Home Left

ବଲାଙ୍ଗିର ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟରେ ଧୂମଧାମରେ ଗଣେଶ ପୂଜା ପାଳିତ

ବଲାଙ୍ଗିର,୨୭।୮(ସୁନିଲ ମହାନ୍ତି): ସରକାରୀ ଆୟର୍ବେଦିକ ମହାବିଦ୍ୟାଳୟରେ ଗଣେଶ ପୂଜା ପାଳିତ ହୋଇଯାଇଛି l ଏହି ପୂଜାରେ ଶ୍ରୀ ଗଣେଶଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା ଓ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ଗଜାନନ ଠାକୁରଙ୍କ ନୀତିକାନ୍ତି ସଂପୂର୍ଣ୍ଣ ହେବା ପରେ ମହାବିଦ୍ୟାଳୟର ଡାକ୍ତରୀ ଛାତ୍ରୀ ଓ…

ଚାଷୀଙ୍କ ଖାତାକୁ ଗଲା ସିଏମ କିଷାନ ଟଙ୍କା

ଭୁବନେଶ୍ୱର, ୨୭।୮: ସିଏମ କିଷାନ ୩ୟ କିସ୍ତି ଟଙ୍କା ବୁଧବାର ଚାଷୀଙ୍କ ଖାତାକୁ ଯାଇଛି। ଡିବିଟି ଜରିଆରେ ଟଙ୍କା ମୁଖ୍ୟମନ୍ତ୍ରୀ ମୋହନ ମାଝି ଟଙ୍କା ପଠାଇଛନ୍ତି।୫୧ ଲକ୍ଷ ୫୪ ହଜାର ୧୧୫ ଚାଷୀଙ୍କ ଖାତାକୁ ଟଙ୍କା ଯାଇଥିବା ସୂଚନା ମିଳିଛି। ଡିବିଟି…

ସୁବର୍ଣ୍ଣରେଖା ବନ୍ୟା ପାଣିରେ ବୁଡ଼ି ଜୀବନ ହାରିଲେ ବୃଦ୍ଧ

ଭୋଗରାଇ, ୨ ୭l ୮( ପ୍ରଦୀପ ଦାସ ) ଚଳିତ ଋତୁରେ ସୁବର୍ଣ୍ଣରେଖା ୪ ଜଣଙ୍କର ଜୀବନ ନେଲାଣି lଏହି ନଦୀର ପ୍ରଥମ ବନ୍ୟାରେ ବାଲେଶ୍ୱରଜିଲା ବାଲିଆପାଳ ବ୍ଲକର ୧ ଜଣ ଯୁବକର ପ୍ରାଣ ଯାଇଥିବାବେଳେ ଭୋଗରାଇବ୍ଲକର ବୁଧବାର ସୁଦ୍ଧା ୩…

ଭାମଶାଳି ନିକଟ ଜଙ୍ଗଲରେ ବାଘ ଆତଙ୍କ: ଗୋଡେଇ ଗୋଡେଇ ୧୧ ଛେଳିକୁ ମାରି ଖାଇଲା…

ବୁଗୁଡ଼ା,୨୭।୮(କାଳିଚରଣଦାଶ): ବୁଗୁଡ଼ା ବନାଞ୍ଚଳ କିରିଆମ୍ବା ଜଙ୍ଗଲ କମ୍ପାର୍ଟମେଣ୍ଟ ୧୧ ଭାମଶାଳି ନିକଟରେ ମଙ୍ଗଳବାର ରାତିରେ ଗୋଟିଏ ବାଘ ୧୧ ଛେଳିକୁ ଖାଇ ମାରି ଦେଇଥିବା ଜଣାପଡ଼ିଛିି।ଏ ନେଇ ଜଙ୍ଗଲ ଆଖପାଖ ଅଞ୍ଚଳରେ କୋକୁଆ ଭୟ ଖେଳି ଯାଇଛି। ଭାମଶାଳି ନିକଟରେ ଥିବା…

ଜୀବନସାଥୀ କେମିତି ହେବା ଆବଶ୍ୟ, ଜାଣନ୍ତୁ କ’ଣ କୁହନ୍ତି ଚାଣକ୍ୟ

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତି ମାଧ୍ୟମରେ ନନ୍ଦ ରାଜବଂଶକୁ ପରାସ୍ତ କରି ତାଙ୍କ ଶିଷ୍ୟ ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କୁ ରାଜା କରିଥିଲେ। ସେବେଠାରୁ ତାଙ୍କର ନୀତି ଓ ଜ୍ଞାନକୁ ଲୋକେ ଜୀବନରେ ଗ୍ରହଣ କରି ଆସୁଛନ୍ତି। କାରଣ ଏହା ଜୀବନକୁ ସରଳ ଓ…

ରହସ୍ୟମୟ ମନ୍ଦିର ରାକ୍ଷସଙ୍କ ନଖରେ ତିଆରି, ପ୍ରଭୁ ଗଣେଶଙ୍କ ସହ ରହିଛି…

ଦୁନିଆରେ ଅନେକ ଆଶ୍ଚର୍ଯ୍ୟଜନକ ସ୍ଥାନ ରହିଛି। ପ୍ରତ୍ୟେକ ସ୍ଥାନ ନିଜ ନିଜର ସ୍ବତନ୍ତ୍ରତା ପାଇଁ ବେଶ୍‌ ପରିଚିତ। ସେମିତି ଏକ ଆଶ୍ଚର୍ଯ୍ୟଜନକ ମନ୍ଦିର ରହିଛି ଇଣ୍ଡୋନେସିଆର ବାଲି ପ୍ରଦେଶର ଉବୁଦ ଅଞ୍ଚଳରେ। ଏଠାକାର ଛୋଟ ବେଡୁଲୁ ଗାଁରେ ଅବସ୍ଥିତ ଗୋଆ ଗଜ…

ସ୍କୁଲ ରେ ତାଲା:ହେଲାନି ଗଣେଶ ପୂଜା, ବେହୋସ ହେଲେ ଶିକ୍ଷୟିତ୍ରୀ

ଛତ୍ରପୁର,୨୭।୮(ସନ୍ତୋଷ ପାଢ଼ୀ): ଗଣେଶ ପୂଜା ପାଇଁ ସବୁଠି ଚଳଚଞ୍ଚଳ। ପୁର ଠାରୁ ପଲ୍ଲୀ ସବୁଠି ଅଗ୍ରପୂଜ୍ୟ ଗଜାନନଙ୍କ ପୁଜା ବହୁ ଆଡମ୍ବରରେ ଚାଲିଛଇ। ହେଲେ ଗଞ୍ଜାମ ଜିଲାର ଛତ୍ରପୁର ବ୍ଲକ ଅନ୍ତର୍ଗତ ନୋଳିଆନୂଆଗାଁ ଠାରେ ଅବସ୍ଥିିତ ସରକାରୀ ଉନ୍ନିତ ଉଚ୍ଚ ପ୍ରାଥମିକ…

୧୭ତମ ସନ୍ତାନ ଜନ୍ମଦେଲେ ରେଖା: ରହିବାକୁ ଘର ନାହିଁ, କିନ୍ତୁ….

ଜୟପୁର,୨୭/୮:ରାଜସ୍ଥାନର ଉଦୟପୁରର ଝାଡୋଲ ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ୫୫ ବର୍ଷୀୟା ରେଖା ଗାଲବେଲିଆ ତାଙ୍କ ୧୭ତମ ସନ୍ତାନକୁ ଜନ୍ମ ଦେଇଛନ୍ତି। ରେଖା ଏପର୍ଯ୍ୟନ୍ତ ୧୬ ଜଣ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି, କିନ୍ତୁ ସେମାନଙ୍କ ମଧ୍ୟରୁ ୪ ଜଣ…

ପ୍ରେମାନନ୍ଦ ମହାରାଜଙ୍କୁ କିଡନୀ ଦାନ କରିବାକୁ ଚାହୁଁଛନ୍ତି ଏହି ମୁସଲମାନ ବ୍ୟକ୍ତି: ବାବା ଦେଲେ ଏମିତି ପ୍ରତିକ୍ରିୟା

ଭୋପାଳ,୨୭/୮:ମଧ୍ୟ ପ୍ରଦେଶର ଇଟାରସୀରେ ରହୁଥିବା ଆରିଫ ବୃନ୍ଦାବନର ସନ୍ତ ପ୍ରେମାନନ୍ଦ ମହାରାଜଙ୍କୁ ନିଜ କିଡନୀ ଦେବା ପାଇଁ ପ୍ରସ୍ତାବ ରଖିଛନ୍ତି। ଏଥିପାଇଁ ସେ ଜିଲା କଲେକ୍ଟରଙ୍କୁ ଚିଠି ଦେଇ ନିଜର ମନସ୍କାମନା ପ୍ରକାଶ କରିଛନ୍ତି। ଆରିଫ ଖାନ କହିଛନ୍ତି,ସେ ମହାରାଜଙ୍କର ଆଧ୍ୟାତ୍ମିକ…

ଗଶେଣ ଚତୁର୍ଥୀରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୭।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଗଣେଶ ଚତୁର୍ଥୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଏହି ପବିତ୍ର ଅବସରରେ ସମସ୍ତଙ୍କ ମଙ୍ଗଳ ଏବଂ ସମୃଦ୍ଧି କାମନା କରିଛନ୍ତି। ସେ ଲେଖିଛନ୍ତି,…

ଟ୍ରମ୍ପଙ୍କ ଦେହରେ ଏହି ବିପଜ୍ଜନକ ରୋଗର ଲକ୍ଷଣ! ମନସ୍ତତ୍ତ୍ୱବିତ୍‌ ଚେତାବନୀ ଦେଇ କହିଲେ…

ୱାଶିଂଟନ,୨୭।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମାନସିକ ଏବଂ ଶାରୀରିକ ଅବସ୍ଥା ସମ୍ପର୍କରେ ପୁଣି ଥରେ ଆଲୋଚନା ଜୋର ଧରିଛି। ପ୍ରସିଦ୍ଧ ମନସ୍ତତ୍ତ୍ୱବିତ୍‌ ଡକ୍ଟର ହ୍ୟାରି ସେଗାଲ ଏବଂ ଡକ୍ଟର ଜନ ଗାର୍ଟନର ସମ୍ପ୍ରତି ସେମାନଙ୍କ କାର୍ଯ୍ୟକ୍ରମରେ ଥିଙ୍କିଂ ଟ୍ରମ୍ପ ଦାବି…

ପୂର୍ବତନ ବିଜେଡି ସାଂସଦ ପିନାକୀ ମିଶ୍ରଙ୍କ ନାଁରେ ସାଂଘାତିକ ଅଭିଯୋଗ

ଭୁବନେଶ୍ୱର, ୨୭।୮: ପୂର୍ବତନ ବିଜେଡି ସାଂସଦ ପିନାକୀ ମିଶ୍ରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆସିଛି। ଆର୍ଥିକ ହେରଫେର, ମନି ଲଣ୍ଡରିଂ ଭଳି ସଙ୍ଗୀନ ଅଭିଯୋଗ ହୋଇଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ସଂସଦରେ ଦେଶ ସୁରକ୍ଷାର ଗୁପ୍ତ ତଥ୍ୟ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?