Home Left

ମୋଟାପଣକୁ କମ୍‌ ଦେଖାଇଥାଏ ଏହି କଲର ଆଉଟ୍‌ଫିଟ୍‌

ଷ୍ଟାଇଲିଶ୍‌ ଓ ଗ୍ଲାମର୍ସ ଦେଖାଯିବା ପାଇଁ ହେଲେ ପ୍ରଥମେ ନିଜ ଆଉଟ୍‌ଫିଟ୍‌ ଉପରେ ଧ୍ୟାନଦେବାକୁ ହେବ। ତେବେ ବ୍ଲାକ୍‌ କଲର ଆଉଟ୍‌ଫିଟ୍‌ ମୋଟାପଣକୁ କମ୍‌ ଦେଖାଇଥାଏ। ତେଣୁ ପ୍ଲସ୍‌ ସାଇଜ୍‌ ମହିଳା ଏହି ରଙ୍ଗର ବିଭିନ୍ନ ଡିଜାଇନ ଆପଣାଇ ପାରିବେ… ବ୍ଲାକ୍‌…

ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା କଫ ସିରପ୍‌, ମାଡିବସିଲା ପୋଲିସ: ୨ ଗିରଫ

ବଲାଙ୍ଗୀର, ୧୦ା୩(ସୁନିଲ କୁମାର ମହାନ୍ତି): ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ବେଆଇନ କଫ ସିରପ। ପୋଲିସ ଆଖିରେ ଧୂଳି ଦେଇ କଫ ସିରପ ବେପାରୀମାନେ ଏଭଳି ଅଭିନବ ଉପାୟରେ ବେଆଇନ ବେପାର ଚଲାଇଥିଲେ। ବଲାଙ୍ଗୀର ଟାଉନ ଥାନା ପୋଲିସ ଏହି ଘଟଣାର ପର୍ଦ୍ଦାଫାଶ…

IPL 2025 : ଆଇପିଏଲର ପ୍ରାରମ୍ଭିକ ମ୍ୟାଚରୁ ବାହାରେ ରହିବେ ରାହୁଲ! କାରଣ ଜାଣିଲେ ଖୁସି ହୋଇଯିବେ

ନୂଆଦିଲ୍ଲୀ,୧୧।୩: ଭାରତୀୟ ଷ୍ଟାର ଉଇକେଟ୍‌କିପର-ବ୍ୟାଟସମ୍ୟାନ କେ.ଏଲ ରାହୁଲ ଆଇପିଏଲ ୨୦୨୫ର କିଛି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳିପାରିବେ ନାହିଁ। ରିପୋର୍ଟ ଅନୁସାରେ, ୩୨ ବର୍ଷୀୟ ବ୍ୟାଟସମ୍ୟାନଙ୍କ ଘରେ ୨୦୨୫ ଗ୍ରୀଷ୍ମ ଋତୁରେ ଏକ ଛୋଟ ଅତିଥି ଆସିବାକୁ ଯାଉଛନ୍ତି। ପ୍ରଥମ…

ଭାଷା ବିବାଦକୁ ନେଇ ସଂସଦରେ ହଟ୍ଟଗୋଳ, ଧର୍ମେନ୍ଦ୍ରଙ୍କ ଗୋଟିଏ ଶବ୍ଦକୁ ନେଇ ଉଠିଲା ବିବାଦ

ନୂଆଦିଲ୍ଲୀ,୧୧।୩: ଡିଏମକେ ଏମପି କାନିମୋଝି କରୁଣାନିଧି ସୋମବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ସଂସଦୀୟ ବିଶେଷାଧିକାର ଭଙ୍ଗ ନୋଟିସ ଦାଖଲ କରିଛନ୍ତି। ଏହି ନୋଟିସଟି ତାମିଲନାଡୁର ଶିକ୍ଷା ବ୍ୟବସ୍ଥା ଏବଂ ତିନିଭାଷା ନୀତି ଉପରେ ତାଙ୍କ ଦୃଷ୍ଟିକୋଣ ସମ୍ପର୍କରେ…

ଜାଣନ୍ତୁ ନବୀନଙ୍କୁ ଭେଟି କ’ଣ କହିଲେ ମନ୍ମମଥଙ୍କ ପତ୍ନୀ

ଭୁବନେଶ୍ୱର,୧୧।୩: ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ସୁର ରାଉତ ରାୟଙ୍କ ପୁଅ ମନ୍ମମଥ ନିକଟରେ ବିବାହ କରିଛନ୍ତି। ତେବେ ସେ ତାଙ୍କ ପତ୍ନୀଙ୍କୁ ନେଇ ବିଜେଡି ସୁପ୍ରିମୋଙ୍କ ପାଖକୁ ଯାଇଥିଲେ। ଶେଠାରେ ସେ ତାଙ୍କ ଆଶୀର୍ବଦ ବିକ୍ଷା କରିଥିଲେ। ବିବାହ କର୍ମ…

ଆମେରିକା ବଜାରରେ ମାନ୍ଦାବସ୍ଥା ଭୟ: ୪୦୦ ପଏଣ୍ଟରୁ ଅଧିକ ଖସିଗଲା ସେନସେକ୍ସ

ମୁମ୍ବାଇ,୧୧।୩: ଆମେରିକାର ମାନ୍ଦାବସ୍ଥା ଭୟ ମଧ୍ୟରେ ୱାଲ ଷ୍ଟ୍ରିଟ୍ ରାତାରାତି ହ୍ରାସ ପାଇବା ପରେ ଏହାର ପ୍ରଭାବ ଏସୀୟ ବଜାର ଉପରେ ଦେଖିବାକୁ ମିଳିଛି। ମଙ୍ଗଳବାର ବଜାର ଖୋଲିବା ମାତ୍ରେ ବେଞ୍ଚମାର୍କ ଇକ୍ୱିଟି ସୂଚକାଙ୍କ ସେନସେକ୍ସ ଏବଂ ନିଫ୍ଟି ହ୍ରାସ ପାଇଛି।…

ବର୍ଷାରେ ଭିଜିବ ହୋଲି, ୧୩-୧୫ ମାର୍ଚ୍ଚ ପର୍ଯ୍ୟନ୍ତ ହେବ ବର୍ଷା

ନୂଆଦିଲ୍ଲୀ,୧୧।୩: ହୋଲି ପର୍ଯ୍ୟନ୍ତ ଉତ୍ତର ଭାରତରେ ଥଣ୍ଡାର ପ୍ରଭାବ ଧୀରେ ଧୀରେ ହ୍ରାସ ପାଇବ। ଦିନରେ ଖରା ହେତୁ ଗରମ ଅନୁଭବ ହେବ। ତଥାପି, ମାର୍ଚ୍ଚ ୧୪ ସୁଦ୍ଧା, ପଶ୍ଚିମ ବାୟୁମଣ୍ଡଳ ସକ୍ରିୟ ହେବା ଯୋଗୁଁ, ମେଘର ଗତି ଆରମ୍ଭ ହେବ।…

IPL 2025 ପାଇଁ ପାକିସ୍ତାନ ବିପକ୍ଷ ସିରିଜ୍‌ରୁ ଓହରିଲେ ଏହିସବୁ ନ୍ୟୁଜିଲାଣ୍ଡ ଖେଳାଳି

ନୂଆଦିଲ୍ଲୀ,୧୧।୩: ୧୬ ମାର୍ଚ୍ଚରୁ ଆରମ୍ଭ ହେବାକୁ ଥିବା ପାକିସ୍ତାନ ବିପକ୍ଷ ଟି-୨୦ ସିରିଜ ପାଇଁ ନ୍ୟୁଜିଲାଣ୍ଡ କ୍ରିକେଟ ତାର ଦଳ ଘୋଷଣା କରିଛି। ଦଳର କମାଣ୍ଡ ମାଇକେଲ ବ୍ରେସୱେଲଙ୍କୁ ଦିଆଯାଇଛି। ୨୨ ମାର୍ଚ୍ଚରୁ ଆରମ୍ଭ ହେଉଥିବା ଆଇପିଏଲ ଲିଗ (ଆଇପିଏଲ ୨୦୨୫)ରେ…

ପାକିସ୍ତାନକୁ ଲାଗିଲା ବଡ଼ ଝଟକା, ରାଷ୍ଟ୍ରଦୂତଙ୍କୁ ପ୍ରବେଶ ଅନୁମତି ଦେଲା ନାହିଁ ଆମେରିକା

ଓ୍ବାଶିଂଟନ,୧୧।୩: ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ନେବା ପରଠାରୁ, ଡୋନାଲ୍ଡ ଟ୍ରମ୍ପ ପ୍ରବାସ ନିୟମ ଉପରେ ବହୁତ କଠୋର ଆଭିମୁଖ୍ୟ ଗ୍ରହଣ କରୁଛନ୍ତି। ଏହି ସମୟରେ, ତୁର୍କମେନିସ୍ତାନରେ ପାକିସ୍ତାନର ରାଷ୍ଟ୍ରଦୂତଙ୍କୁ ଆମେରିକାରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇନଥିଲା ଏବଂ ତାଙ୍କୁ ଫେରାଇ…

୧୧ ବର୍ଷରେ ୩୮ ହାତେଇଛନ୍ତି ଜିଏ ପ୍ଲଟ

ଭୁବନେଶ୍ୱର,୧୧।୩ (ରବିନାରାୟଣ ଜେନା):ଗତ ୧୧ବର୍ଷ ମଧ୍ୟରେ ବିଏମ୍‌ସି ଅଞ୍ଚଳରେ ୩୮ ଜଣଙ୍କୁ ଜିଏ ପ୍ଲଟ ଆବଣ୍ଟନ କରାଯାଇଛି। ସେଥିମଧ୍ୟରେ ୧୩ଜଣ ବ୍ୟକ୍ତିବିଶେଷ ରହିଥିବାବେଳେ ୨୫ ଅନୁଷ୍ଠାନ ରହିଛି। ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହକୁ ଦେଇଥିବା ତଥ୍ୟ ଅନୁଯାୟୀ, ୨୦୧୪ରୁ…

ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବର ଆଜି ଯାଞ୍ଚ

ଯାଜପୁରରୋଡ୍‌,୧୧ା୩(ପବିତ୍ର ରଞ୍ଜନ ମହାନ୍ତି):ବ୍ୟାସନଗର ପୌର ପରିଷଦ ଅଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆଙ୍କ ବିରୋଧରେ ଜିଲାପାଳଙ୍କ ନିକଟରେ ଦିଆଯାଇଥିବା ଅନାସ୍ଥା ପ୍ରସ୍ତାବର ଯାଞ୍ଚ ପାଇଁ ନିର୍ଦ୍ଦେଶ ହୋଇଛି। ଯାଜପୁର ଜିଲାପାଳ ପି. ଅନ୍ବେଷା ରେଡ୍ଡୀ ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କରି କାଉନସିଲରମାନଙ୍କ ଦସ୍ତଖତ ଯାଞ୍ଚ…

‘ମିନି ଇଣ୍ଡିଆ’ରେ ମୋଦିଙ୍କୁ ଭବ୍ୟ ସ୍ବାଗତ, ମରିସସର ପ୍ରଧାନମନ୍ତ୍ରୀଙ୍କ ସମେତ ଉପସ୍ଥିତ ଥିଲେ ସମସ୍ତ ମନ୍ତ୍ରୀ

ବୋର୍ଟ ଲାଉସି,୧୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମରିସସରେ ପହଞ୍ଚିଛନ୍ତି। ସେଠରେ ତାଙ୍କୁ ବିମାନବନ୍ଦରରେ ଭବ୍ୟ ସ୍ବାଗତ କରାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଗସ୍ତର ଉଦ୍ଦେଶ୍ୟ ହେଉଛି ଭାରତ ଏବଂ ମରିସସ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା ଏବଂ ଭାରତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri