Home Left

Campa  ପିଇବେ ଦୁବାଇବାସୀ! UAEରେ କୋଲ୍ଡ ଡ୍ରିଙ୍କ୍‌ ବ୍ରାଣ୍ଡ ଲଞ୍ଚ କଲେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ,୧୮।୨: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ (RIL)ର ଏକ ୟୁନିଟ୍‌ ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟସ ଲିମିଟେଡ୍‌ ମଙ୍ଗଳବାର ସଂଯୁକ୍ତ ଆରବ ଏମିରେଟ୍ସ (UAE)ରେ ଏହାର ଥଣ୍ଡା ପାନୀୟ ବ୍ରାଣ୍ଡ କାମ୍ପା କୋଲା ଲଞ୍ଚ କରିଛି। ବିଶ୍ୱର ଅଗ୍ରଣୀ ଖାଦ୍ୟ ଏବଂ ପାନୀୟ (F&B)…

KIIT student death case: ତାତିଲେ ପିଲା, କିଟ୍‌ରେ ଭଙ୍ଗାରୁଜା

ଭୁବନେଶ୍ୱର,୧୮।୨: କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (KIIT)ରେ ଜଣେ ନେପାଳୀ ଛାତ୍ରଙ୍କ ଆତ୍ମହତ୍ୟା ପରେ, ସାରା ରାଜ୍ୟରେ ଚହଳ ପଡିଛି। କେବଳ ରାଜ୍ୟରେ ନୁହେଁ ଦେଶକୁ ନିନ୍ଦିତ ହେବାକୁ ପଡିଛି। ଘଟଣାକୁ ନେଇ ପ୍ରତିବାଦ କରିବା ସମୟରେ ବିଶ୍ୱବିଦ୍ୟାଳୟ କର୍ମଚାରୀଙ୍କ…

ବିବାହ ଶୋଭାଯାତ୍ରାରେ ତୁମୁଳକାଣ୍ଡ: ଶୋଭାଯାତ୍ରା ଗାଡି ଚାଳକଙ୍କ ଭୁଜାଲି ମାଡରେ , ଯୁବକ ଗୁରୁତର

ହିଞ୍ଜିଳିକାଟୁ, ୧୮।୨(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶ୍ରଦ୍ଧାପୁର ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଏକ ବିବାହ ଶୋଭାଯାତ୍ରା ଚାଲିଥିବା ବେଳେ କୌଣସି କଥାକୁ କେନ୍ଦ୍ର କରି ଶୋଭାଯାତ୍ରାରେ ଥିବା ଏକ ଗାଡିର ଚାଳକ ଓ ମାଲିକ ମିଶି ବରଘରର…

୧୩ ଛକା, ୨୫ ଚୌକା, କରିଛନ୍ତି ୩୧୭ ରନ୍‌…କାହିଁକି ହିଟ୍‌ମ୍ୟାନ୍‌ଙ୍କୁ କୁହାଯାଉଛି ଦୁବାଇର ‘ଡନ୍‌’

ନୂଆଦିଲ୍ଲୀ,୧୮।୨: ରୋହିତ ଶର୍ମା କ୍ରିକେଟ ଜଗତରେ ହିଟ୍‌ମ୍ୟାନ୍‌ ଭାବରେ ଜଣାଶୁଣା। ସେ ଯେକୌଣସି ମଇଦାନ ନଚେତ ବୋଲର୍‌ଙ୍କ  ବଲ୍‌ରେ ଛକା ମାରୁଥିବାରୁ ତାଙ୍କୁ ଏଭଳି ନାମ ମିଳିଛି। ଏବେ ରୋହିତ ଚାମ୍ପିଅନ୍ସ ଟ୍ରଫିରେ ନଜର ଆସିବେ। ହେଲେ ସେ ହିଟମ୍ୟାନ୍‌ ଭାବରେ…

ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନାହାର -ଚେନ

ହିଞ୍ଜିଳିକାଟୁ, ୧୮।୨(ଦ୍ବିତୀକୃଷ୍ଣ ପଣ୍ଡା) : ଗତ କିଛି ମାସର ବ୍ୟବଧାନ ପରେ ହିଞ୍ଜିଳି ଥାନା ଇଲାକାରେ ପୁଣିଥରେ ଲୁଟେରା ଗ୍ୟାଙ୍ଗଙ୍କ ପାର୍ଦୁଭାବ ଦେଖିବାକୁ ମିଳିଛି। ଜୈନିକ ଦମ୍ପତି ଜଣେ ସମ୍ପର୍କୀୟଙ୍କ ର୍ନିବନ୍ଧ କାର୍ଯ୍ୟରେ ଯୋଗଦେବାକୁ ମୋଟର ସାଇକେଲରେ ଯାଉଥିବା ବେଳେ ୨…

ଲାଞ୍ଜିଗଡ଼ ବ୍ଲକ ସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ

ଲାଞ୍ଜିଗଡ଼,୧୮/୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଶ୍ଵନାଥପୁର ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ନିପୁଣ ଓଡିଶା ମେଳା କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଢ଼ଳଦେବ ମୁଣ୍ଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

Pension Scheme: ସରକାରଙ୍କ ଏହି ବଡ଼ ଯୋଜନାରେ Pension  ପାଇପାରିବେ ଶ୍ରମିକ, ଅଳ୍ପ ଟଙ୍କା ନିବେଶ କରି ଲାଭ ଉଠାନ୍ତୁ…

ନୂଆଦିଲ୍ଲୀ,୧୮।୨: କେନ୍ଦ୍ର ସରକାର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ କଲ୍ୟାଣକାରୀ ଯୋଜନା ଚଳାଉଛନ୍ତି। ଏବେ ସାରା ଦେଶର ଅସଂଗଠିତ ଶ୍ରମିକଙ୍କ ପାଇଁ ଏକ ବଡ଼ ଖୁସିଖବର ଆସିଛି। ଭାରତରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କର ଭବିଷ୍ୟତ ସେମାନଙ୍କର ବର୍ତ୍ତମାନର ଆୟ…

7 Famous beaches in INDIA: ଥରେ ଗଲେ ଭୁଲିଯିବେ ଗୋଆ, ପର୍ଯ୍ୟଟକଙ୍କୁ ବାନ୍ଧି ରଖୁଛି ଭାରତର ଏହି ୭ ସମୁଦ୍ରକୂଳ …

ଖରାଦିନେ ବୁଲିବାକୁ ଇଚ୍ଛା ହେଲେ ସମୁଦ୍ରକୂଳ ସମସ୍ତଙ୍କର ପସନ୍ଦର ସ୍ଥାନ ପାଲଟେ। ଭାରତରେ ସମୁଦ୍ରତଟ ଦେଖିବା ଲାଗି ୯ ସୁନ୍ଦର ସ୍ଥାନ ରହିଛି, ଯେଉଁଠିକୁ ଯିବାକୁ ଆପଣ ପ୍ଲାନ୍‌ କରିପାରିବେ। କେରଳର ସମୁଦ୍ରଗୁଡ଼ିକ ପର୍ଯ୍ୟଟଙ୍କ ମନ ମୋହିଥାଏ। ଆଣ୍ଡାମାନ ଏବଂ ନିକୋବର…

7 Mistakes after Marriage: ବିବାହ ପରେ ଭୁଲ୍‌ରେ ବି ପୁରୁଷମାନେ କରନ୍ତୁ ନାହିଁ ଏହି ୭ ଭୁଲ୍‌, ଭାଙ୍ଗିଯାଇପାରେ ସମ୍ପର୍କ…

ବିବାହ କେବଳ ଦୁଇଜଣ ବ୍ୟକ୍ତି ନୁହନ୍ତି ବରଂ ଦୁଇ ପରିବାର ମଧ୍ୟରେ ଏକ ଅତୁଟ ସମ୍ପର୍କ। ବିବାହ ପରେ ଦାୟିତ୍ୱ ବଢ଼ିଯାଇଥାଏ। ଏହାକୁ ସୂଚାରୁରୂପେ ତୁଲାଇବା ଅତ୍ୟନ୍ତ ଜରୁରୀ। ବୈବାହିକ ଜୀବନ ସମ୍ଭାଳିବାରେ ବେହୁସିଆର ହେଲେ ଛାଡ଼ପତ୍ରରେ କଥା ପହଞ୍ଚି ଯାଇଥାଏ।…

ମଣ୍ଡିରେ ଧାନପଡ଼ି ସରୁଛି ଟୋକନ ଅବଧି:ଧାନ କିଣାବିକାରେ ଚାଲିଛି ଫଲ୍ସଏଣ୍ଟ୍ରି

ବରଗଡ଼,୧୮।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଆଉ ୨ଦିନ ପରେ ୩ମାସ ପୂରିବ। କିନ୍ତୁ ଏବେ ମଧ୍ୟ ଜିଲାର ବିଭିନ୍ନ ସ୍ଥାନରେ ଧାନ ବିକ୍ରିବଟାକୁ ନେଇ ଚାଷୀମାନେ ବହୁବିଧ ସମସ୍ୟାରେ ଛନ୍ଦି ହୋଇଛନ୍ତି। ଜିଲାର ପଦ୍ମପୁର ଉପଖଣ୍ଡରେ…

KIIT student death case: ଛାତ୍ରୀଛାତ୍ରଙ୍କ ଉପରେ କାଲି କରିଥିଲେ ଜୁଲମ, ଆଜି ମାଗିଲେ କ୍ଷମା

ଭୁବନେଶ୍ୱର,୧୮।୨: କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (KIIT)ରେ ଜଣେ ନେପାଳୀ ଛାତ୍ରଙ୍କ ଆତ୍ମହତ୍ୟା ପରେ, ସାରା ରାଜ୍ୟରେ ଚହଳ ପଡିଛି। କେବଳ ରାଜ୍ୟରେ ନୁହେଁ ଦେଶକୁ ନିନ୍ଦା କରାଯାଉଛି। ଘଟରାକୁ ନେଇ ପ୍ରତିବାଦ କରିବା ସମୟରେ ବିଶ୍ୱବିଦ୍ୟାଳୟ କର୍ମଚାରୀଙ୍କ ଅସଭ୍ୟ…

୪୦ଟି ଶିକ୍ଷଣ ସାମଗ୍ରୀ ପ୍ରଦର୍ଶିତ: ୧୪ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ଅଂଶଗ୍ରହଣ

ଦିଗପହଣ୍ଡି,୧୮ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି କ୍ଲଷ୍ଟର ଅନ୍ତର୍ଗତ ମଧୁ ବିଦ୍ୟାପୀଠରେ ସିଆରସିସି ଅନିଲ କୁମାର ଦାସଙ୍କ ସଂଯୋଜନାରେ ୨ ଦିନ ଚାଲିଥିବା ବିଷୟ ଭିତ୍ତିକ ଶିକ୍ଷଣ ସାମଗ୍ରୀ କର୍ମଶାଳା ଉଦଯାପିତ ହୋଇଯାଇଛି। ଦିଗପହଣ୍ଡି ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବାଳା ମାଝୀ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri