Home Left

ଶୌଚ ପାଇଁ ଯାଇଥିଲେ, ଦଳିଦେଲା ହାତୀ: ପଡ଼ିରହିଛି ମୃତଦେହ, ଭୟରେ…

ଦେବଗଡ,୧୧।୯(ଶଶାଙ୍କ ଶେଖର ଝାଙ୍କର): ଆଜିକାଲି ରାଜ୍ୟର ଅନେକ ସ୍ଥାନରେ ହାତୀ ଆତଙ୍କ ଦେଖିବାକୁ ମିଳିଛି। ଗୁରୁବାର ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ରିଆମାଳ ରେଞ୍ଜ କୋରଡପସି ଗାଁରେ ବୃଦ୍ଧଙ୍କୁ ହାତୀ ଦଳିଦେଇଛି । ଘଟଣାସ୍ଥଳରେ କୁହ୍ଲ ନାଏକ (୬୧)…

ସରକାର ବଦଳିବା ପରେ ଅଞ୍ଚଳରେ ଦେଖାଯାଉଛି ବିଭିନ୍ନ ସମସ୍ୟା: ଗର୍ଜିଲା ବିଜେଡି

ଗଜପତି,୧୧।୯ (ଗିରିଧାରୀ ପରିଛା)-ଗଜପତି ଜିଲା ମୋହନା ବ୍ଲକ ଚନ୍ଦ୍ରଗିରି ତିବତୀୟନ ବଙ୍ଗଳାଠାରେ ଜିଲା ବିଜେଡି ସଭାପତି ପ୍ରଦୀପ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ମୋହନା ବ୍ଲକର ବିଭିନ୍ନ ସମସ୍ୟା ବିଷୟରେ ବ୍ଲକର ବିଜେଡି କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଆଲୋଚନା ହୋଇଯାଇଛି। ବିଶେଷ କରି ଶିକ୍ଷା,…

ଚାଷ ଜମିକୁ ଯାଉଥିଲେ, ହଠାତ୍‌ ମାରିଲା ଘଡ଼ଘଡ଼ି: ଆଉ ତା’ପରେ…

ନୂଆପଡ଼ା,୧୧।୯(ମକାରୁ ବେମାଲ/ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଗୁରୁବାର ସକାଳୁ ଏକ ଅଭାବନୀୟ ଘଟଣା ଘଟିଛି। ସକାଳୁ ସକାଳୁ ବଜ୍ରାଘାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଜଣ ଆହତ ହୋଇଛନ୍ତି। ବୋଡେନ ଥାନା ଡୁର୍କାମୁଣ୍ଡା ଗାଁରେ ଏହି ଘଟଣା…

ଡାକ୍ତର ହେବେ ଆଦିବାସୀ ଝିଅ ବିଦୁ ନାଏକ: ଅଞ୍ଚଳ ପାଇଁ ସୃଷ୍ଟି କଲେ ଉଦାହରଣ

ଭବାନୀପାଟଣା,୧୧ା୯(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଅନ୍ତର୍ଗତ ବଡ଼କର୍ଲାକୋଟ ପଞ୍ଚାୟତ ନୂଆପଡାର ଜଣେ ଗରିବ ଆଦିବାସୀ ଝିଅ ବିଦୁ ନାଏକ(୨୧) ସର୍ବ ଭାରତୀୟସ୍ତରର ଯୋଗ୍ୟତା ପ୍ରବେଶିକା ପରୀକ୍ଷା (ନିଟ)ରେ ଉତ୍ତୀର୍ଣ୍ଣ ହୋଇ ଅଞ୍ଚଳ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଗତ…

ଦାରିଙ୍ଗବାଡିରେ ନିୟନ୍ତ୍ରଣ ନାହିଁ ଟ୍ରାଫିକ୍‌: ଯାତାୟାତରେ ସମସ୍ୟା

ଦାରିଙ୍ଗବାଡି, ୧୧।୯ (ଅରୁଣ ସାହୁ):କନ୍ଧମାଳ ଜିଲ। ଦାରିଙ୍ଗବାଡିରେ ଟ୍ରାଫିକ ସମସ୍ୟା ନିୟନ୍ତ୍ରଣରେ ନାହିଁ। ପୋଲିସ ପକ୍ଷରୁ ଚାରିଛକରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଗୃହରଖିମାନଙ୍କୁ ଡ୍ୟୁଟି ଦିଆଯାଇଛି। କିନ୍ତୁ ଗାଡିମୋଟର ସଂଖ୍ୟା ବୃଦ୍ଧି ଯୋଗୁ ସେମାନଙ୍କ ହାତରେ ମଧ୍ୟ ନିୟନ୍ତ୍ରଣ ହେବା ମୁସ୍କିଲ…

ଶୋଇଥିବାବେଳେ ଘରୁ ଟାଣି ଆଣି କଚାଡି ମାରିଲା ଦନ୍ତା

ବଣାଇଁ, ୧୧।୯(ପ୍ରଦୀପ ତ୍ରିପାଠୀ): ଘରୁ ଟାଣି ଆଣି କଚାଡି ମାରିଲା ଦନ୍ତା । ବଣାଇଁ ବନଖଣ୍ଡ କୋଇଡା ବନାଞ୍ଚଳ ଅନ୍ତର୍ଗତ ସାନ ଇନ୍ଦୁପୁରଠାରେ ଥିବା ଗିରୱାଲ ହଟିଙ୍ଗରେ ଗତ କାଲି ବିଳମ୍ବିତ ରାତିରେ ଘରେ ଜଣଙ୍କ ଘର ଭାଙ୍ଗି ଦେଇଛି। ଶୋଇଥିବାବେଳେ…

ପୂର୍ବତନ ସରପଞ୍ଚଙ୍କୁ ଆକ୍ରମଣ ଘଟଣା: ଭିଡିଓରେ କହିଲେ ସାଂଘାତିକ କଥା!

ଦାରିଙ୍ଗବାଡି, ୧୧।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା କିରିକୁଟି ପଞ୍ଚାୟତର ପୂର୍ବତନ ସରପଞ୍ଚ ତ୍ରିଲୋଚନ ପ୍ରଧାନ ଓରଫ ଟିଟୁଙ୍କୁ ଗତ ରବିବାର ବିଳମ୍ବିତ ରାତିରେ ତାଙ୍କ ସମ୍ପର୍କୀୟଙ୍କ ଘରେ ମରଣାନ୍ତକ ଆକ୍ରମଣ ହୋଇଛି। ଏହି ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ…

ଜନଶୁଣାଣିକୁ ସ୍ବାସ୍ଥ୍ୟ ବିଭାଗର ଅଣଦେଖା

ଭୁବନେଶ୍ୱର,୧୧ା୯(ରବିନାରାୟଣ ଜେନା): ରାଜ୍ୟବାସୀଙ୍କୁ ସୁଶାସନ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୬ରେ ‘ଆମ ଶାସନ’ ବ୍ୟବସ୍ଥା ଆପଣାଯାଇଛି। ଆଭିମୁଖ୍ୟ ରହିଛି, ସରକାରଙ୍କ ପ୍ରତ୍ୟେକ ଯୋଜନା ଯେପରି ସମସ୍ତ ହିତାଧିକାରୀଙ୍କ ନିକଟରେ ନିର୍ଦ୍ଦିଷ୍ଟ ସମୟ ଭିତରେ ପହଞ୍ଚତ୍ବ। ଏଥିପାଇଁ ପର୍ଯ୍ୟାୟକ୍ରମେ…

ରାଜ୍ୟ ସରକାରଙ୍କୁ ୨ଲକ୍ଷ ଟଙ୍କା ଜରିମାନା ନିର୍ଦ୍ଦେଶ

କଟକ,୧୧।୯(କାର୍ତ୍ତିକ ସାହୁ): ପ୍ରାୟ ୩ ଦଶନ୍ଧି ତଳର ଏକ ଦଓ୍ବୋନି ମାମଲାରେ କୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଅନୁପାଳନଢ଼ କରିବାରେ ସରକାରୀ ଅଧିକାରୀଙ୍କ ଖାମଖିଆଲି ନୀତି ଯୋଗୁ ଏବେ ସରକାରଙ୍କୁ ଦଣ୍ଡିତ ହେବାକୁ ପଡ଼ିଛି। ଓଡ଼ିଶା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ୨ଲକ୍ଷ ଟଙ୍କାର…

ଭୁବନେଶ୍ୱର ‘ନ୍ୟୁ ସିଟି’କୁ ଅନୁମୋଦନ

ଭୁବନେଶ୍ୱର,୧୧ା୯(ରବିନାରାୟଣ ଜେନା): ରାଜଧାନୀ ଭୁବନେଶ୍ୱରରେ ଗଢ଼ିଉଠିବ ଆଉ ଏକ ନୂଆ ସହର। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କିଛିଦିନ ତଳୁ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ବୁଧବାର ରାଜ୍ୟ କ୍ୟାବିନେଟ୍‌ର ମୋହର ବାଜିଛି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ…

ସାର ପାଇଁ ‘ଆଧାର’ ଧାଡ଼ି

ଦେଓଗାଁ,୧୧ା୯ (କୃଷ୍ଣ ପ୍ରସାଦ ପାଣିଗ୍ରାହୀ): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକରେ ଏବେ ଧାନ ଚାଷ ପାଇଁ ୟୁରିଆ ସାରର ଘୋର ଅଭାବ ଦେଖାଦେଇଛି। ଚଳିତ ବର୍ଷ ଠିକ୍‌ ସମୟରେ ଚାଷୀଙ୍କୁ ୟୁରିଆ ସାର ଯୋଗାଇବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ଦେଓଗଁା…

ଶିଳ୍ପ, ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ୫୩୩.୬୨ କୋଟି ଜଳକର ବାକି

ବ୍ରହ୍ମପୁର,୧୧ା୯(ଅଶୋକ କୁମାର ସାହୁ): ଚଳିତ ଆର୍ଥିକ ବର୍ଷ ଜୁନ୍‌ ସୁଦ୍ଧା ଗଞ୍ଜାମ, ଗଜପତି ଓ ରାୟଗଡା ଜିଲାର ବିଭିନ୍ନ ଶିଳ୍ପ ଓ ବ୍ୟବସାୟିକ ସଂସ୍ଥା ନିକଟରେ ଜଳକର ବାବଦକୁ ୫୩୩.୬୨କୋଟି ଟଙ୍କା ବାକି ପଡିଛି। ୨ମାସ ଭିତରେ ଏହା ଆଦାୟ କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?