ବିଭିନ୍ନ ସମସ୍ୟାର ସମାଧାନ ଦାବି ନେଇ ଦିଲ୍ଲୀରେ ଏମ୍ପିଙ୍କୁ ଭେଟିଲା ନାଗରିକ ମଞ୍ଚ
କେସିଙ୍ଗା,୧୯ା୩(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅଞ୍ଚଳର ବିଭିନ୍ନ ସମସ୍ୟା ନେଇ ସ୍ଥାନୀୟ ସଚେତନ ନାଗରିକ ମଞ୍ଚ ଦିଲ୍ଲୀ ଗସ୍ତ କରି ଲୋକ ସଭା ଓ ରାଜ୍ୟ ସଭା ଏମ୍ପିଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ସହରରେ ଥିବା…
ୟୁଟ୍ୟୁବର ତପି ମିଶ୍ର ଗିରଫ
ଭୁବନେଶ୍ୱର,୧୯ା୩: ୟୁଟ୍ୟୁବର ସରୋଜ ମିଶ୍ର(ତପି)ଙ୍କୁ ବୁଧବାର ଗିରଫ କରିଛି ପୋଲିସ। ତପି ସବୁବେଳେ ସୋସିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ଦେଉଥିଲେ। ଏନେଇ ଅଭିଯୋଗ ହେବାରୁ ଇନ୍ଫୋସିଟି ଥାନା ପୋଲିସ ତାଙ୍କୁ ଗିରଫ କରିଛି। ସୂଚନାରୁ ପ୍ରକାଶ ଯେ, ୨୦୨୩ରେ ଲେଖିକା ବନସ୍ମିତା…
ବଜାରରୁ ଆଣିଥିବା ପନିର ଅସଲି କି ନକଲି କିଭଳି ଜାଣିବେ? ଆପଣାନ୍ତୁ ଏଭଳି ସହଜ ଉପାୟ…
ଆଜିକାଲି ସମୟରେ ବଜାରରେ ଚାଉଳଠାରୁ ଆରମ୍ଭ କରି ଅନେକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ନକଲି ମିଳୁଛି। ଫଳରେ ଲୋକେ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେଭଳି ଗୋଟିଏ ଜିନିଷ ହେଲା ପନିର। ବଜାରରେ ନକଲି ପନିର ମିଳୁଥିବାରୁ ଲୋକେ କିଭଳି ଅସଲି…
କୋରାପୁଟରେ ଫିଲ୍ମ ଶୁଟିଂ ପରେ ଫେରିଲେ ଏସ୍ଏସ୍ଏମ୍ବି-୨୯ ଟିମ୍
କୋରାପୁଟ,୧୯ା୩(ଅମିତାଭ ବେହେରା): ଦୀର୍ଘ ୧୫ଦିନ ରହଣି ପରେ କୋରାପୁଟରୁ ଫେରିଗଲେ ସାଉଥ ନିର୍ଦ୍ଦେଶକ ଏସ୍ ଏସ୍ ରାଜାମୌଲି। ଅଭିନେତା ମହେଶ ବାବୁ ଓ ବଲିଉଡ୍ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଫେରିବା ପୂର୍ବରୁ ଏକ ବିଦାୟକାଳୀନ ସଭା ଭଳି ସୃଷ୍ଟି ହୋଇଥିଲା…
IPL ୨୦୨୫: କେଉଁ ୧୩ ଖେଳାଳିଙ୍କୁ ବାହାର କରିବ ଗୁଜରାଟ ଟାଇଟନ୍ସ, କାହାକୁ ମିଳିବ ସୁଯୋଗ?
ନୂଆଦିଲ୍ଲୀ,୧୯।୩: IPL ୨୦୨୫ରେ ଗୁଜରାଟ ଟାଇଟନ୍ସ ୨୫ ମାର୍ଚ୍ଚରେ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଏହାର ଅଭିଯାନ ଆରମ୍ଭ କରିବ। ଦଳ ନୂତନ ସିଜିନ ପାଇଁ ସର୍ବାଧିକ ସ୍କ୍ବାର୍ଡ ବାଛିଛି। ଅର୍ଥାତ ମୋଟ ୨୫ ଜଣ ଖେଳାଳିଙ୍କୁ କିଣାଯାଇଥିବା ବେଳେ ଏଥିପାଇଁ ୧୧୯.୮୫…
କେନ୍ଦୁଝରରେ ଡାଇରିଆ ଆତଙ୍କ, ଆଉ ଜଣେ ବୃଦ୍ଧଙ୍କ ଜୀବନ ଗଲା
କେନ୍ଦୁଝର,୧୯ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକର ଏକ ଦୁର୍ଗମ ଗ୍ରାମରେ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କ ଝାଡ଼ାବାନ୍ତିରେ ମୃତ୍ୟୁ ଘଟିଥିବା ବେଳେ ପାଖାପାଖି ୧୦ ଜଣ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ଅଭିଯୋଗ ହୋଇଛି। ଫଳରେ ଉକ୍ତ ଅଞ୍ଚଳରେ…
୪୮୯ ଦିନ ପରେ ଭାରତର ପ୍ରଥମ ବିଜୟ: ପ୍ରତ୍ୟାବର୍ତ୍ତନରେ ଗୋଲ୍ କଲେ ସୁନୀଲ ଛେତ୍ରୀ
ନୂଆଦିଲ୍ଲୀ,୧୯।୩: ଜବାହରଲାଲ ନେହେରୁ ଷ୍ଟାଡିୟମରେ ବୁଧବାର ଅନୁଷ୍ଠିତ ଏକ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚରେ ଭାରତ ୩-୦ ଗୋଲରେ ମାଲଡିଭ୍ସକୁ ପରାସ୍ତ କରିଛି। ପ୍ରଥମ ଅଧଘଣ୍ଟା ଗୋଲଶୂନ୍ୟ ରହିବାପରେ ୩୪ତମ ମିନିଟରେ ପ୍ରଥମ ଗୋଲଟି ଦେଇଥିଲେ ରାହୁଲ ଭେକେ। ପ୍ରଥମାର୍ଦ୍ଧ ଶେଷ ବେଳକୁ…
ଆଇପିଏଲ୍ରୁ ୬ ହଜାର କୋଟି ଆୟ କରି ରେକର୍ଡ କରିବ ଜିଓ ଷ୍ଟାର
ମୁମ୍ବାଇ,୧୯ା୩: ରିଲାଏନ୍ସ ଜିଓ ଷ୍ଟାର ବିଜ୍ଞାପନ ରାଜସ୍ବ କ୍ଷେତ୍ରରେ ଏକ ରେକର୍ଡ କରିବାକୁ ଯାଉଛି। ଟିଭି ଓ ଡିଜିଟାଲ ପ୍ରସାରଣ ବାବଦକୁ ମିଳିତ ଭାବେ ଆଗାମୀ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ରୁ ୬ ହଜାର କୋଟିରୁ ଅଧିକ ଆୟ କରିପାରେ ବୋଲି ଆଶା…
Video: ହୋଲିରେ ରଙ୍ଗ ଲଗାଇବାକୁ ଡାକି ପୁରୁଣା ପ୍ରେମିକକୁ ହତ୍ୟା କେଲେ ପ୍ରେମିକା
ନୂଆଦିଲ୍ଲୀ,୧୯।୩: ହୋଲିରେ ପ୍ରେମିକଙ୍କୁ ରଙ୍ଗ ଲଗାଇବାକୁ ଡାକି ହତ୍ୟା କଲା ପ୍ରେମିକା। ନୂଆ ପ୍ରେମିକ ସହିତ ମିଶି ପୁରୁଣା ପ୍ରେମକୁ ଦେଲା କବର। ରାତି ଅଧରେ ପୁରୁଣା ପ୍ରେମିକ ଛାତିରେ ଗୁଳି ଦାଗି ଦେଲା ନୂଆ ପ୍ରେମିକ। ଏଭଳି ଏକ ଚାଞ୍ଚଲ୍ୟକର…
IPL ୨୦୨୫ ଲାଗି କେବେ ଏବଂ କିଭଳି ବୁକ୍ କରିବେ ଟିକେଟ୍? କେତେ ରହିବ ମୂଲ୍ୟ? ଜାଣନ୍ତୁ ସମ୍ପୂର୍ଣ୍ଣ…
ନୂଆଦିଲ୍ଲୀ,୧୯।୩: ଏବେ IPL ୨୦୨୫ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଅଛି। ୧୮ତମ ସିଜିନର ଓପନିଂ ମୁକାବିଲା ୨୨ ମାର୍ଚ୍ଚରେ କୋଲକାତାର ଇଡେନ ଗାର୍ଡେନରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯିବ।…
ଅଟୋ ଧକ୍କାରେ ମହିଳାଙ୍କ ଜୀବନ ଗଲା, ୨ ଗୁରୁତର
ଭଞ୍ଜନଗର,୧୯ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ପଙ୍କାଳ ସାହି ଛକରେ ବୁଧବାର ଅପରାହ୍ନ ରେ ଏକ ଅଟୋ ଧକ୍କାରେ ଜଣେ ମହିଳା ମୃତ୍ୟୁବରଣ କରିଛନ୍ତି। ସେ ହେଲେ ବାଲିଆପଟାର ଭାଗ୍ୟ ବିଷୋୟୀ (୫୫)। ଏଥିସହ ଦୁଇଜଣ ଗୁରୁତର ହୋଇଛନ୍ତି।…
‘ଅନୁପ୍ରବେଶକାରୀଙ୍କ ପାଇଁ ଲକ୍ଷ୍ମଣରେଖା ଟାଣି ଭାରତର ବିକାଶ କରିବା ଲକ୍ଷ୍ୟ’
ଭଞ୍ଜନଗର,୧୯ା୩(ବାବୁଲା ପ୍ରଧାନ): ବିଶ୍ୱ ହିନ୍ଦୁ ପରିଷଦ ଗଞ୍ଜାମ, କନ୍ଧମାଳ, ଗଜପତି ଜିଲା ଶାଖାର କର୍ମକର୍ତ୍ତାମାନଙ୍କ ଏକ ବୈଠକ ବୁଧବାର ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶତାଧିକ କର୍ମକର୍ତ୍ତା ଯୋଗଦେଇ ନିଜର ମତ ରଖିଥିଲେ। ଏହି…
Archives


