ନିଜ ଗାଡ଼ି ଉପରେ କଟିଛି କେତେଟା ଚାଲାଣ? ଗୋଟିଏ କ୍ଲିକ୍ରେ ଏଭଳି ଜାଣନ୍ତୁ…
ନୂଆଦିଲ୍ଲୀ,୩୦।୮: ଅନେକ ଲୋକ ଅଜଣାତରେ ଟ୍ରାଫିକ ନିୟମ ଭାଙ୍ଗି ଦିଅନ୍ତି। ପରେ ସେମାନଙ୍କୁ ଜଣା ପଡ଼େ ନାହିଁ ଯେ ସେମାନଙ୍କ ଗାଡ଼ି ଉପରେ କେତେବେଳେ ଚାଲାଣ କଟି ସାରିଛି। ଯଦି ଆପଣଙ୍କ ସହିତ ମଧ୍ୟ ଏପରି ଘଟିଛି, ତେବେ ଏବେ ଚିନ୍ତା…
ମା’ ହେଲେ ସ୍ବାସ୍ଥ୍ୟମନ୍ତ୍ରୀ, ସରୋଗେସି ମାଧ୍ୟମରେ…
ଚଣ୍ଡିଗଡ଼,୩୦।୮: ହରିୟାଣା ସ୍ବାସ୍ଥ୍ୟମନ୍ତ୍ରୀ ଆରତୀ ସିଂହ ରାଓଙ୍କ ଘରେ ଏବେ ଖଉସିର ଲହରି। ଏହି ଖୁସି ତାଙ୍କ ମାଆ ହେବାର, ହଁ, ଆରତୀ ସରୋଗେସି ମାଧ୍ୟମରେ ସିଙ୍ଗଲ ମଦର ହୋଇଛନ୍ତି ଏବଂ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ତାଙ୍କ ପୁଅର…
କେଉଁଠି ଅଛନ୍ତି ବିରାଟ କୋହଲି, ଦେବେ ନାହିଁ କି ଫିଟନେସ ଟେଷ୍ଟ? ବିରାଟଙ୍କ ଅନୁପସ୍ଥିତି ଉଠାଇଲାଣି ପ୍ରଶ୍ନ
ନୂଆଦିଲ୍ଲୀ,୩୦।୮: ବିରାଟ କୋହଲି ଏବଂ ରୋହିତ ଶର୍ମା ଏବେ କେବଳ ODI ଖେଳୁଛନ୍ତି ଏବଂ ଯଦି ଦେଖାଯାଏ, ତେବେ ଉଭୟଙ୍କ ODI କ୍ୟାରିୟର ଉପରେ ପ୍ରଶ୍ନ ଉଠାଯାଉଛି। ଗତ ବର୍ଷ, ଉଭୟେ ଏକାଠି T20 ଆନ୍ତର୍ଜାତୀୟରୁ ଅବସର ନେଇଥିଲେ ଏବଂ ଏହା…
୭ ଲକ୍ଷରୁ ଊର୍ଦ୍ଧ୍ୱ ସରକାରୀ ଟଙ୍କା ହଡ଼ପ: ବନ୍ଧା ହେଲେ ପୂର୍ବତନ ପିଇଓ
କଳିଙ୍ଗନଗର,୩୦ା୮(ଶୁଭାଶିଷ ରାଉତ): ୭ ଲକ୍ଷ ୩୫୦୦୦ ହଜାର ସରକାରୀ ଟଙ୍କା ହଡ଼ପ ଅଭିଯୋଗରେ ଯାଜପୁର ଜିଲା ସୁକିନ୍ଦା ବ୍ଲକର ପୂର୍ବତନ ପିଇଓ ସନ୍ତୋଷ କୁମାର ଜେନାଙ୍କୁ ଦାନଗଦୀ ବ୍ଲକରୁ ଗିରଫ କରିଛି କଟକ ଭିଜିଲାନ୍ସ ବିଭାଗ। କେସ୍ ନମ୍ବର ୨୬/୨୫ରେ ଏକ…
ଆଲୁମିନିୟମ ବାସନରେ ଖାଉଛନ୍ତି କି? ହୋଇପାରେ କିଡନୀ ଫେଲ୍, ଜାଣନ୍ତୁ କ’ଣ କୁହନ୍ତି…
ଭାରତୀୟ ରୋଷେଇରେ ଆଲୁମିନିୟମ ବାସନକୁସନର ବହୁଳ ବ୍ୟବହାର ହୋଇଥାଏ। ଏହା ହାଲୁକା, ଶସ୍ତା ଏବଂ ସହଜରେ ଗରମ ହୋଇଯାଏ। ଏଥିଲାଗି ଅନେକେ ଲୋକ ପ୍ରାୟତଃ ପ୍ରଶ୍ନ କରନ୍ତି ଯେ ଆଲୁମିନିୟମ ବାସନରେ ଖାଇବା ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ ନା ଭଲ। ଆସନ୍ତୁ…
ଉପରାଷ୍ଟ୍ରପତିଙ୍କ ପେନସନ ଆବଦେନକୁ ନେଇ ଉଠୁଛି ପ୍ରଶ୍ନ, ଜାଣନ୍ତୁ ରାଜସ୍ଥାନ ସହ କ’ଣ ରହିଛି ସମ୍ପର୍କ
ନୂଆଦିଲ୍ଲୀ,୩୦।୮: ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନକର ପୂର୍ବତନ ବିଧାୟକ ଭାବରେ ପେନସନ ପାଇବା ପାଇଁ ରାଜସ୍ଥାନ ବିଧାନସଭା ସଚିବାଳୟରେ ପୁନଃ ଆବେଦନ କରିଛନ୍ତି। ସଚିବାଳୟର ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ଶୀଘ୍ର ଅନୁମୋଦନ ଦିଆଯିବ।…
ସେପ୍ଟେମ୍ବର ୨ ତାରିଖ ଭବାନୀପାଟଣା ନୂଆଁଖାଇ ଛୁଟି: ଘୋଷଣା କଲେ ଦକ୍ଷିଣାଞ୍ଚଳ ରାଜସ୍ଵ କମିଶନର
ଭବାନୀପାଟଣା,୨୯।୮(ଉତ୍ତମ କୁମାର ଦାଶ): ଆସନ୍ତା ସେପ୍ଟେମ୍ବର ୨ ତାରିଖ ମଙ୍ଗଳବାର କଳାହାଣ୍ଡି ଜିଲାର ଭବାନୀପାଟଣା ସମେତ ଗଡ଼ ଜାତ ଅଞ୍ଚଳରେ ନୂଆଁଖାଇ ପାଳନ ହେବ। ତେବେ ଏହି ଦିନକୁ ଛୁଟି ଘୋଷଣା କରିବା ପାଇଁ କଳାହାଣ୍ଡି ଜିଲାପାଳ ଗତ ୨୬ ତାରିଖ…
ଜେଲନସ୍କିଙ୍କ ସହ କଥା ହେଲେ ମୋଦି, ଜାଣନ୍ତୁ କ’ଣ ହେଲା ଚର୍ଚ୍ଚା
ନୂଆଦିଲ୍ଲୀ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ଟେଲିଫୋନରେ କଥାବାର୍ତ୍ତା କରିଥିଲେ। ରାଷ୍ଟ୍ରପତି ଜେଲେନସ୍କି ୟୁକ୍ରେନୀୟ ସମ୍ପ୍ରତି ଘଟିଥିବା ଘଟଣାବଳୀ ବିଷୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିସ୍ତୃତ ଭାବରେ ଅବଗତ କରାଇଥିଲେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁଯାୟୀ, ପ୍ରଧାନମନ୍ତ୍ରୀ…
ଗୋଟିଏ ଜୁଇରେ ଜଳିଲେ ନାତୁଣୀ, ଜେଜେ: ନାତୁଣୀ ମୃତ୍ୟୁ ଖବର ଶୁଣୁଶୁଣୁ…
ଯାଜପୁର,୩୦।୮: ଗୋଟିଏ ଜୁଇରେ ଜଳିଲେ ନାତୁଣୀ, ଜେଜେ। ନାତୁଣୀଙ୍କ ମୃତ୍ୟୁ ଖବର ଶୁଣି ଜେଜେବାପାଙ୍କ ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲିଚନ୍ଦ୍ରପୁର ଥାନା ଗୋବଣ୍ଟିଆ ଗାଁରେ। ସାପ କାମୁଡ଼ାରେ ୧୫ ବର୍ଷୀୟା ନାତୁଣୀଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ଖବର ଶୁଣୁଶୁଣୁ…
ରୋହିତଙ୍କ ପରେ ଶ୍ରେୟସ ବା ଶୁବମନ ନୁହେଁ ଏହି ଖେଳାଳି ହେବେ ODIର ନୂଆ କ୍ୟାପଟେନ
ନୂଆଦିଲ୍ଲୀ,୩୦।୮: ଭାରତର ODI ଦଳର ଅଧିନାୟକ ରୋହିତ ଶର୍ମା T20 ଏବଂ ଟେଷ୍ଟ କ୍ରିକେଟରୁ ଅବସର ନେଇସାରିଛନ୍ତି। ରୋହିତ ଶର୍ମା ୨୦୨୭ ବିଶ୍ୱକପ ପର୍ଯ୍ୟନ୍ତ ODI ଖେଳିବେ କି ନାହିଁ ସେ ବିଷୟରେ ଆଲୋଚନା ଜୋର ଧରିଛି। ଆଗାମୀ ଅଷ୍ଟ୍ରେଲିଆ ଗସ୍ତରେ…
ଦେଶବାସୀ ସହି ପାରିବେନି ମୋଦିଙ୍କ ଅପମାନ: ଭାଜପା
ନୂଆଦିଲ୍ଲୀ,୩୦।୮: ବିହାରରେ କଂଗ୍ରେସ ଦଳର ମଞ୍ଚରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବର୍ଗତ ମାଆଙ୍କ ପାଇଁ ଅପମାନଜନକ ଭାଷା ବ୍ୟବହାର କରାଯାଇଥିଲା। ସେବେଠାରୁ ରାଜନୈତିକ ହଇଚଇ ସୃଷ୍ଟି ହୋଇଛି। ଏହି ମାମଲାର ଅଭିଯୁକ୍ତ ରଫିକ ରିଜଭି ଓରଫ ରାଜାଙ୍କୁ ଗିରଫ କରାଯାଇଛି। ଏହାକୁ…
ଖବର ପ୍ରକାଶ ପରେ ରଥ ସାହି ଛକରେ ଲାଗିଲା ହାଇମାଷ୍ଟ ଲାଇଟ୍
ପୁରୁଷୋତ୍ତମପୁର,୩୦ା୮(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍ଏସିର ମୁଖ୍ୟ ରଥସାହି ଛକଟି ୪ ମାସରୁ ଊର୍ଦ୍ଧ୍ୱ ହେଲା ଅନ୍ଧକାର ରହିଥିବା ବେଳେ ଧରିତ୍ରୀ ପ୍ରଭାବରେ ଶନିବାର ଆଲୋକିତ ହୋଇଛି। ସହରର ଏହି ମୁଖ୍ୟ ଅନ୍ଧାରରେ ରହିଥିଲେ ସୁଦ୍ଧା ଏଥିପ୍ରତି ଏନ୍ଏସି ନିର୍ବାହୀ…

