତନ ପ୍ରଧାନମନ୍ତ୍ରୀ ନରସିଂହ ରାଓ ୧୭ ପ୍ରକାର ଭାଷା ଶିଖିଥିଲେ, ହିନ୍ଦୀକୁ ନେଇ ଚନ୍ଦ୍ରବାବୁ ନାଇଡୁ କହିଲେ…

ଅମରାବତୀ,୧୬ା୭: ଭାଷାକୁ ନେଇ ସାରା ଦେଶରେ ବିବାଦ ଦେଖାଯାଉଛି। ତାମିଲନାଡୁ ପରେ ମହାରାଷ୍ଟ୍ରରେ ଏବେ ଏହାକୁ ନେଇ ଏକ ବଡ଼ ହଙ୍ଗାମା ହୋଇଛି। ଏହି ବିବାଦ ଉପରେ ଚାଲିଥିବା ବିତର୍କ ମଧ୍ୟରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁଙ୍କ ବୟାନ ମଧ୍ୟ…

ଯୁଦ୍ଧକ୍ଷେତ୍ର ପାଲଟିଲା ଲୋୟର ପିଏମ୍‌ଜି, ପୋଲିସ ସହ ଧସ୍ତାଧସ୍ତି

ଭୁବନେଶ୍ୱର,୧୬।୭: ବାଲେଶ୍ୱର ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଗୋଟିଏ ପରେ ବିଜେଡି ଆନ୍ଦୋଳନକୁ ଓହ୍ଲାଇଥିବାବେଳେ ଅନ୍ୟପଟେ ଆସନ୍ତାକାଲି ଓଡ଼ିଶାବନ୍ଦ ଡାକରା ଦେଇଛି କଂଗ୍ରେସ। ବୁଧବାର ବିଜେଡି ପକ୍ଷରୁ ଲୋକସେବା ଭବନ ଘେରାଉ…

ପୋଲିସର ପାଣିମାଡ଼ରେ ସୁଲତା ଆହତ, ରାସ୍ତାରେ ବସି କାନ୍ଦିଲେ

ଭୁବନେଶ୍ୱର,୧୬।୭: ଫକୀରମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ସାରା ରାଜ୍ୟକୁ ସ୍ତବ୍ଧ କରିଦେଇଛି। ଏନେଇ ଭୁବନେଶ୍ୱରରେ ବିଜେଡି ବଡ଼ ଆନ୍ଦୋଳନ କରିଛି । ଲୋକସେବା ଘେରାଉବେଳେ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧି । ଲୋୟର ପିଏମଜିରେ ପୋଲିସ- ବିଜେଡି ମୁହାଁମୁହିଁ…

ଜୁଲାଇ ୨୧ରୁ ସଂସଦର ମୌସୁମୀ ଅଧିବେଶନ: କେନ୍ଦ୍ର ସରକାର ଆଠଟି ବିଲ ଆଗତ କରିବାକୁ ପ୍ରସ୍ତୁତ, ପ୍ରବଳ ହଟ୍ଟଗୋଳ ଆଶଙ୍କା

ନୂଆଦିଲ୍ଲୀ,୧୬।୭: ସଂସଦର ମୌସୁମୀ ଅଧିବେଶନ ୨୧ ଜୁଲାଇରୁ ଆରମ୍ଭ ହେଉଛି। ଏହି ମୌସୁମୀ ଅଧିବେଶନରେ ସରକାର ଆଠଟି ନୂତନ ବିଲ ଆଗତ କରିବେ। ଏଥିରେ ମଣିପୁରରେ ରାଷ୍ଟ୍ରପତି ଶାସନ ସହିତ ଜଡିତ ଏକ ବିଲ ମଧ୍ୟ ଅନ୍ତର୍ଭୁକ୍ତ। ସରକାର ମଣିପୁରରେ ରାଷ୍ଟ୍ରପତି…

ଲୋୟର ପିଏମଜିରେ ବିଜେଡିର ଗର୍ଜନ: ପୋଲିସ ସହ ମୁହାଁମୁହିଁବେଳେ ବବି ଆହତ

ଭୁବନେଶ୍ୱର,୧୬।୭: ଫକୀରମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ସାରା ରାଜ୍ୟରେ ଚହଳ ସୃଷ୍ଟି ହୋଇଛି । ଏନେଇ ଭୁବନେଶ୍ୱରରେ ବିଜେଡି ବଡ଼ ଆନ୍ଦୋଳନ କରିଛି । ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧି । ଲୋୟର ପିଏମଜିରେ ପୋଲିସ- ବିଜେଡି ମୁହାଁମୁହିଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?