Home Left

”ଆମେ ଦୁଇ, ଆମର ତିନି”, ଜାତୀୟ ସ୍ୱାର୍ଥ ପାଇଁ ପ୍ରତ୍ୟେକ ପରିବାରରେ ତିନି ସନ୍ତାନ ରହିବା ଉଚିତ: ମୋହନ ଭାଗବତ

ନୂଆଦିଲ୍ଲୀ,୨୮।୮: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ମୁଖ୍ୟ ମୋହନ ଭାଗବତ କହିଛନ୍ତି ଯେ ପ୍ରତ୍ୟେକ ଭାରତୀୟ ଦମ୍ପତିଙ୍କର ତିନି ଜଣ ସନ୍ତାନ ହେବା ଉଚିତ। ଗୁରୁବାର ଏକ ଖବରଦାତା ସମ୍ମିଳନୀରେ ଜନସଂଖ୍ୟା ପରିବର୍ତ୍ତନ ଓ ଜନସଂଖ୍ୟା ନିୟନ୍ତ୍ରଣ ସମ୍ପର୍କିତ ପ୍ରଶ୍ନର ଉତ୍ତର…

ଶିମିଳିପାଳ ଲୁଲୁଙ୍ଗ ବୁଲିବା ପାଇଁ ବାହାରିଥିଲେ ୨ ନାବାଳକ, ବାଟରେ ଘଟିଲା…

ବାରିପଦା,୨୮ା୮(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା-ଲୁଲୁଙ୍ଗ ରାସ୍ତା ପାର୍ଶ୍ୱ ଗଛରେ ପିଟି ହୋଇ ଦୁଇ ନାବାଳକଙ୍କ ମୃତ୍ୟୁ ଘଟିଛି । ମୃତକମାନେ ହେଲେ ବାଙ୍ଗରିପୋଷି ଥାନା ଅଧିନ ଭବାଡିହା ଗ୍ରାମର ନବୀନ ନାଏକଙ୍କ ପୁଅ ରାକେଶ (୧୩) ଓ ଦିବାକର…

ଟ୍ରମ୍ପଙ୍କୁ ଧୋକା ଦେଲେ ୟୁନୁସ୍‌, ଚାଇନା ସହ ମିଶି କରିଦେଲେ ବଡ଼ ଖେଳ

ଢାକା,୨୮।୮: ବାଂଲାଦେଶରେ ମହମ୍ମଦ ୟୁନୁସଙ୍କ ସରକାର କ୍ଷମତାକୁ ଆସିବା ପରଠାରୁ ସେଠାରେ ଅସ୍ଥିରତାର ଏକ ସମୟ ଦେଖାଯାଇଛି। ମହମ୍ମଦ ୟୁନୁସଙ୍କୁ ଆରମ୍ଭରୁ ପାକିସ୍ତାନ ଏବଂ ଚାଇନା ଶିବିରରେ ଦେଖାଯାଇଛି। ଏହି ସମୟରେ, ଖବର ଆସିଛି ଯେ ଏବେ ବାଂଲାଦେଶ ଚାଇନା ଠାରୁ…

ତାରାତାରିଣୀ ପୀଠ ପରିଦର୍ଶନ କଲେ ପ୍ରଶାସନିକ ଅଧିକାରୀ

ପୁରୁଷୋତ୍ତମପୁର,୨୮ା୮(ସୀମାଞ୍ଚଳ ମିଶ୍ର): ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଗଞ୍ଜାମ ଜିଲା ଗସ୍ତରେ ଆସି ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀ ଓ ବଡ଼ଖରିଡ଼ା କାଳେଶ୍ବର ମନ୍ଦିର ମଡେଲ ପାର୍କକୁ ପରିଦର୍ଶନ କରି ସମୀକ୍ଷା କରିଛନ୍ତି।…

ବିଭିନ୍ନ ଦୋକାନରେ ଅଚାନକ ଚଢ଼ାଉ: ୧୮୭ ଲିଟର ବିଦେଶୀ ମଦ ଜବତ

ରିଷିଡା,୨୮।୮ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡା ସ୍ଥିତ ଭିରକାପଡା, ଫଟାମୁଣ୍ତା ତେରେସିଂହା ଛକର ବିଭିନ୍ନ ଦୋକାନରେ ବୁଧବାର ଅଚାନକ ଚଢ଼ାଉ କରି ସଂପୃକ୍ତ ବେପାରୀମାନଙ୍କ ଠାରୁ ବିଭିନ୍ନ ପ୍ରକାର ୧୮୭ ଲିଟର ବିଦେଶୀ ମଦ ଜବତ ହୋଇଛି।…

ନୂଆଖାଇ ଭେଟଘାଟ, ଏକାଠି ନବାନ୍ନ ଖାଇଲେ ୧୦୦ ପରିବାର

ରିଷିଡା,୨୮ା୮(ସୁଶାନ୍ତ ମଲ୍ଲିକ): ଉତ୍ସାହ ଉଦ୍ଦୀପନାର ସହ ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଖାଇ ଗୁରୁବାର ଧୂମଧାମରେ ପାଳିତ ହୋଇଛି। ଏହି ଅବସରରେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ଗ୍ରାମବାସୀଙ୍କ ଉଦ୍ୟମରେ ଲୋକେ ରାଗରୁଷା ଭୁଲି ଏକାଠି ବସି ସମସ୍ତେ…

ଭୁବନେଶ୍ୱରରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ: ମୃତଦେହ ନିକଟରୁ ମୋବାଇଲ୍‌ ନେଇ ଛୁ ମାରିଲେ ଯୁବତୀ

ଭୁବନେଶ୍ୱର,୨୮ା୮: ରାଜଧାନୀ ଭୁବନେଶ୍ୱରର ବଡ଼ଗଡ଼ ବ୍ରିଟ୍‌ କଲୋନୀ ଅଞ୍ଚଳରେ ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ଚର୍ଚ୍ଚାରେ ରହିଛି। ଝୁଲନ୍ତା ଅବସ୍ଥାରେ ମିଳିଥିବା ଏହି ଯୁବକଙ୍କ ମୃତଦେହ ନିକଟରୁ ଦୁଇ ଯୁବତୀ ମୋବାଇଲ୍‌ ଫୋନ୍‌ ନେଇ ଏକ ସ୍କୁଟିରେ ପଳାଇଥିବା ଅଭିଯୋଗ…

ନୂଆଁଖାଇ ପାଳିଲେ ବଲାଙ୍ଗୀର ରାଜପରିବାର, ଓଡ଼ିଶାବାସୀଙ୍କୁ ଜଣାଇଲେ ଶୁଭେଚ୍ଛା

ବଲାଙ୍ଗୀର,୨୮।୮(ସୁନିଲ କୁମାର ମହାନ୍ତି): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ବଲାଙ୍ଗୀର ସହରରେ ଲୋକଙ୍କ ଭିତରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ଦେଖାଦେଇଛି। ସହରରେ ନୂଆଁଖାଇକୁ ନେଇ ଗୁରୁବାର ସାଂସ୍କୃତିକ ପରିବେଶ ଉତ୍ସାହପୂର୍ଣ୍ଣ ରହିଥିଲା। ଚଳିତବର୍ଷ ବଲାଙ୍ଗୀର ଶୈଳଶ୍ରୀ ପ୍ୟାଲେସ୍‌ରେ ରାଜପରିବାର…

ସେପ୍ଟେମ୍ବର ୩ରୁ ଏସବୁ ରାଶିର ଗୋଲ୍ଡେନ ଟାଇମ୍‌ ଆରମ୍ଭ; ଆକସ୍ମିକ ଧନଲାଭ ସାଙ୍ଗକୁ ବ୍ୟବସାୟ, ଶିକ୍ଷା କ୍ଷେତ୍ରରେ…

ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗ୍ରହମାନଙ୍କର ରାଜକୁମାର ବୁଧ ମାସରେ ଦୁଇଥର ରାଶି ପରିବର୍ତ୍ତନ କରିଥାନ୍ତି। ଏହାର ପ୍ରଭାବ ୧୨ ରାଶିଙ୍କ ଜୀବନରେ ପଡ଼ିଥାଏ। ଏହି କ୍ରମରେ ସେପ୍ଟେମ୍ବର ମାସ ଆରମ୍ଭରେ ବୁଧ ସିଂହ ରାଶିରେ ବିରାଜମାନ ରହିବେ। ଏହା ଫଳରେ…

ସଟସର୍କିଟରୁ ଲାଗିଲା ନିଆଁ: ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳିପୋଡ଼ି ପାଉଁଶ

ଛତ୍ରପୁର,୨୮/୮(ଦିଲ୍ଲୀପ ସାମଲ/ସନ୍ତୋଷ ପାଢ଼ୀ): ଛତ୍ରପୁର ଥାନା ଅନ୍ତର୍ଗତ ସୁନ୍ଦରପୁର ଗ୍ରାମ ସ୍ଥିତ (ମଠ)ଉପର ସାହିର ୟୁ ନାଗେଶ୍ୱର ଆଚାରୀଙ୍କ ଘରେ ଅଗ୍ନିକାଣ୍ଡ। ବିଦ୍ୟୁତ ସଟ ସର୍କିଟ ଯୋଗୁ ଘରେ ନିଆଁ ଲାଗିଯାଇଥିଲା। ଏହି ଅଗ୍ନିକାଣ୍ଡ ଲାଗି ଘରେ ଥିବା ଅନେକ ଫର୍ନିଚର…

ଇନଷ୍ଟାଗ୍ରାମରେ ଛାଡପତ୍ର ଘୋଷଣା ର‍୍ୟାପରଙ୍କୁ ବିବାହ କଲେ ଦୁବାଇ ରାଜକୁମାରୀ

ନୂଆଦିଲ୍ଲୀ,୨୮ା୮: ଦୁବାଇର ଶାସକ ତଥା ସଂଯୁକ୍ତ ଆରବ ଏମିରେଟସ୍‌ର ପ୍ରଧାନମନ୍ତ୍ରୀ ଶେଖ ମହମ୍ମଦ ବିନ ରାଶିଦ ଆଲ ମାକତୁମଙ୍କ ଝିଅ ଶେଖା ମାହରା ମହମ୍ମଦ ରାଶିଦ ଆଲ ମାକତୁମ ର‍୍ୟାପର ଫ୍ରେଞ୍ଚ ମଣ୍ଟାନାଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ୩୧…

କେଉଁ ଦେଶର ଲୋକଙ୍କୁ ଅଧିକ ଟଙ୍କା ଦିଏ Instagram: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଆଜିର ଡିଜିଟାଲ ଯୁଗରେ, ଇନଷ୍ଟାଗ୍ରାମ କେବଳ ଫଟୋ ଏବଂ ଭିଡିଓ ଶେୟାର କରିବାର ଏକ ପ୍ଲାଟଫର୍ମ ନୁହେଁ, ବରଂ ଏହା କୋଟି କୋଟି ଲୋକଙ୍କ ପାଇଁ ଆୟର ଏକ ଉତ୍ସ ପାଲଟିଛି। ସାରା ବିଶ୍ୱରେ କ୍ରିଏଟର୍‌, ପ୍ରଭାବଶାଳୀ ଏବଂ ସେଲିବ୍ରିଟିମାନେ ଇନଷ୍ଟାଗ୍ରାମରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?