Home Left

ଆଗକୁ ପାକିସ୍ତାନ ସହ କେମିତି ହେବ ଯୁଦ୍ଧ: ଅନିଲ ଚୌହାନଙ୍କ ମନ୍ତବ୍ୟ ଶୁଣି ମୁନିରଙ୍କ ବଢିଲା ମୁଣ୍ଡବିନ୍ଧା

ନୂଆଦିଲ୍ଲୀ,୧୬।୭: ଯୁଦ୍ଧରେ ଡ୍ରୋନ ବ୍ୟବହାର ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପ୍ରତିରକ୍ଷା ମୁଖ୍ୟ ଜେନେରାଲ ଅନିଲ ଚୌହାନ। ସେ କହିଛନ୍ତି, ଡ୍ରୋନ ଯୁଦ୍ଧରେ ବିପ୍ଳବୀ ପରିବର୍ତ୍ତନ ଆଣୁଛି। ସିଡିଏସ ଚୌହାନ ନୂଆଦିଲ୍ଲୀର ମାନେକଶା କେନ୍ଦ୍ର ପରିଦର୍ଶନ କରିଛନ୍ତି। ସେ ଅପରେଶନ ସିନ୍ଦୂର…

ବଡ଼ ଗୁମର ଖୋଲିଲେ ସୌମ୍ୟାଙ୍କ ବାନ୍ଧବୀ, କହିଲେ ପ୍ରିନ୍ସପାଲ…

ବାଲେଶ୍ୱର,୧୬।୭: ବାଲେଶ୍ବର ଛାତ୍ରୀ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଛି ନୂଆ ଟ୍ବିଷ୍ଟ । ଛାତ୍ରୀଙ୍କ ଯୌନ ର୍ନିଯାତନା ଅଭିଯୋଗ ନେଇ କଲେଜର ଆଭ୍ୟନ୍ତରୀଣ ଅଭିଯୋଗ କମିଟି ପ୍ରକୃତରେ ବିଭାଗ ମୁଖ୍ୟ ସମୀର ସାହୁଙ୍କ ବିରୋଧରେ ରିପୋର୍ଟ ଦେଇଥିଲା । ଏହି ରିପୋର୍ଟରେ…

ଇନ୍‌ଷ୍ଟାଗ୍ରାମରୁ ପ୍ରେମ, ପରେ ପ୍ରେମିକଙ୍କୁ ଭେଟିବା ପାଇଁ ୧୪୦୦୦ କିଲୋମିଟର ପାର୍‌ ହୋଇ ଚାଲିଆସିଲେ ପ୍ରେମିକା, ପୂରା ଘଟଣା ଜାଣିଲେ…

ଡେରାଡୁନ୍‌,୧୬ା୭: ଉତ୍ତରାଖଣ୍ଡର ନୈନିତାଲରୁ ପ୍ରେମ କାହାଣୀର ଏକ ଅନନ୍ୟ ଘଟଣା ସାମ୍ନାକୁ ଆସିଛି। କାନାଡ଼ାରେ ରହୁଥିବା ଜଣେ ଝିଅ ଇନ୍‌ଷ୍ଟାଗ୍ରାମରେ ଉତ୍ତରାଖଣ୍ଡର ଜଣେ ପୁଅ ସହିତ ବନ୍ଧୁତା କରିଥିଲା। ସେମାନଙ୍କ ପ୍ରେମ ଏତେ ବଢ଼ିଗଲା ଯେ, ସେ ପ୍ରଥମେ ହାଇଦ୍ରାବାଦ (୧୨୫୪୦…

ସାଇନାଙ୍କ ପରେ ଆଉ ଜଣେ ଭାରତୀୟ ଖେଳାଳିଙ୍କ ଛାଡପତ୍ର, ସୋସିଆଲ ମିଡିଆରେ ପୋଷ୍ଟ କରି କହିଲେ…

ନୂଆଦିଲ୍ଲୀ,୧୬।୭: କିଛି ଦିନ ପୂର୍ବରୁ, ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହୱାଲଙ୍କ ଛାଡପତ୍ର ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ୭ ବର୍ଷର ବିବାହ ପରେ ତାଙ୍କ ସ୍ବାମୀ ପରୁପଲ୍ଲୀ କଶ୍ୟପଙ୍କଠାରୁ ଅଲଗା ହୋଇଛନ୍ତି ସାଇନା। ଏବେ ମହିଳା ମଲ୍ଲଯୋଦ୍ଧା ଦିବ୍ୟା କାକରନ…

ସାପର ବିଷରେ ତିଆରି ହୁଏ ଔଷଧ

ନୂଆଦିଲ୍ଲୀ,୧୬।୭: ମଣିଷ ସହିତ, ପୃଥିବୀ ମଧ୍ୟ ଲକ୍ଷ ଲକ୍ଷ ଅନ୍ୟାନ୍ୟ ଜୀବନ୍ତ ପ୍ରାଣୀଙ୍କ ବାସସ୍ଥାନ। ସାପ ସେମାନଙ୍କ ମଧ୍ୟରୁ ଗୋଟିଏ, ଯାହାକୁ ସରୀସୃପ ବର୍ଗରେ ଗଣନା କରାଯାଏ। ଅଧିକାଂଶ ଲୋକ ସାପକୁ ନକାରାତ୍ମକ ଦୃଷ୍ଟିରେ ଦେଖନ୍ତି ଏବଂ ସେମାନଙ୍କୁ ଭୟ କରନ୍ତି,…

ସେଦିନ କ’ଣ ଘଟିଥିଲା, କେମିତି ଜଳିଥିଲେ ସୌମ୍ୟାଶ୍ରୀ, ବଞ୍ଚାଇବା ପାଇଁ ଉଦ୍ୟମ କରିଥିବା ଯୁବକଙ୍କ ବଡ଼ ଖୁଲାସା

ଭୁବନେଶ୍ୱର,୧୬।୭: ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ରାଜନୀତି ଆରମ୍ଭ ହୋଇସାରିଥିବା ବେଳେ ଶାସକ – ବିରୋଧୀଙ୍କ କାଦୁଅଫିଙ୍ଗା ସାମାଜିକ ଗଣମାଧ୍ୟମରେ ଝଡ଼ ସୃଷ୍ଟି କରିଛି। ସୌମ୍ୟାଶ୍ରୀଙ୍କ ପରିବାରକୁ ନ୍ୟାୟ ପାଇଁ ସମସ୍ତେ ଏକାଠି ହୋଇଛନ୍ତି। ତାଙ୍କ ପରିବାରକୁ କ୍ଷତିପୂରଣ ଘୋଷଣା ମଧ୍ୟ ହୋଇଛି।…

ଗୁମାଡି ନଦୀରେ ଗଡିଲା ଗାଡି, ଖୁବ୍‌ଶୀଘ୍ର ଚାଲିବ ଭାରୀଯାନ: ବିଡିଓ କଲେ କାର୍ଯ୍ୟ ତଦାରଖ

ଦାରିଙ୍ଗବାଡି,୧୬।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ଠାରୁ ବୁଡ଼ାଗୁଡା ରାସ୍ତା ଗତ ୧୦ ଦିନରୁ ଉର୍ଦ୍ଧ ସମୟ ହେଲା ଯାତାୟାତ ବିଛିନ୍ନ ହୋଇଯାଇଥିଲା। ବୁଧବାର ଠାରୁ ଉକ୍ତ ରାସ୍ତାରେ ଗାଡି ମୋଟର ଗଡିଛି ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାର୍ଯ୍ୟ…

ହଠାତ୍‌ କାର୍‌ ଡ୍ରାଇଭର୍‌ଙ୍କ ଆଖି ଲାଗିଗଲା: ସେତେବେଳକୁ ସବୁକିଛି…

ଆସିକା,୧୬।୭: ଗଞ୍ଜାମ ଜିଲା ଆସିକା କୋଟିନଡ଼ା ଥାନା ଅନ୍ତର୍ଗତ କୋଟିନଡ଼ା ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି l ଭାରସାମ୍ୟ ହରାଇ ଦୋକାନ କାନ୍ଥରେ ପିଟି ହୋଇଛି କାର୍‌। ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି।…

ଅସୁରକ୍ଷିତ ସୁଲୁମାହା ଜଙ୍ଗଲ: ନିର୍ଭୟରେ ଗଛକଟା, ଜଙ୍ଗଲ ବିଭାଗକୁ ଖୋଲା ଚ୍ୟାଲେଞ୍ଜ୍‌

ଦାରିଙ୍ଗବାଡି,୧୬/୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବନାଞ୍ଚଳ ର ସୁଲୁମାହା ଜଙ୍ଗଲ ଅସୁରକ୍ଷିତ ହୋଇପଡିଛି। ଦୁର୍ବୁତ୍ତ ମାନେ ଜଙ୍ଗଲରୁ ଅତି ମୂଲ୍ୟବାନ ଗଛ ତଥା ଶାଳ, ପିଆଶାଳ, ଶିଶୁ ଭଳି ଗଛ କାଟି ନେଇଯାଉଛନ୍ତି। ବନ ବିଭାଗ ଚୁପ ବସିଛି। ସେପଟେ…

ସୌମ୍ୟାଶ୍ରୀଙ୍କ ବାପାଙ୍କ ସହ କଥାହେଲେ ରାହୁଲ, କହିଲେ…

ଭୁବନେଶ୍ୱର,୧୬।୭: ବାଲେଶ୍ୱର ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁକୁ ନେଇ ବିଜୁ ଯୁବ ଓ ଛାତ୍ର ଜନତା ଦଳ ସରକାରଙ୍କ ଉପରେ ପ୍ରବଳ ବର୍ଷିଛି। ଘଟଣାକୁ ନେଇ କଂଗ୍ରେସ ମଧ୍ୟ ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି। ଏହି ସମୟରେ କଂଗ୍ରେସ…

୩୪ ବର୍ଷର ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ରଚିଲେ ଇତିହାସ

ଲଣ୍ଡନ,୧୬।୭: ବୈଭବ ସୂର୍ଯ୍ୟବଂଶୀ ପୁଣିଥରେ ଇତିହାସ ରଚିଛନ୍ତି। ଏଥର ସେ ୩୪ ବର୍ଷର ପୁରୁଣା ବିଶ୍ୱ ରେକର୍ଡ ଭାଙ୍ଗିବାର ସାକ୍ଷୀ ହୋଇଛନ୍ତି। ପୁରୁଷ ସିନିୟର ଏବଂ ମହିଳା ଦଳ ପରି ଭାରତର ୧୯ ବର୍ଷରୁ କମ ଦଳ ମଧ୍ୟ ଇଂଲଣ୍ଡ ଗସ୍ତରେ…

ଏହି ଦେଶ ସହ ବଡ଼ ଗେମ୍‌ ଖେଳିଦେଲେ ଡୋନାଲ୍ଡ ଟ୍ରମ୍ପ: ଭାରତ ପାଇଁ ମଧ୍ୟ ବିପଦର ଘଣ୍ଟି

ଓ୍ବାଶିଂଟନ୍‌,୧୬।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ତାଙ୍କର ଟାରିଫ୍‌ ଟ୍ରମ୍ପ କାର୍ଡ ବ୍ୟବହାର କରିଛନ୍ତି। ଏଥର ଟାର୍ଗେଟ ହେଉଛି ଇଣ୍ଡୋନେସିଆ। ଜୁଲାଇ ୧୫ ତାରିଖରେ ଟ୍ରମ୍ପ ଘୋଷଣା କରିଥିଲେ ଯେ ସେ ଇଣ୍ଡୋନେସିଆ ସହିତ ଏକ ନୂତନ ବାଣିଜ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?