ମଧୁବିଦ୍ୟା ପୀଠର ବାର୍ଷିକୋତ୍ସବ: କୃତି ଛାତ୍ରୀଛାତ୍ରଙ୍କୁ କରାଗଲା ପୁରସ୍କୃତ
ଦିଗପହଣ୍ଡି,୩।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ମଧୁବିଦ୍ୟା ପୀଠ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ ମମତାରାଣୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ସହକାରୀ ଶିକ୍ଷକ ଉପେନ୍ଦ୍ର କୁମାର ପଣ୍ଡା ସଂଯୋଜନା କରିଥିଲେ। ସାନଖେମୁଣ୍ଡି ବ୍ଲକ ଗୋଷ୍ଠୀ…
ପାକିସ୍ତାନରେ ହେବ ମହିଳା ଦିନିକିଆ ବିଶ୍ୱକପ୍ କ୍ୱାଲିଫାୟର୍ସ
କରାଚୀ,୩ା୩: ପାକିସ୍ତାନ ଚଳିତ ମାସରେ ଆଉ ଏକ ଅନ୍ତଜର୍ର୍ାତୀୟ କ୍ରିକେଟ ପରିଷଦ (ଆଇସିସି) ଟୁର୍ନାମେଣ୍ଟ ଆୟୋଜନ କରିବାକୁ ଯାଉଛି। ଦେଶ ଚଳିତମାସ ପରବର୍ତ୍ତୀ ଭାଗରେ ମହିଳା ୫୦ଓଭର ବିଶ୍ୱକପ୍ କ୍ୱାଲିଫାୟର ଆୟୋଜନ କରିବାକୁ ଯାଉଛି। ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ର ଜଣେ…
ବିଶାଖାପାଟଣାରେ ନାବାଳକ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା: ଶୋକାକୁଳ ପରିବେଶରେ ଗାଁ ଶ୍ମଶାନରେ ହେଲା ଶେଷକୃତ୍ୟ
ଲାଞ୍ଜିଗଡ଼,୩।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ମାଳିଯୁବାଙ୍ଗ ପଞ୍ଚାୟତର କେନ୍ଦୁପେଟ ଗାଁର ନାବାଳକ ରଘୁ ମାଝୀ (୧୭) ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଜିଲାକୁ ଦାଦନ ଖଟିବାକୁ ଯାଇଥିବା ବେଳେ ଶୁକ୍ରବାର ସେଠାରେ ମୃତ୍ୟୁ ଘଟିଥିଲା। ରଘୁ…
India Vs Australia: ସେମିଫାଇନାଲ ମ୍ୟାଚ୍ ପରିଚାଳନା କରିବେ ଗାଫାନେ, ଇଲିଙ୍ଗଓ୍ବର୍ଥ
ଦୁବାଇ,୩ା୩: ନ୍ୟୁଜିଲାଣ୍ଡର କ୍ରିସ ଗାଫାନେ ଓ ଇଂଲଣ୍ଡର ରିଚାର୍ଡ ଇଲିଙ୍ଗଓ୍ବର୍ଥ ଫିଲ୍ଡ ଅମ୍ପାୟାର ଭାବେ ମଙ୍ଗଳବାର ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ପ୍ରଥମ ସେମିଫାଇନାଲ ପରିଚାଳନା କରିବେ। ଇଂଲଣ୍ଡର ମାଇକେଲ ଗଫ ତୃତୀୟ ଅମ୍ପାୟାର ଓ ଜିମ୍ବାଓ୍ବେର ଆଣ୍ଡି…
ରୋହିତ ଶର୍ମାଙ୍କୁ ‘ମୋଟା’ କହିବା ଉପରେ ପ୍ରବଳ ହଙ୍ଗାମା: ଭାଜପା କହିଲା ରାହୁଲ ଗାନ୍ଧୀ ଅନ୍ଫିଟ୍
ନୂଆଦିଲ୍ଲୀ,୩।୩: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଆଜି ସକାଳ ଠାରୁ ଖବରର ଶିରୋନାମାରେ ଅଛନ୍ତି। ରବିବାର ଟିମ ଇଣ୍ଡିଆ ଚାମ୍ପିଅନ୍ସ ଟ୍ରଫିର ଶେଷ ଲିଗ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ଖରାପ ଭାବରେ ପରାସ୍ତ କରିବା ପରେ ଏବେ ସେମିଫାଇନାଲରେ ଅଷ୍ଟ୍ରେଲିଆ…
ପାକିସ୍ତାନ ଉପରୁ ହଟିଲା ବାସନ୍ଦ
ଲାହୋର,୩ା୩: ପାକିସ୍ତାନ ଫୁଟବଲ ଫେଡେରେଶନ (ପିଏଫଏଫ) ତା’ର ସମ୍ବିଧାନରେ ଆବଶ୍ୟକୀୟ ପରିବର୍ତ୍ତନ କରିବା ପରେ ଏହା ଉପରୁ ବିଶ୍ୱ ଫୁଟବଲ ପରିଚାଳନା ସଂସ୍ଥା ଫିଫା ବାସନ୍ଦ ହଟାଇଛି। ଫେଡେରେଶନ ପରିଚାଳନାରେ ସ୍ବଚ୍ଛତା ଲାଗି ସମ୍ବିଧାନରେ ଆବଶ୍ୟକ ଥିବା ପରିବର୍ତ୍ତନ ନ କରିବାରୁ…
ବିଭିନ୍ନ ସମସ୍ୟା ନେଇ ଜିଲାପାଳଙ୍କୁ ଅଭିଯୋଗ କଲେ ସାନଯୋଡ଼ାବାସୀ
କେନ୍ଦୁଝର,୩। ୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ କୁଟୁଗାଁ ପଞ୍ଚାୟତ ଅଧିନସ୍ତ ସାନ ଯୋଡ଼ା ଗ୍ରାମକୁ ସ୍ବାୀନତାର ୭୮ବର୍ଷ ବିତି ଯାଇଥିଲେ ମଧ୍ୟ ରାଜସ୍ବ ଗ୍ରାମର ମାନ୍ୟତା ପ୍ରଦାନ କରାଯାଇନାହିଁ। ଫଳରେ ଗ୍ରାମ ବାସୀ ଜମିଜମା…
ଘରକୁ ଫେରୁଛନ୍ତି ନିର୍ଯାତନା ଶିକାର ହେଉଥିବା ୫ ଦାଦନ ଶ୍ରମିକ ଉଦ୍ଧାର
ନୂଆପଡ଼ା,୩ା୩ (ମକାରୁ ବେମାଲ): ହାଇଦ୍ରାବାଦ ଯାଇ ନିର୍ଯାତନା ଶିକାର ହେଉଥିବା ନୂଆପଡ଼ା ଜିଲାର ୫ ଦାଦନ ଶ୍ରମିକ ଜିଲା ଶ୍ରମ କାର୍ଯ୍ୟାଳୟ ହସ୍ତକ୍ଷେପରେ ଉଦ୍ଧାର ହୋଇ ଘରକୁ ଫେରୁଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ ଖଡିଆଳ ଥାନା ଲାଞ୍ଜି ପଞ୍ଚାୟତ ମନ୍ତ୍ରୀତରାଇ ଗାଁର…
ଗାଁରେ ବୁଲିଲା ଗୋଠଛଡ଼ା ଦନ୍ତା
ଆନନ୍ଦପୁର,୩ା୩(ସୁଶାନ୍ତ କୁମାର ସାହୁ/ ଉମେଶ ଚନ୍ଦ୍ର ପାଢ଼ୀ): ଢେଙ୍କାନାଳ ଜିଲା କପିଳାସ ଜଙ୍ଗଲରୁ ଆସିଥିବା ଏକ ଗୋଠଛଡ଼ା ଦନ୍ତା ଆନନ୍ଦପୁର ଉପଖଣ୍ତରେ ଉତ୍ପାତ ମଚାଇଛି। ରବିବାର ରାତିରେ ବେଲବାହାଳି ଓ ହରିଡ଼ାପାଳ ପଞ୍ଚାୟତ ଅଧୀନ ବିଭିନ୍ନ ଗ୍ରାମକୁ ଗୋଠ ଛଡ଼ା ଦନ୍ତା…
ଘାଟିଶୁଳା,ଚକରା ଘାଟିକୁ ପର୍ଯ୍ୟଟନ ମାନଚିତ୍ରରେ ଯୋଡାଯିବ: ପ୍ରଦ୍ୟୁମ୍ନ
ଭଞ୍ଜନଗର,୩ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ନିର୍ବାଚିତ ହେବା ପରଠାରୁ ନିଜ ନିର୍ବାଚନ ମଣ୍ଡଳୀର ଅଧିକ ବିକାଶ ହୋଇପାରିବ ସେଥିପ୍ରତି ଗୁରୁତ୍ୱ ଦେଉଛନ୍ତି। ପର୍ଯ୍ୟଟନ କ୍ଷେତ୍ରର କିପରି ବିକାଶ ହୋଇ ଭଞ୍ଜନଗର ପର୍ଯ୍ୟଟକଙ୍କ ମନ ଜିଣିବ…
ସନମ ତେରୀ କସମ-୨ ରେ ନଜର ଆସିବେ ପୁରୁଣା ଯୋଡ଼ି, ବଡ଼ ଖୁଲାସା କଲେ ଅଭିନେତ୍ରୀ
ମୁମ୍ବାଇ: ୨୦୧୬ରେ ମୁକ୍ତିଲାଭ କରିଥିବା ସନମ୍ ତେରୀ କସମ୍ ପୁନର୍ବାର ମୁକ୍ତିଲାଭ କରିବା ପରେ ହଇଚଇ ସୃଷ୍ଟି କରିଛି। ଏହି ଫିଲ୍ମରେ ପାକିସ୍ତାନୀ ଅଭିନେତ୍ରୀ ମାୱରା ହୋକାନ୍ ଏବଂ ହର୍ଷବର୍ଦ୍ଧନ ରାଣେ ମୁଖ୍ୟ ଭୂମିକାରେ ଅଛନ୍ତି। ଦ୍ୱିତୀୟଥର ମୁକ୍ତିଲାଭ ପରେ ଏହି…
ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ: ଗଛତଳେ ପାଠ ପଢିଲେ ଛାତ୍ରୀଛାତ୍ର
ବୌଦ୍ଧ,୩।୫:(ଅଜିତ କୁମାର ବାରିକ ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ତୁକୁଲୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଚି ପ୍ରଧାନ ଦୁଇଜଣ ଛାତ୍ରୀଙ୍କୁ ଦଣ୍ଡ ଦେଇଥିବାକୁ ନେଇ ଗ୍ରାମବାସୀ ବୌଦ୍ଧ ଜିଲା ଶିକ୍ଷାଅଧିକାରୀ ଓ ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ ନିକଟରେ…
Archives


